ସିଦ୍ଧାର୍ଥଙ୍କ ମୃତ୍ୟୁରେ ଶୋକ ପ୍ରକାଶ କଲେ ରାହୁଲ
ନୂଆଦିଲ୍ଲୀ,୨ ।୯: ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ଆକସ୍ମିକ ମୃତ୍ୟୁ ସମସ୍ତଙ୍କୁ ଚକିତ କରିଛି । ମନୋରଞ୍ଜନ ଦୁନିଆ ଏହି ଖବରକୁ ନେଇ ଶୋକରେ ଥିବା ବେଳେ ସୋସିଆଲ ମିଡିଆରେ ଅଧିକାଂଶ ସେଲିବ୍ରିଟି ସେମାନଙ୍କର ଶୋକ ବ୍ୟକ୍ତ କରୁଛନ୍ତି ଓ ପରିବାର ପ୍ରତି…
ସୀମାନ୍ତରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ: ସିଆରପିଏଫ୍ ଯବାନ ଆହତ
ମାଲକାନଗିରି,୨ା୯(ଡି.ଏନ୍.ଏ.): ମାଲକାନଗିରି ସୀମାନ୍ତ ବିଜାପୁର ଜିଲା ତିମାପୁରଠାରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ଘଟି ଜଣେ ଯବାନ ଆହତ ହୋଇଛନ୍ତି। ତିମାପୁରଠାରେ ରାସ୍ତା କାର୍ଯ୍ୟ ଚାଲୁଥିବାରୁ ସୁରକ୍ଷା ଦେବା ପାଇଁ ଏହି ଯବାନମାନେ ବାହାରିଥିଲେ। ତେବେ ମାଓବାଦୀଙ୍କ ଦ୍ୱାରା ଖଞ୍ଜା ହୋଇଥିବା ଲ୍ୟାଣ୍ଡମାଇନ୍ ବିସ୍ଫୋରଣ…
ରାଗ କଣ୍ଟ୍ରୋଲ କରିବାକୁ ସିଦ୍ଧାର୍ଥଙ୍କୁ ଏହି ଟିପ୍ସ ଦେଉଥିଲେ ସଲମାନ୍, ଟୁଇଟ୍ କରି ଏମିତି କହିଲେ
ମୁମ୍ବାଇ: ବିଗ୍ବସ ବିଜେତା ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁ ଖବରକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି। ବଲିଉଡ୍ ସେଲିବ୍ରିଟିମାନେ ମଧ୍ୟ ସିଦ୍ଧାର୍ଥଙ୍କ ମୃତ୍ୟୁ ନେଇ ଜଣଙ୍କ ପରେ ଜଣେ ପ୍ରତିକ୍ରିୟା ଦେଉଛନ୍ତି। ସିଦ୍ଧାର୍ଥ ବିଗ୍ବସ୍-୧୩ର ବିଜେତା ଥିଲେ। ଏହି ବିଗ୍ବସର ହୋଷ୍ଟ ଥିବା…
ସରକାରୀ ବାବୁ-ମନ୍ତ୍ରୀ ବ୍ୟବହାର କରିପାରିବେ ଦାମିକା ମୋବାଇଲ,ମୁଖ୍ୟମନ୍ତ୍ରୀଙ୍କ ଘୋଷଣା…
ରାଞ୍ଚି,୨।୯: ଏବେ ସରକାରୀ ବାବୁ ଏବଂ ମନ୍ତ୍ରୀମାନେ ଦାମିକା ମୋବାଇଲ ବ୍ୟବହାର କରିପାରିବେ। ଏନେଇ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ତେବେ ସରକାରଙ୍କ ପକ୍ଷରୁ ଏନେଇ ସୀମା ଧାର୍ଯ୍ୟ କରାଯାଇଛି। ମନ୍ତ୍ରୀ ଏବଂ ସରକାରୀ…
ମାନବବାଦ ସଂଗଠନ ମୁଖ୍ୟ ମାନସ ଦାସ ଗିରଫ
ଖୋର୍ଦ୍ଧା ଅଫିସ୍,୨।୯: ମାନବବାଦ ସଂଗଠନ ମୁଖ୍ୟ ମାନସ ଦାସଙ୍କୁ ଗୁରୁବାର ଗିରଫ କରିଛି ପୋଲିସ। ହତ୍ୟା ଉଦ୍ୟମ ଓ ଧମକ ଦେବା ଆଦି ଅଭିଯୋଗରେ ତାଙ୍କୁ ତାଙ୍କ ଘରୁ ଉଠାଇ ନେଇଛି ଖୋର୍ଦ୍ଧା ପୋଲିସ। ମାନସ ଦାସଙ୍କ ମାନବବାଦ ସଂଗଠନଙ୍କ ନାଁରେ…
ଟସ୍ ଜିତିଲା ଇଂଲଣ୍ଡ
ଓଭାଲ,୨।୯: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ଓଭାଲରେ ଆରମ୍ଭ ହୋଇଛି। ଏହି ଟେଷ୍ଟରେ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଫଳରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିବ। ଏହି ମ୍ୟାଚ୍ରେ…
ୱେବ ପୋର୍ଟାଲ, ୟୁଟ୍ୟୁବ ଚ୍ୟାନେଲକୁ ନେଇ ଚିନ୍ତା ପ୍ରକଟ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ, ୨ ।୯: ସୁପ୍ରିମ କୋର୍ଟ ୱେବ ପୋର୍ଟାଲ, ୟୁଟ୍ୟୁବ ଚ୍ୟାନେଲ ଓ ସୋସିଆଲ ମିଡିଆରେ ପ୍ରସାରିତ ହେଉଥିବା ମିଛ ଖବରକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ସୁପ୍ରିମକୋର୍ଟର ମୁଖ୍ୟ ବିଚାର ପତି କହିଛନ୍ତି ଯେ ଏଭଳି ଖବର ଉପରେ…
କୋହଲିଙ୍କୁ ଆଉଟ୍ କରିବା ପରେ ସବୁଠୁ ଅଧିକ ଖୁସି ହୁଅନ୍ତି ଆଣ୍ଡରସନ୍, କାରଣ କଲେ ଖୁଲାସା
କ୍ରିକେଟ ପଡ଼ିଆରେ ବିରାଟ କୋହଲି ଏବଂ ଜେମ୍ସ ଆଣ୍ଡରସନଙ୍କ ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ହୋଇଥାଏ। ୨୦୧୪ ପରଠାରୁ ବିରାଟ ଏବଂ ଆଣ୍ଡରସନଙ୍କ ମଧ୍ୟରେ ଟକ୍କର ଚାଲିଛି। ଆଣ୍ଡରସନ ୨୦୧୪ରେ କୋହଲିଙ୍କୁ ଆଉଟ୍ କରିଥିଲେ, ୨୦୧୮ରେ ଭାରତୀୟ ଅଧିନାୟକ କୋହଲି ପ୍ରାଧାନ୍ୟ ବିସ୍ତାର…
ଭାଙ୍ଗିଲା ‘ବାଳିକା ବଧୁ’ ଯୋଡ଼ି; ନାୟିକାଙ୍କ ଆତ୍ମହତ୍ୟା ପରେ ଏବେ ହୃଦ୍ଘାତରେ ଚାଲିଗଲେ…
ବମ୍ବେ: ଟେଲି ପରଦାର ଲୋକପ୍ରିୟ ଧାରାବାହିକ ‘ବାଳିକା ବଧୁ’ରୁ ଖ୍ୟାତି ଅର୍ଜନ କରିଥିଲେ ଅଭିନେତା ସିଦ୍ଧାର୍ଥ ଶୁକ୍ଳା ଏବଂ ଅଭିନେତ୍ରୀ ପ୍ରତ୍ୟୁଷା ବାନାର୍ଜୀ। ଦୀର୍ଘ ୮ ବର୍ଷ ଧରି ସିଦ୍ଧାର୍ଥ ଶୋ’ ସହ ଜଡ଼ିତ ଥିଲେ। ଏହି ସମୟ ମଧ୍ୟରେ ସେ…
ଆଇଏଏସ୍ ସ୍ତରରେ ଅଦଳବଦଳ
ଭୁବନେଶ୍ୱର,୨ା୯(ବ୍ୟୁରୋ): ରାଜ୍ୟ ସରକାର ଆଇଏଏସ୍ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି। ରାଜ୍ୟପାଳଙ୍କ ସଚିବ ତଥା କମିଶନର ଥିବା ଡ. ପ୍ରମୋଦ କୁମାର ମେହେର୍ଦ୍ଦାଙ୍କୁ କେନ୍ଦ୍ରୀୟ ଡେପୁଟେଶନରେ ଯିବା ପାଇଁ ରିଲିଭ କରାଯାଇଛି। ଡ.ମେହେର୍ଦ୍ଦା କେନ୍ଦ୍ରରେ ଜାତୀୟ ଖାଦ୍ୟ ସୁରକ୍ଷା ମିଶନ…
ଏସିଏଫ୍ ସୌମ୍ୟରଞ୍ଜନଙ୍କ ସ୍ତ୍ରୀ ବିଦ୍ୟାଭାରତୀଙ୍କୁ କ୍ରାଇମବ୍ରାଞ୍ଚର ଜେରା
ବାରିପଦା ଅଫିସ,୨ା୯: ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସ୍ତ୍ରୀ ବିଦ୍ୟାଭାରତୀଙ୍କୁ ଗୁରୁବାର ତାଙ୍କ ବାପଘର ମୟୂରଭଞ୍ଜ ଜିଲା କପ୍ତିପଦାର ଗୌଡ଼ଗଁା ଘରେ ଜେରା କରୁଛି କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ୍। ସୂଚନାଯୋଗ୍ୟ, ଗତ ଜୁଲାଇ ୧୨ ତାରିଖ ରାତିରେ ସୌମ୍ୟ ଏବଂ ତାଙ୍କ…
ସ୍କୁଲ ଖୋଲିବା ପରେ ୧୨ ରାଜ୍ୟରେ ପିଲାଙ୍କ ପାଖରେ ବଢିଛି କରୋନା ସଂକ୍ରମଣ
ନୂଆଦିଲ୍ଲୀ,୨ ।୯: କରୋନା ମହାମାରୀର ପ୍ରଭାବ ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଥିବା ବେଳେ ପାଖାପାଖି ଦେଢ ବର୍ଷ ବା ୧୮ ମାସ ପରେ ଦେଶରେ ସ୍କୁଲ ଖୋଲିଛି । ଏହାକୁ ନେଇ ଶିକ୍ଷାର୍ଥୀ, ଅଭିଭାବକ, ଶିକ୍ଷକ ସମସ୍ତେ ଏକ ପ୍ରକାର…
Archives


