ୟଙ୍ଗଷ୍ଟରଙ୍କୁ ଦିୱାନା କଲେ ଅନନ୍ୟା

ମୁମ୍ବାଇ: ବଲିଉଡର ଆଗଧାଡିର ନାୟିକା ତଥା ଷ୍ଟାର କିଡ୍ ଅନନ୍ୟା ପଣ୍ଡେ ତାଙ୍କ ଅପକମିଂ ମୁଭି ‘ଗହରାଇୟା’କୁ ନେଇ ଅଛନ୍ତି ଖୁବ୍ ଚର୍ଚ୍ଚରେ । ଏହି ମୁଭି ୧୧ ଫେବୃୟାରୀକୁ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବ । ଏହା ପୁର୍ବରୁ ମୁଭିର ପ୍ରମୋଶନ ପାଇଁ ଦୀପିକା ଓ ଅନନ୍ୟା ଲାଗି ପଡିଛନ୍ତି । ନିକଟରେ ପ୍ରମୋଶନ ପାଇଁ ଚଙ୍କି ପାଣ୍ଡେଙ୍କ ଲାଡଲି ଅନନ୍ୟାଙ୍କ ଗ୍ଲାମରସ ଲୁକ ସାମ୍ନାକୁ ଆସିଛି । ଏଥିରେ ଅନନ୍ୟା ଏକ ରେଡ କଲର ସର୍ଟ ଡ୍ରେସରେ ନଜର ଆସିଛନ୍ତି । ରେଡ କଲର ଏହି ଡ୍ରେସରେ ଅନନ୍ୟା ଖୁବ୍ ଷ୍ଟାଇଲିଷ୍ଟ ଓ ହଟ୍ ଦେଖାଯାଉଛନ୍ତି । ମିନିମମ ମେକଅପ ଓ ଖୋଲା କେଶ ସହ, ସେ ତାଙ୍କ ଲୁକକୁ କମ୍ପଲିଟ କରିଛନ୍ତି । ଗ୍ଲାମରସ ଲୁକରେ ଦର୍ଶକଙ୍କୁ ଇମ୍ପ୍ରେସ କରିବାକୁ ଅନନ୍ୟା କ୍ୟାମେରା ସାମ୍ନାରେ ଜବରଦସ୍ତ ପୋଜ ବି ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ସର୍ତ୍ତରେ ରାଜ୍‌ଙ୍କୁ ବିବାହ ପାଇଁ ରାଜି ହୋଇଥିଲେ ଶିଳ୍ପା

ଆଜିକାଲି ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ବ୍ୟକ୍ତିଗତ ଜୀବନରେ ବହୁତ ଝଡ଼ ସୃଷ୍ଟି ହୋଇଛି। ତାଙ୍କ ସ୍ବାମୀ ରାଜ କୁନ୍ଦ୍ରା ଜେଲ ଯିବା ପରେ ନିଜକୁ...

ଟ୍ରୋଲ୍‌ ହେଲେ ଛୋଟେ ନଓ୍ବାବଙ୍କ ପରିବାର

ମୁମ୍ବାଇ: କରୋନା ସଂକ୍ରମଣକୁ ନେଇ ଲକ୍‌ଡାଉନ ଜାରି ରହିଥିବା ବେଳେ ପ୍ରାୟ ସବୁ ସେଲିବ୍ରିଟି ନିଜ ନିଜ ପରିବାର ସହ କ୍ୱାଲିଟି ଟାଇମ୍‌ ସ୍ପେଣ୍ଡ କରୁଛନ୍ତି।...

ଆତ୍ମହତ୍ୟା କରିବାକୁ ଚାହୁଁଥିବା ବନ୍ଧୁଙ୍କୁ ରୋକିଥିଲେ ସୁଶାନ୍ତ

ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିବା ଇତିମଧ୍ୟରେ ଦେଢ଼ ମାସ ହୋଇଯାଇଛି। କିନ୍ତୁ ଏବେ ବି ତାଙ୍କୁ ଭୁଲିପାରି ନାହାନ୍ତି ପରିବାର ଲୋକେ ଏବଂ...

ଏହି ଦିନ ରିଲିଜ୍‌ ହେବ ଫିଲ୍ମ ‘ଆର୍‌ଆର୍‌ଆର୍‌’

ମୁମ୍ବାଇ: ୨୦୨୨ର ବହୁ ପ୍ରତୀକ୍ଷିତ ଫିଲ୍ମ ମଧ୍ୟରୁ ଫିଲ୍ମ ଆର୍‌ଆର୍‌ଆର୍‌ ଅନ୍ୟତମ। ଏହି ଫିଲ୍ମରେ ଜୁନିୟର ଏନ୍‌ଟିଆର ଏବଂ ରାମ ଚରଣ ନଜର ଆସିବେ। ଦେଶରେ...

ରେଖାଙ୍କ ସହ ଅମିତାଭଙ୍କ ପ୍ରେମ ସମ୍ପର୍କକୁ ନେଇ ଏମିତି କହିଥିଲେ ଜୟା, ମୋ ଜୀବନ ନର୍କ ହୋଇଯାଇଥାନ୍ତା…

ଏକ ସମୟ ଥିଲା ଯେତେବେଳେ ବଲିଉଡ ଇଣ୍ଡଷ୍ଟ୍ରିରେ ଅଭିନେତା ଅମିତାଭ ବଚ୍ଚନ ଏବଂ ଅଭିନେତ୍ରୀ ରେଖାଙ୍କ ନାମ ଯୋଡ଼ା ଯାଉଥିଲା। ଉଭୟଙ୍କ ପ୍ରେମ କାହାଣୀ ସୋସିଆଲ...

କ୍ୟୁଟ ଅନ୍ଦାଜରେ ବାର୍ଥଡେ ମନାଇଲେ ଅନନ୍ୟା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ବୁଧବାର ନିଜର ୨୧ତମ ଜନ୍ମଦିନ ପାଳିଛନ୍ତି। ଅନନ୍ୟା ବଲିଉଡ୍‌ରେ ସବୁଠାରୁ କମ୍‌ ବୟସ୍କା ଅଭିନେତ୍ରୀ ହୋଇଥିବା ବେଳେ ପ୍ରାୟ...

ବୟଫ୍ରେଣ୍ଡ୍‌ଙ୍କ ଜନ୍ମଦିନ ପାର୍ଟିରେ ଶ୍ରଦ୍ଧା ପିନ୍ଧିଲେ ୪ ଲକ୍ଷ ୩୦ ହଜାର ଟଙ୍କାର ମିନି ଡ୍ରେସ୍‌

ମୁମ୍ବାଇ,୭।୩: ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୁବେଳେ ନିଜ ଲୁକସ୍‌ ନେଇ ଚର୍ଚ୍ଚାରେ ରହିଥାନ୍ତି। ଏବେ ନିଜ ବୟଫ୍ରେଣ୍ଡ୍‌ ରୋହନ ଶ୍ରେଷ୍ଠଙ୍କ ଜନ୍ମ ଦିନ ପାର୍ଟିରେ...

ଧନୀ ମନ୍ଦିରଗୁଡ଼ିକ ସୁନା ଦାନ କରନ୍ତୁ କହି ଟ୍ରୋଲ୍‌ ହେଲେ ଫିଲ୍ମନିର୍ମାତା

ବମ୍ବେ: ସାରା ବିଶ୍ୱ ଏବେ କରୋନା କବଳରେ। ପ୍ରତ୍ୟେହ ହଜାର ହଜାର ସଂଖ୍ୟାରେ ଲୋକ ଏଥିରେ ପ୍ରାଣ ହରାଉଛନ୍ତି। ଭାରତରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ...

Advertisement
Archives

Model This Week