ଏଇ ମାସରେ ବଧୂ ସାଜିବେ ମୌନୀ

ବମ୍ବେ: ବାଜିବ ସାହାନାଇ। ଚଳିତ ମାସରେ ହାତକୁ ଦୁଇ ହାତ ହେବେ ଟେଲି ପରଦାର ସୁନ୍ଦରୀ ନାଗୁଣୀ ତଥା ଅଭିନେତ୍ରୀ ମୌନୀ ରୟ। ଦୀର୍ଘଦିନ ଧରି ପ୍ରେମଜୀବନକୁ ନେଇ ଚର୍ଚ୍ଚାରେ ଥିଲେ ସେ। ହେଲେ ଏବେ ସବୁକିଛିରେ ପୂର୍ଣ୍ଣଚ୍ଛେଦ ପକାଇ ସେ ପ୍ରେମିତ ତଥା ଦୁବାଇର ବ୍ୟବସାୟୀ ସୁରଜ ନାମ୍ବିୟାରଙ୍କୁ ବିବାହ କରିବାକୁ ଯାଉଛନ୍ତି।

ବିବାହକୁ କିଛି ଦିନ ଥିବା ବେଳେ ପ୍ରସ୍ତୁତି ଜୋରଦାର ଚାଲିଛି। ଗୋଆର ଏକ ହୋଟେଲରେ ଜାନୁୟାରୀ ୨୭ରେ ଏହା ଅନୁଷ୍ଠିତ ହେବ। ଏହାର ଗୋଟିଏ ଦିନ ପୂର୍ବରୁ ପ୍ରି-ଓ୍ବେଡିଂ ଉତ୍ସବ ହେବ। ଏହି ବିବାହରେ ଅଭିନେତ୍ରୀଙ୍କ ପ୍ରିୟ ବନ୍ଧୁ ଏବଂ ପରିବାରଲୋକେ ସାମିଲ ହେବେ। କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ କଟକଣା ଭିତରେ ଏହା ଅନୁଷ୍ଠିତ ହେବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୁନରେ ବିବାହ କରିବେ କୃଷ୍ଣା ଭଟ୍ଟ

ମୁମ୍ବାଇ: ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କ ଝିଅ ତଥା ନିର୍ଦ୍ଦେଶିକା କୃଷ୍ଣା ଭଟ୍ଟ ତାଙ୍କର ଲଙ୍ଗ ଟାଇମ ବୟ ଫ୍ରେଣ୍ଡ ବେଦାନ୍ତ ସାରଦାଙ୍କୁ ବିବାହ କରିବାକୁ...

ନୋ କିସ୍‌ ପ୍ଲିଜ୍‌…

୨୭ ଡିସେମ୍ବର ଅର୍ଥାତ୍‌ ଶୁକ୍ରବାର ଅଭିନେତା ସଲମାନ ଖାଁଙ୍କ ଜନ୍ମଦିନ। ଏହି ଖାସ୍‌ ଦିନରେ ତାଙ୍କ ସହିତ ଜଡ଼ିତ କିଛି ସିକ୍ରେଟ୍‌ ବିଷୟରେ ଜାଣନ୍ତୁ… ସଲମାନ୍‌...

‘ରନୱେ ୩୪’ର ଟ୍ରେଲର ରିଲିଜ୍‌

ବଲିଉଡ୍‌ ଅଭିନେତା ଅଜୟ ଦେବଗନ, ଅମିତାଭ ବଚ୍ଚନ ଏବଂ ରକୁଲପ୍ରୀତ ସିଂହଙ୍କ ଆଗାମୀ ଫିଲ୍ମ ‘ରନୱେ ୩୪’ର ଟ୍ରେଲର ରିଲିଜ୍‌ ହୋଇଯାଇଛି । ଅମିତାଭ ବଚ୍ଚନ,...

ଅକ୍ଷୟଙ୍କ ସହ ରୋମାଣ୍ଟିକ୍‌ ହେଲେ ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ତାଙ୍କର ଆଗାମୀ ଫିଲ୍ମ ‘ପୃଥୀରାଜ’ ରିଲିଜ ନେଇ ବ୍ୟସ୍ତ ଅଛନ୍ତି। ଫିଲ୍ମର ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ଅକ୍ଷୟଙ୍କର ଆଉ...

ମୋଦିଙ୍କ ସହ ସେଲ୍‌ଫି ନେବାକୁ ବ୍ୟଗ୍ର ବଲିଉଡ୍‌ ଷ୍ଟାର

ନୂଆଦିଲ୍ଲୀ,୨୦।୧୦: ପ୍ରଧାନମନ୍ତ୍ରୀ ମୋଦିଙ୍କର ବିଶ୍ୱରେ ଅନେକ ପ୍ରଶଂସକ ରହିଛନ୍ତି। ଟୁଇଟରରେ ସବୁଠାରୁ ଅଧିକ ଫଲୋ କରୁଥିବା ଭାରତୀୟ ଭାବେ ମୋଦିଙ୍କ ନାଁ ରହିଛି ଆଗରେ। ତେବେ...

ଟେଲି ପରଦାର ଗ୍ଲାମରସ୍‌ ଜେଜେ ମା’

ବମ୍ବେ: ଟେଲି ପରଦାର ଗ୍ଲାମରସ୍‌ ଜେଜେ ମା’ଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଅଭିନେତ୍ରୀ ସ୍ବାତୀ ଚିଟ୍‌ନିସ। ଷ୍ଟାର ପ୍ଲସରେ ପ୍ରସାରିତ ହେଉଥିବା ‘ୟେ ରିସ୍ତା କ୍ୟା...

ମା’ ହେବା ନେଇ ଏମିତି କହିଲେ ଅଙ୍କିତା

ମୁମ୍ବାଇ: ଅଙ୍କିତା ଲୋଖଣ୍ଡେ ଜଣେ ଜଣାଶୁଣା ଟେଲି ଅଭିନେତ୍ରୀ। ଗତବର୍ଷ ଡିସେମ୍ବରରେ ଅଙ୍କିତା-ଭିକି ଜୈନଙ୍କୁ ବିବାହ କରିଥିଲେ। ବିବାହ ପରେ ଭିକି ଏବଂ ଅଙ୍କିତା ସୁଖମୟ...

ରେଖାଙ୍କ ସହ ଅମିତାଭଙ୍କ ପ୍ରେମ ସମ୍ପର୍କକୁ ନେଇ ଏମିତି କହିଥିଲେ ଜୟା, ମୋ ଜୀବନ ନର୍କ ହୋଇଯାଇଥାନ୍ତା…

ଏକ ସମୟ ଥିଲା ଯେତେବେଳେ ବଲିଉଡ ଇଣ୍ଡଷ୍ଟ୍ରିରେ ଅଭିନେତା ଅମିତାଭ ବଚ୍ଚନ ଏବଂ ଅଭିନେତ୍ରୀ ରେଖାଙ୍କ ନାମ ଯୋଡ଼ା ଯାଉଥିଲା। ଉଭୟଙ୍କ ପ୍ରେମ କାହାଣୀ ସୋସିଆଲ...

Advertisement
Archives

Model This Week