ଅସ୍ତ୍ରୋପଚାର ସତ୍ତ୍ୱେ ଆଖି ବୁଜିଲା ହାତୀ
କେନ୍ଦୁଝର,୨୬।୯(ସ୍ବ.ପ୍ର): କେନ୍ଦୁଝର ଜିଲା ଚମ୍ପୁଆ ବନାଞ୍ଚଳରେ ତିନିଦିନ ଧରି ପ୍ରସବ କଷ୍ଟରେ ଛଟପଟ ହେଉଥିବା ମାଈହାତୀର ଶନିବାର ଅସ୍ତ୍ରୋପଚାର କରାଯାଇଥିଲା। ବନ ବିଭାଗ ଓ ପ୍ରାଣୀ ଚିକିତ୍ସିକଙ୍କ ସମସ୍ତ ଉଦ୍ୟମ ସତ୍ତ୍ୱେ ରବିବାର ସନ୍ଧ୍ୟାରେ ମାଈହାତୀଟି ଆଖି ବୁଜିଛି। ସୂଚନା ଅନୁସାରେ,…
ଦୁର୍ଘଟଣାରେ ୨ ପରୀକ୍ଷାର୍ଥୀଙ୍କ ଜୀବନ ଗଲା
କେନ୍ଦୁଝର,୨୬ା୯(ସ୍ବ.ପ୍ର.): କେନ୍ଦୁଝର ଜିଲାର ପୃଥକ୍ ସ୍ଥାନରେ ରବିବାର ସଡ଼କ ଦୁର୍ଘଟଣାରେ ୨ପରୀକ୍ଷାର୍ଥୀଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଛି। ଟାଉନ ଥାନା ଅଧୀନ ରାମଚନ୍ଦ୍ରପୁର ନିକଟରେ ତେଲ ବୋଝେଇ ଟ୍ୟାଙ୍କର ଏକ ବାଇକ୍କୁ ଧକ୍କା ଦେବାରୁ ପରୀକ୍ଷା ଦେବାକୁ ଆସୁଥିବା ୨ଜଣ…
୧୬୫ ରନ୍ରେ ଅଟକିଲା ଆର୍ସିବି
ଦୁବାଇ,୨୬।୯: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି)କୁ ୧୬୫ ରନ୍ରେ ରୋକି ଦେଇଛି ମୁମ୍ବାଇ ଇଣ୍ଡିଆନ୍ସ। ଆମନ୍ତ୍ରଣ ପାଇଁ ପ୍ରଥମେ ବ୍ୟାଟିଂ କରିଥିବା ଆର୍ସିବି ଅଧିନାୟକ ବିରାଟ କୋହଲିଙ୍କ (୫୧ ରନ୍, ୩ ଲେଖାଏ ଚୌକା ଓ ଛକା) ଓ ଗ୍ଲେନ ମ୍ୟାକ୍ସଓ୍ବେଲ…
ଡିଭୋର୍ସ ପରେ ଏକାଠି ଡେଟ୍ରେ ଯାଉଛନ୍ତି ଏହି ଦମ୍ପତି…
ନୂଆଦିଲ୍ଲୀ: ନିକଟରେ ବଲିଉଡ୍ର ମିଷ୍ଟର ପରଫେକ୍ଟନିଷ୍ଟ ଅମିର ଖାନ୍ ଓ ତାଙ୍କ ସ୍ତ୍ରୀ କିରଣ ରାଓ ପରସ୍ପରଙ୍କୁ ଡିଭୋର୍ସ ଘୋଷଣା କରିଥିଲେ। କିନ୍ତୁ ଏବେ ସେ ଦୁହିଁଙ୍କୁ ସାଙ୍ଗରେ ଦେଖିବାକୁ ମିଳୁଛି। ସେ ପୁଣି ତାଙ୍କର ୯ବର୍ଷର ପୁଅ ଆଜାଦ୍ଙ୍କ ସହ।…
ଅଜବ ସଂଯୋଗ ସହ ଧୋନୀଙ୍କ ରେକର୍ଡ
ଆବୁଧାବି,୨୬।୯: ମହେନ୍ଦ୍ର ସିଂ ଧୋନୀ ରବିବାର ଆଇପିଏଲରେ ଏକ ମାଇଲଷ୍ଟୋନର ଅଧିକାରୀ ହୋଇଛନ୍ତି। କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ବିପକ୍ଷ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଅଧିନାୟକ ଧୋନୀ ଦୁଇଟି କ୍ୟାଚ୍ ନେଇଥିଲେ। ଏଥିସହ ଆଇପିଏଲ ଇତିହାସରେ ଉଇକେଟକିପର ଭାବେ…
ପରୀକ୍ଷାରେ କପି କରିବା ପାଇଁ ଛାତ୍ରଙ୍କ ହାଇଟେକ୍ ବୁଦ୍ଧି
ଜୟପୁର,୨୬।୯: ରାଜସ୍ଥାନର ସରକାରୀ ସ୍କୁଲ ପାଇଁ ଶିକ୍ଷକ ଚୟନ ପରୀକ୍ଷା ବେଳେ କପି କରିବାକୁ ଉଦ୍ୟମ କରି ଗିରଫ ହୋଇଛନ୍ତି ୫ ପରୀକ୍ଷାର୍ଥୀ। ଗିରଫ ହୋଇଥିବା ଆଶୟୀମାନେ ସ୍ବତନ୍ତ୍ର ଚପଲ ପିନ୍ଧିଥିଲେ, ଯେଉଁଥିରେ ଫିଟ୍ ହୋଇଥିଲା ବ୍ଲୁଟୁଥ ଡିଭାଇସ୍। ଏ ନେଇ…
ଜଳ ପ୍ରପାତକୁ ଡେଇଁଲେ ପ୍ରେମୀ ଯୁଗଳ
ନୂଆପଡ଼ା ଅଫିସ,୨୬।୯: ନୂଆପଡ଼ା ସଦର ବ୍ଲକ ଧରମବନ୍ଧା ଥାନା ଅଧୀନ ସୁନାବେଡା ଅଭୟାରଣ୍ୟ ଭିତରେ ଅବସ୍ଥିତ ଗୋଧ୍ୱସ ଜଳ ପ୍ରପାତକୁ ଡେଇଁ ପ୍ରେମୀଯୁଗଳ ନିଖୋଜ ଥିବା ଜଣାପଡ଼ିଛି। ସେମାନଙ୍କ ପରିଚୟ ଜଣାପଡ଼ି ନ ଥିବା ବେଳେ ଉଭୟଙ୍କ ପୋଷାକ, ଟର୍ଚ ଲାଇଟ…
ସିଏସ୍କେ ୩ରୁ ୩
ଆବୁଧାବି,୨୬।୯: ଚଳିତ ଆଇପିଏଲ ସିଜନରେ ଫେଜ-୨ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ବିଜୟ ଧାରା ଜାରି ରଖିଛି। ୩ରୁ ୩ ମ୍ୟାଚ୍ରେ ବିଜୟୀ ହୋଇଛି ମହେନ୍ଦ୍ର ସିଂ ଧୋନୀଙ୍କ ଦଳ। ରବିବାର ଆବୁଧାବିରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍)କୁ ରୋମାଞ୍ଚକ ହରାଇ…
ଝିଆରୀଙ୍କୁ ବଳାତ୍କାର କରି ଜେଲ ଗଲେ କକା
ପାଟଣା,୨୬ା୯(ସ୍ବ.ପ୍ର.): ନାବାଳିକା ଝିଆରୀଙ୍କୁ ବଳାତ୍କାର ଅଭିଯୋଗରେ କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ପୋଲିସ ରବିବାର ସମ୍ପର୍କୀୟ କକାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୋଗ ଅନୁଯାୟୀ, ସୋମବାର ରାତିରେ ନାବାଳିକା ଜଣକ ଶୌଚ ପାଇଁ ଯାଇଥିଲେ। ସେତିକିବେଳେ ନାବାଳିକାଙ୍କୁ ଏକୁଟିଆ…
ଗୋଟିଏ ମ୍ୟାଚ୍ରେ ୬ ଥର ଜୀବନ ଦାନ ପାଇଲେ
କାନାବେରା,୨୬।୯: କ୍ରିକେଟରେ ବ୍ୟାଟ୍ସମ୍ୟାନଙ୍କୁ ଥରେ କି ଦୁଇ ଥରେ ଜୀବନଦାନ ମିଳିବା କଷ୍ଟକର। କିନ୍ତୁ ରବିବାର ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ଭାରତୀୟ ମହିଳା ଦଳର ବ୍ୟାଟ୍ସଓମେନ ସ୍ନେହ ରାଣାଙ୍କୁ ଗୋଟିଏ ମ୍ୟାଚ୍ରେ ୬ ଥର ଜୀବନ ଦାନ ମିଳିଥିଲା। ୩୦ ରନ୍ର…
ମୋତେ ଇର୍ଷା କରୁଛନ୍ତି ମୋଦି, କାହିଁକି ଏମିତି କହିଲେ ଦିଦି
କୋଲକାତା,୨୬।୯: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ରୋମ ଯିବାକୁ କେନ୍ଦ୍ର ତରଫରୁ ଅନୁମତି ନ ମିଳିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି ଦିଦି। ସେ କହିଛନ୍ତି, ମୋଦି ମୋତେ ଇର୍ଷା କରୁଛନ୍ତି। ଅକ୍ଟୋବରରେ ଇଟାଲୀଠାରେ ବିଶ୍ୱ ଶାନ୍ତି ସମ୍ମିଳନୀ…
୭୩.୫% ଲୋକଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି
ଭୁବନେଶ୍ୱର, ୨୬।୯(ବ୍ୟୁରୋ): ରାଜ୍ୟରେ ପୁରୁଷ ଓ ମହିଳା ସେହିପରି ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଲୋକମାନଙ୍କ କ୍ଷେତ୍ରରେ କୋଭିଡ୍ ଆଣ୍ଟିବଡ଼ି ସୃଷ୍ଟି ହେବା ନେଇ କୌଣସି ବଡ଼ ଧରଣର ପାର୍ଥକ୍ୟ ନାହିଁ। ବର୍ତ୍ତମାନ ସୁଦ୍ଧା ୭୩.୫ ପ୍ରତିଶତ ଲୋକଙ୍କ ଶରୀରରେ କୋଭିଡ୍ ଆଣ୍ଟିବଡି…
Archives


