Posted inଜାତୀୟ

ବର କନ୍ୟା ସହ ଫଟୋ ଉଠାଇ ଟଙ୍କା ବ୍ୟାଗ୍‌ ଧରି ଛୁ

ଗ୍ବାଲିୟର(ମଧ୍ୟପ୍ରଦେଶ),୧୩।୨: ଜଣେ ଚୋର ଷ୍ଟେଜରେ ଚଢ଼ି ବର କନ୍ୟାଙ୍କ ସହ ନିକଟ ସମ୍ପର୍କୀୟଙ୍କ ଭଳି ଫଟୋ ଉଠାଇଥିଲେ। ତା’ ପରେ ଟଙ୍କା ଓ ଗହଣା ବ୍ୟାଗ ନେଇ ଚମ୍ପଟ ମାରିଥିଲେ। ଏଭଳି ଘଟଣା ସାମ୍ନାକୁ ଆସିଛି ମଧ୍ୟପ୍ରଦେଶ ଗ୍ବାଲିୟର ସହରରୁ।

ଭାଇରାଲ ଭିଡିଓରେ ଅଭିଯୁକ୍ତ କଳା ପୋଷକ ଓ ମାସ୍କ ପିନ୍ଧିଛନ୍ତି। ସେ ସୁନା ଗହଣା ବ୍ୟାଗ ଧରି ବିନା କୌଣସି ବାଧାରେ ବିବାହ କାର୍ଯ୍ୟକ୍ରମରୁ ଚାଲି ଯାଇଥିବା ଦେଖିବାକୁ ମିଳୁଛି।

ଅଭିଯୋଗକାରୀ ହର୍ଶା ବଂସଲ କହିଥିଲେ, ସେ ବର କନ୍ୟାଙ୍କ ପାଖକୁ ଯାଇ ଫଟୋ ଉଠାଇବା ପାଇଁ ସେମାନଙ୍କ ପଛ ପଟେ ବ୍ୟାଗ ରଖିଥିଲେ। ସେଥିରେ ୧ ଲକ୍ଷ ଟଙ୍କା ଓ ୨ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଥିଲା। ଚୋରି ହୋଇଥିବା ସମସ୍ତ ସୁନାଗହଳା ବର କନ୍ୟାଙ୍କର ଥିଲା ବୋଲି ସେ ଅଭିଯୋଗରେ ଦର୍ଶାଇଛନ୍ତି। ଅନ୍ୟପକ୍ଷରେ ମ୍ୟାରେଜ ହଲ ଓ ଆଖପାଖ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜକୁ ଆଧାର କରି ଅଭିଯୁକ୍ତଙ୍କ ପରିଚୟ ଖୋଜା ଚାଲିଛି ବୋଲି ଏଏସ୍‌ପି ରାଜେଶ ଦାନଦୋତିୟା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥମୁଛି କରୋନା, ସକ୍ରିୟ ମାମଲା ୦.୦୧ ପ୍ରତିଶତ…

ନୂଆଦିଲ୍ଲୀ, ୨୯।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୫ ହଜାର...

ନାମାଙ୍କନ ଦାଖଲ ପରେ ମମତାଙ୍କ ଉପରେ ଆକ୍ରମଣ

ନନ୍ଦିଗ୍ରାମ,୧୦।୩ : ନନ୍ଦିଗ୍ରାମ ଆସନ ପାଇଁ ନାମାଙ୍କନ ଦାଖଲ କରିବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଏହି...

ମୋବାଇଲ୍‌ ସ୍କ୍ରିନ୍‌ ଦ୍ୱାରା ବି ବ୍ୟାପିପାରେ କରୋନା ଭୂତାଣୁ !

ନୂଆଦିଲ୍ଲୀ,୪।୩ : କରୋନା ସଂକ୍ରମଣ ନେଇ ଏବେ ପୃଥିବୀ ସାରା ଆତଙ୍କ ଖେଳି ଯାଇଛି। ଏଥିରୁ ଦୂରେଇ ରହିବା ପାଇଁ ବିଭିନ୍ନ ଉପାୟ ସମ୍ପର୍କରେ ଚିକିତ୍ସକ...

ଡ୍ରମରୁ ଗହମ ବାହାର କରୁଥିଲେ ମହିଳା, ଗହମ ବଦଳରେ ବାହାରିଲା…

ଲକ୍ଷ୍ନୌ,୧୨ା୯: ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀ ଜିଲାର ଫୁଲବାହାର ଥାନା ଅଞ୍ଚଳର ଜଣେ ମହିଳା ଘରେ ଥିବା ଡ୍ରମରୁ ଗହମ ବାହାର କରୁଥିଲେ। ଏଥିରୁ ଗହମ ବାହାରିବା...

ପୁଣି ରେକର୍ଡ ଭାଙ୍ଗିଲା କରୋନା: ଗୋଟିଏ ଦିନରେ ୮୩ ହଜାରରୁ ଅଧିକ ନୂଆ ଆକ୍ରାନ୍ତ, ୧୦୯୬ ମୃତ

ନୂଆଦିଲ୍ଲୀ,୪।୯: ଦେଶରେ ମହାମାରୀ କରୋନା ସଙ୍କଟ ଜାରି ରହିଛି। ଗତ ୨୪ ଘଣ୍ଟାରେ ଦେଶରେ ରେକର୍ଡ ୮୩ ହଜାର ୩୪୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ...

ସମୟ ଥିଲା ଭାଜପାରେ ଥିଲେ ମମତା, ବାଜପେୟୀଙ୍କ ଏହି ଜିଦ୍‌ ଆଗରେ ହାର୍‌ ମାନି ହୋଇଥିଲେ ମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗତ ୧୦ ବର୍ଷ ଧରି ପଶ୍ଚିମବଙ୍ଗରେ କ୍ଷମତାରେ ଅଛନ୍ତି। ୨୦୧୧ରେ ବାମପନ୍ଥୀ ଦଳକୁ କ୍ଷମତାରୁ ହଟାଇ ମମତା ବାନାର୍ଜୀ ଦୁଇଥର ରାଜ୍ୟର...

ଖୁସି ଖବର: ଦେଶରେ କମୁଛି ସଂକ୍ରମଣ ହାର, ଏସବୁ ୭ ରାଜ୍ୟରେ ଏବେ ବି ସ୍ଥିତି ଅସମ୍ଭାଳ

ନୂଆଦିଲ୍ଲୀ, ୨୯।୮: ଦେଶରେ କରୋନା ସଂକ୍ରମଣ ହାର ଗତ ୧୩ ଦିନ ମଧ୍ୟରେ କମିବାରେ ଲାଗିଛି। ଅଗଷ୍ଟ ୧୪ରୁ ୨୭ ମଧ୍ୟରେ ଦେଶରେ କରୋନା ସଂକ୍ରମଣ...

କ’ଣ ହେଲା ଶସ୍ତା-ମହଙ୍ଗା…

ନୂଆଦିଲ୍ଲୀ,୧।୨ : ୨୦୨୩ ବଜେଟରେ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିଭିନ୍ନ କ୍ଷେତ୍ର ସମ୍ବନ୍ଧରେ ବଜେଟରେ ଅନେକ ଘୋଷଣା କରିଛନ୍ତି। କିନ୍ତୁ ସାଧାରଣ ଲୋକ...

Advertisement
Archives

Model This Week