Home Left

ମାନବାଧିକାର ଉଲ୍ଲଂଘନକାରୀ ଏଠି ପଦବୀର ମାଲିକ : କଂଗ୍ରେସ

ଭୁବନେଶ୍ୱର, ୨୮।୮(ବ୍ୟୁରୋ): ଜନସାଧାରଣଙ୍କ ଅଧିକାରକୁ ସୁରକ୍ଷା ପ୍ରଦାନ ତଥା ପୋଲିସକୁ ଲୋକାଭିମୁଖୀ କରିବା ପାଇଁ ଦେଶରେ ବିଭିନ୍ନ ନ୍ୟାୟିକ ଓ ଅର୍ଦ୍ଧନ୍ୟାୟିକ ପ୍ରତିଷ୍ଠାନ କାର୍ଯ୍ୟକରୁଛି। କିନ୍ତୁ ରାଜ୍ୟ ସରକାରଙ୍କୁ ମାନବାଧିକାରର କୌଣସି ଖାତିର ନ ଥିବା କଂଗ୍ରେସ ଅଭିଯୋଗ ଆଣିଛି। ଶୁକ୍ରବାର…

ମାରି ଖାଇବାକୁ ଛକିଥିଲା; ସାପ-କୁକୁଡା ମଧ୍ୟରେ ହେଲା ଜୋରଦାର ଲଢ଼େଇ; ଶେଷରେ…

ମନୁଷ୍ୟମାନଙ୍କ ମଧ୍ୟରେ ଅନେକ ଲୋକକଥା ପ୍ରଚଳିତ ରହିଛି। ସେଥିରୁ କିଛି ପଶୁମାନଙ୍କ ଉପରେ ରହିଛି। ମୁଷା-ବିରାଡି ଖେଳ, ସାପ-ନେଉଳ ମଧ୍ୟରେ ଲଢ଼େଇ ବିଷୟରେ ଶୁଣିବାକୁ ମିଳିଥାଏ। ତେବେ ସାପ ଆଉ ନେଉଳ ମଧ୍ୟରେ ଲଢ଼େଇରେ ବାଜିମାତ କରିଥାଏ ନେଉଳ। ହେଲେ ଆଜି…

କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ଘୋଷଣା

ଭୁବନେଶ୍ୱର, ୨୮।୮(ବ୍ୟୁରୋ): ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ତରଫରୁ ଦୁଇବର୍ଷ ପାଇଁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ଘୋଷଣା କରାଯାଇଛି। ଅଭିନୟ ଓ ନିର୍ଦ୍ଦେଶନା କ୍ଷେତ୍ରରେ ଜୀବନବ୍ୟାପୀ ଅବଦାନ ଲାଗି ୨୦୧୯ ମସିହା ପାଇଁ ଅନନ୍ତ ମହାପାତ୍ରଙ୍କୁ ଓ ୨୦୨୦…

ଖୋଜାଯିବ ସୀମାନ୍ତ ସଂଖ୍ୟାଲଘୁ ଓଡ଼ିଆଙ୍କ ସମସ୍ୟା

ଭୁବନେଶ୍ୱର, ୨୮।୮(ବ୍ୟୁରୋ): ଓଡ଼ିଶାର ଉପାନ୍ତ ତଥା ପଡ଼ୋଶୀ ରାଜ୍ୟରେ ବସବାସ କରୁଥିବା ସଂଖ୍ୟାଲଘୁ ଓଡ଼ିଆ ଭାଷାଭାଷୀ ଲୋକଙ୍କ ସମସ୍ୟା ଅନୁଧ୍ୟାନ କରିବ ଗୃହ କମିଟି। ଏଥିଲାଗି ୭ ସବ୍‌ କମିଟି ଗଠିତ ହୋଇଛି। କମିଟି ସଦସ୍ୟ ପଡ଼ୋଶୀ ରାଜ୍ୟ ଗସ୍ତ କରି…

ଋଷିକୂଲ୍ୟାରେ ଭାସୁଛି ପଥରରେ ବନ୍ଧା ହୋଇଥିବା ଯୁବତୀଙ୍କ ମୃତଦେହ

ଗଞ୍ଜାମ,୨୮ା୮(ଡି.ଏନ୍‌.ଏ.): ଗଞ୍ଜାମ ସହର ପୋତାଗଡ଼ସ୍ଥିତ ଋଷିକୂଲ୍ୟା ନଦୀପାର୍ଶରେ ପଥରରେ ବନ୍ଧା ହୋଇ ଏକ ଯୁବତୀଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି । ମୃତ ଯୁବତୀ ଜଣକ ନାଇଟ୍‌ ପିନ୍ଧିଥିବା ବେଳେ ଏକ ଚାଦର ଘୋଡ଼େଇ ହୋଇଥିବାରୁ ମୁହଁ ସ୍ପଷ୍ଟ ଦେଖାଯାଉନି। ଉକ୍ତ…

ଚାଷୀଙ୍କୁ ଭଣ୍ଡାଉଛି ବିଜେଡି: ଭାଜପା

ଭୁବନେଶ୍ୱର, ୨୮।୮(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଯୋଜନା ନେଇ ବିଜେଡି ମିଛ ଅଭିଯୋଗ ଆଣିବା ସହ ରାଜନୀତି କାର୍ଡ ଖେଳୁଛି। ଚାଷୀଙ୍କୁ ଭଣ୍ଡାଇବା କାର୍ଯ୍ୟ କରୁଛି। ରାଜ୍ୟ ସରକାର ପ୍ରଥମେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରୁ ଓଡ଼ିଶାର…

ସୁରୁଖୁରୁରେ ଅଧିବେଶନ ଲାଗି ସର୍ବଦଳୀୟ ବୈଠକ

ଭୁବନେଶ୍ୱର, ୨୮।୮(ବ୍ୟୁରୋ): ବିଧାନସଭା ମୌସୁମୀ ଅଧିବେଶନ ଆସନ୍ତା ୧ରୁ ଆରମ୍ଭ ହୋଇ ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥର ଅଧିବେଶନକୁ ସୁରୁଖୁରୁରେ ଚଳାଇବା ଲାଗି ଶୁକ୍ରବାର ବିଧାନସଭା ସମ୍ମିଳନୀ କକ୍ଷରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବାଚସ୍ପତି ସୂର୍ଯ୍ୟ ନାରାୟଣ…

ପଞ୍ଜୀକରଣ କଲେ ୫ ପ୍ରତିଶତ ଅଧିକ ଚାଷୀ

ଭୁବନେଶ୍ୱର, ୨୮।୮(ବ୍ୟୁରୋ): ୨୦୨୧ ଖରିଫ ଧାନ ସଂଗ୍ରହ ନିମନ୍ତେ ରାଜ୍ୟ ସରକାର ରଖିଥିବା ଚାଷୀଙ୍କ ପଞ୍ଜୀକରଣ ସମୟସୀମା ଅଗଷ୍ଟ ୨୩ରୁ ଶେଷ ହୋଇଛି। ଏଥର ରାଜ୍ୟରେ ମୋଟ ୧୫ ଲକ୍ଷ ୭୪ ହଜାର ୩୦୮ ଜଣ ଚାଷୀ ଧାନ ବିକ୍ରି ପାଇଁ…

ଅନୁଭବଙ୍କ ପକ୍ଷରୁ ସତ୍ୟପାଠ ଦାଖଲ

କଟକ ଅଫିସ,୨୮।୮: କେନ୍ଦ୍ରାପଡ଼ା ଏମ୍‌ପି ତଥା ଅଭିନେତା ଅନୁଭବ ମହାନ୍ତି ଓ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲାର ଶୁଣାଣି କଟକ ଜିଲା ପରିବାର ଅଦାଲତରେ ଶୁକ୍ରବାର ହେବାର ଥିଲା। ହେଲେ ଉଭୟ ଅଦାଲତକୁ ଆସି ନ ଥିଲେ। ଅନୁଭବଙ୍କ…

ପାର୍ବଣ ଲାଗି ଆସିବ ନୂଆ ଗାଇଡ୍‌ଲାଇନ

ଭୁବନେଶ୍ୱର, ୨୮।୮(ବ୍ୟୁରୋ): ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଭୟ ଓ ଆଶଙ୍କା ଲାଗି ରହିଥିବାବେଳେ ଆଗକୁ ଆସୁଛି ପାର୍ବଣ। ରାଜ୍ୟରେ ପାର୍ବଣ ଭିଡ଼ ଅଧିକ ରହୁଥିବାରୁ ସଂକ୍ରମଣ ବୃଦ୍ଧିର ସମ୍ଭାବନା ରହିଛି। ଇତିମଧ୍ୟରେ ଦେଶର କେତେକ ରାଜ୍ୟରେ ସଂକ୍ରମଣ ହଠାତ୍‌ ବଢ଼ିଯାଇଥିବାରୁ…

ମାନବବାଦ ସଦସ୍ୟ ଭୁଲିଗଲେ ମାନବିକତା

ଖୋର୍ଦ୍ଧା ଅଫିସ,୨୮।୮: ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଅଞ୍ଚଳରେ ଚାଲିଛି ତାଲିବାନୀ ଶାସନ। ମାନବବାଦ ସଙ୍ଗଠନ ନଁାରେ ନିରୀହ ଆଦିବାସୀଙ୍କୁ ଦିଆଯାଉଛି ଅକଥନୀୟ ଅତ୍ୟାଚାର। ସଙ୍ଗଠନରେ ସାମିଲ ନ ହେଲେ କିମ୍ବା ବିରୋଧ କଲେ ହାତଗୋଡ଼ ବାନ୍ଧି ମାଡ଼ ମରାଯାଉଛି। ପୋଲିସ…

ହରିଣକୁ କରୋନା…

ଓ୍ବାଶିଂଟନ,୨୮।୮: ଆମେରିକାରେ କୁକୁର, ବିଲେଇ, ସିଂହ, ଚିତା, ଗୋରିଲା ପରି ପ୍ରାଣୀମାନଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ହେବା ପରେ ଏବେ ଏହା ହରିଣକୁ ବ୍ୟାପିଛି। କରୋନାର ପ୍ରଥମ ମାମଲା ହରିଣଠାରେ ଚିହ୍ନଟ ହୋଇଥିବା ଆମେରିକାର କୃଷି ବିଭାଗ ପକ୍ଷରୁ ସୂଚନା ପ୍ରଦାନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri