Home Left

ମା’ ହେବା ପରେ ପାର୍ଟି ଦେଲେ ଏହି ଅଭିନେତ୍ରୀ

କୋଲକାତା: ତୃଣମୂଳ କଂଗ୍ରେସ ଏମ୍‌ପି ତଥା ବଙ୍ଗୀୟ ଅଭିନେତ୍ରୀ ନୁସରତ ଜାହାଁ ଆଜିକାଲି ମା’ ହେବା ପରେ ଚର୍ଚ୍ଚାକୁ ଆସୁଛନ୍ତି। ଗତ ଅଗଷ୍ଟ ୨୬ରେ ସେ ଇଶାନ ନାମକ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ଏହା ପରଠାରୁ ନୁସରତ ତାଙ୍କ ମାତୃତ୍ୱକୁ…

ଚିତ୍ରୋତ୍ପଳା ନଦୀରେ ପ୍ରଥମ ବନ୍ୟାଜଳ, ଚିନ୍ତାରେ ଚାଷୀ

ପାଟକୁରା, ୧୬୯(ଡି.ଏନ୍.ଏ): ପାଟକୁରା ଅଞ୍ଚଳରେ ପ୍ରଭାବିତ ହେଉଥିବା ଚିତ୍ରୋତ୍ପଳା, ପାଇକା ଓ ଲୁଣା ନଦୀରେ ପ୍ରଥମ ବନ୍ୟାଜଳ ପ୍ରବେଶ କରିଛି ଲଘୁଚାପ ବର୍ଷା ଯୋଗୁ ଏପରି ହୋଇଛି ଲଗାଣ ବର୍ଷା ଯୋଗୁ ଚିତ୍ରୋତ୍ପଳା , ପାଇକା ଦ୍ୱୀପାଞ୍ଚଳ ଓ ଚିତ୍ରୋତ୍ପଳା ଲୁଗା…

ନେହାଙ୍କ କାଣ୍ଟା ଲଗା ଲୁକ୍; ଭାଇରାଲ ହେଉଛି ଫଟୋ

ମୁମ୍ବାଇ : ବଲିଉଡ୍ର ପ୍ରସିଦ୍ଧ ଗାୟିକା ନେହା କକ୍କର ଏବେ ନୂଅା ଲୁକ୍କୁ ନେଇ ଚର୍ଚ୍ଚାରେ କିଛି ଦିନ ତଳେ ରିଲିଜ ହୋଇଥିବା ତାଙ୍କର ଗୀତ କାଣ୍ଟା ଲଗାରେ ପିନ୍ଧିଥିବା ପୋଷାକର ଅନେକ ଫଟୋ ସେ ସୋସିଅାଲ ମିଡିଅାରେ ଛାଡ଼ିଛନ୍ତି ସୋସିଅାଲ…

ଉଛୁଳିଲା କୋଏଲ ନଦୀ: ୮୦ ପରିବାର ବାହ୍ୟଜଗତରୁ ବିଚ୍ଛିନ୍ନ

କୁଆଁରମୁଣ୍ଡା,୧୬ା୯(ଡି.ଏନ୍‌.ଏ.): ଲଗାଣ ବର୍ଷାରେ ସୁନ୍ଦରଗଡ଼ ଜିଲାରେ ପ୍ରବାହିତ ବିଭିନ୍ନ ନଦୀ ଏବେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଏଥିଯୋଗୁ ନଦୀଗୁଡିକ କୂଳ ଲଙ୍ଘି ନିକଟବର୍ତ୍ତୀ ଗ୍ରାମ ଓ ବସ୍ତିରେ ବନ୍ୟାଜଳ ପ୍ରବେଶ କରିଛି। ବିଶେଷକରି ବ୍ରାହ୍ମଣୀ ନଦୀର ୨ଟି ଶାଖା…

ମାଲିକ ଦରମା ଦେଲେନି ବୋଲି କର୍ମଚାରୀ ଜେସିବି ଚଢ଼ାଇ ମାଟିରେ ମିଶାଇ ଦେଲେ ୫ ଟ୍ରକ୍‌, ଭିଡିଓ ଦେଖିଲେ…

ଏକ କୋଇଲା ଖଣିରେ କାମ କରୁଥିବା କର୍ମଚାରୀଙ୍କୁ ମାଲିକ ଦରମା ନ ଦେବାରୁ ସେ ଜେସିବି ଲଗାଇ ୫ଟି ଟ୍ରକ୍‌ ଭାଙ୍ଗି ଚୁର୍‌ମାର କରିଦେଇଛନ୍ତି। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।   When the Boss refuses…

ଆଇପିଏଲ୍‌ରେ ଏହି ‘ବିରାଟ’ କାରନାମା କରିବେ କୋହଲି; ଏବେ ଯାଏ ଧୋନୀ-ରୋହିତ-ରାଇନା-କାର୍ତ୍ତିକ ହିଁ…

ନୂଆଦିଲ୍ଲୀ,୧୬।୯: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ଅଧିନାୟକ ବିରାଟ କୋହଲି ଆଇପିଏଲ୍‌ର ସବୁଠାରୁ ସଫଳ ବ୍ୟାଟ୍ସମ୍ୟାନ୍‌। ସେ ଆଇପିଏଲ୍‌ ପ୍ରଥମ ସିଜିନରୁ ଆର୍‌ସିବି ସହ ଜଡ଼ିତ ଅଛନ୍ତି। ଲଗାତାର ଗୋଟିଏ ଟିମ୍‌ରୁ ଖେଳୁଥିବା ସେ ଏକମାତ୍ର ଖେଳାଳି। ଏହି ସମୟ ମଧ୍ୟରେ ସେ…

ମିଛ ଷଡ଼ଯନ୍ତ୍ର କରି ଫସିଲେ ପତିତପାବନ: ଫିଟୁଛି ଗୁମର; ସ୍ବିଗିରେ କରୁ ନଥିଲେ ଚାକିରି

ଭୁବନେଶ୍ୱର,୧୬।୯(ବ୍ୟୁରୋ): ମିଛ ଷଡ଼ଯନ୍ତ୍ରରେ ନିଜେ ଫସିଲେ ପତିତବାବନ ପୃଷ୍ଟି। ଅପହରଣର ମିଛ ନାଟକ ରଚି ବନ୍ଧା ହେଲେ ପତିତପାବନ। ଗୁରୁବାର ଧଉଳି ପୋଲିସ ଥାନାରେ ପତିତପାବନ ଓ ତାଙ୍କ ବାନ୍ଧବୀଙ୍କ ବୟାନ ରେକର୍ଡ କରାଯାଇଛି। ତାଙ୍କ ବାନ୍ଧବୀ ନିଜ ଇଚ୍ଛାରେ ଯାଇଥିବା…

ସମ୍ଭାବ୍ୟ ବନ୍ୟା ନେଇ ଏସ୍‌ଆର୍‌ସିଙ୍କ ସୂଚନା

ଭୁବନେଶ୍ୱର,୧୬ା୯(ବ୍ୟୁରୋ): ରାଜ୍ୟରେ ଲଗାଣୁ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସମ୍ଭାବ୍ୟ ବନ୍ୟା ନେଇ ଏସ୍‌ଆର୍‌ସି ପ୍ରଦୀପ ଜେନା ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ହୀରାକୁଦ ଜଳଭଣ୍ଡାରକୁ ୫.୨୦…

ସାଇକେଲରେ ବସି ଲୋକଙ୍କ ଦାଢ଼ି କାଟୁଛନ୍ତି ବାରିକ, ଭିଡିଓ ଦେଖିଲେ…

କୁହାଯାଏ, ସ୍ବଦେଶୀ ଷ୍ଟାଇଲ୍‌ରେ ଭାରତୀୟମାନେ ସର୍ବାଗ୍ରେ ରହିଥାନ୍ତି। ବେଳେବେଳେ ସୋସିଆଲ ମିଡିଆରେ ଏପରି କିଛି ସ୍ବଦେଶୀ ଷ୍ଟାଇଲ୍‌ର ଭିଡିଓ ଭାଇରାଲ ହୋଇଥାଏ, ଯାହାକୁ ଦେଖିଲେ ଆପଣ ହସ ରୋକି ପାରିବେ ନାହିଁ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ…

ନିଶାସକ୍ତଙ୍କ ଉନ୍ମତ୍ତ କାଣ୍ଡ: ଯୁବକଙ୍କ ମଳଦ୍ୱାରରେ ଭର୍ତ୍ତି କଲେ ଗ୍ଲାସ

ବଲାଙ୍ଗୀର ଅଫିସ,୧୬।୯: ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମରେ ବୁଧବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି । ତିନି ଜଣ ଅଚିହ୍ନା ନିଶାସକ୍ତ ଯୁବକ ଉକ୍ତ ଗ୍ରାମର କରୁଣା ଭୋଇ (୧୮) ନାମକ ଜଣେ ଯୁବକଙ୍କ ମଳଦ୍ୱାରରେ…

ଚିଲିକା ବିଧାୟକଙ୍କ ଗିରଫ ଦାବିରେ ଏସ୍‌ପିଙ୍କ କାର୍ଯ୍ୟାଳୟ ଘେରାଉ

ଖୋର୍ଦ୍ଧା ଅଫିସ,୧୬ା୯: ଚିଲିକା ଭାଜପା ନେତା ନିରଞ୍ଜନ ସେଠୀଙ୍କୁ ଗତ ୮ ତାରିଖରେ ବାଲୁଗାଁ ଏନ୍‌ଏସି ଆଗରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ମାଡ଼ ମାରିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ବିବାଦକୁ ଟାଣି ହୋଇଛନ୍ତି। ଫଳରେ ବିଧାୟକଙ୍କ ପାଇଁ…

ଗାଁରେ ପଶିଲା ହୀରାକୁଦ ଜଳଭଣ୍ଡାର ପଛୁଆ ପାଣି: ବନ୍ୟା ଘେରରେ ଗ୍ରାମବାସୀ

ବରଗଡ଼ ଅଫିସ/ଅମ୍ବାଭୋନା,୧୬ା୯(ଡି.ଏନ୍‌.ଏ.): ଛତିଶଗଡ଼ ଅଞ୍ଚଳରେ ପ୍ରବଳ ବର୍ଷା ହେବା ଯୋଗୁ ଗୁରୁବାର ସୀମାନ୍ତ ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି, ଅନ୍ତରାଡ଼ି, ବେନିଆଁପାଲି ଏବଂ ଘୁଘୁରାପାଲି ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିଛି। ହୀରାକୁଦ ଜଳଭଣ୍ଡାରର ପଛୁଆ ପାଣି ପଶିବାରୁ ବନ୍ୟାଜଳ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri