Home Left

ସମସ୍ତଙ୍କ ଥାନ୍ତି ୫ ମା’: ଜାଣନ୍ତୁ କିପରି

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଜଣେ ବ୍ୟକ୍ତିଙ୍କର ୫ ପିତା ଥିବା ଉଲ୍ଲେଖ କରିଥିବା ବେଳେ ୫ ଜଣ ମାତାଙ୍କ ବିଷୟରେ ମଧ୍ୟ କହିଛନ୍ତି। ତେବେ ଜାଣନ୍ତୁ ଏପରି କାହିଁକି କହିଛନ୍ତି ଚାଣକ୍ୟ।   ଆଚାର୍ଯ୍ୟ ଚାଣକ୍ୟ ଏହି ଶ୍ଳୋକ ମାଧ୍ୟମରେ…

ଛାତ୍ରଙ୍କୁ ଗୋଡ଼େଇ ଗୋଡ଼େଇ ଠେଙ୍ଗା ମାଡ଼: ସାମ୍ନାକୁ ଆସିଲା ପୂରା ଘଟଣା

ଚଣ୍ଡିଖୋଲ,୧। ୯(ଡି.ଏନ.ଏ.): ଦୁଇ ଦିନ ହେଲା ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ଛାତ୍ରଙ୍କୁ ରାସ୍ତାରେ ଅନ୍ୟ କିଛି ଛାତ୍ର ଗୋଡ଼େଇ ଗୋଡ଼େଇ ଠେଙ୍ଗାରେ ପିଟୁଛନ୍ତି। ହତ୍ୟା ଧମକ ମିଳିବା ପରେ ପୀଡ଼ିତଙ୍କ ବାପା ମଙ୍ଗଳବାର ଲିଖିତ…

ଡଲଫିନ୍‌ର ଜୀବନ ବଞ୍ଚାଇଲେ ପିଲା

ବାଲେଶ୍ୱର ଅଫିସ, ୩୧।୮- ବାଲେଶ୍ୱର ଜିଲା ଚାନ୍ଦିପୁର ବେଳାଭୂମିର ୯-ମାଇଲ୍‌ଠାରେ ମଙ୍ଗଳବାର ଅପରାହ୍ନ ପ୍ରାୟ ୩ଟା ବେଳେ ଏକ ଡଲଫିନ୍‌ କୂଳକୁ ଚାଲି ଆସିଥିଲା। କୂଳରେ ଡଲଫିନ୍‌କୁ ଦେଖି ସ୍ଥାନୀୟ ଅଞ୍ଚଳର ପିଲାମାନେ ଭିଡ ଜମାଇଥିଲେ। ସେମାନେ ଫଟୋ ଉଠାଇବା ପରେ…

୫ ମାସ ହେଲା ମିଳିନି ଦରମା

ବାରିପଦା ଅଫିସ,୩୧ା୮- ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନରେ କାର୍ଯ୍ୟରତ କୃଷି ଓ ବୈଷୟିକ ପରିଚାଳନା ସଂସ୍ଥା(ଆତ୍ମା)ର କର୍ମଚାରୀମାନେ ୫ମାସ ହେଲା ଦରମା ପାଇନାହାନ୍ତି। ଏ ନେଇ ମଙ୍ଗଳବାର ସେମାନେ କୃଷି ଅଧିକାରୀ ତଥା ପ୍ରକଳ୍ପ ନିର୍ଦ୍ଦେଶକଙ୍କ…

ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା

ଗୁରୁଗ୍ରାମ,୩୧।୮- ୧୩ ବର୍ଷୀୟା ଦଳିତ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଛି। ଏଭଳି ଘଟଣା ଘଟିଛି ଉତ୍ତର ଦିଲ୍ଲୀର ନରେଲା ଅଞ୍ଚଳରେ। ହତ୍ୟା ପରେ ମୃତଦେହକୁ ଯଥା ଶୀଘ୍ର ସଂସ୍କାର କରିବା ପାଇଁ ପୀଡ଼ିତାଙ୍କ ପରିବାରବର୍ଗଙ୍କ ଉପରେ ଅଭିଯୁକ୍ତ ଚାପ ପକାଇଥିଲେ।…

କିମିଆ କରୁଛି ଶେହନାଜଙ୍କ ବୋଲ୍ଡ ଲୁକ୍‌

ବମ୍ବେ: ବିଗ୍‌ବସ୍‌ର ୧୩ତମ ସିଜିନରେ ନଜର ଆସିଥିଲେ ଶେହନାଜ ଗିଲ। ଶୋ’ରେ ସିଦ୍ଧାର୍ଥ ଶୁକ୍ଳାଙ୍କ ସହ ତାଙ୍କର ଥଟ୍ଟାମଜା ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା। ନିଜର ଚୁଲବୁଲି ସ୍ବଭାବ ଯୋଗୁ ଉଭୟ ଫାଇନାଲରେ ପହଞ୍ଚିଥିଲେ। ଶୋ’ ସିଦ୍ଧାର୍ଥ ଜିତିଥିଲେ ହେଁ ଶେହନାଜଙ୍କ…

ସୁନା ଚୋରା ଚାଲାଣ ପାଇଁ ଏମିତି ବୁଦ୍ଧି

କାନ୍ନୁର,୩୧।୮- କେରଳର କାନ୍ନୁର ବିମାନ ବନ୍ଦରରୁ ୩୦୨ ଗ୍ରାମର ସୁନା ଜବତ ହୋଇଛି। ଏୟାର ଇଣ୍ଟେଲିଜେନ୍ସ ବିଭାଗ ଓ କଷ୍ଟମ୍ସ ବିଭାଗର ଅଧିକାରୀମାନେ ବିମାନ ବନ୍ଦରରେ ଜଣେ ଯାତ୍ରୀଙ୍କ ଠାରୁ ୧୪ ଲକ୍ଷ ଟଙ୍କାର ସୁନା ଜବତ କରିଛନ୍ତି। ଯାତ୍ରୀ ଜଣକ…

ୟୁପିରେ ଅଜ୍ଞାତ ଜ୍ୱର ନେଲାଣି ୩୨ ଛୁଆଙ୍କ ଜୀବନ

ଫିରୋଜାବାଦ୍‌,୩୧।୮: ଏକ ଅଜ୍ଞାତ ଜ୍ୱର କାରଣରୁ ଉତ୍ତର ପ୍ରଦେଶର ଫିରୋଜାବାଦରେ ଅତିକମ୍‌ରେ ୩୨ ଛୁଆ ଓ ୭ ବୟସ୍କଙ୍କ ମୃତ୍ୟୁ ହୋଇଛି। ଏହା ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଅଜ୍ଞାତ ରୋଗରେ ପୀଡ଼ିତ ଲୋକଙ୍କ ଠାରେ ଉଚ୍ଚ ଜ୍ୱର ଓ…

ଭଗ୍ ମାଗାଜିନ ପାଇଁ ପୁଣି ଫଟୋ ଶୁଟ୍ କଲେ ପ୍ରିୟଙ୍କା

ମୁମ୍ବାଇ: ମନୋରଞ୍ଜନ ଜଗତର ନାମୀ ନାୟିକା ପ୍ରିୟଙ୍କା ଚୋପ୍ରା ଜଣେ ଫ୍ୟାଶନ ଆଇକନ ଭାବେ ବି ବେଶ ଜଣାଶୁଣା । ସେ ତାଙ୍କର ଗ୍ଲାମରସ ଅନ୍ଦାଜ ପାଇଁ ରଚିଛନ୍ତି ନିଜର ଭିନ୍ନ ପରିଚୟ । ବଲିଉଡ୍‌ଠାରୁ ହଲିଉଡ୍ ପର୍ଯ୍ୟନ୍ତ ତାଙ୍କର ଅଭିନୟରେ…

ସିରିଜ୍‌ ଜିତିବାକୁ ହେଲେ ଏହି ଖେଳାଳିଙ୍କୁ ଚୁପ୍‌ ରଖ

ଲଣ୍ଡନ,୩୧।୮: ଆମକୁ ଟେଷ୍ଟ ସିରିଜ୍‌ ଜିତିବାକୁ ହେଲେ ଆଗାମୀ ଦୁଇ ଟେଷ୍ଟରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଚୁପ୍‌ ରଖିବାକୁ ପଡ଼ିବ। ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ମଙ୍ଗଳବାର ଏଭଳି କହିଛନ୍ତି। ୫ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ ଏବେ ୧-୧ର ବରାବର…

ତାଲିବାନର ତାଣ୍ଡବ: ହେଲିକପ୍ଟରରେ ମୃତଦେହ ଝୁଲାଇ ବୁଲାଇଲା ସହର, ଭିଡିଓ ଭାଇରାଲ!

କାବୁଲ,୩୧ ।୮: ଆମେରିକା ସେନା ଆଫଗାନିସ୍ତାନରୁ ସମ୍ପୂର୍ଣ୍ଣ ଭାବେ ଚାଲି ଆସିବା ପରେ ତାଣ୍ଡବ ରଚିଛି ତାଲିବାନ । ଏକ ଭାଇରାଲ ଭିଡିଓରେ ଦାବି କରାଯାଇଛି କି ଆତଙ୍କବାଦୀମାନେ ଆମେରିକାର ଜଣେ ସାହାଯ୍ୟକାରୀଙ୍କୁ ହେଲିକପ୍ଟରେ ଲଟକାଇ ମାରିବା ସହ ତାଙ୍କର ମୃତ…

କଟକ ସହର ପାଇଁ ଗଣେଶ ପୂଜା ଗାଇଡଲାଇନ୍‌

କଟକ ଅଫିସ,୩୧।୮: ସିଏମ୍‌ସି ପକ୍ଷରୁ ମଙ୍ଗଳବାର କଟକ ସହର ପାଇଁ ଗଣେଶ ପୂଜା ଗାଇଡଲାଇନ୍‌ ଜାରି କରାଯାଇଛି। ତଦନୁଯାୟୀ, ମଣ୍ଡପ ତଥା ପେଣ୍ଡାଲରେ ପୂଜା ଲାଗି ଡିସିପିଙ୍କଠାରୁ ଅନୁମତି ନେବାକୁ ହେବ। କେବଳ ପରମ୍ପରା ରକ୍ଷା ପାଇଁ ପୂଜା କରାଯିବ। ଲାଇଟ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri