Home Left

ରାସ୍ତାରେ ଗଦା କଲେ ପରିବା

ବରଗଡ଼ ଅଫିସ୍‌,୮।୯: ବରଗଡ଼ ଏକ କୃଷିପ୍ରଧାନ ଜିଲା। ଧାନ ପରି ପରିବା ଉତ୍ପାଦନରେ ମଧ୍ୟ ଏହି ଜିଲା ପଛରେ ପଡ଼ିନାହିଁ। କିନ୍ତୁ ଧାନବିକ୍ରି ଭଳି ପରିବା ବିକ୍ରିରେ ମଧ୍ୟ ଚାଷୀଙ୍କୁ ଅଭାବୀ ବିକ୍ରିର ସମ୍ମୁଖୀନ ହେବାକୁ ପଡୁଛି। ବୁଧବାର ଜିଲାର ଚାଷୀମାନେ…

ଖୋଜି ଖୋଜି ୩ ମାଓବାଦୀଙ୍କୁ ଧରିଲେ

ମାଲକାନଗିରି,୮ା୯(ଡି.ଏନ୍‌.ଏ.): ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ଯବାନଙ୍କୁ ବଡ଼ ସଫଳତା ମିଳିଛି। ସର୍ଚ୍ଚ ଅପରେଶନବେଳେ ମାଓବାଦୀଙ୍କ ଏକ ସ୍ମାରକୀ ସ୍ତୂପକୁ ଭଙ୍ଗାଯିବା ସହ ବିଜାପୁର ଜିଲା ବାସାଗୁଡ଼ା ଥାନା ମୁରୁଦଣ୍ଡାପଟେଲପାରା ଜଙ୍ଗଲରୁ ୩ ମାଓବାଦୀଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଜାଗରଗୁଣ୍ଡାର କୁଞ୍ଜାମ…

ଟଙ୍କା ପାଇଁ ୧୫୦ କୁକୁରଙ୍କୁ ଜିଅନ୍ତା ପୋତିଦେଲେ

ଶିବାମୋଗା,୮।୯: କର୍ନାଟକର ଶିବାମୋଗା ଜିଲାରେ କିଛି ଦୁର୍ବୃତ୍ତ ୧୫୦ କୁକୁରଙ୍କୁ ଜିଅନ୍ତା ପୋତିଦେଇଛନ୍ତି। ସେପ୍ଟେମ୍ବର ୪ରେ ଭଦ୍ରାବତୀ ସହର ନିକଟ ରଙ୍ଗନାଥପୁରାରେ ଏଭଳି ଘଟଣା ଘଟିଥିବା ପୋଲିସ କହିଛି। ଜଙ୍ଗଲ ମଧ୍ୟରେ କୁକୁରମାନଙ୍କ ଭୋକିବା ଶବ୍ଦ ଶୁଭୁବା ହଠାତ୍‌ ବନ୍ଦ ହୋଇଯିବାରୁ…

ନାବାଳିକାଙ୍କୁ ବଳାତ୍କାର କଲେ ୧୪ ଜଣ

ପୁଣେ,୮।୯: ୧୪ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରି ପୁଣେ ରେଲଓ୍ବେ ଷ୍ଟେଶନ ନିକଟରେ ବିଭିନ୍ନ ସ୍ଥାନରେ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ଆସିଛି। ଏହି ଅପରାଧରେ ସମ୍ପୃକ୍ତ ୬ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ପୂର୍ବରୁ ସୋମବାର ଏହି ଗଣବଳାତ୍କାର ମାମଲାରେ…

ଭାରତୀୟ ଦଳକୁ ଫେରିଲେ ଧୋନୀ

ନୂଆଦିଲ୍ଲୀ,୮।୯: ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ଅନ୍ତର୍ଜାତୀୟ କ୍ରିକେଟର ସବୁଠୁ ସଫଳ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ତେବେ ଏଥର ଖେଳାଳି ଭାବେ ନୁହେଁ। ସପୋର୍ଟ ଷ୍ଟାଫର ସଦସ୍ୟ ଭାବେ ଧୋନୀ ଟିମ୍‌ ଇଣ୍ଡିଆର ଡ୍ରେସିଂ ରୁମ୍‌ରେ ଉପସ୍ଥିତ ରହିବେ। ଆସନ୍ତା…

ଭାରତୀୟ ଟି୨୦ ବିଶ୍ୱକପ୍‌ ଦଳ ଘୋଷିତ: ବାଦ୍‌ ପଡ଼ିଲେ ସିନିୟର ଖେଳାଳି

ମୁମ୍ବାଇ,୮।୯: ଆସନ୍ତା ଅକ୍ଟୋବରରେ ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ) ଏବଂ ଓମାନରେ ହେବାକୁ ଯାଉଥିବା ଟି୨୦ ବିଶ୍ୱକପ୍‌ ଲାଗି ବୁଧବାର ୧୫ ଜଣିଆ ଭାରତୀୟ ଦଳ ଘୋଷିତ ହୋଇଛି। ଦଳରୁ ୟୁଜବେନ୍ଦ୍ର ଚହଲ ଓ ଶିଖର ଧାଓ୍ବନଙ୍କ ଭଳି ବରିଷ୍ଠ ଖେଳାଳି…

ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକଙ୍କ ଗଲା ଜୀବନ

କଟକ ଅଫିସ୍‌,୮।୯: ବିଧାନସଭା ଆଗରେ ବୁଧବାର ହାତ କାଟି, ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ସେ ହେଲେ ଜଗତସିଂହପୁର ଜିଲା କୁଜଙ୍ଗର ଦୁଷ୍ମନ୍ତ ଦାସ । ସେ କଟକ ଏସ୍‌ସିବି ମେଡିକାଲରେ ଚିକିତ୍ସିତ…

ମାଞ୍ଚେଷ୍ଟର ଟେଷ୍ଟ ଲାଗି ଟିମ୍‌ ଇଣ୍ଡିଆରେ ହୋଇପାରେ ଅନେକ ପରିବର୍ତ୍ତନ

ନୂଆଦିଲ୍ଲୀ,୮।୯: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଅପରାଜେୟ ସ୍ଥିତିରେ ଥିବା ଭାରତୀୟ ଦଳ ଅନେକ ପରିବର୍ତ୍ତନ ସହ ମାଞ୍ଚେଷ୍ଟର ଟେଷ୍ଟରେ ଓହ୍ଲାଇପାରେ। ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ସମ୍ପୂର୍ଣ୍ଣ ଫିଟ୍‌। ଗୋଇଠି ଜନିତ ଆହତ ସମସ୍ୟାରୁ ମୁକୁଳି ସାରିଥିବାରୁ…

୨୪ ଘଣ୍ଟାରେ ୧୦୨ ପିଲା ପଜିଟିଭ

ଭୁବନେଶ୍ୱର, ୮।୯(ବ୍ୟୁରୋ): ରାଜ୍ୟରେ ଏବେ କରୋନା ସଂକ୍ରମଣ ଉପର ତଳ ହେଉଛି। କିନ୍ତୁ ପିଲାଙ୍କ ସଂକ୍ରମଣ ଏବେ ସମସ୍ତ ଚିନ୍ତା ବଢ଼ାଉଛି। ୭ ଦିନରେ ରାଜ୍ୟରେ ୭୯୪ ପିଲା କରୋନାରେ ସଂକ୍ରମଣ ହୋଇସାରିଲେଣି। ଗତ ୨୪ଘଣ୍ଟାରେ ରାଜ୍ୟରେ ୧୮ବର୍ଷରୁ କମ୍‌ ୧୦୨…

ଆଜି ହୋଇପାରେ ବିଶ୍ୱକପ୍‌ ଟିମ୍‌ ଘୋଷଣା; ଜାଣନ୍ତୁ କାହାକୁ ମିଳିପାରେ ସୁଯୋଗ…

ନୂଆଦିଲ୍ଲୀ,୮।୯: ବିଶ୍ୱକପ୍‌ ଟି-୨୦ ଆରମ୍ଭ ହେବାକୁ ଆଉ କିଛି ସପ୍ତାହ ବାକି। ଅକ୍ଟୋବର-ନଭେମ୍ବରରେ ଏହି ଟୁର୍ନାମେଣ୍ଟ ୟୁଏଇରେ ଖେଳାଯିଏ। ଏଥିରେ ଭାଗ ନେବାକୁ ଥିବା ଦଳମାନେ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଲେଣି। କିଛି ଦେଶ ବିଶ୍ୱକପ୍‌ ଲାଗି ନିଜର ଟିମ୍‌ ମଧ୍ୟ…

ଇଂଲଣ୍ଡ ସହ ଦିନିକିଆ, ଟି୨୦ ସିରିଜ୍‌ ଖେଳିବ ଭାରତ

ନୂଆଦିଲ୍ଲୀ,୮।୯: ଭାରତୀୟ କ୍ରିକେଟ ଦଳ ଆସନ୍ତା ବର୍ଷ ଜୁଲାଇରେ ଇଂଲଣ୍ଡ ସହ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଓ ଟି୨୦ ସିରିଜ୍‌ ଖେଳିବ। ଏ ନେଇ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ପକ୍ଷରୁ ବୁଧବାର କୁହାଯାଇଛି। ଏବେ ଇଂଲଣ୍ଡ…

କ୍ୟାମେରାମ୍ୟାନକୁ ବଞ୍ଚାଇବା ପାଇଁ ପାହାଡ଼ରୁ ଡେଇଁଲେ ମନ୍ତ୍ରୀ

ମସ୍କୋ,୮।୯: ଜଣେ କ୍ୟାମେରାମ୍ୟାନକୁ ବଞ୍ଚାଇବା ପାଇଁ ରୁଷର ଜରୁରୀକାଳୀନ ମନ୍ତ୍ରୀ ଜିନଚେଭଙ୍କ ମୃତ୍ୟୁ ହୋଇଛି। ସୈନ୍ୟ ଅଭ୍ୟାସ ବେଳେ କ୍ୟାମେରାମ୍ୟାନ ପାହାଡ଼ରୁ ଖସି ପଡ଼ିଥିଲେ। କେହି କିଛି ବୁଝିବା ପୂର୍ବରୁ କ୍ୟାମେରାମ୍ୟାନଙ୍କୁ ବଞ୍ଚାଇବା ପାଇଁ ଜିନଚେଭ ପାହାଡ଼ରୁ ଡେଇଁ ପଡ଼ିଥିଲେ। କିନ୍ତୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri