ସ୍କୁଲ ବନ୍ଦ ହୋଇପାରେ
ଭୁବନେଶ୍ୱର, ୮।୯(ବ୍ୟୁରୋ):ରାଜ୍ୟରେ ଏବେ କରୋନା ସଂକ୍ରମଣ ପ୍ରାୟତଃ ସ୍ଥିର ରହିଛି। କିନ୍ତୁ ପିଲାଙ୍କ ସଂକ୍ରମଣ ଚିନ୍ତା ବଢ଼ାଇଛି। ଗତ ୨୪ ଘଣ୍ଟାରେ ୧୮ ବର୍ଷରୁ କମ୍ ବର୍ଗର ୯୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯାହା ମୋଟ ସଂକ୍ରମଣର ପ୍ରାୟ ୧୫%।…
ଅବହେଳା କଲେ ପୁଣି ଲକ୍ଡାଉନ
ଭୁବନେଶ୍ୱର, ୮।୯(ବ୍ୟୁରୋ):ବର୍ତ୍ତମାନ ସାଧାରଣ ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଲକ୍ଡାଉନ କୋହଳ କରାଯାଇଛି। କିନ୍ତୁ ତା’ର ଅର୍ଥ ନୁହେଁ ଯେ, ଆମେ ନିୟମ ପାଳନରେ ଢିଲା କରିବା। ତେଣୁ ଯଦି କେଉଁଠି ବି ଅବହେଳା ପରିଲକ୍ଷିତ ହୁଏ, ତେବେ ସାମୂହିକ ସ୍ବାର୍ଥ…
୬ ରନ୍ରେ ୪ ଉଇକେଟ ନେଇ ପ୍ରଥମ ମ୍ୟାଚ୍ରେ କମାଲ୍ କଲେ ଏହି ବୋଲର୍
ବାରବାଡୋସ୍,୮।୯: କାରିବିଆନ ପ୍ରିମିୟର ଲିଗ (ସିପିଏଲ୨୦୨୧)ର ୧୯ତମ ମ୍ୟାଚରେ ତ୍ରିନବାଗୋ ନାଇଟ ରାଇଡର୍ସ ଜାମାଇକା ଟାଲାୱାକୁ ୭୫ ରନ୍ରେ ପରାସ୍ତ କରିଛି। ପାକିସ୍ତାନରେ ଜନ୍ମିତ ଆମେରିକୀୟ ପେସର ଅଲି ଖାନ ନାଇଟ ରାଇଡର୍ସ ପକ୍ଷରୁ ଲିଗରେ ତାଙ୍କର ପ୍ରଥମ ମ୍ୟାଚ ଖେଳି…
ଆଜି କରୋନା ନେଲା ୮ ଜୀବନ
ଭୁବନେଶ୍ୱର,୮।୯(ବ୍ୟୁରୋ):ରାଜ୍ୟରେ କରୋନାରେ ପ୍ରାଣ ହରାଇଥିବା ଆଉ ୮ ଜଣଙ୍କ ସଂପର୍କରେ ତଥ୍ୟ ଦେଇଛନ୍ତି ସରକାର। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଖ୍ୟା ୮,୦୭୦ ହୋଇଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…
ପିଲାଙ୍କ ପାଇଁ ବିପଦ ବଢୁଛି: ଆଜି ୧୦୨ ପିଲା କରୋନା ଆକ୍ରାନ୍ତ
ଭୁବନେଶ୍ୱର,୮।୯(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ ବର୍ଗର ୧୦୨ ଜଣ ଅଛନ୍ତି। ଏହି ୭୬୨ ଜଣଙ୍କ ମଧ୍ୟରୁ ୪୪୩ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୩୧୯ଟି…
ଫେସବୁକ୍ରୁ ପ୍ରେମ ବିବାହ, ଇନ୍ଷ୍ଟାଗ୍ରାମରେ ଶେଷ: ଏମିତି ଥିଲା ଶିଖର ଧାଓ୍ବନଙ୍କ ପ୍ରେମ କାହାଣୀ
ଭାରତୀୟ ଓପନର୍ ଶିଖର ଧାୱନ ଏବଂ ଆୟେଶା ମୁଖାର୍ଜୀଙ୍କ ଛାଡପତ୍ର ଖବର ଏକ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି। ଏହି ଦମ୍ପତି ପ୍ରାୟ ୯ ବର୍ଷ ପରେ ଅଲଗା ହୋଇଯାଇଛନ୍ତି। ଛାଡପତ୍ର ଖବର ଉପରେ ଧୱନଙ୍କ ପକ୍ଷରୁ କୌଣସି ବିବୃତ୍ତି ଦିଆଯାଇ ନ…
କରୋନା ଭ୍ୟାକ୍ସିନର ଖାଲି ଶିଶିରେ ଝୁମର ତିଆରି କରି ଚର୍ଚ୍ଚାରେ ନର୍ସ
ୱାଶିଂଟନ: କରୋନା ମହାମାରୀ ସାରା ବିଶ୍ୱର ମେରୁଦଣ୍ଡକୁ ଏକ ପ୍ରକାର ଦୋହଲାଇ ଦେଇଛି କହିଲେ ଚଳେ । ଏଥିରୁ ନିସ୍ତାର ପାଇବା ପାଇଁ ଏବେ ଆସିଛି ଭ୍ୟାକ୍ସିନ । ବିଶ୍ୱର ସବୁଦେଶରେ ଏହା ଦ୍ରୁତ ଗତିରେ ଚାଲୁଥିବା ବେଳେ ଦିନକୁ ଲକ୍ଷ…
ବିଟ୍କଏନ୍କୁ ଅଫିସିଆଲ କରେନ୍ସି ମାନ୍ୟତା
ସାନ୍ ସାଲ୍ଭେଡର ୮ା୯: କ୍ରିପ୍ଟୋକରେନ୍ସି ବିଟ୍କଏନ୍କୁ ଲିଗାଲ ଟେଣ୍ଡର ବା ଅଫିସିଆଲ କରେନ୍ସି ମାନ୍ୟତା ଦେବାରେ ଏଲ୍ ସାଲଭେଡର ମଙ୍ଗଳବାର ବିଶ୍ୱର ପ୍ରଥମ ଦେଶ ହୋଇଛି। କିଛି ମାସ ପୂର୍ବରୁ ଏହି ଦେଶ ବିଟ୍କଏନକୁ ବୈଧ ବୋଲି ଘୋଷଣା କରିଥିଲା। କ୍ରିପ୍ଟୋକରେନ୍ସି…
ସାକ୍ଷରତା ହିଁ ବିକାଶ
ସାକ୍ଷରତା ସମାଜର ଅବିଚ୍ଛେଦ୍ୟ ଅଙ୍ଗ। ଦେଶର ବିକାଶ ପାଇଁ ଏହା ଅତୀବ ଗୁରୁତ୍ୱପୂର୍ଣ୍ଣ। ସାକ୍ଷରତା ହାର ଯେଉଁଠି ଯେତେ ଅଧିକ ତାହା ସେତେ ବିକଶିତ। ଏହା ନୂତନ ପିଢ଼ି ହୋଇଥାଏ ସୃଜନଶୀଳ। ନୂଆ ଓ ଉଜ୍ଜ୍ୱଳ ଭବିଷ୍ୟତକୁ ଫିଟିଥାଏ। ତେଣୁ ଏହା…
୨ ଥର ବିବାହ କରି ମଧ୍ୟ ଏକୁଟିଆ ଜୀବନ ବିତାଉଛନ୍ତି ମେଲୋଡି କୁଇନ୍
ମୁମ୍ବାଇ: ବଲିଉଡର ମେଲୋଡି କୁଇନ ଭାବରେ ଜଣାଶୁଣା ଆଶା ଭୋସଲେ ଆଜି ୮୮ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୩୩ ମସିହାରେ ମହାରାଷ୍ଟ୍ରର ସାଙ୍ଗଲିରେ ଜନ୍ମଗ୍ରହଣ କରିଥିଲେ। ସେ ଏପର୍ଯ୍ୟନ୍ତ ୧୬ ହଜାରରୁ ଅଧିକ ଗୀତ ଗାଇଛନ୍ତି। ଆଶା ଭୋସଲେଙ୍କ ବଡ ଭଉଣୀ…
ମଝି ରାସ୍ତାରେ ବାଟ ଭୁଲିଗଲା ବାଘ ଛୁଆ, ଆଉ ତା’ ପରେ
ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ବାଘକୁ ଦେଖିବାକୁ ମିଳୁଛି। ବାଘଟି ତା ଦୁଇ ଛୋଟ…
ଠାକୁରଙ୍କ ଜୀବନ ବଦଳାଇ ଦେଇଥିଲେ ଧୋନୀ
ଓଭାଲ୍,୮।୯: ଇଂଲଣ୍ଡ ବିପକ୍ଷ ଓଭାଲ ଟେଷ୍ଟରେ ବିଜୟ ପରେ ଶାର୍ଦ୍ଦୁଳ ଠାକୁରଙ୍କ ନାମ ସବୁଆଡେ ଚର୍ଚ୍ଚା ହେଉଛି। ଓଭାଲ ଟେଷ୍ଟରେ ଟିମ ଇଣ୍ଡିଆର ଐତିହାସିକ ବିଜୟରେ ଶାର୍ଦ୍ଦୁଳ ଠାକୁର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ମ୍ୟାଚରେ ଠାକୁର ଇଂଲଣ୍ଡ ଦଳକୁ…
Archives


