ବିଷ ପିଇଲେ ନବ ବିବାହିତା

ଦେବଗଡ଼,୧୭।୧(ଡି.ଏନ୍‌.ଏ.): ଦେବଗଡ଼ ଆଦର୍ଶ ଥାନା ଅଧୀନ ରମ୍ଭେଇ ଡାହିପାଳ ଗ୍ରାମର ନବଦମ୍ପତି ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଦେବଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଡାହିପାଳ ଗ୍ରାମର ଅଶୋକ ସାମାଡ ଏବଂ ଦନ୍ତାରିବାହାଲ ଗ୍ରାମର ନିରାଶ ଦେବଗନଙ୍କ ମଧ୍ୟରେ ଦୀର୍ଘଦିନ ହେଲା ପ୍ରେମ ସମ୍ପର୍କ ରହି ଆସିଥିଲା। ଗତ ୧ ତାରିଖ ଉଭୟେ ଘରୁ ପଳାଇ ବିବାହ କରିଥିଲେ। ୪ ଦିନ ତଳେ ଅଶୋକ ନିଜ ଘରକୁ ନିରାଶଙ୍କ ସହ ଆସିଥିଲେ। ପରିବାର ଲୋକେ ସେମାନଙ୍କ ବିବାହକୁ ସ୍ବୀକୃତି ଦେଇ ନିରାଶଙ୍କୁ ବୋହୂ ଭାବେ ଗ୍ରହଣ କରିଥିଲେ।

ରବିବାର ରାତିରେ ଖାଇ ଶୋଇବାକୁ ଯାଇଥିଲେ। କିଛି ସମୟ ପରେ ଉଭୟେ ବାନ୍ତି କରିଥିଲେ। ସେମାନେ ବିଷ ପିଇ ଥିବା ପରିବାର ଲୋକେ ଜାଣି ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ଆତ୍ମହତ୍ୟା ଉଦ୍ୟମର କାରଣ ଜଣାପଡ଼ି ନାହିଁ। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଲୁକା କଳାରେ ବିଗ୍‌ ବିଙ୍କୁ ଜନ୍ମଦିନ ଶୁଭେଚ୍ଛା

ପୁରୀ ଅଫିସ ୧୧।୧୦: ବଲିଉଡ ସୁପରଷ୍ଟାର ଅଭିନେତା ଅମିତାଭ ବଚ୍ଚନଙ୍କ ଆଜି ଜନ୍ମଦିନ। ତାଙ୍କର ଏହି ଜନ୍ମ ଦିବସ ଅବସରରେ ଫ୍ୟାନ, ଫଲୋର୍ସଙ୍କଠାରୁ ଆରମ୍ଭ କରି...

ଶ୍ରୀ ବାଲାଜୀ ଇଞ୍ଜିକନ ଲିଃରେ ଆୟକର ବିଭାଗର ଚଢ଼ାଉ

ଝାରସୁଗୁଡ଼ା ଅଫିସ,୨୬ା୧୧: ବେଲପାହାଡ଼ସ୍ଥିତ ଶ୍ରୀ ବାଲାଜୀ ଇଞ୍ଜିକନ ଲିଃ ନାମକ ଠିକାସଂସ୍ଥାର ମୁଖ୍ୟ କାର୍ଯ୍ୟାଳୟ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଶୁକ୍ରବାର ଆୟକର ବିଭାଗ ପକ୍ଷରୁ...

ଚଢ଼ା ଦରରେ ସାମଗ୍ରୀ ବିକି ୨୭ ବ୍ୟବସାୟୀ ଗିରଫ

ଝାରସୁଗୁଡା ଅଫିସ,୧ା୪-ଝାରସୁଗୁଡା ସହର ଶୁକର ବଜାର ଡେଲି ମାର୍କେଟରେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଚଢ଼ା ଦରରେ ବିକ୍ରୟ କରୁଥିବା ଅଭିଯୋଗ ହେବା ପରେ ପ୍ରଶାସନ ବୁଧବାର...

କରୋନାରେ ଚାଲିଗଲେ ପ୍ରଦୀପ ମହାରଥୀଙ୍କ ଭାଇ ପ୍ରଣୟ

ଭୁବନେଶ୍ୱର,୩୦ା୫(ବ୍ୟୁରୋ): ଦିବଂଗତ ବିଜେଡି ନେତା ପ୍ରଦୀପ ମହାରଥୀଙ୍କ ଭାଇ ପ୍ରଣୟ ମହାରଥୀଙ୍କର କରୋନାରେ ଦେହାନ୍ତ ହୋଇଛି। ୬୪ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ...

୫୨ନଂ. ଜୋନ୍‌ରେ ତ୍ରିମୁଖୀ ଲଢ଼େଇ

ଭଞ୍ଜନଗର,୧୦ା୨(ଡି.ଏନ୍‌.ଏ.) ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ୫୨ନଂ. ଜିଲା ପରିଷଦ ଜୋନ୍‌ରେ ତ୍ରିମୁଖୀ ଲଢ଼େଇ ହେଉଛି। ବିଜେଡିରୁ ଭାଗ୍ୟଲତା ସେଠୀ, କଂଗ୍ରେସରୁ ସାଗରି ନାୟକ ଓ ଭାଜପାରୁ...

ମୁଖ୍ୟ ରାସ୍ତା ବନ୍ଦ, ଲୋକେ ହଇରାଣ: କାର୍ଯ୍ୟରେ ମନ୍ଥରତା ନେଇ ଅସନ୍ତୋଷ

ବସ୍ତା, ୨୬।୫(ସ୍ବ.ପ୍ର.)-ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅନ୍ତର୍ଗତ ବସ୍ତା, ଗାନ୍ଧୀଛକ, ବାହାର୍ଦ୍ଦାଠାରେ ନୂତନ ପୋଲ ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ତିନି ପଟୁ ରାସ୍ତା ବନ୍ଦ କରାଯାଇଛି।...

ପର୍ଯ୍ୟଟକଙ୍କ ପାଇଁ ହେଲ୍ପଲାଇନ୍‌ ନମ୍ବର ଜାରି

ପୁରୀ ଅଫିସ,୫।୨: ପର୍ଯ୍ୟଟକଙ୍କ ପାଇଁ ପୁରୀ ପୋଲିସ ଗୁରୁବାର ହେଲ୍ପଲାଇନ୍‌ ନମ୍ବର ଜାରି କରିଛି। ୬୩୭୦୯୬୭୧୦୦ ନମ୍ବରରେ କଲ୍‌ କରି ପର୍ଯ୍ୟଟକମାନେ ପୁରୀ ପୋଲିସ ସହ...

ମ୍ୟୁନିସିପାଲିଟି କରୋନା ଯୋଦ୍ଧାଙ୍କୁ ଔଷଧ ବ୍ୟବସାୟୀ ସଂଘର ସହାୟତା

ବଲାଙ୍ଗୀର ଅଫିସ, ୨୧ା୪: କରୋନା ସଂକ୍ରମଣକୁ ଖାତିର ନ କରି ଲକ୍‌ଡାଉନ୍‌ ସମୟରେ ଜନସାଧାରଣଙ୍କୁ ସେବା ଯୋଗାଇ ଆସୁଥିବା ମ୍ୟୁନିସିପାଲିଟି କର୍ମଚାରୀଙ୍କୁ ବଲାଙ୍ଗୀର ଔଷଧ ବ୍ୟବସାୟୀ...

Advertisement
Archives

Model This Week