ନୂଆ ରୂପ ପାଇବ ପୁରୀ ପାଣିପାଗ କେନ୍ଦ୍ର
ପୁରୀ ଅଫିସ,୧୬।୯: ପୁରୀ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନୂଆ ରୂପ ପାଇବ। ଏହି କେନ୍ଦ୍ରର ଅତ୍ୟାଧୁନିକୀକରଣ କରାଯିବ। ପୁରୀର ବିଭିନ୍ନ ସ୍ଥାନରେ ଅତ୍ୟାଧୁନିକ ପାଣିପାଗ ସୂଚନା ପ୍ରଦାନ ସମ୍ପର୍କିତ କମ୍ପ୍ୟୁଟର ଏଲ୍ଇଡି ସ୍କ୍ରିନ୍ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଲଗାଯିବ। ଏହାଦ୍ୱାରା ଜନସାଧାରଣ…
ଚିଲିକାରୁ ୩୬୦ ଏକର ଘେରି ଉଚ୍ଛେଦ
କୃଷ୍ଣପ୍ରସାଦ,୧୬।୯(ଡି.ଏନ.ଏ): ଚିଲିକାକୁ ନେଇ ମତ୍ସ୍ୟଜୀବୀ, ପେସାଦାର ମତ୍ସ୍ୟଜୀବୀ ଓ ପ୍ରଶାସନ ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ବୁଧବାର ଠାରୁ ପୁଣି ଚିଲିକାରୁ ଘେରି ଉଚ୍ଛେଦ ପ୍ରକ୍ରିିୟା ଆରମ୍ଭ ହୋଇଛି। ପୁରୀ ଜିଲା ପ୍ରଶାସନ ଏବଂ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ମିଳିତ…
ମହାପ୍ରଭୁଙ୍କ ଜମିରେ ମଦ ଦୋକାନ ମନା
ପୁରୀ ଅଫିସ,୧୬।୯: ସ୍ବର୍ଗଦ୍ୱାର ନିକଟରେ ଜବରଦଖଲରେ ଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିରେ ମଦ ଦୋକାନ ହୋଇପାରିବ ନାହିଁ। ଦଖଲରେ ଥିବା ବ୍ୟକ୍ତିଙ୍କୁ ପ୍ରଥମେ ମହାପ୍ରଭୁଙ୍କ ମାଲିକାନାରୁ ଜମି କିଣିବାକୁ ପଡ଼ିବ। ସେହିଭଳି ଜମି ଦଖଲ ମାମଲା ଯେ ପର୍ଯନ୍ତ ବିଚାରାଧୀନ ରହିଛି,…
ସରକାରଙ୍କୁ ରିପୋର୍ଟ ତଲବ
ନୂଆଦିଲ୍ଲୀ/କଟକ ଅଫିସ, ୧୬।୯: ଓଡ଼ିଶା ଆଡ୍ମିନିଷ୍ଟ୍ରେଟିଭ୍ ଟ୍ରିବ୍ୟୁନାଲ(ଓଏଟି) ଉଚ୍ଛେଦକୁ ବିରୋଧ କରି ସୁପ୍ରିମକୋର୍ଟରେ ହୋଇଥିବା ମାମଲାର ବୁଧବାର ଶୁଣାଣି ହୋଇଛି। ଓଏଟିକୁ ଉଚ୍ଛେଦ କରାଯାଇ ଏଠାରେ ଥିବା ସମସ୍ତ ମାମଲାକୁ ହାଇକୋର୍ଟକୁ ସ୍ଥାନାନ୍ତର କରାଯିବା ଘଟଣାକୁ ପ୍ରତିବାଦ କରି ଓଡ଼ିଶା ଆଡ୍ମିନିଷ୍ଟ୍ରେଟିଭ…
ବନ୍ୟା ଘେରରେ ହିରୀମୂଳ ଗ୍ରାମବାସୀ
ଖୋର୍ଦ୍ଧା ଅଫିସ,୧୬।୯: ମହାନଦୀ ବନ୍ୟା ଜଳ ମଳାଗୁଣି ଓ ରାଜୁଆ ନଦୀରେ ପ୍ରବେଶ କରିଛି। ଏହାର ପ୍ରଭାବରେ ଖୋର୍ଦ୍ଧା ବ୍ଳକ ଓରବରସିଙ୍ଗ ପଞ୍ଚାୟତର ହିରୀମୂଳ, ନରଣଗଡ ପଞ୍ଚାୟତର ମାନପୁର ଓ ଧବଳପୁର ଗ୍ରାମରେ ବନ୍ୟାଜଳ ପଶିଛି। ଗ୍ରାମରେ ଆଣ୍ଠୁଏ ଉଚ୍ଚର ପାଣି…
ପୋଲିସ ଗାଡ଼ି ଧରି ଯୁବକ ଛୁ
ଢେଙ୍କାନାଳ ଅଫିସ, ୧୬।୯: ସନ୍ଦେହଜନକ ଅବସ୍ଥାରେ ରାତିରେ ରାସ୍ତାରେ ବୁଲୁଥିବାବେଳେ ଉଠାଇ ଆଣିଥିଲା ପୋଲିସ। ଅସ୍ବାଭାବିକ ଆଚରଣରୁ ମାନସିକ ଭିନ୍ନକ୍ଷମ ହୋଇଥିବା ଅନୁମାନ କରି ପୋଲିସ ଗାଡ଼ିରେ ଯୁବକଙ୍କୁ ଘରକୁ ଛାଡ଼ିବାକୁ ଯାଉଥିଲେ ବିଭାଗୀୟ ଡ୍ରାଇଭର। ହେଲେ ଚାଳକ ଥାନାକୁ ପାଣି…
ରାହୁଲ ଗାନ୍ଧୀ ମାତା ବୈଷ୍ଣୋ ଦେବୀଙ୍କ ଦର୍ଶନ କରିବା ପରେ ରାସ୍ତାରେ ଭାଜପା ଛିଞ୍ଚିଲା ଗଙ୍ଗାପାଣି
ନୂଆଦିଲ୍ଲୀ, ୧୬ ।୯: କଂଗ୍ରେସ ଏମ୍ପି ତଥା ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମାତା ବୈଷ୍ଣୋ ଦେବୀଙ୍କ ଦର୍ଶନ କରିବା ପରେ କଟଡାର ମୁଖ୍ୟସ୍ଥାନରେ ଭାରତୀୟ ଜନତା ପାର୍ଟି(ଭାଜପା) ଗଙ୍ଗାଜଳ ଛିଞ୍ଚିଥିବା କୁହାଯାଉଛି । ବୁଧବାର ଏକ ଖବରଦାତା ସମ୍ମିଳନୀରେ…
ଭଉଣୀଙ୍କ ସୁନା ଚୋରି କରି ଜେଲ ଗଲେ ଭାଇ, ବନ୍ଧା ରଖି ଆଣିଥିଲେ ଟଙ୍କା
ଗଞ୍ଜାମ,୧୬।୯(ଡି.ଏନ୍.ଏ.): ଭାଇ ସାଜିଲା ଭଉଣୀର ଭଗାରୀ । ନିଜ ଭଉଣୀର ସୁନା ନାନୁ ଓ ଚେନ ଚୋରି କରି ଧରା ପଡିବା ପରେ ଭାଇକୁ ଜେଲ୍ ଯିବାକୁ ପଡିଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଥାନା କରଣ…
ଊର୍ମିଳା ମିଶ୍ର ଓସାକ୍ସର ପ୍ରକଳ୍ପ ନିର୍ଦ୍ଦେଶିକା
ଭୁବନେଶ୍ୱର, ୧୬।୯: ଡକ୍ଟର ଉର୍ମିଳା ମିଶ୍ରଙ୍କୁ ଓଡ଼ିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି (ଓସାକ୍ସ) ପ୍ରକଳ୍ପ ନିର୍ଦ୍ଦେଶିକା ଭାବେ ନିଯୁକ୍ତି ଦିଆଯାଇଛି। ସେ ବର୍ତ୍ତମାନ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ତଥା ନିର୍ଦ୍ଦେଶକ ଥିବାବେଳେ ଏହି…
ସଙ୍କଟରେ ୟେଲୋ ମନିଟର ଲିଜାର୍ଡ
ଭୁବନେଶ୍ୱର,୧୬।୯(ବ୍ୟୁରୋ): ଗୋଧି ଶିକାର ଚାଲିଛି। ଫଳରେ ଆଜି ଏହି ନିରୀହ ଭାରତୀୟ ବିଷହୀନ ସରୀସୃପ ଲୁପ୍ତ ପ୍ରାୟ ହେବାକୁ ବସିଲାଣି। ନିକଟରେ ପ୍ରକାଶିତ ଇଣ୍ଟରନ୍ୟାଶନାଲ ୟୁନିଅନ ଫର୍ କଞ୍ଜରଭେଶନ ଅଫ୍ ନେଚର(ଆଇୟୁସିଏନ୍) ରେଡ୍ ଲିଷ୍ଟର ସଂକଟଗ୍ରସ୍ତ ପ୍ରଜାତି ତାଲିକାରେ ୟେଲୋ ମନିଟର…
ଆଉ ୪ ମୁଣ୍ଡ ନେଲା କରୋନା; କଟକରୁ ସର୍ବାଧିକ
ଭୁବନେଶ୍ୱର,୧୬।୯(ବ୍ୟୁରୋ): ରାଜ୍ୟରେ କରୋନାରେ ପ୍ରାଣ ହରାଇଛନ୍ତି ଆଉ ୪ ଜଣ ଆକ୍ରାନ୍ତ। ଏ ସଂପର୍କରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗୁରୁବାର ତଥ୍ୟ ପ୍ରଦାନ କରାଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୧୧୮କୁ ବୃଦ୍ଧି ପାଇଛି। ତେବେ…
୨୪ ଘଣ୍ଟାରେ ୫୮୦ ଆକ୍ରାନ୍ତ ଚିହ୍ନଟ; ଅଛନ୍ତି ୭୭ ଛୁଆ
ଭୁବନେଶ୍ୱର,୧୬।୯(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୮୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭୭ ୧୮ ବର୍ଷରୁ କମ ବର୍ଗରଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୩୬ କ୍ୱାରେଣ୍ଟାଇନ୍ର ଥିବା ବେଳେ ୨୪୪ଟି ଲୋକାଲ କେସ୍ ରହଥିବା ଗୁରୁବାର…
Archives


