Home Left

ଭାଙ୍ଗିଲା ଓପନିଂ ଯୋଡ଼ି

ଓଭାଲ,୪।୯: ଡିଫେନ୍ସିଭ ଟେକନିକ୍‌ ଦେଖାଉଥିବା ଭାରତୀୟ ଓପନର ଲୋକେଶ ରାହୁଲ (୪୦) ଆଉଟ୍‌ ହୋଇ ପ୍ୟାଭିଲିଅନ ଫେରିଛନ୍ତି। ୧୦୦ରୁ ଅଧିକ ବଲ ଖେଳି ସେଟ୍‌ ହୋଇସାରିଥିବା ରାହୁଲଙ୍କୁ ଉଇକେଟକିପରଙ୍କ ହାତରେ କ୍ୟାଚ୍‌ ଆଉଟ୍‌ କରାଇଛନ୍ତି ଇଂଲଣ୍ଡ ପେସର ଜିମ୍ମି ଆଣ୍ଡରସନ। ଫଳରେ…

ତାଲିବାନ ସରକାର ଗଠନ ପୂର୍ବରୁ କାବୁଲ ପହଞ୍ଚିଲେ ଆଇଏସ୍ ମୁଖ୍ୟ, ପାକିସ୍ତାନ ରାଷ୍ଟ୍ରଦୂତଙ୍କ ସହ ସାକ୍ଷାତ୍ କରିବାର କଲେ ବାହାନା

କାବୁଲ,୪ ।୯: ତାଲିବାନ ଖୁବଶୀଘ୍ର ଆଫଗାନିସ୍ତାନରେ ସରକାର ଗଠନ କରିବାକୁ ଯାଉଛି । ଏହି ସମୟରେ ତାଲିବାନର ବଡ ବଡ ନେତା ପାକିସ୍ତାନ ସହ କୌଣସି ସମ୍ପର୍କ ନ ଥିବା କହୁଥିବା ବେଳେ ଏମାନଙ୍କ ସମ୍ପର୍କ କିନ୍ତୁ ଦାଣ୍ଡରେ ପଡି ହାଟରେ…

କେବଳ ଏହି କାରଣ ପାଇଁ ପୁଅ ରଣବୀରଙ୍କୁ ଶକ୍ତଚାପୁଡ଼ା ମାରିଥିଲେ ରିଷି: ଆଉ ତା’ ପରେ…

ସ୍ବର୍ଗତ ଅଭିନେତା-ନିର୍ମାତା ରିଷି କପୁର ତାଙ୍କ ସମୟର ଚକୋଲେଟ ହିରୋ ଭାବେ କାର୍ଯ୍ୟ କରିଥିଲେ। ସେ ତାଙ୍କ କ୍ୟାରିୟରରେ ଅନେକ ଫିଲ୍ମ କରିଥିଲେ। ସୁନ୍ଦର ଅଭିନୟ ପାଇଁ ତାଙ୍କ ଫିଲ୍ମକୁ ସମସ୍ତେ ପସନ୍ଦ କରନ୍ତି। ଆଜି ସେ ଆମ ସହିତ ନାହାନ୍ତି…

କରୋନା ସମୟରେ ଭଲ କାମ କରିଥିବା ଶିକ୍ଷକଙ୍କୁ ସମ୍ମାନୀତ କରିବେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ,୪ ।୯: କରୋନା ସମୟରେ ଦିଲ୍ଲୀର ଶିକ୍ଷକମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛନ୍ତି । ଏବେ ଏଭଳି କେତେଜଣ ଶିକ୍ଷକଙ୍କୁ ଦିଲ୍ଲୀ ସରକାର ସମ୍ମାନୀତ କରିବାକୁ ଯାଉଛନ୍ତି । ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆ ଏହା ଘୋଷଣା କରିଛନ୍ତି । ସିସୋଡିଆ…

ନୀରଜ ଚୋପ୍ରାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଏମିତି ପ୍ରଶ୍ନ ପଚାରିଲେ ଉପସ୍ଥାପକ, ଲାଜରେ ସରି କହିବାକୁ ବାଧ୍ୟ ହେଲେ ଗୋଲଡେନ୍‌ ବୟ

ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣପଦକ ଜିତି ଇତିହାସ ରଚିଥିବା ଜାଭେଲିନ୍‌ ଥ୍ରୋଓର ନୀରଜ ଚୋପ୍ରା ଏବେ ଅଜବ ପ୍ରଶ୍ନସବୁର ସାମ୍ନା କରୁଛନ୍ତି। ଭାରତ ଫେରିବା ପରେ ନୀରଜଙ୍କ ଉପରେ ଖାଲି ପ୍ରଶ୍ନ ବର୍ଷା। ସବୁଠୁ ଆଶ୍ଚର୍ଯ୍ୟର କଥା ଏଥର ଯେଉଁ ପ୍ରଶ୍ନ ପଚରାଯାଇଛି…

ବିଧାନସଭାରେ ନମାଜ ପଢିବାକୁ ମିଳିଲା କୋଠରୀ, ଭାଜପା ନେତା କହିଲେ ହନୁମାନ ଚାଳିଶା ପଢିବାକୁ କରାଯାଉ ସୁବିଧା

ରାଞ୍ଚି,୪ ।୯: ଝାଡ଼ଖଣ୍ଡ ବିଧାନସଭା ପରିସରରେ ନମାଜ ପଢିବା ପାଇଁ କୋଠରୀ ଯୋଗାଇ ଦିଆଯିବା ପରଠାରୁ ବିବାଦ ଚରମ ସୀମାରେ ପହଞ୍ଚିଲାଣି । ଏହାକୁ ନେଇ ଏବେ ପୂର୍ବତନ ସ୍ପିକର ତଥା ଭାରତୀୟ ଜନତା ପାର୍ଟି(ଭାଜପା) ନେତାଙ୍କ ବୟାନ ସାମ୍ନାକୁ ଆସିଛି…

ମରୁଡ଼ି ଅଞ୍ଚଳ ପରିଦର୍ଶନ କଲେ ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ଟିମ୍‌

ପାଟଣା,୪ା୯(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ନିଅଣ୍ଟିଆ ବର୍ଷା ନେଇ ଶନିବାର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତଙ୍କ ନେତୃତ୍ୱରେ ଏକ ଟିମ୍‌ ମରୁଡ଼ି ଅଞ୍ଚଳ ପରିଦର୍ଶନ କରିଛନ୍ତି। ଏହି ଟିମ୍‌ ପାଟଣା ବ୍ଲକ ଅଧୀନ ତୁରୁମୁଙ୍ଗା ରାଜସ୍ବ ନିରୀକ୍ଷକ ଅନ୍ତର୍ଗତ…

ତାଲିବାନ ଭୟ: ବିମାନ ବନ୍ଦରରେ ଝିଅଙ୍କ ନିକାହ କରି ପଠାଇଲେ ବିଦେଶ

କାବୁଲ,୪ ।୯: ଆଫଗାନିସ୍ତାନ ଉପରେ ତାଲିବାନ କବଜା କରିବା ପରେ ଏହାର ଖରାପ ପ୍ରଭାବ ସବୁଠାରୁ ଅଧିକ ମହିଳା ଓ ମାନବାଧିକାର କର୍ମୀଙ୍କ ଉପରେ ପଡିଛି । ପ୍ରଥମେ ମହିଳାଙ୍କୁ ସେମାନଙ୍କ ଅଧିକାର ଦେବା କଥା ତାଲିବାନ କହିଥିଲେ ବି ଆଫଗାନ…

ତାଲିବାନ ବିରୋଧରେ ମହିଳା ଆନ୍ଦୋଳନ ତେଜିଲା…

କାବୁଲ,୪।୯: ସରକାର ଗଠନ ପାଇଁ ତାଲିବାନ ଯୋଜନା ପୁଣି ଥରେ ଲଟକିଛି। ପୂର୍ବରୁ କୁହାଯାଇଥିଲା ଯେ ତାଲିବାନ ଶନିବାର କାବୁଲରେ ନୂଆ ସରକାର ଗଠନ କରିବ। କିନ୍ତୁ ବିଳମ୍ବିତ ରାତିରେ କିଛି କାରଣରୁ ଏହା ହୋଇପାରିଲା ନାହିଁ। ଏହା ପରେ ନୂଆ…

ଖତ କରି ବିକିଦେଲେ, ହିସାବ ଲୁଚାଇଲେ

ଭୁବନେଶ୍ୱର, ୪।୯(ବ୍ୟୁରୋ): ‘ମୋ ସାଇକେଲ’ ପରି ‘ସିଟି ବସ୍‌’ ଯୋଜନା ମଧ୍ୟ ବାଟବଣା ହୋଇ କବାଡିଖାନାକୁ ଯାଇଛି। ପୋଖରୀପୁଟସ୍ଥିତ ଡିପୋରେ ୩ବର୍ଷ ପଡିରହିବା ପରେ ବସ୍‌ଗୁଡିକୁ ସ୍କ୍ରାପ୍‌ ଦରରେ ବିକ୍ରି କରିଦିଆଯାଇଛି। ୧୨୫ ବସ୍‌ ମଧ୍ୟରୁ ୧୨୨ଟିକୁ କୋଲକାତାର ଏକ ସ୍କ୍ରାପେଜ୍‌…

ପରିଚାଳନାଗତ ତ୍ରୁଟିରୁ ରାଜସ୍ଵ କ୍ଷତି

କଟକ ଅଫିସ,୪।୯: ସହରର ବିକାଶ ଲକ୍ଷ୍ୟରେ ଦୀର୍ଘ ୪ଦଶନ୍ଧି ତଳେ କଟକ ଡେଭଲପମେଣ୍ଟ ଅଥରିଟି (ସିଡିଏ) ଗଠନ ହୋଇଥିଲା। ଗତ ୧ତାରିଖରେ ଏହା ୩୯ବର୍ଷ ପୂରଣ କରିଛି। ସିଡିଏର ବିଭିନ୍ନ ବିଭାଗ କାର୍ଯ୍ୟ ତଦାରଖ ଏବଂ ତ୍ୱରାନ୍ବିତ କରାଇବା ଲାଗି ଅଭିଜ୍ଞ…

ଚଳିତ ମାସରେ ଆମେରିକା ଗସ୍ତ କରିପାରନ୍ତି ମୋଦି: ବାଇଡେନ ରାଷ୍ଟ୍ରପତି ହେବା ପରେ ଏହା ହେବ ମୋଦିଙ୍କ ସହ ପ୍ରଥମ ସାକ୍ଷାତ

ନୂଆଦିଲ୍ଲୀ,୪ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମାସରେ ଆମେରିକା ଯାଇ ପାରନ୍ତି । ସେପ୍ଟେମ୍ବର ୨୩-୨୪କୁ ତାଙ୍କର ଦୁଇ ଦିନିଆ ଗସ୍ତ କାର୍ଯ୍ୟକ୍ରମ ଥିବା ଜଣାପଡିଛି । ଅଫିସିୟାଲି ଏହାର କୌଣସି ଘୋଷଣା କରାଯାଇ ନ ଥିବା ବେଳେ ଏଏନ୍‌ଆଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri