Home Left

ଦୁର୍ଘଟଣାରେ ଚାଲିଗଲା ଅଭିନେତ୍ରୀଙ୍କ ଜୀବନ

ମରାଠୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ଇଶ୍ୱରୀ ଦେଶପାଣ୍ଡେ ଏକ କାର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଗୋଆର ବାଗା-କାଲାଙ୍ଗୁଟରେ ସେ ଏକ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଏହି ସମୟରେ କାରରେ ଉପସ୍ଥିତ ଥିବା ତାଙ୍କ ବନ୍ଧୁ ଶୁଭମ ଦେଗଡେ ମଧ୍ୟ…

ରପ୍ତାନିରେ ୧ଲକ୍ଷ କୋଟିରେ ପହଞ୍ଚିବ ଓଡ଼ିଶା

ଭୁବନେଶ୍ୱର,୨୨।୯: ରାଜ୍ୟ ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ଓ ଶିଳ୍ପ ବିଭାଗ ଏବଂ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମରେ ମଙ୍ଗଳବାର ସ୍ଥାନୀୟ ଏକ ହୋଟେଲ ପରିସରରେ ବାଣିଜ୍ୟ ଉତ୍ସବ ଆୟୋଜିତ ହୋଇଯାଇଛି ା ମୁଖ୍ୟ ଅତିଥି ଭାବେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ…

କୁଆଖାଇ ନଦୀରେ ବୁଲୁଛି କୁମ୍ଭୀର

ବାରଙ୍ଗ,୨୨।୯(ଡି.ଏନ୍‌.ଏ.): ରାଜଧାନୀ ଉପକଣ୍ଠ କୁଆଖାଇ ନଦୀରେ କୁମ୍ଭୀର ବୁଲୁଥିବା ଦେଖିବାକୁ ମିଳିଛି। ଫଳରେ ନଦୀକୂଳ ଗ୍ରାମବାସୀ ଆତଙ୍କିତ ହୋଇପଡିଛନ୍ତି। ମଙ୍ଗଳବାର ସକାଳେ ନଦୀକୁ ଗାଧୋଇବାକୁ ଯାଇଥିବା ଝିଙ୍କରଡିହ ଗ୍ରାମର କେତେଜଣ ମହିଳା କୁମ୍ଭୀରଟିକୁ ପାଣିରେ ପହଁରୁଥିବା ଦେଖି ଭୟରେ ଫେରି ଆସିଥିଲେ।…

ଜନ୍ମଦିନରେ ମିଳିଲାନି ସୁଯୋଗ: ଉଠିଲା ପ୍ରଶ୍ନ

ୟୁଏଇ,୨୨।୯: ଆଇପିଏଲ୍‌ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ନିଜ ପ୍ରଥମ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ ରାଜସ୍ଥାନ ରୟାଲ୍ସ ବିପକ୍ଷ ପ୍ଲେ -୧୧ରେ କ୍ରିସ ଗେଲଙ୍କୁ ଅନ୍ତର୍ଭୁକ୍ତ କରି ନ ଥିଲେ। କେବଳ ପ୍ରଶଂସକମାନେ ଏଥିରେ ରାଗି ନ ଥିଲେ, ପୂର୍ବତନ ଖେଳାଳି ସୁନୀଲ…

ଭାବମୂର୍ତ୍ତି ପରିବର୍ତ୍ତନ ପ୍ରୟାସ, ଜାତିସଂଘ ମହାସଭାରେ ଉଦ୍‌ବୋଧନ ଦେବାକୁ ତାଲିବାନ୍‌ର ଇଛା…

ଜେନେଭା/କାବୁଲ,୨୨।୯: ତାଲିବାନ୍‌ ଜାତିସଂଘ ମହାସଭାରେ ପୃଥିବୀକୁ ଉଦ୍‌ବୋଧନ ଦେବାର ଇଛା ପ୍ରକଟ କରିଛି। ଏନେଇ ତାଲିବାନ୍‌ ସରକାରଙ୍କର ବୈଦେଶିକ ମନ୍ତ୍ରୀ ଆମିର ଖାଁ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗ୍ୟୁଟେରସ୍‌ଙ୍କୁ ଚିଠି ଲେଖିଛନ୍ତି। ତାଲିବାନ୍‌ ସରକାରଙ୍କୁ ଅନ୍ତର୍ଜାତୀୟସ୍ତରରେ ମାନ୍ୟତା ପ୍ରଦାନ କରାଯାଇ ନାହିଁ।…

କାଲି ବାଘ, ଆଜି ଚିତା ବିରାଡ଼ି

ଭୁବନେଶ୍ୱର, ୨୨।୯(ବ୍ୟୁରୋ): କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌, ଡବ୍ଲ୍ୟୁସିସିବି ଓ ବାରିପଦା ବନଖଣ୍ଡ ସୋମବାର ବାରିପଦାଠାରେ ମିଳିତ ଚଢ଼ାଉ କରି ଦୁଇଜଣଙ୍କୁ ଗିରଫ କରିବା ସହ ବାଘଛାଲ ଜବତ କରିଥିଲା। ଜବତ ଛାଲକୁ ଗଣମାଧ୍ୟମ ସମ୍ମୁଖରେ ରଖି ତାହା ଏକ ଛୁଆ କଲରାପତରିଆ ବାଘର…

ସବୁ ସୀମା ଟିପଲେ ଏହି କ୍ରିକେଟ୍‌ଙ୍କ ସ୍ତ୍ରୀ, ଭିଡିଓ ଶେୟାର କରି କହିଲେ…

ଭାରତୀୟ କ୍ରିକେଟ୍‌ର ମହମ୍ମଦ ଶାମିଙ୍କ ସ୍ତ୍ରୀ ହସିନ ଜାହାନ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ହସିନଙ୍କ ସହ ଶାମିଙ୍କ ବିବାଦକୁ ସମସ୍ତେ ମନେ ରଖିଛନ୍ତି। ସୋସିଆଲ ମିଡିଆରେ ହସିନ ବହୁତ ସକ୍ରିୟ ଅଛନ୍ତି। ଇନଷ୍ଟାଗ୍ରାମରେ ଲଗାତାର ନିଜର ଫଟୋ ଏବଂ ଭିଡିଓ ଶେୟାର…

ଭାଜପା ପତାକା ଚିରି ଗାଡ଼ି ଭାଙ୍ଗିଲେ

ପିପିଲି/ଡେଲାଙ୍ଗ,୨୨।୯(ସ୍ବ.ପ୍ର./ଡି.ଏନ୍‌.ଏ.):ପିପିଲି ଉପନିର୍ବାଚନ ପାଇଁ ସୋମବାରଠାରୁ ବିଧିବଦ୍ଧ ପ୍ରଚାର ଆରମ୍ଭ ହୋଇଛି। ୩୦ତାରିଖରେ ଭୋଟ ହେବାକୁ ଥିବାରୁ ପ୍ରଚାର ପାଇଁ ହାତରେ ଆଉ ମାତ୍ର ୭ଦିନ । ୩ ପ୍ରମୁଖ ଦଳ ଭାଜପା, ବିଜେଡି ଏବଂ କଂଗ୍ରେସ ପକ୍ଷରୁ ପ୍ରଚାର ଜୋରଦାର କରାଗଲାଣି।…

୧୦ ଜିଲାର ଏସ୍‌ଏଚ୍‌ଜିଙ୍କୁ ଦକ୍ଷତା ତାଲିମ

ଭୁବନେଶ୍ୱର, ୨୨।୯(ବ୍ୟୁରୋ): ମିଳିତ ଜାତିସଂଘ ମହିଳା (ୟୁଏନ୍‌ ଓ୍ବିମେନ୍‌)ର ଭାରତ ପ୍ରତିନିଧି ସୁଶାନ ଜେନ୍‌ ଫର୍ଗୁଶନ୍‌ ପ୍ରଥମ ଓଡ଼ିଶା ଗସ୍ତରେ ଆସିଛନ୍ତି। ତାଙ୍କ ନେତୃତ୍ୱରେ ଆସିଥିବା ପ୍ରତିନିଧି ଦଳ ମଙ୍ଗଳବାର ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ(ଓଏସ୍‌ଡିଏ) ଅଧ୍ୟକ୍ଷ ସୁବ୍ରତୋ ବାଗ୍‌ଚୀଙ୍କୁ ସାକ୍ଷାତ…

ଟିକା ନେବାର ୩ ଘଣ୍ଟା ପରେ ମହିଳାଙ୍କ ମୃତ୍ୟୁ

ଉମରକୋଟ,୨୨।୯(ସ୍ବ.ପ୍ର.): କରୋନା ଟିକା ନେବାର ୩ ଘଣ୍ଟା ପରେ ଜଣେ ଆଦିବାସୀ ମହିଳାଙ୍କ ମୃତ୍ୟୁ ହୋଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ମୃତକ ହେଲେ ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ମାଲବେଡା ଗ୍ରାମର ସୁକୁରି ଭତରା(୫୦)। ସୁକୁରି ପ୍ରଥମ ଡୋଜ୍‌…

ପିଠି ଯନ୍ତ୍ରଣାରୁ ଏମିତି ଉପଶମ ପାଇଥିଲେ କୋହଲି

ୟୁଏଇ,୨୨।୯: ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ କ୍ୟାରିୟରରେ ଏକ ପର୍ଯ୍ୟାୟ ଥିଲା, ଯେତେବେଳେ ସେ ପିଠି ଯନ୍ତ୍ରଣାରେ ଅତ୍ୟଧିକ ଚିନ୍ତିତ ଥିଲେ। କିନ୍ତୁ ଭାରତର ପୂର୍ବତନ ଫିଟନେସ କୋଚ ବାସୁ ଶଙ୍କରଙ୍କ ତତ୍ତ୍ୱାବଧାନରେ ସେ ଏଥିରୁ ମୁକ୍ତି ପାଇବାରେ ସଫଳ ହୋଇଥିଲେ।…

ଅଧିକ ପେନ୍‌କିଲର କିଡ୍‌ନୀ ପାଇଁ ବିପଦ

ଆଜିକାଲି ଘରେ ଘରେ ଲୋକେ ବିଭିନ୍ନ ପ୍ରକାର ରୋଗରେ ପୀଡ଼ିତ ଥିବା ଦେଖିବାକୁ ମିଳୁଛି। ସେମାନଙ୍କ ମଧ୍ୟରେ କିଡ୍‌ନୀ ରୋଗୀ ବି ଅଧିକ। ତେବେ କିଡ୍‌ନୀ ରୋଗ କାହିଁକି ହୁଏ, ଏହାର ନିରାକରଣ, ଚିକିତ୍ସା କିପରି ହୁଏ ସେ ସମ୍ପର୍କରେ ନେଫ୍ରୋଲୋଜିଷ୍ଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri