ଓମିକ୍ରନରେ ଶେଷ ହେବ ନାହିଁ କରୋନା ସଂକ୍ରମଣ, ଆଗକୁ ଆସିବ ନୂଆ ଭାରିଏଣ୍ଟ!

ନୂଆଦିଲ୍ଲୀ,୨୨ ।୧: ଦ ଲ୍ୟାସେଟର ଏକ ଗବେଷଣା ଅନୁଯାୟୀ, କରୋନା ମହାମାରୀ ଶୀଘ୍ର ଶେଷ ହୋଇଯିବ । ହେଲେ ଭାଇରସର ସଂକ୍ରମଣ ଜାରି ରହିବ । ଗବେଷଣା ଦାବି କରିଛି କି ଓମିକ୍ରନ ସଂକ୍ରମଣ ପରେ କୋଭିଡ ୧୯ ସଂକ୍ରମଣ ପୁଣିଥରେ ଫେରିବ । ହେଲେ ଏହା ମହାମାରୀର ରୂପନେବ ନାହିଁ । ଏହାକୁ ରୋକିବାକୁ ସ୍ୱାସ୍ଥ୍ୟ ପ୍ରଣାଳୀକୁ ବ୍ୟବସ୍ଥିତ କରିବାକୁ ପଡିବ । ହେଲେ କରୋନାର ପ୍ରଥମ ଲହର ବା ଡେଲ୍ଟା ଭାରିଏଣ୍ଟ ସମୟରେ ଯେମିତି ପ୍ରତିବନ୍ଧକ ଲଗାଯାଇଥିଲା ସେସବୁର ଆବଶ୍ୟକତା ପଡି ନ ପାରେ ।
ଆଗକୁ କରୋନା ଭାଇରସ ଦୁର୍ବଳ ହୋଇଯିବ । ଭବିଷ୍ୟତରେ ଏହାର ଭୟାବହତା ଖୁବ୍ କମ୍ ରହିବ । ଏହାସହ ଏହାଠାରୁ ଦୂରେଇ ରହିବାକୁ ନେଇ ଲୋକଙ୍କ ନିକଟରେ ଖୁବ୍ ଜ୍ଞାନ ହୋଇଯାଇଥିବ । କୋଭିଡ ଭ୍ୟାକ୍ସିନର ତୃତୀୟ ଡୋଜ ଆଣ୍ଟିବଡି ସ୍ତରକୁ ବଢାଇବ । ଏହା ଓମିକ୍ରନ ସଂକ୍ରମଣକୁ ବି ନଷ୍ଟ କରିଦେବ ।


Enter your email to get our daily news in your inbox.

All Right Reserved By Dharitri.Com

ସୁନ୍ଦରବନର ହତଭାଗା ସୁନ୍ଦରୀ

କୋଲକାତା,୨୨ା୬ (ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ବିଶ୍ୱର ଅନ୍ୟତମ ପ୍ରାକୃତିକ ବିସ୍ମୟ ସୁନ୍ଦରବନ। ଭାରତ ଓ ବାଂଲାଦେଶ ମଧ୍ୟରେ ପରିବ୍ୟାପ୍ତ ଏହି ତ୍ରିକୋଣ ଭୂମି ହେନ୍ତାଳ ବନରେ...

‘ଉପକୂଳରେ ମାଟି ତଳେ ବିଦ୍ୟୁତ୍‌ ତାର ବିଛାଅ’

ନୂଆଦିଲ୍ଲୀ, ୯।୧୨: ବନ୍ୟା, ବାତ୍ୟା ପ୍ରଭାବିତ ଓଡ଼ିଶାର ଉପକୂଳ ଜିଲାଗୁଡ଼ିକରେ ବିପର୍ଯ୍ୟୟ ପ୍ରତିରୋଧୀ ବିଦ୍ୟୁତ୍‌ ଭିତ୍ତିଭୂମିର ବିକାଶ ଲାଗି ବିଜେଡି ଏମ୍‌ପି ପ୍ରଶାନ୍ତ ନନ୍ଦ ଗୁରୁବାର...

ପୋକ୍ସୋ ମାମଲାରେ ନିର୍ଦ୍ଧାରିତ ଦଣ୍ଡାଦେଶରୁ କମ ଦଣ୍ଡ ଶୁଣାଇ ପାରିବେନି କୋର୍ଟ: ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୯।୭ : ସୁପ୍ରିମକୋର୍ଟ କହିଛନ୍ତି ଯେ ବିଭିନ୍ନ ପ୍ରକାରର ଶିଶୁ ର୍ନିଯାତନା ପାଇଁ ସର୍ବନିମ୍ନ ଦଣ୍ଡଠାରୁ କମ ଦଣ୍ଡବିଧାନ କରିବାର କ୍ଷମତା କୋର୍ଟଙ୍କ ପାଖରେ ନାହିଁ।...

ଛଗନ ଭୁଜବଲଙ୍କୁ ମିଳିଲା ହତ୍ୟା ଧମକ

ମୁମ୍ବାଇ, ୧୧।୭: ମହାରାଷ୍ଟ୍ରର ରାଜନୈତିକ ସର୍କଲରେ ଉତ୍ତେଜନା କମିଯିବା ମାତ୍ରେ ଏକ ନୂଆ ମାମଲା ସାମ୍ନାକୁ ଆସିଛି। ବର୍ତ୍ତମାନ ରାଜ୍ୟର ନବନିଯୁକ୍ତ କ୍ୟାବିନେଟ ମନ୍ତ୍ରୀ ଛଗନ...

ଦେଖି ପାରିବେନି କି ଶୁଣି ପାରିବେନି: କରୋନାର ନୂଆ ଲକ୍ଷଣ…

ନୂଆଦିଲ୍ଲୀ,୧୫।୪: ଦେଶରେ କରୋନା ସଂକ୍ରମଣର ନୂଆ ଷ୍ଟ୍ରେନ୍‌ ଯୋଗୁ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ତେବେ ନୂଆ ଷ୍ଟ୍ରେନ୍‌ ଯୋଗୁ ଏବେ ଦୃଷ୍ଟି ଶକ୍ତି ଏବଂ...

କର୍ନାଟକରେ ଭାଜପା-ଜେଡିଏସ ମଧ୍ୟରେ ହୋଇପାରେ ମେଣ୍ଟ, ଜାଣନ୍ତୁ କ’ଣ କହିଲେ କୁମାରସ୍ବାମୀ

ବେଙ୍ଗାଲୁରୁ,୧୨।୬: ସମସ୍ତ ମୁଖ୍ୟ ଦଳ ଲୋକ ସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ବିରୋଧୀ ଦଳର ବଡ ନେତାମାନେ ସମସ୍ତ ବିରୋଧୀ ଦଳକୁ ଏକଜୁଟ...

ଭାଜପା ନେତାଙ୍କୁ ହତ୍ୟା

ରାୟପୁର,୧୨।୨: ନକ୍ସଲମାନେ ପୁଣିଥରେ ଛତିଶଗଡରେ ଜଣେ ଭାଜପା ନେତାଙ୍କୁ ହତ୍ୟା କରିଛନ୍ତି। ଦାନ୍ତେୱାଡା ଜିଲାରେ ନକ୍ସଲମାନେ ପୂର୍ବତନ ସରପଞ୍ଚଙ୍କ ଗଳା କାଟି ହତ୍ୟା କରିଛନ୍ତି। ୟନକ୍ସଲମାନେ...

ମାର୍ଚ୍ଚ ୧୪ ପର୍ଯ୍ୟନ୍ତ ସ୍କୁଲ, କଲେଜ ବନ୍ଦ

ପୁଣେ,୨୮।୨: ଦେଶରେ କରୋନା ଆତଙ୍କ ଯୋଗୁ ପୁଣି କୋକୁଆ ଭୟ ସୃଷ୍ଟି ହୋଇଛି। ମହାରାଷ୍ଟ୍ରର କେତେକ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁଦିନ ବଢ଼ି ଚାଲିଛି।...

Advertisement
Archives

Model This Week