ମସ୍ଜିଦରୁ ପାଣି ନେବାରୁ ହିନ୍ଦୁ ପରିବାରକୁ ବନ୍ଧକ ରଖି ନିର୍ଯାତନା
ଇସ୍ଲାମାବାଦ,୨୨।୯: ମସଜିଦର ପବିତ୍ରତା ଉଲ୍ଲଂଘନ କରିବା ଲାଗି ଏକ ହିନ୍ଦୁ ପରିବାରକୁ ବନ୍ଧକ କରି ରଖାଯିବା ସହ ନିର୍ଯାତନା ଦିଆଯାଇଛି। ଏଭଳି ଘଟଣା ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଘଟିଥିବା ସେଠାକାର ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି। ଡନ ଖବରକାଗଜରେ ପ୍ରକାଶ ପାଇଥିବା…
ଓଓ୍ବାଇସିଙ୍କ ଘରେ ଭଙ୍ଗାରୁଜା
ନୂଆଦିଲ୍ଲୀ,୨୨।୯: ଏଆଇଏମ୍ଆଇଏମ୍ ମୁଖ୍ୟ ତଥା ହାଇଦ୍ରାବାଦ୍ ଏମ୍ପି ଅସାଦୁଦ୍ଦିନ ଓଓ୍ବାଇସିଙ୍କ ଦିଲ୍ଲୀର ଅଶୋକା ରୋଡ୍ସ୍ଥିତ ବାସଭବନରେ ଭଙ୍ଗାରୁଜା କରିଛନ୍ତି ହିନ୍ଦୁ ସେନାର ୫ ସଦସ୍ୟ। ପଚରାଉଚୁରା କରାଯିବା ପରେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ନ୍ୟୁ ଦିଲ୍ଲୀ ଜିଲାର ଡିସିପି ଦୀପକ…
ଅନ୍ତିମ ଓଭରରେ ବଦଳାଇ ଦେଲେ ମ୍ୟାଚ୍ର ଭାଗ୍ୟ
ଦୁବାଇ,୨୧।୯: ଅନ୍ତିମ ଓଭରରେ ରାଜସ୍ଥାନ ରୟାଲ୍ସକୁ ଜିତିବା ପାଇଁ ଦରକାର ଥାଏ ୪ ରନ୍। ଯୁବ ପେସର କାର୍ତ୍ତିକ ତ୍ୟାଗିଙ୍କ ସାମ୍ନାରେ ଥିଲେ ନିକୋଲାଶ ପୁରନ ଓ ଏଡେନ ମାରକ୍ରାମଙ୍କ ଭଳି ସେଟ୍ ଓ ବିସ୍ଫୋରକ ବ୍ୟାଟ୍ସମ୍ୟାନ। ଲାଗୁଥିଲା ରାଜସ୍ଥାନ ପାଇଁ…
ଚିକିତ୍ସା ଅଭାବରୁ ଚାଲିଗଲା ମା’ -ଶିଶୁଙ୍କ ଜୀବନ
ଝାରସୁଗୁଡ଼ା ଅଫିସ,୨୧ା୯: ଝାରସୁଗୁଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ମଙ୍ଗଳବାର ପ୍ରସବ ପରେ ଜଣେ ପ୍ରସୂତି ଓ ନବଜାତ ଶିଶୁର ମୃତ୍ୟୁ ହୋଇଛି। ମୃତକଙ୍କ ପରିବାର ଲୋକେ ଚିକିତ୍ସା ଅବହେଳା ପାଇଁ ମୃତ୍ୟୁ ହୋଇଛି ବୋଲି ଅଭିଯୋଗ କରି ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କୁ ଦାୟୀ…
ମହିଳାଙ୍କୁ ଗଣବଳାତ୍କାର କଲେ ସ୍ବାମୀଙ୍କ ସମ୍ପର୍କୀୟ, ବନ୍ଧୁ
ପୁଣେ,୨୧।୯: ଜଣେ ୧୯ ବର୍ଷୀୟା ମହିଳାଙ୍କୁ ତାଙ୍କ ସ୍ବାମୀଙ୍କ ସମ୍ପର୍କୀୟ ଓ ସାଙ୍ଗ ମିଶି ଗଣବଳାତ୍କାର କରିବା ପରେ ହତ୍ୟା କରିଛନ୍ତି। ଏଭଳି ଏକ ଲଜ୍ଜାଜନକ ଘଟଣା ଘଟିଛି ପୁଣେର ପିମ୍ପ୍ରି ଥାନା ଅନ୍ତର୍ଗତ ଏକ ଗ୍ରାମ ପାଖ ମନ୍ଦିରରେ। ସ୍ବାମୀଙ୍କ…
ପଞ୍ଜାବ ଆଗରେ ୧୮୬ ରନ୍ର କଷ୍ଟସାଧ୍ୟ ବିଜୟଲକ୍ଷ୍ୟ
ଦୁବାଇ,୨୧।୯: ଚଳିତ ଆଇପିଲଏଲରେ ମଙ୍ଗଳବାର ଏଠାରେ ଖେଳାଯାଇଥିବା ମ୍ୟାଚ୍ରେ ପ୍ରଞ୍ଜାବ କିଙ୍ଗ୍ସ ଆଗରେ ୧୮୬ ରନ୍ର ଚ୍ୟାଲେଞ୍ଜିଂ ବିଜୟ ଲକ୍ଷ୍ୟ ଛିଡ଼ା କରିଛି ରାଜସ୍ଥାନ ରୟାଲ୍ସ। ଆମନ୍ତ୍ରଣ ପାଇଥିବା ରାଜସ୍ଥାନକୁ ଇଭିନ ଲୁଇସ (୩୬) ଓ ଯଶସ୍ବୀ ଜୈଶ୍ୱାଲ (୪୯) ଦଳକୁ…
ଫୋନ ଚାର୍ଜ କଲା ବେଳେ ଚାଲିଗଲା ଗୋଟିଏ ପରିବାରର ୩ ଜୀବନ
କୋଲକାତା,୨୧।୯: କୋଲକାତାଠାରୁ ୨୦ କିମି ଦୂର ବାରାକପୋର ନିକଟସ୍ଥ ଖାର୍ଦର ଏକ ଘରୁ ମିଳିଛି ଗୋଟିଏ ପରିବାର ୩ ସଦସ୍ୟଙ୍କ ମୃତଦେହ। ଘରେ ବର୍ଷା ପାଣି ପଶିଥିବାରୁ ବିଦ୍ୟୁତ୍ ଆଘାତରେ ସମସ୍ତେ ପ୍ରାଣ ହରାଇଥିବା ଅଧିକାରୀମାନେ ସନ୍ଦେହ କରୁଛନ୍ତି। ମୃତକଙ୍କ ମଧ୍ୟରୁ…
ଓଡ଼ିଶା ହାଇକୋର୍ଟରେ ୩ ନୂଆ ବିଚାରପତି
ନୂଆଦିଲ୍ଲୀ,୨୧।୯: ବଦଳିବେ ୧୭ ବିଚାରପତି। ବିଭିନ୍ନ ହାଇକୋର୍ଟର ୧୭ଜଣ ବିଚାରପତିଙ୍କ ବଦଳି ପାଇଁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଛନ୍ତି। ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ସଞ୍ଜୟ କୁମାର ମିଶ୍ର ଉତ୍ତରାଖଣ୍ଡ ହାଇକୋର୍ଟକୁ ବଦଳି ହେବ। ତାଙ୍କ ପରିବର୍ତ୍ତେ ଓଡ଼ିଶା ହାଇକୋର୍ଟକୁ ୩ଜଣ…
ଚିୟର ଗର୍ଲଙ୍କ ପାଇଁ ବନ୍ଦ ହେଲା ଆଇପିଏଲ୍ ପ୍ରସାରଣ
ନୂଆଦିଲ୍ଲୀ,୨୧।୯: ତାଲିବାନ୍ ନିୟନ୍ତ୍ରଣରେ ଥିବା ଆଫଗାନିସ୍ତାନ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ର ପ୍ରସାରଣ ଉପରେ ରୋକ ଲଗାଇ ଦେଇଛି। ମ୍ୟାଚ୍ ବେଳେ ଷ୍ଟାଡିୟମରେ ମହିଳା ଦର୍ଶକ ଉପସ୍ଥିତ ରହୁଥିବାରୁ ଏଭଳି ପଦକ୍ଷେପ ନେଇଛି ତାଲିବାନ୍। ଆଫଗାନିସ୍ତାନର ଜାତୀୟ ଟିଭି ଚ୍ୟାନେଲ ଆଜି…
ସ୍ବର ହରାଇବା ଖବରକୁ ଖଣ୍ଡନ କଲେ ଏହି ଲୋକପ୍ରିୟ ଗାୟକ, ମିଥ୍ୟା ତଥ୍ୟ ଦେବାକୁ ନେଇ…
ବମ୍ବେ: ଚର୍ଚ୍ଚାରେ ଲୋକପ୍ରିୟ ଗାୟକ ବାପି ଲେହିରି। ଗତ କିଛି ଦିନ ଧରି ଅସୁସ୍ଥ ଥିବା ସହ ସେ ନିଜର ସ୍ବର ହରାଇଥିବା କୁହାଯାଉଥିଲା। ୬୮ ବର୍ଷୀୟ ଗାୟକଙ୍କ ପ୍ରଶଂସକ ଏଭଳି ଖବର ଶୁଣି ମର୍ମାହତ ହୋଇଥିଲେ। କିଛି ତାଙ୍କର ଶୀଘ୍ର…
ଯୁବକଙ୍କୁ ଗଛରେ ବାନ୍ଧି ପିଟିଲେ: ଭିଡିଓ ଭାଇରାଲ
ହିଞ୍ଜିଳିକାଟୁ,୨୧।୯(ଡି.ଏନ୍.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ କାଞ୍ଜିଆମା ଗ୍ରାମର ଜଣେ ଯୁବକଙ୍କୁ ସୋମବାର ରାତିରେ ନଡ଼ିଆ ଗଛରେ ବାନ୍ଧି ମାଡ଼ ମରାଯାଇଥିଲା। ତେବେ ଏହି ଘଟଣାର ଏକ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସୋମବାର ରାତିରେ ଯୁବକ…
ବୋଲିଂ କରିବ ପଞ୍ଜାବ
ଦୁବାଇ,୨୧।୯: ଚଳିତ ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟରେ ପଞ୍ଜାବ କିଙ୍ଗ୍ସ ପ୍ରଥମ ଦଳ ଭାବେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି। ପିଚ୍ରେ ଘାସ ଥିବାରୁ ଆରମ୍ଭରୁ ବ୍ୟାଟ୍ସମ୍ୟାନଙ୍କ ପାଇଁ ପେସରଙ୍କୁ ଖେଳିବା କଷ୍ଟକର ହୋଇପଡ଼ିବ। ଏଥିଯୋଗୁ ପ୍ରତିପକ୍ଷ ରାଜସ୍ଥାନ ରୟାଲ୍ସ ଦଳକୁ…
Archives


