କୋଭିଡ୍ ନିୟମ ଭାଙ୍ଗିଲେ ୫୦୦ ଜରିମାନା
ଭୁବନେଶ୍ୱର,୧୦।୧(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି। ଏହାକୁ ଦୃଷ୍ଟିରେ ରଖି ବିଏମ୍ସିକୁ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ତେବେ ନିୟମ ଭାଙ୍ଗିଲେ ୫୦୦ ଟଙ୍କା ଜରିମାନା ବିଏମ୍ସି ଧାର୍ଯ୍ୟ କରିଛି। ଘରୁ ବାହାରିଲେ ସଠିକ୍ ଭାବେ ମାସ୍କ ପିନ୍ଧିବା…
ନୂଆ ଅତିଥିଙ୍କୁ ସ୍ୱାଗତ କରିବାକୁ ଉତ୍ସାହିତ କାଜଲ
ମୁମ୍ବାଇ: ବଲିଉଡର ସିଂଘମ ଆକ୍ଟ୍ରେସ କାଜଲ ଅଗ୍ରୱାଲ ଏବେ ଖୁବ୍ ଖୁସି ଅଛନ୍ତି । କାରଣ ଏବେ ସେ ମା’ହେବାକୁ ଯାଉଛନ୍ତି । କିଛିଦିନ ତଳେ କାଜଲଙ୍କ ସ୍ୱାମୀ ଗୌତମ କିଚଲୁ ଏହି ଖୁସି ଖବରଟି ଦେଇଥିଲେ । ଏହାପରେ ଏହି…
ମନ୍ତ୍ରୀ ରଘୁନନ୍ଦନ ଦାସ କରୋନା ପଜିଟିଭ୍
ଭୁବନେଶ୍ୱର,୧୦।୧(ବ୍ୟୁରୋ): ଜଳ ସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏ ନେଇ ସେ ନିଜେ ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି। ‘ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନେ ମାର୍ଗଦର୍ଶୀକା ଅନୁସାରେ ସଙ୍ଗରୋଧରେ ରହିବା…
ପ୍ରଧାନମନ୍ତ୍ରୀ ପୂରା ଦେଶର, ଏଥିପାଇଁ ଚିନ୍ତିତ ଥିଲି:ପ୍ରିୟଙ୍କା
ନୂଆଦିଲ୍ଲୀ,୧୦।୧: ପଞ୍ଜାବ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ତ୍ରୁଟିକୁ ନେଇ ରାଜନୀତି ଥମିବାର ନାଁ ନେଉନାହିଁ। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ସମ୍ପର୍କରେ ସୂଚନା ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ଚନ୍ନି ପ୍ରିୟଙ୍କାଙ୍କ ସହ ଶେୟାର କରିଥିଲେ। ଏହା ଉପରେ ଭାଜପା ଦୃଢ…
ବାଚସ୍ପତି ନେଲେ ବୁଷ୍ଟର ଡୋଜ୍
ଭୁବନେଶ୍ୱର,୧୦।୧(ବ୍ୟୁରୋ): ଆଜିଠୁ ସାରା ଦେଶରେ ବୁଷ୍ଟର ଡୋଜ୍ ଆରମ୍ଭ ହୋଇଛି। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏହାରି ଭିତରେ ରାଜ୍ୟରେ ପ୍ରଥମ କରି ସୋମବାର ବୁଷ୍ଟର ଡୋଜ୍ ନେଇଛନ୍ତି । ବିଧାନସଭା ପରିସରରେ ସେ ଏହି ଟିକା ନେଇଛନ୍ତି । କରୋନା…
୧୦୦୦ ପୋଲିସ କର୍ମଚାରୀ କରୋନା ସଂକ୍ରମିତ
ନୂଆଦିଲ୍ଲୀ,୧୦ା୧: ରାଜଧାନୀ ଦିଲ୍ଲୀରେ କରୋନା ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଛି। ସୋମବାର ଦିଲ୍ଲୀ ପୋଲିସର ପ୍ରାୟ ୧୦୦୦ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏହି ପୋଲିସ କର୍ମଚାରୀଙ୍କ ମଧ୍ୟରେ ଲୋକ ସମ୍ପର୍କ ଅଧିକାରୀ ଓ ଅତିରିକ୍ତ କମିଶନର ଚିନ୍ମୟ ବିଶ୍ୱାଳ ଅଛନ୍ତି।…
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସ୍ଥଗିତ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା
କଟକ ଅଫିସ,୧୦ା୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସ୍ଥଗିତ ନେଇ ହାଇକୋର୍ଟରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏକ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଛି। ସୂଚନାନୁଯାୟୀ, ବର୍ତ୍ତମାନ ରାଜ୍ୟରେ ଦ୍ରୁତଗତିରେ କରୋନା ସଂକ୍ରମଣ ବଢୁଥିବା ବେଳେ ଓବିସି ବର୍ଗଙ୍କୁ ସଂରକ୍ଷଣ ତାଲିକାରୁ ବାଦ୍…
କାଶୀ ମନ୍ଦିର କର୍ମଚାରୀଙ୍କ ପାଇଁ ୧୦୦ ଯୋଡ଼ା ଜୋତା ପଠାଇଲେ ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ, ୧୦।୧ : କାଶୀର ମନ୍ଦିର କର୍ମଚାରୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୦୦ ଯୋଡ଼ା ଜୋତା ପଠାଇଛନ୍ତି। ଏଭଳି କରି ପ୍ରଧାନମନ୍ତ୍ରୀ ପୁଣି ଥରେ ହୃଦୟ ଜିଣିବା କାମ କରିଛନ୍ତି। କାଶୀକୁ ସ୍ବଚ୍ଛ ରଖୁଥିବା କର୍ମୀଙ୍କ ଲାଗି ପ୍ରଧାନମନ୍ତ୍ରୀଙ୍କ ଏଭଳି…
ଅପରାହ୍ନରେ କୋଭିଡ୍ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୦।୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନରେ ରାଜ୍ୟରେ କୋଭିଡ ସ୍ଥିତି ସମୀକ୍ଷା କରିବେ । ଏ ନେଇ ସାଢ଼େ ୫ଟାରେ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା ହେବ । ବୈଠକରେ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ ଆର.କେ ଶର୍ମା, ସ୍ବାସ୍ଥ୍ୟ…
ପ୍ରେମରେ ପଡ଼ିଲେ କି ସଲମାନ, ସତ କହିଲେ ଏହି ଅଭିନେତ୍ରୀ
ମୁମ୍ବାଇ: ପ୍ରେମ ବ୍ୟାପାରରେ ଦବଙ୍ଗ ଖାନ୍ ସଲମାନଙ୍କ କନେକ୍ସନ ବହୁତ ଗଭୀର। ସବୁବେଳେ ପ୍ରେମ ଖବରକୁ ନେଇ ସେ ଚର୍ଚ୍ଚାରେ ରହିଥାନ୍ତି। ମାତ୍ର ନିଜକୁ ସବୁବେଳେ ସିଙ୍ଗଲ କୁହନ୍ତି ସଲ୍ଲୁ। ଏବେ ସଲମାନଙ୍କ ସହ ଆଉ ଜଣେ ହଲିଉଡ୍ ଅଭିନେତ୍ରୀଙ୍କ ନାଁ…
ଧୋନୀଙ୍କୁ ଟ୍ରୋଲ୍ କରିବାରୁ ଜାଡେଜା ଦେଲେ ମୁହଁତୋଡ ଜବାବ
ନୂଆଦିଲ୍ଲୀ,୧୦।୧:ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା କିମ୍ବଦନ୍ତୀ ଉଇକେଟ କିପର ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥାଇ ପାରନ୍ତି, କିନ୍ତୁ ତାଙ୍କ ପ୍ରଶଂସକଙ୍କ ହୃଦୟରେ ଏବେ ବି ସେ ରାଜ୍ କରୁଛନ୍ତି। ଆଇପିଏଲରେ ଚେନ୍ନାଇ ସୁପର…
ଆମେରିକାରେ ୬ କୋଟିରୁ ଅଧିକ କରୋନା ଆକ୍ରାନ୍ତ
ଓ୍ବାଶିଂଟନ,୧୦ା୧: ଆମେରିକାରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ପ୍ରଭାବ ବିସ୍ତାର କରିଛି। ସୋମବାର ସୁଦ୍ଧା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୬ କୋଟି ପାର୍ କରିଛି। ଯାହା କି ବିଶ୍ୱ କରୋନା ସଂଖ୍ୟାର ପ୍ରାୟ ୨୦ ପ୍ରତିଶତ। ବିଶ୍ୱରେ କରୋନା ଭୂତାଣୁ ଦ୍ୱାରା…

