ବାର୍ହା ମାଂସ ଭାଗବଣ୍ଟା ବେଳେ ଘଟିଲା ଏମିତି
ରେଢ଼ାଖୋଲ,୨ା୯(ଡି.ଏନ.ଏ.): ସମ୍ବଲପୁର ଜିଲା ରେଢ଼ାଖୋଲ ବନଖଣ୍ଡ ବଡ଼ମାଳ ରେଞ୍ଜ ଅଧୀନ ଗରଗଡ଼ବାହାଳ ପଞ୍ଚାୟତ ଲମଟିଦାଦର ଜଙ୍ଗଲରେ ବୁଧବାର ରାତିରେ ବାର୍ହା ଶିକାର ପରେ ଚାଲିଥିଲା ମାଂସ ଭାଗବଣ୍ଟା। ଖବର ପାଇ ବଡ଼ମାଳ ବନ କର୍ମଚାରୀ ଚଢାଉ କରି ୨ଜଣ ଅଭିଯୁକ୍ତଙ୍କୁ ଧରିବାରେ…
ସ୍ତ୍ରୀକୁ ଛାଡ଼ି ପ୍ରେମିକା ସହ ରହିବା ପାଇଁ ଏମିତି ଷଡ଼ଯନ୍ତ୍ର କରିଥିଲେ ସ୍ବାମୀ
ଲକ୍ଷ୍ନୌ,୨।୯: ଉତ୍ତର ପ୍ରଦେଶର ପଶ୍ଚିମାଞ୍ଚଳ କାସଗଞ୍ଜ ଜିଲାରେ ଜଣେ ବିବାହିତ ବ୍ୟକ୍ତି ପ୍ରେମିକାଙ୍କ ସହ ରହିବା ପାଇଁ ସ୍ତ୍ରୀ ଓ ଛୁଆଙ୍କୁ ହତ୍ୟା କରି ଘରେ ପୋତି ଦେଇଥିଲେ। କେବଳ ଏତିକି ନୁହେଁ ଅଭିଯୁକ୍ତ ଜଣଙ୍କ ପୋଲିସ ହାତରୁ ବଞ୍ଚିବା ପାଇଁ…
ଭଲ ଆରମ୍ଭକୁ ବଡ଼ ଇନିଂସରେ ପରିବର୍ତ୍ତନ କରିପାରିଲେ ନାହିଁ କୋହଲି
ଓଭାଲ,୨।୯: ଇଂଲଣ୍ଡ ବିପକ୍ଷ ଓଭାଲ ତଥା ଚତୁର୍ଥ ଟେଷ୍ଟରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଭଲ ଆରମ୍ଭ ମିଳିଥିଲା। ଥରେ ସ୍ଲିପ୍ ଅଞ୍ଚଳରେ ଜୀବନଦାନ ପାଇଥିବା କୋହଲି ୯୬ ବଲର ସମ୍ମୁଖୀନ ହୋଇ ୫୦ ରନ୍ର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ତାଙ୍କ…
ନୂଆଁଖାଇରେ ଅଡୁଆ ଯୁକ୍ତ ୩ ନାମଲେଖା
ବରଗଡ଼ ଅଫିସ୍,୨।୯: ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଆସନ୍ତା ୧୧ତାରିଖ ପାଳନ କରାଯିବ । ଏହି ଦିନ ଯୁକ୍ତ ୩ ନାମଲେଖା ଆରମ୍ଭ ହେଉଥିବାରୁ ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ନୂଆଁଖାଇରେ ନାମଲେଖାକୁ ବିରୋଧ…
ଅଶ୍ୱିନଙ୍କୁ ନ ଖେଳାଇବା ପାଗଳାମୀ
ଲଣ୍ଡନ,୨।୯: ସ୍ଥାନୀୟ ଓଭାଲ ଗ୍ରାଉଣ୍ଡରେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଭାରତ ଦଳରେ ସ୍ଥାନ ମିଳିନାହିଁ। ଟିମ୍ ମ୍ୟାନେଜମେଣ୍ଟର ଏଭଳି ନିଷ୍ପତ୍ତିକୁ ବହୁ ପ୍ରାକ୍ତନ ଖେଳାଳି ସମାଲୋଚନା କରିଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ଇଂଲଣ୍ଡର…
ବଲିଉଡ୍ ଅଭିନେତ୍ରୀଙ୍କ ବାୟୋପିକ୍ରେ କାମ କରିବାକୁ ଚାହାନ୍ତି କ୍ରିତି
ମୁମ୍ବାଇ: ବଲିଉଡ୍ର ଚୁଲବୁଲି ନାୟିକା କ୍ରିତି ସାନନ ଏବେ ଖୁବ୍ ଚର୍ଚ୍ଚାରେ । ନିଜର କଠିନ ପରିଶ୍ରମ ଓ ଏକାଗ୍ରତା ପାଇଁ ସେ ଆଜି ବଲିଉଡରେ ନିଜ ପାଇଁ ତିଆରି କରିଛନ୍ତି ଏକ ଭିନ୍ନ ପରିଚୟ । ନିକଟରେ ତାଙ୍କ ଅଭିନୀତ…
ଦିନକ ପରେ ଆଫଗାନିସ୍ତାନରେ ସରକାର ଗଢ଼ିବ ତାଲିବାନ!
କାବୁଲ,୨ ।୯: ଆଫଗାନିସ୍ତାନ ଉପରେ ପାଖାପାଖି ୨ ସପ୍ତାହ ହେବ ତାଲିବାନ କବଜା କରିବା ପରେ ଶୁକ୍ରବାର ସେ ସରକାର ଗଠନ କରିବାକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ଯାଇଛି । ମିଳିଥିବା ବିଶେଷ ସୂଚନା ଅନୁଯାୟୀ, ଜୁମେ ନମାଜ ପରେ…
ବାପାଙ୍କ ପରେ ପୁଅ ଗିରଫ
ଭୁବନେଶ୍ୱର,୨।୯: ମାନବବାଦ୍ ସଂଗଠନର ମୁଖ୍ୟ ମାନସ ଦାସଙ୍କ ପରେ ତାଙ୍କର ପୁଅ ମନୋରଞ୍ଜନଙ୍କୁ ପୋଲିସ ଗିରଫ କରିଛି। ମାନସଙ୍କ ସହ ପୁଅ ମନୋଜଙ୍କ ନାମରେ ହତ୍ୟା ଉଦ୍ୟମ, ଧମକ ଭଳି ସଙ୍ଗୀନ ଅଭିଯୋଗ ରହିଛି। ଆଇପିସି ଦଫା ୩୬୩, ୩୬୪, ୨୦୧,…
ସିଦ୍ଧାର୍ଥଙ୍କୁ ହରାଇ ଭାଙ୍ଗି ପଡ଼ିଛନ୍ତି ଶେହନାଜ; ବାପା କହିଲେ…
ବମ୍ବେ: ବିଗ୍ବସ୍ ବିଜେତା ସିଦ୍ଧାର୍ଥ ଶୁକ୍ଳାଙ୍କୁ ହରାଇ ଭାଙ୍ଗି ପଡ଼ିଛନ୍ତି ପ୍ରିୟ ବନ୍ଧୁ ତଥା କଥିତ ପ୍ରେମିକା ଶେହନାଜ ଗିଲ। କାନ୍ଦି କାନ୍ଦି ତାଙ୍କ ଅବସ୍ଥା ଖରାପ ଥିବା ଶେହନାଜଙ୍କ ବାପା କହିଛନ୍ତି। ସିଦ୍ଧାର୍ଥଙ୍କ ମୃତ୍ୟୁ ଖବର ଶୁଣି ସେ ସଙ୍ଗେ…
କଳା ବ୍ୟାଣ୍ଡ ପିନ୍ଧି ପଡ଼ିଆକୁ ଓହ୍ଲାଇଲେ ଭାରତୀୟ ଖେଳାଳି; କିଛି ଏପରି ରହିଛି କାରଣ…
ଲଣ୍ଡନ,୨।୯: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଓଭାଲଷଣ ଖେଳାଯାଉଥିବା ଚତୁର୍ଥ ଟେଷ୍ଟ ଆରମ୍ଭ ହୋଇଛି। ଇଂଲଣ୍ଡ ଟସ୍ ଜିତି ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ ଦେଇଛି। ତେବେ ଏହି ମ୍ୟାଚ୍ରେ ଟିମ୍ ଇଣ୍ଡିଆର ଖେଳାଳିମାନେ କଳା ବ୍ୟାଣ୍ଡ ପିନ୍ଧି ପଡ଼ିଆକୁ ଓହ୍ଲାଇଥିବା…
ଆଫଗାନ ମାଟି ଆତଙ୍କବାଦ ପାଇଁ ବ୍ୟବହାର ନ ହେଉ: ବୈଦେଶିକ ମନ୍ତ୍ରଣାଳୟ
ନୂଆଦିଲ୍ଲୀ,୨ ।୯: କତରର ରାଜଧାନୀ ଦୋହାରେ ଭାରତୀୟ ରାଷ୍ଟ୍ରଦୂତ ଦିପକ ମିତ୍ତଲଙ୍କ ସହ ତାଲିବାନ ନେତା ଶେର ମହମ୍ମଦ ଅବ୍ୱାସ ଷ୍ଟାନେକଜଇଙ୍କର କଥାବାର୍ତ୍ତା ହୋଇଥିଲା । ଏବେ ଏହାକୁ ନେଇ ପ୍ରଶ୍ନ ଉଠୁଛି । ଏହାପରେ ଗୁରୁବାର ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା…
ପଞ୍ଜାବରେ କରୋନାର ନୂଆ ଗାଇଡଲାଇନ୍: ବିନା ଆର୍ଟିପିସିଆର ଟେଷ୍ଟରେ ରାଜ୍ୟକୁ ପ୍ରବେଶ ମନା
ଚଣ୍ଡିଗଡ଼,୨ ।୯: ଦେଶରେ ବେଳକୁ ବେଳ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ତୃତୀୟ ଲହରର ସୂଚନା ଦେଉଛି । ଏହାକୁ ନେଇ ବିଭିନ୍ନ ରାଜ୍ୟ ସରକାର ଏବେଠାରୁ ସତର୍କତା ଆରମ୍ଭ କଲେଣି । ଏହାକୁ ଦୃଷ୍ଟିରେ ରଖି ପଞ୍ଜାବ ସରକାର କରୋନାର…
Archives


