Home Left

ଇରାକ୍‌ରେ ଆତଙ୍କବାଦୀଙ୍କ ବଡ଼ ଧରଣର ଆକ୍ରମଣ

ର୍କିକୁକ(ଇରାକ),୫।୯: ତାଲିବାନ୍‌ ଆତଙ୍କବାଦୀ ସଙ୍ଗଠନ ଆଫ୍‌ଗାନିସ୍ତାନ ଦଖଲ ପରେ ବର୍ତ୍ତମାନ ଇରାକ୍‌ରେ ଆତଙ୍କବାଦୀ ଆଇଏସ୍‌ଆଇଏସ୍‌ର ବର୍ବର କାଣ୍ଡ ଦେଖିବାକୁ ମିଳିଛି। ଆଇଏସ୍‌ଆଇଏସ୍‌ ଆତଙ୍କବାଦୀଙ୍କ ଗୁଳିରେ ୧୩ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି।…

ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁ ପରେ ରାଗିକି ଏମିତି କହିଲେ କ୍ରିତି

ଲୋକପ୍ରିୟ ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ଆକସ୍ମିକ ମୃତ୍ୟୁକୁ ନା ତାଙ୍କ ପରିବାର ନା ପ୍ରଶଂସକ କେହିବି ଗ୍ରହଣ କରି ପାରୁନାହାନ୍ତି। ୩ ତାରିଖ ଓଶିୱାରା ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ତେବେ କେତେକ ଗଣମାଧ୍ୟମ ସିଦ୍ଧାର୍ଥଙ୍କ ଅନ୍ତିମ ସଂସ୍କାରର ସମସ୍ତ…

ବାପା ହେଲେ କ’ଣ ହେଲା, ଆଇନ ଊର୍ଦ୍ଧ୍ୱରେ କେହି ନୁହନ୍ତି

ରାୟପୁର,୫।୯: ବ୍ରାହ୍ମଣମାନଙ୍କୁ ବାସନ୍ଦ କରିବା ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ବାପା ନନ୍ଦ କୁମାର ବାଘେଲ। ଏଥି ଯୋଗୁ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ନିକଟରେ ଉତ୍ତରପ୍ରଦେଶ ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶଙ୍କ ବାପା…

ଭାଜପା ଉପରେ ବର୍ଷିଲେ ଉଦ୍ଧବ

ମୁମ୍ବାଇ,୫।୯: ମହାରାଷ୍ଟ୍ରରେ ମନ୍ଦିର ଖୋଲିବା ଏବଂ ଧାର୍ମିକ କାର୍ଯ୍ୟକ୍ରମ ପାଇଁ ଅନୁମତି ଦେବାକୁ ପ୍ରଦର୍ଶନ କରୁଥିବା ଭାଜପା ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନାଙ୍କୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, କିଛି ଲୋକ ମନ୍ଦିର ଏବଂ ଅନ୍ୟାନ୍ୟ…

ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ପାଇଁ ତାଲିବାନକୁ ଦାୟୀ କଲେ ଭାଜପା ବିଧାୟକ

ନୂଆଦିଲ୍ଲୀ,୫।୯: କିଛ ଦିନ ହେଲା ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଅହେତୁକ ବୃଦ୍ଧି ଘଟିଛି। ଅନେକ ସହରରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୧୦୦ ଟଙ୍କାରୁ ଅଧିକ ହୋଇଛି। ଡିଜେଲ ମଧ୍ୟ ମହଙ୍ଗା ହୋଇଛି। ଏଥିସହ କର୍ନାଟକର ଭାଜପା ବିଧାୟକ…

ଲୁଚାଛପାରେ ନିର୍ବନ୍ଧ କଲେ ବିଦ୍ୟୁତ ଜାମବାଲ୍‌; ଭାବିପତ୍ନୀ କିଏ ହେବ ଜାଣିଲେ…

ବମ୍ବେ: ବଲିଉଡ୍‌ ଅଭିନେତା ଡିନୋ ମୋରିଆ ଏବଂ ରଣବିର କପୁରଙ୍କୁ ଡେଟ୍‌ କରିଥିବା ଫ୍ୟାଶନ ଡିଜାଇନର୍‌ ନନ୍ଦିତା ମେହତାନୀ ପୁଣିଥରେ ଚର୍ଚ୍ଚାରେ। କାରଣଟି ହେଲା ନିକଟରେ ଭାଇରାଲ ହେଉଥିବା ତାଙ୍କର କିଛି ଫଟୋ। ଫଟୋରୁ ସେ ଅଭିନେତା ବିଦ୍ୟୁତ ଜାମବାଲଙ୍କ ସହ…

ସିଦ୍ଧାର୍ଥଙ୍କ ପାଇଁ ଶେହନାଜଙ୍କ ଶେଷ ଶବ୍ଦ ଶୁଣି ଆଖିରେ ଆସିଯିବ ଲୁହ

ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ଅଚାନକ ମୃତ୍ୟୁ ପରେ ତାକୁ ସହଜେ ଗ୍ରହଣ କରି ପାରୁ ନାହାନ୍ତି ତାଙ୍କ ପ୍ରଶଂସକ। ଏହି ଘଟଣା ପରଠୁ ସବୁବେଳେ ହସ ହସ ମୁହଁରେ ରହୁଥିବା ତାଙ୍କ ପ୍ରେମିକା ଶେହନାଜ ଗିଲ୍‌ଙ୍କ ଆଖିରୁ ଲୁହ ଶୁଖୁନି। ସିଦ୍ଧାର୍ଥଙ୍କ…

ବଲିଉଡ୍‌ ତାରକାଙ୍କ ଗୁରୁ ଦିବସ: କିଏ ମା’ଙ୍କୁ ତ କେହିକେହି ଶିକ୍ଷକଙ୍କ ପାଇଁ କହିଛନ୍ତି ଏମିତି

ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଜଣେ ଜଣେ ଗୁରୁ ଅଛନ୍ତି । ସେ ମା’ ହୁଅନ୍ତୁ କିମ୍ବା ବିଦ୍ୟାଳୟର ଶିକ୍ଷକ, ଜୀବନରେ ଗୁରୁମାନେ ହିଁ ସଠିକ୍‌ ମାର୍ଗ ଦେଖାନ୍ତି। ଏଭଳି ପରିସ୍ଥିତିରେ, ସାଧାରଣ ଲୋକ ହେଉ କିମ୍ବା ଫିଲ୍ମ ତାରକା, ସେପ୍ଟେମ୍ବର ୫…

ଟି-୨୦ ବିଶ୍ୱକପ୍‌ରେ ସର୍ବାଧିକ ଥର ଶୂନରେ ଆଉଟ୍‌ ହୋଇଛନ୍ତି ଏମାନେ; ଶୀର୍ଷରେ ପାକିସ୍ତାନର…

ନୂଆଦିଲ୍ଲୀ,୫।୯: ଚଳିତ ବର୍ଷ ଅକ୍ଟୋବର ୧୭ରୁ ଆରମ୍ଭ ହେବାକୁ ଯାଉଛି ଆଇସିସି ଟି-୨୦ ବିଶ୍ୱକପ୍‌। ଏହାକୁ ନେଇ ସମସ୍ତ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ତେବେ କ୍ରିକେଟର ଏହି ରୋମାଞ୍ଚକର ଫର୍ମାଟରେ ବ୍ୟାଟ୍ସମ୍ୟାନଙ୍କ ପ୍ରାଧାନ୍ୟ ଦେଖିବାକୁ ମିଳିଥାଏ। ହେଲେ ଅନେକ…

ଟୋକିଓ ପାରାଲିମ୍ପିକ୍ସରେ ଭାରତର ଐତିହାସିକ ପ୍ରଦର୍ଶନ: ୫ ସ୍ବର୍ଣ୍ଣ ସହ ମୋଟ ୧୯ ପଦକ

ଟୋକିଓ,୫।୯:ଟୋକିଓ ପାରାଲିମ୍ପିକ୍ସରେ ଭାରତୀୟ ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରି ଇତିହାସ ରଚିଛନ୍ତି। ପାରାଲିମ୍ପିକ୍ସ ଇତିହାସରେ ଚଳିତବର୍ଷ ଭାରତୀୟ ଖେଳାଳିମାନେ ଜବରଦସ୍ତ ପ୍ରଦର୍ଶନ କରି ୫ ସ୍ବର୍ଣ୍ଣ, ୮ ରୌପ୍ୟ ଏବଂ ୬ ବ୍ରୋଞ୍ଚ ପଦକ ସହ ମୋଟ ୧୯ଟି ପଦକ ଜିତି…

ଏକାଧିକ ରେକର୍ଡ ନିଜ ନାମରେ କଲେ ହିଟ୍‌ମ୍ୟାନ୍‌; ପ୍ରଥମ ବ୍ୟାଟ୍ସମ୍ୟାନ୍‌ ଭାବେ ରଚିଲେ କୀର୍ତ୍ତିମାନ

ଓଭାଲ,୫।୯: ଟିମ୍‌ ଇଣ୍ଡିଆର ଓପନର ରୋହିତ ଶର୍ମା ଶନିବାର ଓଭାଲ ଟେଷ୍ଟର ଦ୍ୱିତୀୟ ଇନିଂସରେ ଶତକ ହାସଲ କରି ଏକାଧିକ ରେକର୍ଡ କରିଛନ୍ତି। ରୋହିତଙ୍କ କ୍ୟାରିୟରର ଏହା ଅଷ୍ଟମ ଟେଷ୍ଟ ଶତକ। ଏହାପୂର୍ବର ୭ ଶତକ ସେ ଭାରତରେ ସ୍କୋର କରିଥିଲେ।…

ବାଡ଼ି ଧରି ଛପି ଛପି ଯାଉଥିଲେ ଯୁବକ, କୁକୁଡ଼ା କଲା ଏମିତି, ଭିଡିଓ ଦେଖିଲେ…

ପ୍ରତିଦିନ ସୋସିଆଲ ମିଡିଆରେ କିଛି ନା କିଛି ମଜାଳିଆ ଭିଡିଓ ଭାଇରାଲ ହୋଇଥାଏ। ଏହା ଦେଖି ଲୋକେ ହସି ହସି ଗଡ଼ିଥାନ୍ତି। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆପଣ ହସ ରୋକିପାରିବେ ନାହିଁ। ଜଣେ ଯୁବକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri