ଅଳିଆ ଗଦାରେ କ୍ୟାଟ୍ଓ୍ବାର୍କ କଲେ ମଡେଲ…
ରାଞ୍ଚି,୩୧।୮: ଜମା ହୋଇ ରହିଥିବା ଗଦାଗଦା ଆବର୍ଜନା ସମ୍ପର୍କରେ ସଚେତନା ସୃଷ୍ଟି କରିବା ଲାଗି ଝାଡ଼ଖଣ୍ଡର ସୁପର ମଡେଲ ସୁରଭୀ ଏକ ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି। ସ୍ବାସ୍ଥ୍ୟ ଅଧିକାରୀଙ୍କ ଧ୍ୟାନ ଆକୃଷ୍ଟ କରିବା ଲାଗି ସେ ରାଞ୍ଚିର ଝିିରିଠାରେ ଥିବା…
ଦ୍ୱିତୀୟ ଡୋଜ୍ ନେବାକୁ ଭୁଲି ଯାଇଛନ୍ତିି ରାଜ୍ୟର ୧୦ ହଜାରରୁ ଅଧିକ ଲୋକ, ସରକାରଙ୍କ ବଢ଼ିଲା ଚିନ୍ତା…
ଡେରାଡୁନ୍,୩୧।୮: କରୋନାର ଭାକ୍ସିନ୍ର ପ୍ରଥମ ଡୋଜ୍ ନେବା ପରେ ଉତ୍ତରାଖଣ୍ଡର ୧୦ ହଜାରରୁ ଅଧିକ ଲୋକ ଦ୍ୱିତୀୟ ଡୋଜ୍ ନେବାକୁ ଆସୁ ନାହାନ୍ତି। ସେମାନେ ହୁଏତ ଭୁଲି ଯାଇଛନ୍ତି ଅବା କୌଣସି କାରଣରୁ ଏଭଳି କରିଥିବା କୁହାଯାଉଛି। ଅନେକ ଚେଷ୍ଟା ପରେ…
ସିଂହରାଜ କଲେ କମାଲ୍: ଜିତିଲେ ବ୍ରୋଞ୍ଜ
ଟୋକିଓ,୩୧।୮: ଟୋକିଓ ପାରାଲିମ୍ପିକ୍ସରେ ଭାରତର ସିଂହରାଜ ଅଧାନା ପୁରୁଷ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟ ଫାଇନାଲରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ଟାଇଟଲ ମ୍ୟାଚରେ ମନୀଷ ନରୱାଲ ନିରାଶ ହୋଇଥିବା ବେଳେ ଦ୍ୱିତୀୟ ରାଉଣ୍ଡରେ ବାହାରିଯାଇଥିଲେ। ଏହାପୂର୍ବରୁ ମହିଳା ୧୦ ମିଟର…
ବାପାଙ୍କ ପାଇଁ ବିଲକୁ ଖାଇବାକୁ ନେଇ ଆଉ ଫେରିଲେନି ପୁଅ
ଛେଣ୍ଡିପଦା,୩୧।୮(ସ୍ବ.ପ୍ର): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ମାଛକୁଟା ଗାଁରେ ମଙ୍ଗଳବାର ବଜ୍ରପାତରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ବିଜୟ ସାହୁଙ୍କ ପୁଅ ଲୋଟନ ସାହୁ (୨୧)। ସୂଚନାଯୋଗ୍ୟ, ବିଜୟ ଗାଁ ପାଖରେ ଥିବା ବିଲକୁ ହଳ କରିବାକୁ…
ଜେଲି କୁକିଜ୍
ଆବଶ୍ୟକ ସାମଗ୍ରୀ: ୨.୫ କପ୍ ମଇଦା, ୨୫୦ ଗ୍ରାମ୍ ବଟର, ୧/୪ କପ୍ ଚିନି, ଗୋଟିଏ ଅଣ୍ଡା, ୮୫ ଗ୍ରାମର ଗୋଟିଏ ଲେଖାଏଁ ଲାଇମ୍, ରାସ୍ପବେରୀ, ଅରେଞ୍ଜ ଫ୍ଲେଭରଯୁକ୍ତ ଜେଲି କ୍ରିଷ୍ଟାଲ ପ୍ୟାକେଟ୍, ୧/୪ ଗରମ ପାଣି। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ…
ତୁମେ, ମୁଁ ଆଉ ମୋବାଇଲ୍ ଫୋନ୍
ବର୍ତ୍ତମାନ ଅନେକଙ୍କଠାରେ ମୋବାଇଲ୍ ଫୋନ୍ କ୍ରେଜ୍ ଏତେ ଅଧିକ ଯେ, ପରିବାର ସଦସ୍ୟ ଏକାଠି ଥିଲେ ସୁଦ୍ଧା କାହାକୁ କାହା ପାଇଁ ଯେମିତି ସମୟ ଅଣ୍ଟୁନି। ବିଶେଷ କରି ପରସ୍ପରକୁ ଯଥେଷ୍ଟ ସମୟ ଦେବା ଏବଂ ସୁଖ ଦୁଃଖରେ ସମଭାଗୀ ହେବା…
ତ୍ୱଚା ଲାଗି ରସୁଣ
ରସୁଣ କେବଳ ଖାଦ୍ୟର ସ୍ବାଦ ବଢ଼ାଇ ନ ଥାଏ ବରଂ ଏଥିରେ ଭରି ରହିଛି ଅନେକ ସୌନ୍ଦର୍ଯ୍ୟ ବୃଦ୍ଧିକାରୀ ଉପଦାନ। ଜାଣନ୍ତୁ ଏହାକୁ ବ୍ୟବହାର କରିବାର ଉପାୟ… ଦୁଇ କୋଲା ରସୁଣକୁ ଛେଚି ରସ ବାହାର କରି ସମ ପରିମାଣରେ ହ୍ବାଇଟ୍…
ସମ୍ପୂର୍ଣ୍ଣ ଟିକା ନେଇଥିବା ୨୫ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀ କରୋନା ସଂକ୍ରମିତ: ସର୍ଭେ
ନୂଆଦିଲ୍ଲୀ,୩୧ ।୮: ରାଜଧାନୀ ଦିଲ୍ଲୀର ଏକ ହସ୍ପିଟାଲରେ ସମ୍ପୂର୍ଣ୍ଣ ଭାବେ ଟିକା ନେଇଥିବା ୨୫ ପ୍ରତିଶତ ଲୋକ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ହେଲେ କେହି ହସ୍ପିଟାଲରେ ଭର୍ତ୍ତି ହୋଇ ନାହାଁନ୍ତି । କାରଣ କେହି ଗୁରୁତର ହୋଇ…
ରାଜ୍ୟରୁ ପୁଣି ୬୮ ମୁଣ୍ଡ ନେଲା କରୋନା
ଭୁବନେଶ୍ୱର,୩୧।୮(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ମୃତ୍ୟୁ ସଂଖ୍ୟା କମିବାର ନାଁ ନେଉନି। ମଙ୍ଗଳବାର କରୋନା ଆଉ ୬୮ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୭,୯୬୯କୁ ବୃଦ୍ଧି ପାଇଛି। ୬୮ ମୃତକଙ୍କ ମଧ୍ୟରୁ…
ଆଇପିଏଲ୍ ପୂର୍ବରୁ ଆହତ ହେଲେ ଏହି ଖେଳାଳି, ୩ ଦଳର ବଢିଲା ଚିନ୍ତା
ଲଣ୍ଡନ,୩୧।୮: ନିକଟରେ ଦି ହଣ୍ଡ୍ରେଡ ଲିଗରେ ୨୭ ଟି ଛକା ଓ ୨୨ ଚୌକା ସହ ୩୫୮ ରନ ସ୍କୋର କରିଥିବା ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଲିଆମ ଲିଭିଙ୍ଗଷ୍ଟୋନ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ଆଘାତ ଇଂଲଣ୍ଡ ଦଳ, କାଉଣ୍ଟି ଦଳ ଲାଙ୍କଶେୟାର…
ଆଫଗାନିସ୍ତାନ ଫେରିଲେ ଓସାମା ବିନ୍ ଲାଦେନଙ୍କ ପୂର୍ବତନ ସହଯୋଗୀ
କାବୁଲ,୩୧ ।୮: ଆଫଗାନିସ୍ତାନରୁ ଆମେରିକା ସେନା ହଟିବା ପରେ ଏହା ସମ୍ପୂର୍ଣ୍ଣ ଭାବେ ତାଲିବାନ ହାତକୁ ଆସିଯିବା ପରେ ଏବେ କୁଖ୍ୟାତ ଆତଙ୍କବାଦୀଙ୍କ ଘର ଲେଉଟାଣି ହୋଇଛି ବୋଲି କୁହାଯାଉଛି । ଆଫଗାନିସ୍ତାନରେ ଅଲ-କାଏଦାର ମୁଖ୍ୟ ନେତା ଅମିନ-ଉଲ-ହକ ଏବେ ତାଙ୍କ…
ବଢ଼ୁଛି ପିଲାଙ୍କ ଚିନ୍ତା: ଆଜି ରାଜ୍ୟରେ ୧୧୦ ଛୁଆ କରୋନା ସଂକ୍ରମିତ
ଭୁବନେଶ୍ୱର,୩୧।୮(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇବାରେ ଲାଗିଛିି। ମଙ୍ଗଳବାର ରାଜ୍ୟରେ ୬୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୧୦ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ କମ । ଆକ୍ରାନ୍ତଙ୍କ ମଧ୍ୟରୁ…
Archives


