ଓମିକ୍ରନରେ ଶେଷ ହେବ ନାହିଁ କରୋନା ସଂକ୍ରମଣ, ଆଗକୁ ଆସିବ ନୂଆ ଭାରିଏଣ୍ଟ!

ନୂଆଦିଲ୍ଲୀ,୨୨ ।୧: ଦ ଲ୍ୟାସେଟର ଏକ ଗବେଷଣା ଅନୁଯାୟୀ, କରୋନା ମହାମାରୀ ଶୀଘ୍ର ଶେଷ ହୋଇଯିବ । ହେଲେ ଭାଇରସର ସଂକ୍ରମଣ ଜାରି ରହିବ । ଗବେଷଣା ଦାବି କରିଛି କି ଓମିକ୍ରନ ସଂକ୍ରମଣ ପରେ କୋଭିଡ ୧୯ ସଂକ୍ରମଣ ପୁଣିଥରେ ଫେରିବ । ହେଲେ ଏହା ମହାମାରୀର ରୂପନେବ ନାହିଁ । ଏହାକୁ ରୋକିବାକୁ ସ୍ୱାସ୍ଥ୍ୟ ପ୍ରଣାଳୀକୁ ବ୍ୟବସ୍ଥିତ କରିବାକୁ ପଡିବ । ହେଲେ କରୋନାର ପ୍ରଥମ ଲହର ବା ଡେଲ୍ଟା ଭାରିଏଣ୍ଟ ସମୟରେ ଯେମିତି ପ୍ରତିବନ୍ଧକ ଲଗାଯାଇଥିଲା ସେସବୁର ଆବଶ୍ୟକତା ପଡି ନ ପାରେ ।
ଆଗକୁ କରୋନା ଭାଇରସ ଦୁର୍ବଳ ହୋଇଯିବ । ଭବିଷ୍ୟତରେ ଏହାର ଭୟାବହତା ଖୁବ୍ କମ୍ ରହିବ । ଏହାସହ ଏହାଠାରୁ ଦୂରେଇ ରହିବାକୁ ନେଇ ଲୋକଙ୍କ ନିକଟରେ ଖୁବ୍ ଜ୍ଞାନ ହୋଇଯାଇଥିବ । କୋଭିଡ ଭ୍ୟାକ୍ସିନର ତୃତୀୟ ଡୋଜ ଆଣ୍ଟିବଡି ସ୍ତରକୁ ବଢାଇବ । ଏହା ଓମିକ୍ରନ ସଂକ୍ରମଣକୁ ବି ନଷ୍ଟ କରିଦେବ ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦି ଧ୍ୟାନ କରୁଥିବା ଗୁମ୍ଫାରେ ରହିବାକୁ ଚାହିଁଲେ ଗୋଟିଏ ରାତି ପାଇଁ ଦେବାକୁ ପଡିବ ୯୯୦ଟଙ୍କା

ଡେରାଡୁନ,୨୦।୫: ଗେରୁଆ ବସ୍ତ୍ରପିନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେଦାରନାଥର ଯେଉଁ ଗୁମ୍ଫାରେ ଧ୍ୟାନ କରୁଥିଲେ ତାହା ଏବେ ବେଶ୍‌ ଚର୍ଚ୍ଚିତ। ଶନିବାର ଏହି ଫଟୋଟି ସୋସିଆଲ...

ବୃଦ୍ଧି ପାଇବ ଭାରତର ପ୍ରତିରକ୍ଷା ଶକ୍ତି: ଆମେରିକା ସହିତ କରାଯିବ ୭.୫ ବିଲିୟନ୍‌ ଡଲାରର ସାମରିକ ଚୁକ୍ତି

ନୂଆଦିଲ୍ଲୀ,୧୭।୧୧: ଭାରତ ଆମେରିକା ସହିତ ୭.୫ ବିଲିୟନ୍‌ ଡଲାରର ସାମରିକ ଚୁକ୍ତି ହେବ। ଚୁକ୍ତି ଅନୁସାରେ ଆମେରିକା ଭାରତକୁ ସି ଗାର୍ଡିୟନ୍‌ ଆର୍ମଡ୍‌ ଡ୍ରୋନ୍‌ ଏବଂ...

ଖୁବଶୀଘ୍ର ନିର୍ବାଚନ ପ୍ରଚାରରେ ବାହାରିବେ ଦିଦି

କୋଲକାତା,୧୩ ।୩: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଖୁବ୍‌ଶୀଘ୍ର ନିର୍ବାଚନ ପ୍ରଚାରରେ ବାହାରିବେ ବୋଲି ଜଣାପଡିଛି । ମାର୍ଚ୍ଚ ୧୫ରୁ ଅର୍ଥତ୍ ମାତ୍ର ୨ ଦିନ...

ତେଜସ୍ୱୀଙ୍କ ସହ ରାଲିରେ ଯୋଗ ଦେଇ ମୋଦିଙ୍କ ଉପରେ ବର୍ଷିଲେ ରାହୁଲ

ପାଟନା,୨୩ ।୧୦: ବିଧାନସଭା ନିର୍ବାଚନ ପାଇଁ ଉଠୁଛି ପଡୁଛି ବିହାର । ସବୁଦଳ ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ରାଲିର ଆୟୋଜନ କରିଛନ୍ତି ।...

ପିଲାଙ୍କୁ ଟିକା, ମା-ବାପାଙ୍କ ମୋବାଇଲ୍‌ ନମ୍ବରରୁ କରିହେବ ପଞ୍ଜିକରଣ…

ନୂଆଦିଲ୍ଲୀ, ୩୦।୧୨: ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ସଙ୍କଟ ସୃଷ୍ଟି କରିଛି। ଏହାକୁ ଦୃଷ୍ଟିରେ ରଖି...

ସର୍ବାଧିକ ଆୟକର ଦେଲେ ଧୋନୀ: ପୈଠ କଲେ ୨୮ କୋଟି

ରାଞ୍ଚି,୨୬।୨: କ୍ରିକେଟ ପଡ଼ିଆରେ ହେଲିକପ୍ଟର ସଟ୍‌ ମାରି ପ୍ରଂଶସକଙ୍କୁ ରୋମାଞ୍ଚିତ କରୁଥିବା ମହେନ୍ଦ୍ର ସିଂ ଧୋନୀ ଏବେ ସର୍ବାଧିକ ଆୟକର ଦାଖଲ କରି ଚର୍ଚ୍ଚାରେ ରହିଛନ୍ତି।...

କୁକୁରକୁ ଛାଡ଼ିଲେ ନାହିଁ

ଗୁରୁଗ୍ରାମ, ୪ା୧୦: ହରିୟାଣାର ଗୁରୁଗ୍ରାମ ସୋହନା ଅଞ୍ଚଳରୁ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା। ଜଣେ ୬୭ ବର୍ଷୀୟ ବ୍ୟକ୍ତି ତାଙ୍କ ପଡୋଶୀଙ୍କ କୁକୁରକୁ ବଳାତ୍କାର...

କରୋନା ଦେଖେନି ଧର୍ମ-ବର୍ଣ୍ଣ-ଜାତି: ଏକଜୁଟ ହୋଇ ଆମେ ଲଢ଼ିବା ଭାରତବାସୀ; କହିଲେ ମୋଦି

ନୂଆଦିଲ୍ଲୀ,୧୯।୪: କରୋନା ସଂକ୍ରମଣ ଧର୍ମ, ବର୍ଣ୍ଣ, ଜାତି ଦେଖେନି। ଏହା ଯେ କୌଣସି ଲୋକଙ୍କୁ ମଧ୍ୟ ସଂକ୍ରମିତ ହୋଇପାରେ। ଏହା ବିରୋଧରେ ଆମେ ଭାରତବାସୀ ଏକଜୁଟ...

Advertisement
Archives

Model This Week