ଡିଜେଲ୨୮ ପଇସା ବୃଦ୍ଧି
ଭୁବନେଶ୍ୱର/ନୂଆଦିଲ୍ଲୀ,୨୭।୯: ଦିନକର ବିରତି ପରେ ପୁଣି ଥରେ ଡିଜେଲ ଦରରେ ପରିବର୍ତ୍ତନ ଘଟିଛି। ଦେଶର ପ୍ରମୁଖ ତୈଳ ବିପଣନ କମ୍ପାନୀ ଭାରତୀୟ ତୈଳ ନିଗମ (ଆଇଓସିଏଲ୍)ର ସୂଚନା ଅନୁସାରେ ରବିବାର ଭୁବନେଶ୍ୱରରେ ଡିଜେଲ ୨୮ ପଇସା ବୃଦ୍ଧି ପାଇଥିବାବେଳେ ପେଟ୍ରୋଲ ମୂଲ୍ୟ…
ବାତ୍ୟା ଭୟ ଟଳିଲା
ଭୁବନେଶ୍ୱର,୨୭।୯(ବ୍ୟୁରୋ): ବାତ୍ୟା ‘ଗୁଲାବ’କୁ ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପକ୍ଷରୁ ଯେଉଁ ଆକଳନ କରାଯାଉଥିଲା, ସେତେଟା ପ୍ରଭାବ ଦେଖିବାକୁ ମିଳିଲା ନାହିଁ। ଫଳରେ ଓଡ଼ିଶା ପ୍ରତି ଯେଉଁ ବାତ୍ୟା ବିପଦ ରହିଥିଲା ତାହା ଟଳିଯାଇଛି। ରାତି ପ୍ରାୟ ସାଢ଼େ ୯ଟାରେ…
ସୀମାକୁ ନେଇ ଭ୍ରମିତ ନ କରୁ ଚାଇନା: ଭାରତ
ବେଜିଂ, ୨୭ା୯: ଚାଇନା ଗୋଲ୍ପୋଷ୍ଟକୁ ସ୍ଥାନାନ୍ତର କରି ସୀମାନ୍ତ ପରିଚାଳନାରେ ଦ୍ୱନ୍ଦ୍ୱ ସୃଷ୍ଟି ନ କରିବାକୁ ଭାରତ କହିଛି। ଗତ ବର୍ଷ ମେ’ରେ ଲଦାଖରେ ଉପୁଜିଥିବା ବିବାଦ ପରେ ଭାରତ କ୍ରମାଗତ ଭାବେ ସୀମାରେ ଶାନ୍ତି ବଜାୟ ରଖିଛି। ଦୁଇ ଦେଶ…
ଅନନ୍ୟାଙ୍କ ଅମ୍ବ୍ରେଲା ବୟ
ମୁମ୍ବାଇ: ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ପାଇଁ ‘ଅମ୍ବ୍ରେଲା ବୟ’ ସାଜିଛନ୍ତି ରଣବୀର ସିଂହ। ଫଟୋରେ ଅନନ୍ୟା ପୋଜ୍ ଦେଉଥିବା ନଜର ଆସିଛନ୍ତି। ତାଙ୍କ ପଛରେ ରଣବୀର ଏକ ରଙ୍ଗୀନ ଛତା ଧରି ଠିଆ ହୋଇଛନ୍ତି। ଫଟୋରେ ଦୁହେଁ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି।…
ଦୁର୍ବଳ ହେଲା ‘ଗୁଲାବ’ର ତାଣ୍ଡବ: ଶ୍ରୀକାକୁଲମରେ ମତ୍ସଜୀବି ନିଖୋଜ
ବିଶାଖାପାଟନମ,୨୭ ।୯: ବାତ୍ୟା ‘ଗୁଲାବ’ ଓଡ଼ିଶା ଓ ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ୍ କରିବା ପରେ ଏବେ ଏହା ଦୁର୍ବଳ ହୋଇଯାଇଛି । ରବିବାର ସନ୍ଧ୍ୟାରେ ଏହା ସ୍ଥଳଭାଗ ଛୁଇଁବା ପରେ ଉପକୂଳ ଅଞ୍ଚଳରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ବୋହିଥିଲା ।…
ତାଲିବାନ ଦେଖାଉଛି ଅସଲ ଚେହେରା: ଦାଢି କାଟିଲେ ମିଳିବ ଦଣ୍ଡ
କାବୁଲ,୨୭ ।୯: ଆଫଗାନିସ୍ତାନରେ ଜୋର ଜବରଦସ୍ତ କବଜା କରି ସରକାର ଚଲାଉଥିବା ତାଲିବାନ ୨୦ ବର୍ଷ ତଳର ରଙ୍ଗ ପୁଣିଥରେ ଦେଖାଉଛି । ମହିଳା, ଶିଶୁ, ପୁରୁଷ ସମସ୍ତଙ୍କ ପାଇଁ ନୂଆ ନୂଆ ଆଇନ କରୁଛି ତାଲିବାନ । ଆଉ ଏହି…
ମୋଟରସାଇକେଲରେ ଯୁବକ ତିଆରି କଲେ ଟଏଲେଟ୍ ଫ୍ଲଶ୍
ପ୍ରତିଭା କାହା ଦ୍ୱାରା ଆକର୍ଷିତ ହୁଏ ନାହିଁ। ଏହା ଆପଣାଛାଏଁ ଜଣାପଡ଼ିଥାଏ। ଏହି ଉକ୍ତିଟି ସତ ବୋଲି ଅନେକ ଥର ପ୍ରମାଣିତ ହୋଇଛି। ଏବେ ସେମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଏହି…
କୃଷକଙ୍କ ୧୦ ଘଣ୍ଟିଆ ଭାରତ ବନ୍ଦ: ଗାଜିପୁର-ଶମ୍ଭୁ ବର୍ଡର ଜାମ
ନୂଆଦିଲ୍ଲୀ,୨୭ ।୯: କୃଷକ ସଙ୍ଗଠନ ଦ୍ୱାରା ସୋମବାର ସକାଳୁ ୧୦ ଘଣ୍ଟିଆ ଭାରତ ବନ୍ଦ ଆରମ୍ଭ ହୋଇଯାଇଛି । ଏହି ସମୟରେ ଦିଲ୍ଲୀ, ଉତ୍ତର ପ୍ରଦେଶ ଓ ଏହାର ଆଖପାଖ ଅଞ୍ଚଳରେ ପୋଲିସ ହାଇ ଆଲର୍ଟରେ ରହିଛି । ଏହି ବନ୍ଦ…
କିପରି ଜାଣିବେ ଆପଣ ମଧୁମେହ ରୋଗୀ କି ନୁହେଁ
ବିଶ୍ୱର ଅଧିକାଂଶ ଲୋକ ମଧୁମେହରେ ଆକ୍ରାନ୍ତ। ସେଥି ମଧ୍ୟରୁ ୫ ଭାଗ ଆମ ଭାରତୀୟ। ଯେଉଁମାନଙ୍କୁ ଏହି ରୋଗ ହେବାର ସମ୍ଭାବନା ଥାଏ ସେହିମାନଙ୍କ ଠାରେ ମଧ୍ୟ ଏହାର ଲକ୍ଷଣ ଦେଖାଯାଇଥାଏ। ତେବେ ଅନେକ ବ୍ୟକ୍ତି ଏହାର ଲକ୍ଷଣ ଜାଣିନଥିବାରୁ ଏହି…
ଭାରତ ଉପରେ ରାଗିକି ନିଆଁବାଣ ଏହି ପାକିସ୍ତାନ କ୍ରିକେଟର୍: କହିଲେ…
ଇସଲାମାବାଦ୍,୨୭।୯: ନିକଟରେ ପାକିସ୍ତାନ ଗସ୍ତରେ ଆସିଥିବା ନ୍ୟୁଜିଲ୍ୟାଣ୍ଡ ଦଳ ମ୍ୟାଚର ୫ ମିନିଟ ପୂର୍ବରୁ ପାକିସ୍ତାନ ଗସ୍ତକୁ ବାତିଲ କରିଦେଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। କ୍ରିକେଟ ପଡିଆ ଥାଉ କି ନ ଥାଉ ଭାରତ ଏବଂ ପାକିସ୍ତାନ…
‘ସ୍ତ୍ରୀ ମୋତେ ଚେନ୍ନାଇ ଜର୍ସି ପିନ୍ଧିବାକୁ ଦେଉନାହାନ୍ତି’
ୟୁଏଇ,୨୬।୯: ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ଲିଗ ଆଇପିଏଲ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ୟୁଏଇରେ ଖେଳାଯାଉଛି। ଏହିପର୍ଯ୍ୟାୟରେ ପ୍ରଶଂସକମାନଙ୍କୁ ଷ୍ଟାଡିୟମରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇଛି। ଏହି କାରଣରୁ ଦର୍ଶକମାନେ ଷ୍ଟାଡିୟମରେ ସେମାନଙ୍କର ପ୍ରିୟ ଦଳ ଏବଂ ପ୍ରିୟ ଖେଳାଳିଙ୍କୁ ଉତ୍ସାହିତ କରୁଛନ୍ତି।…
ବାୟୁ ସେନା ଅଧିକାରୀଙ୍କ ନାମରେ ସାଙ୍ଘାତିକ ଅଭିଯୋଗ
କୋଏମ୍ବାଟୋର: ୨୭ ବର୍ଷୀୟା ମହିଳା ଅଧିକାରୀ ଯୌନ ନିର୍ଯାତନା ଅଭିଯୋଗ ଆଣିବା ପରେ ଗିରଫ ହୋଇଛନ୍ତି ଭାରତୀୟ ବାୟୁ ସେନା (ଆଇଏଏଫ୍)ର ୨୬ ବର୍ଷୀୟ ଫ୍ଲାଇଟ୍ ଲ୍ୟୁଟନାଣ୍ଟ। ତେବେ ଏ ନେଇ ପୀଡ଼ିତା ଦୁଇ ସପ୍ତାହ ତଳେ ପ୍ରଥମେ ଆଇଏଏଫ୍ ନିକଟରେ…
Archives


