Posted inଜାତୀୟ

ସ୍ବାମୀଙ୍କ କଟା ମୁଣ୍ଡ ଧରି ଥାନାରେ ପହଞ୍ଚିଲେ ମହିଳା

ଚିତୁର(ଆନ୍ଧ୍ରପ୍ରଦେଶ),୨୧।୧: ଆନ୍ଧ୍ରପ୍ରଦେଶର ଜଣେ ମହିଳା ଛୁରୀରେ ସ୍ବାମୀଙ୍କ ମୁଣ୍ଡ କାଟି ହତ୍ୟା କରିବା ପରେ ଗୁରୁବାର ପୋଲିସ ଆଗରେ ଆତ୍ମସମର୍ପଣ କରିଛନ୍ତି।

ପୋଲିସଠାରୁ ମିଳିଥିବା ସୂଚନା ମୁତାବକ, ଚିତୁର ଜିଲାର ରେନିଗୁଣ୍ଟା ଅଞ୍ଚଳର ମହିଳା ସ୍ବାମୀଙ୍କ କଟା ମୁଣ୍ଡ ଧରି ଥାନାକୁ ଆସିଥିଲେ। ଅଭିଯୁକ୍ତାଙ୍କୁ ବସୁନ୍ଧରା ଭାବେ ଚିହ୍ନଟ କରାଯାଇଛି। ମୃତକ ହେଲେ ତାଙ୍କର ୫୩ ବର୍ଷୀୟ ସ୍ବାମୀ ଭାଶ୍ୟାମ ରବି ଚନ୍ଦ୍ରନ।

“ଅଭିଯୁକ୍ତା ସ୍ବାମୀଙ୍କୁ ମୁଣ୍ଡ କାଟି ହତ୍ୟା କରିବା ପରେ ଥାନାକୁ ଆସି ଆତ୍ମସମର୍ପଣ କରିଥିଲେ। ତଥ୍ୟ ଯାଞ୍ଚ କରିବା ପରେ ହତ୍ୟାକାରୀଙ୍କ ଘରୁ ମୃତଦେହ ଜବତ କରାଯାଇଛି। ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଲାଇଛି” ବୋଲି ଡିଏସ୍‌ପି କାର୍ଯ୍ୟାଳୟରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଯୋଗୁ ସ୍ତ୍ରୀଙ୍କ ପାଖକୁ ଯାଇପାରୁନାହାନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ, କଲେ ଦୁଃଖପ୍ରକାଶ

ଶ୍ରୀନଗର,୧୮।୧: ଜମ୍ମୁ-କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ଜାମ୍ମୁରେ ଏକ ପୁସ୍ତକ ରିଲିଜ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ବିରୋଧରେ ଅନେକ ଅଭିଯୋଗ କରିଥିଲେ।...

ନୀତୀଶଙ୍କ ମନ୍ତ୍ରିମଣ୍ଡଳର ହେବ ସମ୍ପ୍ରସାରଣ: ସାମିଲ ହେବେନି କେହି ଭାଜପା ନେତା

ପାଟନା,୨।୬: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ରବିବାର କରାଯିବ। ହେଲେ ଏଥିରେ କେହି ଭାଜପା ନେତା ସାମିଲ ହେବେ ନାହିଁ ବୋଲି ସୂଚନା...

ମୋଦି ସରକାରଙ୍କ ପାଇଁ ଅନ୍ନଦାତା ଭଗବାନ, ବିରୋଧୀଙ୍କ ନଜରରେ ଏହା ଭୋଟ ବ୍ୟାଙ୍କ: କୃଷ୍ଣପାଳ ଗୁର୍ଜର

ନୂଆଦିଲ୍ଲୀ,୨୨ ।୧୨: କେନ୍ଦ୍ର ଦ୍ୱାରା ଜାରି କରାଯାଇଥିବା କୃଷି ଆଇନ ବିରୋଧରେ କୃଷକମାନେ ଦୀର୍ଘ ପ୍ରାୟ ୨୫ ଦିନ ହେବ ଦିଲ୍ଲୀ ସୀମାରେ ଧାରଣାରେ ବସିଛନ୍ତି...

ଟୁଇଟରରେ ମୋଦି ଏକ ନମ୍ବର

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟୁଇଟର ଆକାଉଣ୍ଟ୍‌ ଉପରେ ପ୍ରତିବନ୍ଧକ ଲାଗିଛି। ଫଳରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆରେ ନୂଆ ରେକର୍ଡ...

ଏଫ୍‌ବିୟୁ ଦୁର୍ନୀତି ମାମଲା: ମନୀଷ ସିସୋଡିଆଙ୍କ ବିରୋଧରେ ମାମଲା ରୁଜୁ କଲା ସିବିଆଇ

ନୂଆଦିଲ୍ଲୀ,୧୬।୩: ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପୂର୍ବତନ ମନ୍ତ୍ରୀ ମନୀଷ ସିସୋଡିଆଙ୍କ ପାଇଁ ପୁଣି ଅଡୁଆ ବଢିଲା। ଦିଲ୍ଲୀ ସରକାରଙ୍କ ଫିଡ୍‌ବ୍ୟାକ୍‌...

ପାକିସ୍ତାନ ହୋଇପାରେ ଇଣ୍ଡିଆ ! ଦାବି କରିପାରେ ଉପସ୍ଥାପନ…

ନୂଆଦିଲ୍ଲୀ/ଇସଲାମାବାଦ,୬।୯ : ଦେଶର ନାମ ପରିବର୍ତ୍ତନ ଇଣ୍ଡିଆରୁ ଭାରତ କରାଯିବା ନେଇ ବିବାଦ ଘଡ଼େିବାରେ ଲାଗିଛି। ଏଥି ସହିତ, ବର୍ତ୍ତମାନ ଏହି ବିବାଦକୁ ନେଇ ପାକିସ୍ତାନରୁ...

ପିଏମଏଲଏ ଆଧାରରେ ଇଡି ଯାଞ୍ଚ୍‌: ରାୟର ସମୀକ୍ଷା ଆବେଦନ ଉପରେ ଶୁଣାଣି ପାଇଁ ସୁପ୍ରିମ୍‌କୋର୍ଟଙ୍କ ସହମତି…

ନୂଆଦିଲ୍ଲୀ, ୨୨।୮ : ମନି ଲଣ୍ଡରିଂ ଆକ୍ଟ ଅନୁଯାୟୀ ମନି ଲଣ୍ଡରିଂ ସହିତ ଜଡିତ ଇଡିର କ୍ଷମତା, ଗିରଫ କରିବାର ଅଧିକାର, ସାକ୍ଷୀଙ୍କୁ ଡକାଇବା ଏବଂ...

ଚେନ୍ନାଇରେ ପ୍ରବଳ ବର୍ଷା: ଜନଜୀବନ ଅସ୍ତବ୍ୟସ୍ତ

ଚେନ୍ନାଇ,୭।୧୧: ଚେନ୍ନାଇରେ ପ୍ରବଳ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡଛି। ୨୦୧୫ ଠାରୁ ସବୁଠୁ ଅଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ରାସ୍ତାଘାଟ ଜଳମଗ୍ନ ହୋଇ...

Advertisement
Archives

Model This Week