ଭଉଣୀଙ୍କ ହାତ ଛାଡିଲେ ସୋନୁ!

ମୁମ୍ବାଇ: ବଲିଉଡ୍ ଅଭିନେତା ସୋନୁ ସୁଦଙ୍କ ଭଉଣୀ ମାଳବିକା ସୁଦ ସଚ୍ଚର ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି । ମଙ୍ଗଳବାର ସେ କଂଗ୍ରେସରେ ଯୋଗ ଦେଇଛନ୍ତି । ପଞ୍ଜାବ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ ସେଠାରେ ରାଜନୀତି ହାଇଛି ସରଗରମ । ଏହାସହ ପଞ୍ଜାବ କଂଗ୍ରେସର କଳି ଲାଗି ରହିଥିବା ବେଳେ ମାଳବିକା କଂଗ୍ରେସରେ ଯୋଗ ଦେବା କାରଣରୁ ଅନୁମାନ କରାଯାଉଥିଲା କି ସୋନୁ ଭଉଣୀ ମାଳବିକାଙ୍କ ପାଇଁ ନିଶ୍ଚତ ଭାବେ ପ୍ରଚାର କରିବେ । ତେବେ ଏହାକୁ ନେଇ ନିକଟରେ ସୋନୁ ଏକ ସାକ୍ଷାତକାରରେ ଖୋଲାଖୋଲି କଥା ହୋଇଛନ୍ତି । ସେ କହିଛନ୍ତି, ରାଜନୀତି ସହ ମୋର କୌଣସି ସମ୍ପର୍କ ନାହିଁ । ଭଉଣୀ ମାଳବିକା ପରିଶ୍ରମ କରିବେ ଓ ଫଳ ନିଶ୍ଚିତ ପାଇବେ । ସେ ସିଧାସଳଖ ଲୋକଙ୍କ ସହ ଯୋଡି ହୋଇ ସେମାନଙ୍କ ସୁଖ ଦୁଖରେ ଭାଗିଦାର ହେବାକୁ ଆଗକୁ ପାଦ ବଢାଇଛନ୍ତି । ସେଥିପାଇଁ ମୁଁ ଗର୍ବିତ । ହେଲେ ମୋର ନିଶା ହେଉଛି ଅଭିନୟ କରିବା । ମୁଁ ଏବେ ନୁହେଁ ବା କେବେ ନୁହେଁ ରାଜନୀତିଠାରୁ ସବୁବେଳେ ଦୂରେଇ ରହିବି । ଏଥିରୁ ସ୍ପଷ୍ଟ ହୋଇଛି ସେ ସୋନୁ ଭଉଣୀ ମାଳବିକାଙ୍କ ପାଇଁ ପ୍ରଚାର ତ କରିବେ ନାହିଁ ନିଜେ ଭବିଷ୍ୟତରେ ବି କେବେ ରାଜନୀତି କରିବେ ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

୨୫ ହଜାର ତଳେ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୨।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣର ତୃତୀୟ ଲହର ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ଆଗକୁ ଆସୁଥିବା ପାର୍ବଣରେ ଭିଡ଼ ଯୋଗୁ ପୁଣି...

ମୁମ୍ବାଇର ବାନ୍ଦ୍ରା ପୋଲିସ ଷ୍ଟେଶନରେ ପହଞ୍ଚିଲେ ହ୍ରିତିକ୍‌ ରୋଶନଙ୍କ ପୂର୍ବପତ୍ନୀ

ଅଭିନେତା ହ୍ରିତିକ ରୋଶନଙ୍କ ପୂର୍ବପତ୍ନୀ ସୁଜୈନ ଖାନ୍‌ ପେସାରେ ଜଣେ ଇଣ୍ଟେରିୟର ଡିଜାଇନର। ସେ ଏବେ ବାନ୍ଦ୍ରା ପୋଲିସ ଷ୍ଟେଶନକୁ ନୂଆ ରୂପ ଦେବାରେ ଲାଗିପଡ଼ିଛନ୍ତି।...

ଭାରତ ସୀମାରେ ପ୍ରବେଶ କଲା ପାକିସ୍ତାନ ଡ୍ରୋନ୍‌

ଫିରୋଜପୁର,୮।୧୦: ପଞ୍ଜାବ ଫିରୋଜପୁରରେ ଥିବା ହୁସୈନିଓ୍ବାଲ ସୀମାନେ ପାକିସ୍ତାନର ଏହ ଡ୍ରୋନ୍‌ ମଙ୍ଗଳବାର ପ୍ରବେଶ କରିଥିବା ଜଣାପଡିଛି। ସାରା ଦେଶ ଦଶହରା ଉତ୍ସବରେ ବୁଡି ରହିଥିବା...

ସିଗାରେଟ୍‌ ପାଇଁ ୧୦ ଟଙ୍କା ନ ଦେବାରୁ ନାବାଳକଙ୍କୁ ପିଟିପିଟି ମାରିଦେଲେ

ନୂଆଦିଲ୍ଲୀ,୮।୬: ଦିଲ୍ଲୀର ଆନନ୍ଦ ପ୍ରଭାତ ଅଞ୍ଚଳରେ ଏକ ଜଘନ୍ୟ ଘଟଣା ଘଟିଛି। ସିଗାରେଟ୍‌ ଟାଣିବାକୁ ୧୦ ଟଙ୍କା ନ ଦେବାକୁ ଜଣେ ନାବାଳକଙ୍କ ହତ୍ୟା କରାଯାଇଛି।...

‘ଦ କଶ୍ମୀର ଫାଇଲ୍‌’ର ନିର୍ଦ୍ଦେଶକଙ୍କୁ ମିଳିଲା ଓ୍ବାଇ ସୁରକ୍ଷା

ମୁମ୍ବାଇ,୧୮।୩: ବଲିଉଡ୍‌ ଫିଲ୍ମ ‘ଦ କଶ୍ମୀର ଫାଇଲ’ ବର୍ତ୍ତମାନ ଚର୍ଚ୍ଚାରେ ରହିଛି। ବକ୍ସ ଅଫିସ୍‌ରେ ଧମାଲ୍‌ କରିଥିବା ଏହି ଫିଲ୍ମ ୬ଦିନରେ ପ୍ରାୟ ୮୦କୋଟି ଟଙ୍କା...

ଦଶହରା ରାଲି: ଉଦ୍ଧବଙ୍କୁ ଶିବାଜୀ ପାର୍କ-ଶିନ୍ଦେଙ୍କୁ ମିଳିପାରେ ବିକେସି ପଡ଼ିଆ…

ମୁମ୍ବାଇ, ୧୯।୯ : ମୁମ୍ବାଇରେ ଶିବସେନାମର ଦଶହରା ରାଲି ପାଇଁ ପରିସ୍ଥିତି ସମ୍ପୂର୍ଣ୍ଣ ରୂପେ ସ୍ପଷ୍ଟ ହୋଇନାହିଁ। କିନ୍ତୁ କୁହାଯାଉଛି ଯେ ଦଳର ମୁଖ୍ୟ ଉଦ୍ଧବ...

ବଳଦଗାଡ଼ିକୁ ଧକ୍କା ଦେଲା ଟ୍ରେନ୍‌: ୫ ମୃତ

ପାଟନା,୧୬।୧: ବିହାର ସମସ୍ତିପୁର ଜିଲାରେ ଗୁରୁବାର ଏକ ଟ୍ରେନ୍‌ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ...

ଅଗ୍ନି ପ୍ରାଇମ୍‌ର ସଫଳ ପରୀକ୍ଷଣ, ଲକ୍ଷ୍ୟଭେଦ କ୍ଷମତା ୨୦୦୦ କିଲୋମିଟର…

ବାଲେଶ୍ୱର,୨୮।୬(ବ୍ୟୁରୋ): ଭାରତର ପ୍ରତିରକ୍ଷା କ୍ଷମତାରେ ପୁଣି ବୃଦ୍ଧି ଘଟିଛି। ସୋମବାର ପୂର୍ବାହ୍ନ ୧୦ଟା ୫୫ରେ ଓଡ଼ିଶାର ବାଲେଶ୍ୱରସ୍ଥିତ ଅବଦୁଲ୍‌ କାଲାମ ଦ୍ୱୀପରୁ ଅଗ୍ନି ସିରିଜ୍‌ର ନୂଆ...

Advertisement
Archives

Model This Week