Home Left

ଭୋଟରଙ୍କୁ ମମତାଙ୍କ ନିବେଦନ: ମୁଁ ନ ଜିତିଲେ, ଆଉ କେହି ହୋଇଯିବେ ମୁଖ୍ୟମନ୍ତ୍ରୀ

କୋଲକାତା,୨୩।୯: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭବାନୀପୁର ଉପନିର୍ବାଚନ ପାଇଁ ଜୋରଦାର ପ୍ରଚାର କରୁଛନ୍ତି। ପ୍ରଚାର ବେବେଳେ ଲୋକଙ୍କୁ ସେ ବିଭିନ୍ନ ପ୍ରତିଶ୍ରୁତିମାନ ଦେଉଛନ୍ତି। ପ୍ରଚାର ବେଳେ ଏକ ଗୁରୁତ୍ୱପୂର୍ଣ୍ଣ ବକ୍ତବ୍ୟ ଦେଇ ସେ ଚର୍ଚ୍ଚାକୁ ଆସିଛନ୍ତି। ଏକ ଜନ ସମାବେଶରେ…

ସ୍କୁଲ ଛାତ ଭୁଷୁଡି ୨୭ ଛାତ୍ରୀଛାତ୍ର ଆହତ

ଗନ୍ନୌର,୨୩ ।୯: ହରିୟାଣାର ସୋନିପତର ଗନ୍ନୌରରେ ଗୁରୁବାର ଏକ ସ୍କୁଲ ଛାତ ଭୁଷୁଡି ଅତିକମରେ ୨୭ ଛାତ୍ରୀଛାତ୍ର ଓ ୩ ଜଣ ଶ୍ରମିକ ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଏଥିରେ ୧୨ରୁ…

ଉପର ମୁଣ୍ଡରେ ବର୍ଷା: ବିପଦ ସଙ୍କେତ ଡେଇଁଲା ବୈତରଣୀ

ଭଦ୍ରକ ଅଫିସ,୨୩।୯: ଉପର ମୁଣ୍ଡରେ ବର୍ଷା ଯୋଗୁ ବଢ଼ୁଛି ବୈତରଣୀ ନଦୀର ଜଳସ୍ତର। ଭଦ୍ରକ ଜିଲା ଆଖୁଆପଦାଠାରେ ନଦୀଠାରେ ନଦୀ ବିପଦ ସଙ୍କେତ ୧୭.୬୩ ମିଟର ରହିଥିବା ବେଳେ ଅପରାହ୍ନ ୨ଟା ସୁଦ୍ଧା ୧୭.୮୫ ମିଟର ଉପରେ ବନ୍ୟାଜଳ ପ୍ରବାହିତ ହେଉଛି।…

ବରଙ୍କ ପିଠିରେ ବସି କନ୍ୟା କରୁଥିଲେ ଡ୍ୟାନ୍ସ, ଆଉ ତା’ ପରେ…

ସୋସିଆଲ ମିଡିଆରେ ଅନେକ ସମୟରେ ଖୁବ୍‌ ମଜାଳିଆ ଭିଡିଓ ଭାଇରାଲ ହେଉଛି। ଯାହା ଲୋକଙ୍କୁ ହସର ଖୋରାକ ଯୋଗାଇଥାଏ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯାହା ଦେଖିଲେ ହସି ହସି ଗଡ଼ିବେ। ବିବାହରେ ବରକନ୍ୟା ଡ୍ୟାନ୍ସ କରିବା…

କାର୍‌ ନମ୍ବର ପାଇଁ ଏତିକି ଟଙ୍କା ଖର୍ଚ୍ଚ କଲେ ଜୁନିଅର ଏନ୍‌ଟିଆର୍‌

ସାଉଥ ଫିଲ୍ମର ସୁପରଷ୍ଟାର୍‌ ଜୁନିଅର୍‌ ଏନଟିଆର ତାଙ୍କର ବିଳାସପୂର୍ଣ୍ଣ ଲମ୍ବୋର୍ଗିନି ଉରସ ଗ୍ରାଫାଇଟ କ୍ୟାପସୁଲ କାର ପାଇଁ ଚର୍ଚ୍ଚାରେ ଅଛନ୍ତି। ସେ ପ୍ରଥମ ଭାରତୀୟ ଭାବେ ଏହି ବିଳାସପୂର୍ଣ୍ଣ କାରର ମାଲିକ ହୋଇପାରିଛନ୍ତି। ଜୁନିଅର ଏନଟିଆର ଏହି କାର ପାଇଁ ଏକ…

୨୦ରୁ ଅଧିକ କୁକୁରଙ୍କୁ ବିଷ ଦେଇ ମାରିଥିଲେ; ଜଳଖିଆ ଦୋକାନୀଙ୍କୁ ବାନ୍ଧିଲା ପୋଲିସ

ଟାଙ୍ଗୀ,୨୩।୯(ଡି.ଏନ୍‌.ଏ.): କଟକ ଜିଲା ଚୌଦ୍ୱାର ଥାନା ଅନ୍ତର୍ଗତ ଶଙ୍କରପୁର ଗ୍ରାମରେ ଖାଦ୍ୟରେ ବିଷ ଦେଇ ୨୦ରୁ ଅଧିକ କୁକୁରଙ୍କୁ ମାରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଗୁରୁବାର ପୋଲିସ ଜଳଖିଆ ଦୋକାନୀ ଅଜୟ କୁମାର ସାହୁଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।…

ଅଡୁଆରେ ଅମରିନ୍ଦର

ଚଣ୍ଡିଗଡ଼,୨୩ ।୯: ପଞ୍ଜାବ କଂଗ୍ରେସର କଳହ ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । ନିକଟରେ ଦଳ ମଧ୍ୟରେ ଥିବା ଏହି କଳହ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ପଦରୁ କ୍ୟାପଟେନ ଅମରିନ୍ଦର ସିଂ ଇସ୍ତଫା ଦେଇଥିଲେ । ଏହାପରେ ବୁଧବାର ଅମରିନ୍ଦର କଂଗ୍ରେସର…

ପରିବାର ଲୋକଙ୍କ ସହ ହନିମୁନ ଯିବାକୁ ଚାହୁଁଛନ୍ତି ଏହି ଅଭିନେତ୍ରୀ

ଅଭିନେତ୍ରୀ ୟାମି ଗୌତମ ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ବିବାହର ମାତ୍ର କେଇଟା ଦିନ ପରେ ସେ ପୁଣି ଶୁଟିଂକୁ ଫେରିଛନ୍ତି। ନିକଟରେ ସୈଫ ଅଲି ଖାନ, ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ସହ ଫିଲ୍ମ ‘ଭୁତ ପୋଲିସ’ର ପ୍ରମୋଶନ ପାଇଁ ‘ଦି…

ପଞ୍ଜାବ ପୋଲିସକୁ ବଡ ସଫଳତା: ତରନତାରନରୁ ଗିରଫ ହେଲେ ୩ ଆତଙ୍କବାଦୀ

ଚଣ୍ଡିଗଡ଼,୨୩ ।୯: ପଞ୍ଜାବ ପୋଲିସ ତରନତାରନ ଜିଲାରେ ୩ ଜଣ ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସହ ଗିରଫ କରିଥିବା ସୂଚନା ମିଳିଛି । ପଞ୍ଜାବକୁ ଦୋହଲାଇବା ଭଳି ଯୋଜନା କରୁଥିଲେ ଏହି ଆତଙ୍କବାଦୀ । ପୋଲିସ ସମ୍ପୂର୍ଣ୍ଣ ଅଞ୍ଚଳରେ ସର୍ଚ୍ଚ…

ଏହି ୪ ରାଶିର ଯୁବତୀଙ୍କ ଉପରେ ରହିଥାଏ ମା’ ଲକ୍ଷ୍ମୀଙ୍କ ବିଶେଷ କୃପା; ଧନର ଅଭାବ କ’ଣ ଏମାନେ ଜାଣନ୍ତି ନାହିଁ…

କୁହାଯାଏ ସମସ୍ତେ ନିଜ ନିଜର ଭାଗ୍ୟ ନେଇ ଜନ୍ମ ହୋଇଥାନ୍ତି। କାହାକୁ କମ୍‌ ପରିଶ୍ରମରେ ବହୁତ ଧନସମ୍ପତ୍ତି ମିଳୁଥିବା ବେଳେ କାହାକୁ ଏଥିପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ କିଛି ଏଭଳି ରାଶି ରହିଛି, ଯେଉଁଥିରେ ଜନ୍ମିତ…

ଭାଲୁଛୁଆଙ୍କ ପୁଲ୍‌ ପାର୍ଟି; ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ଅନେକ ମଜାଦାର ଭିଡିଓ ଭାଇରାଲ ହୋଇଥାଏ। ସେହିଭଳି କ୍ରମରେ ଏବେ ଭାଇରାଲ ହେଉଛି ଭାଲୁଛୁଆଙ୍କ ପୁଲ୍‌ ପାର୍ଟିର ଭିଡିଓ। ଖୋଲାପଡ଼ିଆରେ ପାଣିରେ ଖେଳୁଛନ୍ତି ସେମାନେ। ଲୋକମାନେ ଉକ୍ତ ଭିଡିଓକୁ ବେଶ୍‌ ପସନ୍ଦ କରୁଛନ୍ତି। ଟୁଇଟରରେ ଉକ୍ତ ଭିଡିଓକୁ @hopkinsBRFC21…

ରୋହିଙ୍ଗ୍ୟାଙ୍କ ଉପରେ ଅତ୍ୟାଚାର, ତଥ୍ୟ ପାଇଁ ଫେସବୁକକୁ ନିର୍ଦ୍ଦେଶ…

ଓ୍ବାଶିଂଟନ,୨୩।୯: ରୋହିଙ୍ଗ୍ୟାଙ୍କ ବିରୋଧରେ ହିଂସା ସହ ଜଡିତ ତଥ୍ୟ ପ୍ରକାଶ କରିବାକୁ ଆମେରିକା କୋର୍ଟ ଫେସବୁକକୁ ନିର୍ଦ୍ଦେଶ ଦେଇଛନ୍ତି। ଆମେରିକାର ନିୟମକୁ ଦର୍ଶାଇ ଫେସବୁକ ରୋହିଙ୍ଗ୍ୟାଙ୍କ ବିରୋଧରେ ହିଂସା ସମ୍ପର୍କରେ ତଥ୍ୟ ପ୍ରକାଶ କରିବାକୁ ମନା କରିଦେଇଥିଲା। ତେବେ ଏବେ କୋର୍ଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri