ସୋସିଆଲ ମିଡିଆରେ ନିଆଁ ଲଗାଇଲା ଏହି ଅଭିନେତ୍ରୀଙ୍କ ଫଟୋ
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ମଲାଇକା ଆରୋରା ତାଙ୍କ ଲୁକ୍କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି। ମଲାଇକା ତାଙ୍କ ଚେହେରା ଏବଂ ଫିଟନେସ୍ ସହିତ ତାଙ୍କ ବୟସକୁ ପଛରେ ପକାଇଦିଅନ୍ତି। ତାଙ୍କୁ ଦେଖି ପ୍ରଶଂସକମାନେ ମଧ୍ୟ ଫିଟନେସ୍ ପାଇଁ ଉତ୍ସାହିତ ହୋଇପଡ଼ନ୍ତି। ମଲାଇକାଙ୍କ…
ୱେବ୍ ପୋର୍ଟାଲ ସମ୍ପାଦକ ସୁଧାଂଶୁ ଶେଖର ଅଟକ
ଭୁବନେଶ୍ୱର,୪।୯(ବ୍ୟୁରୋ) : ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କ ନାମରେ ଅପମାନଜନକ ଖବର ପ୍ରସାରଣ କରିବା ସହ ଧମକ ଦେଇ ବଟି ମାଗିବା ଅଭିଯୋଗରେ ଭୁବନେଶ୍ୱର ମହିଳା ଥାନା ପୋଲିସ ଫୋକସ୍ ପ୍ଲସ୍ ୱେବ୍ ପୋର୍ଟାଲର ସମ୍ପାଦକ ସୁଧାଂଶୁ ଶେଖର ରାଉତଙ୍କୁ ଅଟକ ରଖିଛି।…
କରୋନା ସଂକ୍ରମିତଙ୍କଠାରେ କିଡ୍ନୀ ରୋଗ ଆଶଙ୍କା ଅଧିକ, ଜାଣନ୍ତୁ କାହିଁକି
ଓ୍ବାଶିଂଟନ: କରୋନା ଭୂତାଣୁ ଦ୍ୱାରା ପ୍ରଭାବିତ ଲୋକଙ୍କ ସ୍ବାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପଡୁଥିବା ମାମଲା ସାମ୍ନାକୁ ଆସୁଛି। ସଂକ୍ରମଣରୁ ସୁସ୍ଥ ହେବା ପରେ ମଧ୍ୟ ଅନେକ ସମସ୍ୟା ଉପୁଜୁଛି। ବର୍ତ୍ତମାନ ଏହି ଭୂତାଣୁ ଯୋଗୁ ପୀଡ଼ିତଙ୍କଠାରେ କିଡ୍ନୀ ରୋଗ ହେବାର…
୯୦ ପ୍ରତିଶତ ଫେରିଲେଣି ଚୁଲିକୁ
ପରିକ୍ଷିତ ସାହୁ ବଇଣ୍ଡା,୪ା୯ – ମାଟି ଚୁଲି ଧୂଆଁ ଯନ୍ତ୍ରଣାରୁ ମୁକ୍ତି ପାଇବେ ଗରିବ ପରିବାରର ମହିଳା। ଶ୍ୱାସଜନିତ ରୋଗରେ ପଡ଼ିବେନି ଏହି ମା’ମାନେ। ଉକ୍ତ ଉଦ୍ଦେଶ୍ୟରେ ଉଜ୍ଜ୍ୱଳା ଯୋଜନା ଆରମ୍ଭ କରିଥିଲେ କେନ୍ଦ୍ର ସରକାର। ବିନା ମୂଲ୍ୟରେ ଏପରି ମହିଳାମାନଙ୍କୁ…
ଆଜି ସରକାର ଗଠନ କରିବ ତାଲିବାନ
କାବୁଲ,୪।୯: ତାଲିବାନ୍ ୨.୦ ସରକାରର ରୂପରେଖ ଚୂଡ଼ାନ୍ତ ହୋଇଥିବା ବେଳେ କୌଣସି ସମୟରେ ଏନେଇ ଆନୁଷ୍ଠାନିକ ଘୋଷଣା କରାଯାଇପାରେ ବୋଲି ଶୁକ୍ରବାର ସଙ୍ଗଠନ ପକ୍ଷରୁ କୁହାଯାଇଥିଲା। ଆଫଗାନିସ୍ତାନ ଉପରେ ସାରା ବିଶ୍ୱ ନଜର ରହିଥିବାରୁ ସମସ୍ତେ ଏହାକୁ ଅପେକ୍ଷା କରିଥିଲେ। ହେଲେ…
ନ୍ୟୁୟର୍କ ଏଭଳି ବର୍ଷା କେବେ ଦେଖି ନ ଥିଲା
ନ୍ୟୁୟର୍କ, ୪।୯: ସାମୁଦ୍ରିକ ଝଡ଼ ଇଦା ପ୍ରଭାବରେ ଆମେରିକାର ୬ଟି ରାଜ୍ୟ କ୍ଷତିଗ୍ରସ୍ତ ହେବା ସହ ୫୦ ଜଣଙ୍କର ମୃତ୍ୟୁ ଘଟିଛି। ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ହେବାରୁ କନେକ୍ଟିକଟ, ମେରିଲାଣ୍ଡ, ନ୍ୟୁଜର୍ସି, ନ୍ୟୁୟର୍କ, ପେନ୍ସିଲ୍ଭାନିଆ ଏବଂ ଭର୍ଜିନିଆର ରାଜ୍ୟର ଅନେକ…
ରାସ୍ତାରେ ଉଠି ପାରୁ ନ ଥିଲା ହାତୀ ଛୁଆ: ପଛରୁ ଆସିଲା ମା’, ଆଉ ତା’ ପରେ
ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ହାତୀ ପଲଙ୍କୁ ଦେଖିବାକୁ ମିଳୁଛି। ଏକ ମାଟି ଖସଡ଼ା…
ଗିରଫ ହେଲେ ଜାର୍ଭୋ
ଲଣ୍ଡନ,୪।୯: ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ୍ରେ ବରାମ୍ବାର ଗ୍ରାଉଣ୍ଡରେ ପଶି ଖେଳରେ ବାଧକ ସାଜୁଥିବା ୟୁଟ୍ୟୁବର ଡାନିଏଲ ଜାର୍ଭିସଙ୍କୁ ଶୁକ୍ରାବର ଗିରଫ କରାଯାଇଛି। ଓଭାଲଠାରେ ଚାଲିଥିବା ଚତୁର୍ଥ ଟେଷ୍ଟର ଦ୍ୱିତୀୟ ଦିନର ପ୍ରଥମ ସେସନରେ ଜାର୍ଭୋ ପୁଣି ଥରେ ଗ୍ରାଉଣ୍ଡରେ ପ୍ରବେଶ କରି…
ଏକଦା ଆମିରଙ୍କୁ ପ୍ରଶଂସକ ଭାବେ ଚିଠି ଲେଖିଥିଲେ ଏହି ଅଭିନେତ୍ରୀ , ପୂରା ଘଟଣା ଜାଣିଲେ…
ବଲିଉଡ୍ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ଏକଦା ଅମିର ଖାନ୍ଙ୍କୁ ଚିଠି ଲେଖିଥିଲେ। ଏ ନେଇ ସେ ନିକଟରେ କହିଥିଲେ। ‘ରଙ୍ଗିଲା’ ଫିଲ୍ମରେ ଅମିରଙ୍କ ଅଭିନୟ ତାଙ୍କୁ ବହୁତ ପ୍ରଭାବିତ କରିଥିଲା। ଅଭିନୟ ଦେଖି ସେ ଏତେ ଖୁସି ହୋଇ ଯାଇଥିଲେ ଯେ,…
କଇଁଚି କାମ ନ ଦେବାରୁ ଦାନ୍ତରେ ଛିଣ୍ଡାଇଲେ ଫିତା
ଇସଲାମବାଦ୍,୩।୯: ଫିତା କାଟିବା ବେଳେ କାମ ଦେଲାନି କଇଁଚି। ଅପେକ୍ଷା ନ କରି ଦାନ୍ତରେ ଫିତା କାଟି ଏକ ଇଲେକ୍ଟ୍ରୋନିକ୍ସ ଦୋକାନ ଉଦ୍ଘାଟନ କରିଛନ୍ତି ପାକିସ୍ତାନର ପଞ୍ଜାବ ପ୍ରଦେଶର ଜଣେ ମନ୍ତ୍ରୀ ଫାଏଜ ଉଲ ହାସନ ଚୌହାନ। ଘଟଣାର ଭିଡିଓ ଏବେ…
ଆପଣଙ୍କର ଅଛି କି ଉଚ୍ଚ ରକ୍ତଚାପ ସମସ୍ୟା
ବର୍ତ୍ତମାନର ଅନିୟମିତ ଜୀବନଶୈଳୀ, ଚିନ୍ତା କାରଣରୁ ଉଚ୍ଚ ରକ୍ତଚାପ ସାଧାରଣ ସମସ୍ୟାରେ ପରିଣତ ହେଲାଣି। ଏହି ଗମ୍ଭୀର ସମସ୍ୟାକୁ ସାମାନ୍ୟ ଅଣଦେଖା କରିବା ଫଳରେ ଏହା ହାର୍ଟଆଟାକ୍ ଓ ଷ୍ଟ୍ରୋକ୍ ଭଳି ସମସ୍ୟା ସୃଷ୍ଟି କରିଥାଏ। ଏତଦ୍ବ୍ୟତୀତ କିଡ୍ନୀ ସମସ୍ୟା ମଧ୍ୟ…
ଉଇକେଟ ପଡ଼ିବାକୁ ଦେଲେନି ରାହୁଲ-ରୋହିତ
ଓଭାଲ,୩।୯: ଚତୁର୍ଥ ଟେଷ୍ଟର ପ୍ରଥମ ଭଳି ଦ୍ୱିତୀୟ ଦିନ ମଧ୍ୟ ରୋମାଞ୍ଚକ ମୋଡ଼ରେ ଶେଷ ହୋଇଛି। ଇଂଲଣ୍ଡ ପ୍ରଥମ ଇନିଂସରେ ୯୮ ରନ୍ର ଅଗ୍ରଣୀ ହାସଲ କରିବା ପରେ ଭାରତୀୟ ଦଳ ଦ୍ୱିତୀୟ ଦିନ ସୁଦ୍ଧା ବିନା କୌଣସି କ୍ଷତିରେ ୪୩…
Archives


