ବିବାହ ବିଚ୍ଛେଦ ପରେ ମୁହଁ ଖୋଲିଲେ ଚୈତନ୍ୟ, କହିଲେ…

ମୁମ୍ବାଇ: ସାଉଥ୍‌ ଅଭିନେତା ନାଗା ଚୈତନ୍ୟ ଏବଂ ସାମନ୍ଥା ରୁଥ୍‌ ପ୍ରଭୁ ଗତ ବର୍ଷ ତାଙ୍କ ବିବାହ ବିଚ୍ଛେଦ ପାଇଁ ବେଶ୍‌ ଚର୍ଚ୍ଚାରେ ଥିଲେ। ଦୁହେଁ ଏବେ ନିଜ ନିଜ କାମରେ ବ୍ୟସ୍ତ ରହୁଥିବା ଦେଖିବାକୁ ମିଳିଛି। ନିକଟରେ ତାଙ୍କର ଆଗାମୀ ଚଳଚ୍ଚିତ୍ର ବଙ୍ଗରଜୁକୁ ପ୍ରମୋଟ କରୁଥିବାବେଳେ ନାଗା ଚୈତନ୍ୟ ପ୍ରକାଶ କରିଛନ୍ତି ଯେ, ଛାଡପତ୍ର ଆମ ପାଇଁ ସର୍ବୋତ୍ତମ ସମାଧାନ ଅଟେ। ଏହା ଉଭୟଙ୍କ ପାଇଁ ଭଲ ନିଷ୍ପତ୍ତି ଥିଲା ବୋଲି ସେ କହିଛନ୍ତି। ବିବାହର ୪ ବର୍ଷ ପରେ ଅକ୍ଟୋବର ୨ରେ ଏହି ଦମ୍ପତି ସୋସିଆଲ ମିଡିଆରେ ଅଲଗା ହେବା ନେଇ ସୂଚନା ଦେଇଥିଲେ। ସାମନ୍ଥା ବିବାହ ବିଚ୍ଛେଦକୁ ନେଇ ପୂର୍ବରୁ ମୁହଁ ଖୋଲିଥିବା ବେଳେ ନାଗା ଏହା ଉପରେ କୌଣସି ମୁହଁ ଖୋଲି ନ ଥିଲେ। ଯାହାକି ଏବେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନ ଗଣୁଛନ୍ତି ମୌନି

ମୌନି ରୟ ଏବେଠାରୁ ଦିନ ଗଣିବା ଆରମ୍ଭ କରିଦେଲେଣି। କାରଣ ଆସନ୍ତାବର୍ଷ ପ୍ରାରମ୍ଭରେ ସେ ନୂଆ ଦୁନିଆରେ ପାଦ ଦେଉଛନ୍ତି। ଅର୍ଥାତ୍‌ ଖୁବ୍‌ଶୀଘ୍ର ସେ ଘରସଂସାର...

କଳାକାର ପରିବାର ପାଇଁ ନୁହେଁ ଦୃଢ଼ ଇଚ୍ଛାଶକ୍ତି ଯୋଗୁ ବଲିଉଡ୍‌ ଦୁନିଆରେ ସ୍ଥାନ ମିଳିଛି: ସୋନମ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସୋନମ କପୁର ଏବେ ତାଙ୍କର ଅପ୍‌ କମିଂ ଫିଲ୍ମ ‘ଦ ଜୋୟା ଫେକ୍ଟର’ ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମ ସେପ୍ଟେମ୍ବର...

ଗର୍ଲଫ୍ରେଣ୍ଡ୍‌ଙ୍କ ସହ ଛୁଟି କାଟୁଛନ୍ତି ରାହୁଲ

ଭାରତୀୟ କ୍ରିକେଟ୍‌ର କେ.ଏଲ୍‌ ରାହୁଲ ଆହତ କାରଣରୁ ଦଳରୁ ବାଦ୍‌ ପଡିଛନ୍ତି। ନିକଟରେ ଜର୍ମାନୀରେ ତାଙ୍କର ସର୍ଜରୀ ହୋଇଛି। ସର୍ଜରୀ ପରେ ସେ ଏବେ ଗର୍ଲଫ୍ରେଣ୍ଡ୍‌...

କାନ୍ଦି ପକାଇଲେ ଅମିଷା ପଟେଲ

‘କହୋ ନା ପ୍ୟାର ହୈ’ରୁ ବଲିଉଡ୍‌ରେ ଡେବ୍ୟୁ କରିଥିବୋ ଅଭିନେତ୍ରୀ ଅମିଷା ପଟେଲ ଅନେକ ସମୟ ହେବ ଫିଲ୍କ ଇଣ୍ଡଷ୍ଟ୍ରିରୁ ଦୂରେଇ ଯାଇଛନ୍ତି। ଅମିଷାଙ୍କ ଅଭିନୀତ...

ମୋଦିଙ୍କ ସହ ଡିନର୍‌ କରିବାକୁ ଚାହାଁନ୍ତି କ୍ୟାଟ୍ରିନା

ମୁମ୍ବାଇ: ବଲିଉଡ୍‌ କୁଇନ୍‌ କ୍ୟାଟ୍ରିନା କୈଫ ଏବେ ତାଙ୍କ ଅପ୍‌ କମିଙ୍ଗ୍‌ ଫିଲ୍ମ ଭାରତ ପାଇଁ ଖୁବ୍‌ ବିଜି ରହୁଛନ୍ତି। ଲଗାତର ଫିଲ୍ମର ପମୋଶନ ଇଭେଣ୍ଟରେ...

ସନ୍ଧ୍ୟା ୫ଟାରେ ହେବ ସତିଶଙ୍କ ଅନ୍ତିମ ସଂସ୍କାର: ମୁମ୍ବାଇ ଅଭିମୂଖେ ପାର୍ଥିବ ଶରୀର

ନୂଆଦିଲ୍ଲୀ,୯।୩: ବଲିଉଡ୍‌ର ବେଶ୍‌ ଲୋକପ୍ରିୟ ଅଭିନେତା, କମେଡିଆନ୍‌ ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କ ହୃଦ୍‌ଘାତ ଯୋଗୁ ପରଲୋକ ଘଟିଛି। ମାତ୍ର ୬୬ବର୍ଷ ବୟସରେ ସେ ଶେଷ...

ବିବାହ ପରେ ପ୍ରଥମ

ବମ୍ବେ: ନୂଆ ନୂଆ ବିବାହ, ଏଣୁ ମନ ଉଡୁଛି ଆକାଶରେ। ଆମେ କଥା ହେଉଛୁ ବଲିଉଡ୍‌ ଅଭିନେତ୍ରୀ କଟ୍ରିନା କୈଫ୍‌ ଏବଂ ଭିକ୍କି କୌଶଲଙ୍କ କଥା।...

ଓସ୍କାର ପୁରସ୍କାର: ‘କୋଡା’ ଶ୍ରେଷ୍ଠ ଫିଲ୍ମ, ୱିଲ ସ୍ମିଥ ଶ୍ରେଷ୍ଠ ଅଭିନେତା

କାଲିଫର୍ନିଆ,୨୮।୩:କାଲିଫର୍ନିଆର ଲସ ଆଞ୍ଜେଲ୍ସରେ ଥିବା ଡଲବି ଥିଏଟରରେ ଓସ୍କାର ପୁରସ୍କାର ବିତରଣ ଉତ୍ସବ ଚାଲିଛି। ସର୍ବଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ଫିଚର୍‌ ବର୍ଗରେ ‘ଦ ସମର୍‌ ଅଫ ସୋଲ’...

Advertisement
Archives

Model This Week