ମଧୁମେହ ରୋଗୀଙ୍କ ପାଇଁ ବରଦାନ ଏହି ପରିବା: ଜାଣନ୍ତୁ କିପରି କରିବେ ସେବନ
ବର୍ତ୍ତମାନ ଜୀବନଶୈଳୀ ନେଇ ଡାଇବେଟିସ ବା ମଧୁମେହ ଏକ ସାଧାରଣ ରୋଗରେ ପରିଣତ ହେଲାଣି। ଫଳରେ ଏହି ରୋଗୀଙ୍କୁ ମିଠା ଜାତୀୟ ଖାଦ୍ୟ ଖାଇବାଠାରୁ ଦୂରେଇ ରହିବା ଲାଗି କୁହାଯାଉଛି। ଏକାଧିକ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରୁଥିବାରୁ ରୋଗୀଙ୍କୁ ସତର୍କ ରହିବାକୁ…
କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୫ କୋଟିର ଘଣ୍ଟା ଲୋକଙ୍କ ପସନ୍ଦ ଆସିଲାନି, କହିଲେ ଏମିତି…
ଭାରତୀୟ କ୍ରିକେଟ ଦଳର ଅଲ୍ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଘଣ୍ଟା ପିନ୍ଧିବାକୁ ବହୁତ ଭଲ ପାଆନ୍ତି। ଏହି କାରଣରୁ ସେ ଅଧିକାଂଶ ସମୟରେ ଅନେକ ଦାମୀ ଘଣ୍ଟା କିଣିଥାନ୍ତି। କିଛିଦିନ ତଳେ ସେ ତାଙ୍କ ନୂଆ ଘଣ୍ଟାର କିଛି ଫଟୋ ଇନ୍ଷ୍ଟାଗ୍ରାମରେ ଶେୟାର…
କନ୍ୟାବେଶରେ ସଜେଇ ହୋଇ ଶ୍ମଶାନରେ ପହଞ୍ଚିଲେ ଯୁବତୀ, ସତ ଜଣାପଡ଼ିବା ପରେ ସମସ୍ତଙ୍କ ଆଖିରୁ ବୋହିଗଲା ଧାରଧାର ଲୁହ
ଜଣେ ଯୁବତୀ ହାତରେ ଫୁଲତୋଡ଼ା ଆଉ କନ୍ୟାବେଶରେ ସଜେଇ ହୋଇ ଯେତେବେଳେ ଶ୍ମଶାନରେ ପହଞ୍ଚିଲେ ସେଠାରେ ଉପସ୍ଥିତ ଥିବା ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ। ମାତ୍ର ଯେତେବେଳେ ସତ କଥା ଜଣାପଡ଼ିଲା ସେତେବେଳେ ସମସ୍ତଙ୍କ ଆଖିରୁ ଧାରଧାର ଲୁହ ବୋହିଗଲା। ପ୍ରକୃତ କଥା…
ଆଗାମୀ ପିଢ଼ି ପାଇଁ ଜୀବନ୍ତ ରହୁ ପୃଥିବୀ
ଆମର ସବୁଜ ପୃଥିବୀ ଏବେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ପୃଥିବୀ ସାମ୍ନା କରୁଥିବା ସମସ୍ତ ସଙ୍କଟ ମଧ୍ୟରୁ ଅଧିକାଂଶ ମନୁଷ୍ୟ କୃତ। ଜନସଂଖ୍ୟା ବୃଦ୍ଧି, ଦ୍ରୁତ ଶିଳ୍ପାୟନ, ବିଶ୍ୱ ତାପନ ଆଦି ଜୀବନ୍ତ ପୃଥିବୀ ପାଇଁ ଆହ୍ବାନ ସୃଷ୍ଟି…
ଦୁବାଇରେ ଚାକିରି ଦେବାକୁ କହି ୫ ଲକ୍ଷ ନେଇଗଲେ
ଦିଗପହଣ୍ଡି,୨୯ା୮(ଡି.ଏନ.ଏ.): ଦୁବାଇରେ ଚାକିରି ଦେବାକୁ କହି ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଝରିପଦର ଗ୍ରାମର ୮ ଯୁବକଙ୍କଠାରୁ ସାଇବର୍ ଦଲାଲ୍ମାନେ ୫ ଲକ୍ଷ ଟଙ୍କା ଠକି ନେଇଥିବା ଶନିବାର ଅଭିଯୋଗ ହୋଇଛି। ଠକାମିରେ ଶିକାର ହୋଇଥିବା ଯୁବକମାନେ ହେଲେ ଝରିପଦର ଗ୍ରାମର…
ଦମ୍ପତି ଜିତିଲେ ସ୍ବର୍ଣ୍ଣ
ଟୋକିଓ, ୨୯ା୮: ଟୋକିଓ ପାରାଲିମ୍ପିକ ଗେମ୍ସରେ ଗ୍ରେଟ୍ ବ୍ରିଟେନର ଦମ୍ପତି ନିଲ୍ ଓ ଲୋରା ଫାଚି ସ୍ବର୍ଣ୍ଣ ପଦକ ଜିତିଛନ୍ତି। ତାହା ପୁଣି ୧୬ ମିନିଟ୍ର ବ୍ୟବଧାନରେ। ଦୁହେଁ ଟ୍ରାକ୍ ସାଇକ୍ଲିଂ ରେସ୍ରେ ହାତେଇଛନ୍ତି ଶୀର୍ଷ ସଫଳତା। ନିଲ୍ ଓ ତାଙ୍କ…
ଏସବୁ ଖାଇଲେ ମଧୁମେହ ରୋଗୀଙ୍କୁ ନେବାକୁ ପଡି ନ ଥାଏ ଇନ୍ସୁଲିନ୍
ଭାରତର ପ୍ରାୟ ଅଧିକାଂଶ ଲୋକ ମଧୁମେହ ସମସ୍ୟାରେ ଆକ୍ରାନ୍ତ ହେଉଛନ୍ତି। ଏହି ସମସ୍ୟା ଲାଗି ମଧୁମେହ ରୋଗୀଙ୍କଠାରେ ହୃଦ୍ରୋଗ, କିଡ୍ନୀ ସମସ୍ୟା ଭଳି ଅନେକ ଦୁରାରୋଗ୍ୟ ସମସ୍ୟା ଦେଖାଯାଇଥାଏ। ତେବେ ଏଥିରୁ ଉପଶମ ପାଇଁ ରୋଗୀ ଇନ୍ସୁଲିନ୍ ନେଇଥାଆନ୍ତି। ମାତ୍ର ଖାଦ୍ୟପେୟ…
ବିଶ୍ୱରେ ପ୍ରଥମ: ହରିଣକୁ ହେଲା କରୋନା
ହିକାଗୋ,୨୮।୮: ଆମେରିକାର ଓହିଓ ପ୍ରଦେଶରେ ଏକ ହରିଣ କୋଭିଡ୍-୧୯ରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ହରିଣ କରୋନାରେ ସଂକ୍ରମଣ ହେବା ବୋଧହୁଏ ବିଶ୍ୱର ପ୍ରଥମ ଘଟଣା। ଆମେରିକା କୃଷି ବିଭାଗ ସୂଚନା ଅନୁଯାୟୀ, ଧଳା ଲାଞ୍ଜ ବିଶିଷ୍ଟ ହରିଣ ସାର୍ସ-ସିଓଭି-୨ ଭୂତାଣୁରେ ସଂକ୍ରମିତ…
ଫତୁଓ୍ବା ଜାରି କଲା ତାଲିବାନ୍: ସରକାରୀ ସମ୍ପତ୍ତି ଫେରାଇ ଦିଅ
କାବୁଲ,୨୮ା୮: ସରକାରୀ ଗାଡ଼ି, ସାମ୍ରଗୀ, ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ରଖିଥିବା କାବୁଲ ନାଗରିକଙ୍କୁ ସପ୍ତାହେ ମଧ୍ୟରେ ସେସବୁକୁ ହସ୍ତାନ୍ତର କରିବାକୁ ତାଲିବାନ୍ ନିର୍ଦ୍ଦେଶ ଦେଇଛି। ଯଦି ଏହାକୁ କେହି ନ ମାନନ୍ତି ତେବେ ତାଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି…
ଚୋରି ଅଭିଯୁକ୍ତଙ୍କୁ ଟ୍ରକରେ ବାନ୍ଧି ଘୋଷାଡ଼ି ନେଲେ
ଭୋପାଳ,୨୮।୮: ଚୋରି ଅଭିଯୋଗରେ ଜଣେ ୪୫ ବର୍ଷୀୟ ବ୍ୟକ୍ତିଙ୍କୁ ଖୁବ୍ ମାଡ଼ ମାରିବା ପରେ ପିକ୍ ଅପ ଟ୍ରକରେ ବାନ୍ଧି ରାସ୍ତାରେ ଘୋଷାଡ଼ି ଘୋଷାଡ଼ି ନିଆଯାଇଛି। ଏଭଳି ଘଟଣା ସାମ୍ନାକୁ ଆସିଛି ମଧ୍ୟପ୍ରଦେଶର ନିମୁଚ ଜିଲାରୁ। ଜଣେ ଚୋରକୁ ଧରିଥିବା ଅଭିଯୁକ୍ତମାନେ…
ପବ୍ଜିରେ ନାବାଳକ ଉଡାଇଦେଲେ ୧୦ ଲକ୍ଷ ଟଙ୍କା, ତା’ପରେ…
ମୁମ୍ବାଇ, ୨୮।୮: ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇର ପଶ୍ଚିମରେ ଥିବା ଯୋଗେଶ୍ୱରୀ ଅଞ୍ଚଳରେ ଜଣେ ୧୬ ବର୍ଷୀୟ ନାବାଳକ ଅନ୍ଲାଇନ ଗେମ୍ ପବ୍ଜିରେ ତାଙ୍କ ମା’ଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୧୦ ଲକ୍ଷ ଟଙ୍କା ହରାଇବା ପରେ ଘର ଛାଡ଼ି ପଳାଇଯାଇଥିଲେ। ପୋଲିସ ଅନ୍ଧେରୀର…
ପୂର୍ବତନ ବିଧାୟକଙ୍କଠାରୁ ଟଙ୍କା ଲୁଟି ନେଲେ
ରାଇରଙ୍ଗପୁର,୨୮ା୮(ଡି.ଏନ.ଏ): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ପୂର୍ବତନ ବିଧାୟକ ସାଇବା ସୁଶୀଲ ହାଁସଦାଙ୍କଠାରୁ ଶନିବାର ଦୁର୍ବୃତ୍ତମାନେ ୮୧ ହଜାର ଟଙ୍କା ଲୁଟି ନେଇଛନ୍ତି । ଏନେଇ ବହଳଦା ଥାନାରେ ଅଭିଯୋଗ ପରେ ପୋଲିସ ଏକ ମାମଲା (ନଂ. ୮୧/୨୦୨୧) ରୁଜୁ କରିଛି। ମିଳିଥିବା…
Archives


