Posted inଜାତୀୟ

‘ଭାଲେନଟାଇନ୍ସ ଡେ’ରେ ପାର୍କରେ ବୁଲିଲେ ଗୋଡ଼ ଭାଙ୍ଗିଦେବୁ’

ଭୋପାଳ,୧୩।୨: ପାର୍କରେ ଭାଲେନଟାଇନ୍ସ ଡେ’ ପାଳୁଥିବା ଦେଖିଲେ, ପ୍ରେମୀ ଯୁଗଳଙ୍କ ଗୋଡ଼ ବାଡେଇ ଭାଙ୍ଗି ଦେବୁ। ମଧ୍ୟପ୍ରଦେଶର ଭୋପାଳରେ ପ୍ରେମୀ ଯୁଗଳଙ୍କ ପାଇଁ ଏଭଳି ଚେତାବନୀ ଜାରି କରିଛନ୍ତି ଶିବା ସେନା କର୍ମୀ। ଏ ନେଇ କାଳିକା ଶକ୍ତି ପୀଠ ମନ୍ଦିରରେ ଶିବ ସେନା କର୍ମୀମାନେ ରବିବାର ଲାଠି ପୂଜା କରିଛନ୍ତି।

ଦଳ ପକ୍ଷରୁ ଆୟୋଜିତ ଡେମୋନଷ୍ଟ୍ରେଶନ ବେଳେ କୁହାଯାଇଛି, ଆମେ ଭୋପାଳର ବିଭିନ୍ନ ଅଞ୍ଚଳରେ ଥିବା ପାର୍କରେ ବାଡି ଧରି ପାଶ୍ଚାତ୍ୟ ପରାମ୍ପରା ପାଳନକୁ ବିରୋଧ କରିବୁ। ଯଦି କାହାକୁ ପାଳନ କରୁଥିବା ଦେଖିବୁ, ତେବେ ସେହି ସ୍ଥାନରେ ସେମାନଙ୍କ ବିବାହ କରେଇବୁ। ସେଠାରୁ ବାଜା ବଜାଇ ପ୍ରୋଶେସନରେ ନେବୁ।
ଅନ୍ୟପକ୍ଷରେ ଶିବ ସେନା ପକ୍ଷରୁ ପବ୍ସ, ରେଷ୍ଟୁରାଣ୍ଟ ଓ ହୋଟେଲ ପରିଚାଳକଙ୍କୁ ଭାଲେନଟାଇନ୍ସ ଡେ’ ପାଇଁ କୌଣସି ଇଭେଣ୍ଟ ଆୟୋଜନ ନ କରିବାକୁ ଚେତବାନୀ ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କର୍ନାଟକରେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ କରିବାବୁ ଦାବି କଲା କଂଗ୍ରେସ

ବେଙ୍ଗାଲୁରୁ,୧୮।୫: କର୍ନାଟକରେ କଂଗ୍ରେସ ବିଧାୟକ ଜି ପରମେଶ୍ୱର ଗୁରୁବାର ଦଳର ପ୍ରତିନିଧି ଭାବେ ରାଜଭବନ ଯାଇ ରାଜ୍ୟପାଳ ଥାଭାରଚନ୍ଦ ଗହଲୋଟଙ୍କୁ ସାକ୍ଷାତ୍‌ କରିଛନ୍ତି। ବିଧାନସଭା ନିର୍ବାଚନରେ...

ସେବିର ପ୍ରଥମ ମହିଳା ଅଧ୍ୟକ୍ଷ ହେଲେ ମାଧବୀ ପୁରୀ

ନୂଆଦିଲ୍ଲୀ,୨୮।୨: କେନ୍ଦ୍ର ସରକାର ମାଧବୀ ପୁରୀ ବୁଚଙ୍କୁ ସିକ୍ୟୁରିଟୀ ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ ଇଣ୍ଡିଆର ନୂଆ ଅଧ୍ୟକ୍ଷ ଭାବେ ସୋମବାର ନିଯୁକ୍ତ କରିଛନ୍ତି। ଏଥିସହ...

ଇଡି ସମନ ବିରୋଧରେ କବିତାଙ୍କ ଆବେଦନ ଖାରଜ

ନୂଆଦିଲ୍ଲୀ,୨୭ା୩: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା ସହ ସମ୍ପୃକ୍ତ ମନିଲଣ୍ଡରିଂ ଅଭିଯୋଗର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ସମନକୁ ଚ୍ୟାଲେଞ୍ଜ କରି ଭାରତ ରାଷ୍ଟ୍ର ସମିତି...

ଦେଶକୁ ନୁହେଁ, ଆଇନକୁ ବିରୋଧ

ନୂଆଦିଲ୍ଲୀ,୧୯।୧୨(ପି.ଟି.): ବିବାଦୀୟ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଏବଂ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ବିରୋଧୀ ବିକ୍ଷୋଭ ଥମିବାର ନଁା ନେଉନାହିଁ। ଦିଲ୍ଲୀ ଜାମିଆ ମିଲିଆ ଇସ୍‌ଲାମିଆ...

ଜିଏସ୍‌ଟି ଯୋଗୁ ୫ ଲକ୍ଷ କୋଟିରୁ ଅଧିକ ରାଜକୋଷରେ ଜମା ହୋଇଛି: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧୬।୭: ଜିଏସ୍‌ଟି ଯୋଗୁ କେନ୍ଦ୍ରୀୟ ରାଜକୋଷରେ ୫ ଲକ୍ଷ କୋଟିରୁ ଅଧିକ ଟଙ୍କା ଜମା ହୋଇଛି। ଏନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ଲୋକ ସଭାରେ...

ଚଳନ୍ତା ଟ୍ରେନ୍‌ରୁ ଖସିପଡିଲେ ୩ ଯାତ୍ରୀ

ମୁମ୍ବାଇ, ୩।୭: ମୁମ୍ବାଇ ଲୋକାଲ୍‌ ଟ୍ରେନରେ ଏକ ଦୁର୍ଘଟଣା ଘଟିଛି। ଚଳନ୍ତା ଟେନରୁ ଖସି ପଡି ୩ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ତୁରନ୍ତ...

କୃଷି ଆଇନ ବିରୋଧରେ କୃଷକଙ୍କ ଭାରତ ବନ୍ଦ ଡାକରା, ୧୦ ମାସ ପୂରଣ ହେଲେ କରିବେ ଶକ୍ତି ପ୍ରଦର୍ଶନ

ନୂଆଦିଲ୍ଲୀ,୨୭ ।୯: କେନ୍ଦ୍ର ସରକାରଙ୍କ ୩ ନୂଆ କୃଷି ଆଇନକୁ ବିରୋଧ କରି ସୋମବାର ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି...

ନାମାଙ୍କନପତ୍ର ଦାଖଲ କଲେ ଯଶଓ୍ବନ୍ତ ସିହ୍ନା

ନୂଆଦିଲ୍ଲୀ,୨୭।୮: ଜୁଲାଇ ୧୮ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀ ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନା ସୋମବାର ନାମାଙ୍କନପତ୍ର ଦାଖଲ କରିଛନ୍ତି। ସିହ୍ନାଙ୍କ ନାମାଙ୍କନପତ୍ର ଦାଖଲ...

Advertisement
Archives

Model This Week