ବୋମା ବିସ୍ଫୋରଣରେ ଭାଙ୍ଗିଲା ଜିନ୍ନାଙ୍କ ପ୍ରତିମୂର୍ତ୍ତି…
କରାଚି,୨୭।୯: ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା ପାକିସ୍ତାନ ପାଇଁ ଏବେ ଏହା ବୁମେରାଂ ପାଲଟିଛି। ଧୀରେଧୀରେ ପାକିସ୍ତାନରେ ଆତଙ୍କବାଦୀ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି। ସ୍ଥାନୀୟ ଗ୍ବାଦରଠାରେ ଥିବା ମହମ୍ମଦ ଅଲ୍ଳୀ ଜିନ୍ନାଙ୍କ ପ୍ରତିମୂର୍ତ୍ତିିକୁ ବୋମାରେ ଭାଙ୍ଗି ଦିଆଯାଇଛି। ଏଥିପାଇଁ ବାଲୁଚି ଫ୍ରଣ୍ଟର ନିଜକୁ…
ବୁଗୁଡ଼ାରେ ଭାରତ ବନ୍ଦର ପ୍ରଭାବ
ବୁଗୁଡ଼ା,୨୭।୯(ଡି.ଏନ୍.ଏ.): କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ପ୍ରତ୍ୟାହାର ଦାବିରେ କୃଷକ ସଂଗଠନ ପକ୍ଷରୁ ସୋମବାର ଭାରତ ବନ୍ଦ ଡାକରା ଦିଆଯାଇଥିଲା। ଗଞ୍ଜାମ ଜିଲା ବୁଗୁଡ଼ାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଅଞ୍ଚଳର ସମସ୍ତ ଶିକ୍ଷାନୁଷ୍ଠାନ ଓ ସରକାରୀ କାର୍ଯ୍ୟାଳୟ ସାଙ୍ଗକୁ ବସ…
ଭାରତ ବନ୍ଦର ପ୍ରଭାବ: ଯାନବାହନ ଚଳାଚଳ ବନ୍ଦ
ବାଲେଶ୍ୱର ଅଫିସ,୨୭।୯: ବାଲେଶ୍ୱର ଜିଲାର ବିଭିନ୍ନ ସ୍ଥାନରେ ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ସୋମବାର ୧୦ ଘଣ୍ଟିଆ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ସରକାରୀ ଓ ବେସରକାରୀ ଅଫିସ ସମେତ ଯାନବାହନ ଚଳାଚଳ ବନ୍ଦ ରହିଛି। କେନ୍ଦ୍ର ସରକାରଙ୍କ ଦ୍ୱାରା…
ବଲାଙ୍ଗିରରେ ଭାରତ ବନ୍ଦ ପ୍ରଭାବ
ବଲାଙ୍ଗିର ଅଫିସ,୨୭।୯: ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ପରିପ୍ରେକ୍ଷୀରେ ସୋମବାର ସକାଳୁ ବଲାଙ୍ଗିର ଜିଲାରେ ବନ୍ଦ ପାଳନ ଜୋରଦାର କରାଯାଇଛି । ମିଳିତ ଚାଷୀ ସଙ୍ଗଠନ ବଲାଙ୍ଗିର ପକ୍ଷରୁ ପ୍ରଥମେ ସକାଳେ ପ୍ରଧାନ ଡାକଘର ସମ୍ମୁଖରେ ପିକେଟିଂ…
ବିବାଦରେ ବିପ୍ଳବ ଦେବ
ଅଗରତାଲା,୨୭ ।୯: ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ ପୁଣିଥରେ ବିବାଦରେ ଛନ୍ଦି ହୋଇ ପଡିଛନ୍ତି । ଏଥର ସେ ନ୍ୟାୟପାଳିକାକୁ ଚ୍ୟାଲେଞ୍ଜ କରିଛନ୍ତି । ଏହାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଘଟଣା ଶନିବାରର ବୋଲି କୁହାଯାଉଛି…
ଚିହ୍ନିଲେ ଦେଖି, ଏହି ପିଲାଟି ଏବେ କୋଟିକୋଟି ଦର୍ଶକଙ୍କ ହୃଦୟର ରାଣୀ
ମୁମ୍ବାଇ: ବଲିଉଡ୍ ଷ୍ଟାର୍ମାନେ ସୋସିଆଲ ମିଡିଆରେ ଅନେକ ସମୟରେ ସେମାନଙ୍କ ପିଲାଦିନର ଫଟୋସବୁ ଶେୟାର କରିଥାନ୍ତି। ଯାହାକୁ ଚିହ୍ନିବା ପ୍ରଶଂସକମାନଙ୍କ ପାଇଁ ବହୁତ କଷ୍ଟକର ହୋଇଥାଏ। ଏବେ କରୀନା କପୁରଙ୍କ ପିଲାଦିନର ଏକ ଫଟୋ ସାମ୍ନାକୁ ଆସିଛି। ଯାହାକୁ ତାଙ୍କ ଭଉଣୀ…
ଭାରତ ବନ୍ଦ: କୁଣ୍ଡଲି ସୀମାରେ କୃଷକ ମୃତ
ନୂଆଦିଲ୍ଲୀ,୨୭ ।୯: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ଆଜି ସାରା ଦେଶରେ ଏହାର ପ୍ରଭାବ ଦେଖିବାକୁ ମିଳିଥିବା ବେଳେ ରାଜଧାନୀ ଦିଲ୍ଲୀରେ ଏହା ଅଧିକ…
ସମଲିଙ୍ଗୀ ବିବାହକୁ ଅନୁମତି,…
ବେର୍ନ,୨୭।୯: ସୁଇଜରଲାଣ୍ଡରେ ସରକାର ସମଲିଙ୍ଗୀ ବିବାହକୁ ଅନୁମତି ପ୍ରଦାନ କରିଛନ୍ତି। ଏନେଇ ହୋଇଥିବା ଜନମତ ସଂଗ୍ରହରେ ୬୪.୧ ପ୍ରତିଶତ ନାଗରିକ ପ୍ରସ୍ତାବ ସପକ୍ଷରେ ମତ ଦେଇଛନ୍ତି। ପଶ୍ଚିମ ୟୁରୋପର କେତେକ ଦେଶରେ ପୂର୍ବରୁ ସମଲିଙ୍ଗୀ ବିବାହକୁ ଅନୁମତି ମିଳିଥିଲା। ଏବେ ସୁଇଜରଲାଣ୍ଡ…
ନୋବେଲ ବିଜ୍ଞାନୀ ଲୁଇସ୍ ଓ୍ବାଲ୍ଟର ଆଲ୍ଭାରେଜ୍
ଲୁଇସ୍ ଓ୍ବାଲ୍ଟର ଆଲ୍ଭାରେଜ୍ ଜଣେ ଆମେରିକୀୟ ପଦାର୍ଥ ବିଜ୍ଞାନୀ। କେବଳ ସେତିକି ନୁହେଁ, ଜଣେ ଉଦ୍ଭାବକ ଏବଂ ପ୍ରଫେସର ଭାବରେ ତାଙ୍କର ଖ୍ୟାତି ରହିଛି। ୧୯୬୮ ମସିହାରେ ପଦାର୍ଥ ବିଜ୍ଞାନରେ ତାଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା। ହାଇଡ୍ରୋଜେନ୍ ବବୁଲ୍ ଚାମ୍ବରର…
ଏମ୍ସରେ ସ୍ଥାପନ ହେବ ‘ବ୍ରେନ୍ ବ୍ୟାଙ୍କ୍’
ଭୁବନେଶ୍ୱର, ୨୭।୯(ବ୍ୟୁରୋ): ଭୁବନେଶ୍ୱର ଏମ୍ସ ପରିସରରେ ଖୁବ୍ଶୀଘ୍ର ଏକ ‘ବ୍ରେନ୍ ବ୍ୟାଙ୍କ୍’ ସ୍ଥାପନ କରାଯିବ। ଏ ନେଇ ରବିବାର ଏମ୍ସ ନିର୍ଦ୍ଦେଶିକା ପ୍ରଫେସର ଗୀତାଞ୍ଜଳି ବ୍ୟାଟମାନବେନ ସୂଚନା ଦେଇଛନ୍ତି। ସେ କହିଛନ୍ତି, ପୂର୍ବାଞ୍ଚଳରେ ଏହା ପ୍ରଥମ ହେବ ଏବଂ ସ୍ନାୟୁ ବିଜ୍ଞାନରେ…
କେସ୍ ଲଢ଼ି ମନ୍ଦିରକୁ ସୁରକ୍ଷିତ ରଖିଲେ ମୁସଲମାନ ସମ୍ପ୍ରଦାୟ…
ନୂଆଦିଲ୍ଲୀ,୨୭।୯: ମନ୍ଦିରକୁ ହଟାଇ ସେଠାରେ ଆବାସିକ କମ୍ପ୍ଲେକ୍ସ୍ ନିର୍ମାଣ କରିବାକୁ ଚାହୁଁଥିବା ବିଲ୍ଡରଙ୍କୁ ଶେଷରେ ହାଇକୋର୍ଟରେ ଝଟ୍କା ଲାଗିଛି। ଏଠାରେ ବାସ କରୁଥିବା ମୁସଲମାନ୍ ସମ୍ପ୍ରଦାୟ ବିଲ୍ଡରଙ୍କ ବିରୋଧରେ ହାଇକୋର୍ଟରେ କେସ୍ ଲଢ଼ି ଶେଷରେ ମନ୍ଦିରକୁ ସୁରକ୍ଷିତ ରଖି ଭାଇଚାରାର ଏକ…
ପିକ୍କ ଭ୍ୟାଲିକୁ ଇକୋ-ଟୁରିଜମ୍ ମାନ୍ୟତା ଦାବି
ପୁରୁଣା ଭୁବନେଶ୍ୱର,୨୭ା୯(ଡି.ଏନ୍.ଏ.): ପ୍ରତିବର୍ଷ ସେପ୍ଟେମ୍ବର ୨୭ରେ ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ କରାଯାଇଥାଏ। ସାମାଜିକ, ସାଂସ୍କୃତିକ, ଆର୍ଥିକ କ୍ଷେତ୍ରରେ ବିକାଶ ତଥା ପାରସ୍ପରିକ ସମ୍ପର୍କ ବୃଦ୍ଧି କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। ଓଡ଼ିଶାରେ ଅନେକ ପର୍ଯ୍ୟଟନସ୍ଥଳୀ ରହିଛି ଯାହା ଏପର୍ଯ୍ୟନ୍ତ…
Archives


