Home Left

ପ୍ରତିଶ୍ରୁତି ଦେଇ ରଖିଲେ ଏହି କ୍ରିକେଟର୍‌, କଲେ ଏମିତି କାମ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ ମହମ୍ମଦ କୈଫଙ୍କ ‘ନାଗିନ ଡ୍ୟାନ୍ସ’ର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଏହି ନାଗିନ ଡ୍ୟାନ୍ସର ଭିଡିଓ ମହମ୍ମଦ କୈଫ ନିଜେ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିଛନ୍ତି। ପ୍ରଶଂସକମାନେ ଏହି…

ଘରୁ ୩୭ ଲକ୍ଷ ଟଙ୍କାର ସୁନା ଚୋରି କରି ଏହି କାମ କଲେ ୧୦ମ ଶ୍ରେଣୀ ଛାତ୍ରୀ

ଥିରୁଭାନନ୍ତପୁରମ୍‌,୮ା୯: କେରଳର ଥିରୁଭାନନ୍ତପୁରମରେ ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି। ଯେଉଁଠାରେ ଜଣେ ୧୦ମ ଶ୍ରେଣୀ ଛାତ୍ରୀ ନିଜ ଘରୁ ୩୭ ଲକ୍ଷ ଟଙ୍କାର ସୁନା ଚୋରି କରି ସାଙ୍ଗମାନଙ୍କୁ ବାଣ୍ଟି ଦେଇଛନ୍ତି। ସୁନା ଗାଏବ ହେବା ପରେ ଛାତ୍ରୀଙ୍କ ମା’ ପୋଲିସରେ…

ଏଣିକି ଶନିବାର ମିଳିବ ଜଗା ଦର୍ଶନ: ବଢ଼ିଲା ସମୟ ଅବଧି

ପୁରୀ ଅଫିସ,୮।୯: ଏଣିକି ଶ୍ରୀମନ୍ଦିର ଶନିବାର ଖୋଲା ରହିବ। ଦୈନିକ ଦର୍ଶନ ଅବଧି ମଧ୍ୟ ୨ ଘଣ୍ଟା ବୃଦ୍ଧି ହେବ। ଶ୍ରଦ୍ଧାଳୁ ପ୍ରତିଦିନ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଦର୍ଶନ କରିପାରିବେ। କେବଳ ସାନିଟାଇଜେଶନ ପାଇଁ ଶ୍ରୀମନ୍ଦିର ରବିବାର ବନ୍ଦ…

ଅସହ୍ୟ ହେଲା ଯନ୍ତ୍ରଣା, ବିଧାନସଭା ସମ୍ମୁଖରେ ହାତ କାଟିବା ସହ ବିଷ ପିଇଦେଲେ ଯୁବକ

ଭୁବନେଶ୍ୱର,୮ା୯(ବ୍ୟୁରୋ): ଯନ୍ତ୍ରଣାରେ ଅସହ୍ୟ ହୋଇ ବୁଧବାର ବିଧାନସଭା ସମ୍ମୁଖରେ ଜଣେ ଯୁବକ ହାତ କାଟିବା ସହ ବିଷ ପିଇ ଦେଇଛନ୍ତି। ଡାକ୍ତରଙ୍କ ଭୁଲ ଯୋଗୁ ତାଙ୍କ ଗୋଡ଼ ଅଚଳ ହୋଇପଡ଼ିଛି। ଉନ୍ନତମାନର ଚିକିତ୍ସା ପାଇଁ ଅର୍ଥାଭାବ। ଗୁହାରି କଲେ ବି ଶୁଣିବାକୁ…

ଭୁଲ୍‌ରେ ବି ଘରେ ଲଗାନ୍ତୁ ନାହିଁ ଏହି ୭ ଗଛ; ହୋଇଯିବେ କାଙ୍ଗାଳ..

ଘରର ଅଗଣା ଅଥବା ବଗିଚାର ସୌନ୍ଦର୍ଯ୍ୟ ବଢ଼ାଉଥିବା ଗଛ ଆପଣଙ୍କୁ କାଙ୍ଗାଳ କରିପାରେ। ବାତାବରଣକୁ ଶୁଦ୍ଧ ରଖୁଥିଲେ ହେଁ ବାସ୍ତୁଶାସ୍ତ୍ର ଅନୁଯାୟୀ ସେଗୁଡ଼ିକର ସମ୍ବନ୍ଧ ଭାଗ୍ୟ-ଦୁର୍ଭାଗ୍ୟ ସହ ଜଡ଼ିତ। ଆଜିର ଆଲୋଚନାରେ ସେହିଭଳି ସାତୋଟି ଗଛ ବିଷୟରେ କଥା ହେବା ଯାହା…

ଛୋଟ ସାପ ଭାବି ଲାଞ୍ଜକୁ ଧରି ଟାଣୁଥିଲେ; ଫଣା ଟେକି ଗର୍ଜନ କରି ଉଠିଲା ଅହିରାଜ; ଆଉ ତା’ ପରେ…

ଆଜିକାଲି ସୋସିଆଲ ମିଡିଆରେ ସାଧାରଣଜନତାଙ୍କଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ସକ୍ରିୟ ରହୁଛନ୍ତି। ଅନେକ ଭାରତୀୟ ବନସେବା ଅଧିକାରୀଙ୍କ ନାମ ମଧ୍ୟ ଏହି ତାଲିକାରେ ରହିଛି। ସେମାନେ ପ୍ରାୟତଃ ଜଙ୍ଗଲ ଦୁନିଆ ବିଷୟରେ ଅବଗତ କରାଇଥାନ୍ତି। ଏହି କ୍ରମରେ ଜଣେ ଆଇଏଫଏସ୍‌…

ବ୍ୟସ୍ତ ରହିଲେ ବି ମା’ଙ୍କ ସହ ସମୟ ବିତାଇବାକୁ ଭୁଲନ୍ତିନି ଅକ୍ଷୟ କୁମାର

ମୁମ୍ବାଇ: ସୁପରଷ୍ଟାର ଅକ୍ଷୟ କୁମାରଙ୍କ ମା’ ଅରୁଣା ଭାଟିଆଙ୍କର ବୁଧବାର ନିଧନ ହୋଇଛି। ମା’ଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ଖିଲାଡି ବୟ। ଅକ୍ଷୟ ତାଙ୍କ ମାଙ୍କୁ ବହୁତ ଭଲ ପାଆନ୍ତି। ଅକ୍ଷୟ ଜଣେ ଆଦର୍ଶ ପୁଅ। ଯେତେ ବ୍ୟସ୍ତ ଥାଆନ୍ତୁ…

ରାଜ୍ୟପାଳ ଦେଲେ ଇସ୍ତଫା, ଲଢ଼ିବେ ବିଧାନସଭା ନିର୍ବାଚନ…

ଡେରାଡୁନ୍‌,୮।୯: ଉତ୍ତରାଖଣ୍ଡ ରାଜ୍ୟପାଳ ବେବି ରାଣି ମୌର୍ଯ୍ୟ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ରକୁ ଅନୁମୋଦନ ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଖକୁ ପଠାଇଛନ୍ତି। ସେ ରାଜନୀତିରେ ସକ୍ରିୟ ଭୂମିକା ଗହଣ କରିବାକୁ ଯୋଜନା କରୁଥିବା ନେଇ ଚର୍ଚ୍ଚା ହେଉଛି।…

୨ ଦିନ ମଧ୍ୟରେ ସ୍ଥିର ହେବ ମା’ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା

ଭୁବନେଶ୍ୱର,୮।୯(ବ୍ୟୁରୋ): ପାର୍ବଣ କଟକଣାକୁ ତୀବ୍ର ବିରୋଧ ପରେ ଶେଷରେ ରାଜ୍ୟ ସରକାର ସାମାନ୍ୟ ନରମିଛନ୍ତି । ପାର୍ବଣ ନେଇ ଜାରି ହୋଇଥିବା ଗାଇଡ୍‌ଲାଇନ୍‌ରେ ମା’ ଦୁର୍ଗାଙ୍କ ୪ ଫୁଟ ଉଚ୍ଚର ମୂର୍ତ୍ତି ସହ ଆବଦ୍ଧ ପୂଜା ପାଇଁ କଟକଣା କରାଯାଇଥିଲା। ଏହି…

ଟି-୨୦ ବିଶ୍ୱକପ୍‌ ପାଇଁ ନିଜ ଦଳ ବାଛିଲେ ଗାଭାସ୍କର: ବଡ଼ ବଡ଼ ଖେଳାଳିଙ୍କୁ ଦେଲେ ବାଦ୍‌

ନୂଆଦିଲ୍ଲୀ,୮।୯: ଆଇସିସି ଟି -୨୦ ବିଶ୍ୱକପ ୨୦୨୧ ପାଇଁ ବୁଧବାର ଭାରତୀୟ କ୍ରିକେଟ ଦଳ ଘୋଷଣା କରାଯିବ। ଦଳ ଘୋଷଣା ପୂର୍ବରୁ ଏହା କୁହାଯାଉଛି ଯେ, ଏଥିରେ ୧୩-୧୫ ଭାରତୀୟ ଖେଳାଳିଙ୍କ ସ୍ଥାନ ନିଶ୍ଚିତ ହୋଇଥିବାବେଳେ କେବଳ କିଛି ନାମ ଉପରେ…

ଫ୍ଲାଇଟ୍‌ରେ ଡ୍ୟାନ୍ସ କଲେ ଏୟାର ହୋଷ୍ଟେସ୍‌, ଭାଇରାଲ ହେଉଛି ଭିଡିଓ

ଜଣେ ଏୟାର ହୋଷ୍ଟେସଙ୍କ ଡ୍ୟାନ୍ସ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ‘ମାନିକେ ମାଗେ ହିତେ’ ଗୀତରେ ସେ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି। ଭିଡିଓଟି ଭାଇରାଲ ହେବାର ୩ ମାସ ମଧ୍ୟରେ ୯୧ ମିଲିୟନ ଭିୟ୍ୟୁ ପାଇସାରିଲାଣି। ‘ମାନିକେ…

‘ଡୋର୍‌ ଟୁ ଡୋର୍‌’ ଟିକାକରଣ ସମ୍ଭବ ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୮।୯: କୋଭିଡ ଟିକାକରଣର ‘ଡୋର୍‌ ଟୁ ଡୋର୍‌’ ମାମଲା ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ, ଦେଶରେ ଟିକାକରଣ ସୁରୁଖୁରୁରେ ଚାଲିଛି। ୬୦ ପ୍ରତିଶତ ଲୋକ ଅତି କମରେ ଗୋଟିଏ ଟିକା ପାଇଛନ୍ତି। ତେଣୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri