ପୂଜାରାଙ୍କୁ ଆଖି ଦେଖାଉଥିବା ବୋଲର୍ଙ୍କୁ କନ୍ଦାଇଲେ ଯାଦବ
ଓଭାଲ୍,୭।୯: ଓଭାଲ ଟେଷ୍ଟରେ ଭାରତ ଇଂଲଣ୍ଡକୁ ୧୫୭ ରନ୍ରେ ପରାସ୍ତ କରିଛି। ଖେଳର ପଞ୍ଚମ ଦିନରେ ଭାରତୀୟ ବୋଲରମାନେ ଓଭାଲ ପିଚରେ ଚମତ୍କାର ବୋଲିଂ କରି ଜୋ ରୁଟଙ୍କ ଦଳକୁ ମାତ୍ର ୨୧୦ ରନରେ ରୋକିବାରେ ସମର୍ଥ ହୋଇଥିଲା। ଏକ ବଡ଼…
ତାଲିବାନ ସରକାରକୁ ମାନ୍ୟତା ଦେବ ନାହିଁ ଆମେରିକା: ଜୋ ବାଇଡେନ
ୱାଶିଂଟନ,୭ ।୯: ଆଫଗାନିସ୍ତାନ ଉପରେ ତାଲିବାନ ସମ୍ପୂର୍ଣ୍ଣ ଭାବେ କବଜା କରିଥିବା ଦାବି କରିଛି । ଏବେ ସେଠାରେ ମହା ସମାରୋହ ମାଧ୍ୟମରେ ତାଲିବାନ ସରକାର ଗଠନ କରିବାକୁ ପ୍ରସ୍ତୁତ ହେଉଛି । ଏଥିପାଇଁ ତାଲିବାନ ୬ଟି ଦେଶକୁ ନିମନ୍ତ୍ରଣ ଦେବାକଥା…
ରୋଡ୍ ଶୋ’, ବାଇକ୍ ରାଲି ଉପରେ କଟକଣା
ପୁରୀ ଅଫିସ, ୭।୯: ପିପିଲି ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସୋମବାର ପୁରୀ ଜିଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ପ୍ରଦକ୍ଷିଣ ଗୃହ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି,…
ରାଷ୍ଟ୍ରପତିଙ୍କ ପଛରେ ଛତା ଧରି ଛିଡ଼ା ହେଉଥିବା ବିଶ୍ୱସ୍ତ କଲେ କ୍ଷମତା ଦଖଲ…
କୋନାକ୍ରେ,୭।୯: ପଶ୍ଚିମ ଆଫ୍ରିକୀୟ ଦେଶ ଗିନିରେ ବିଦ୍ରୋହୀ ସୈନ୍ୟମାନେ କ୍ଷମତା ଦଖଲ କରିଛନ୍ତିି। ତେବେ ବର୍ତ୍ତମାନ ସୁଦ୍ଧା ସରକାର ଗଠନ ନେଇ କୌଣସି ଘୋଷଣା କରାଯାଇ ନାହିଁ। ବିଦ୍ରୋହୀଙ୍କ ନେତୃତ୍ୱ ନେଉଥିବା କଲୋନେଲ୍ ମମାଦି ଡୋମ୍ବୋୟା ଦେଶର ସମସ୍ତ ସୀମାକୁ ସିଲ୍…
‘ଇନ୍ସ୍ପାୟାର୍.. ଏମ୍ପାୱାର’ ଲୋକାର୍ପିତ
ଭୁବନେଶ୍ୱର,୭।୯(ବ୍ୟୁରୋ): ଓଡ଼ିଶାର କେତେଜଣ ଦିବ୍ୟାଙ୍ଗଙ୍କ ଅସାଧାରଣ ସଫଳତାର କାହାଣୀ ସମ୍ବଳିତ ଏକ କଫିଟେବୁଲ ବହି ‘ଇନ୍ସ୍ପାୟାର୍.. ଏମ୍ପାୱାର’ ସୋମବାର ଲୋକାର୍ପିତ ହୋଇଛି। ରାଜ୍ୟ ଭିନ୍ନକ୍ଷମ ଆୟୋଗ ପକ୍ଷରୁ ପ୍ରସ୍ତୁତ ଏହି ବହିକୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ମନ୍ତ୍ରୀ…
ନୃତ୍ୟରେ ମହାଦେବଙ୍କୁ ପ୍ରଣତି ଜଣାଇଲେ ଅନିତା
ଭୁବନେଶ୍ୱର, ୭।୯ (ବ୍ୟୁରୋ): ନୃତ୍ୟାନୁଷ୍ଠାନ ‘ସୃଜନ’ ପକ୍ଷରୁ ଚାଲିଥିବା ୨୭ତମ ଓଏମ୍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ମହୋତ୍ସବର ସୋମବାର ଥିଲା ଦ୍ୱିତୀୟ ସନ୍ଧ୍ୟା। ପ୍ରସିଦ୍ଧ ଭାରତନାଟ୍ୟମ୍ ନୃତ୍ୟଶିଳ୍ପୀ, କୋରିଓଗ୍ରାଫର ତଥା ସାରସ୍ବତ ସଂସ୍କୃତି କେନ୍ଦ୍ରର ପ୍ରତିଷ୍ଠାତା ଅନିତା ମଲ୍ଲିକଙ୍କ ନୃତ୍ୟରୁ…
ଦୁଇବର୍ଷରୁ ଊର୍ଦ୍ଧ୍ୱ ଶିଶୁଙ୍କ ଟିକାକରଣରେ କ୍ୟୁବା ପ୍ରଥମ, ହେଲେ ମିଳିନି ଡବ୍ଲୁଏଚ୍ଓର ମଞ୍ଜୁରୀ
ହୱାନା,୭ ।୯: ସାରା ବିଶ୍ୱରେ କରୋନା ଭାଇରସକୁ ଦୂରେଇବା ପାଇଁ ଭ୍ୟାକ୍ସିନ ବା ଟିକାକରଣର ଅଭିଯାନ ଯୋର ସୋରରେ ଚାଲିଛି । ହେଲେ ଏପର୍ଯ୍ୟନ୍ତ ଛୋଟ ପିଲାମାନଙ୍କ ପାଇଁ ଭ୍ୟାକ୍ସିନ ନ ଆସିବା ଚିନ୍ତାର କାରଣ ପାଲଟିଛି । ଆମେରିକାଠାରୁ ଆରମ୍ଭ…
ଭେଣ୍ଡି କିଲୋ ୮୦୦ ଟଙ୍କା
ଭୋପାଳ,୭।୯: ଅଧିକାଂଶ ଲୋକ ନିଜ ଘରେ ସବୁଜ ଭେଣ୍ଡି ଖାଆନ୍ତି। କିନ୍ତୁ ଲାଲ ରଙ୍ଗର ଭେଣ୍ଡି ଦେଖିବା ଏବଂ ଶୁଣିବା ପାଇଁ ଅଦ୍ଭୁତ ଶବ୍ଦ ହୋଇପାରେ, କିନ୍ତୁ ଏହା ଖାଇବାକୁ ଯେମିତି ସ୍ବାଦିଷ୍ଟ ଏବଂ ଶରୀର ପାଇଁ ମଧ୍ୟ ସେତିକି ପୁଷ୍ଟିକର।…
ପାକିସ୍ତାନ ବିରୋଧରେ ରାସ୍ତାକୁ ଓହ୍ଲାଇଲେ ମହିଳା
କାବୁଲ,୭ ।୯: ଆଫଗାନିସ୍ତାନର ପଞ୍ଜଶିରରେ ତାଲିବାନକୁ ସାହାଯ୍ୟ କରିବା ପାକିସ୍ତାନକୁ ମହଙ୍ଗା ପଡିଛି । ନିକଟରେ ନର୍ଦନ ଆଲାୟଂସର ସେନାଙ୍କ ବିରୋଧରେ ପାକିସ୍ତାନ ବାୟୁସେନା ଦ୍ୱାରା କରାଯାଇଥିବା ଆକ୍ରମଣ ପରେ ଆଫଗାନିସ୍ତାନରେ ଏହାର ଖୋଲାଖୋଲି ବିରୋଧ ହୋଇଛି । ସୋମବାର ରାତିରେ…
‘ଖୁବ୍ଶୀଘ୍ର ଓଡ଼ିଶାର ଜଳବିବାଦ ସମାଧାନ ହେବ’
ଭୁବନେଶ୍ୱର, ୭।୯(ବ୍ୟୁରୋ): ଦୀର୍ଘଦିନ ଧରି ଲାଗି ରହିଥିବା ମହାନଦୀ ଜଳ ବିବାଦ ସମେତ ବିଭିନ୍ନ ଜଳ ସମସ୍ୟା ଯୋଗୁ ରାଜ୍ୟବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଟ୍ରିବୁନାଲରେ ରହିଥିବା ସମସ୍ତ ମାମଲାକୁ ଏବେ ଅନୁଧ୍ୟାନ କରାଯାଉଛି। ଖୁବ୍ଶୀଘ୍ର ଓଡ଼ିଶାରେ ଜଳବିବାଦର ସମାଧାନ…
ସାରା ରାଜ୍ୟରେ ଲଘୁଚାପ ବର୍ଷା
ଭୁବନେଶ୍ୱର, ୭।୯(ବ୍ୟୁରୋ): ଦକ୍ଷିଣ ପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଓଡ଼ିଶା ଆନ୍ଧ୍ରପ୍ରଦେଶ ଉପକୂଳ ଉପରେ ୭.୬ କି.ମି. ପର୍ଯ୍ୟନ୍ତ ବିସ୍ତାରିତ ହୋଇଛି। ଫଳରେ ସୋମବାର ସାରା ରାଜ୍ୟରେ ବର୍ଷା ହୋଇଥିବାବେଳେ…
ମୁଣ୍ଡପିଛା ଋଣ ୯ ବର୍ଷରେ ଅଢ଼େଇ ଗୁଣ ବୃଦ୍ଧି
ଭୁବନେଶ୍ୱର,୭।୯(ବ୍ୟୁରେ): ଗତ ୯ବର୍ଷ ମଧ୍ୟରେ ରାଜ୍ୟରେ ମୁଣ୍ଡପିଛା ଋଣ ଭାର ବୃଦ୍ଧି ପାଇଛି। ୨୦୧୧-୧୨ରୁ ୨୦୨୦-୨୧ ଆର୍ଥିକ ବର୍ଷ ମଧ୍ୟରେ ରାଜ୍ୟର ପ୍ରତ୍ୟେକ ବ୍ୟକ୍ତିଙ୍କ ମୁଣ୍ଡରେ ଋଣବୋଝ ଅଢ଼େଇ ଗୁଣ ବଢିଛି। ୨୦୧୦-୧୧ ଆର୍ଥିକ ବର୍ଷରେ ମୁଣ୍ଡପିଛା ଋଣଭାର ପରିମାଣ ୯୧୪୪.୪୦…
Archives


