ଆଜି ୨୨ ଜୀବନ ନେଲା କରୋନା
ଭୁବନେଶ୍ବର,୧୫।୨:ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ଥମିବାର ନାଁ ନେଉନାହିଁ। ମଙ୍ଗଳବାର କରୋନା ୨୨ ଜଣଙ୍କ ଜୀବନ ନେଇଛି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୮୯୨୬କୁ ବୃଦ୍ଧି…
କମୁଛି ସଂକ୍ରମଣ
ନୂଆଦିଲ୍ଲୀ,୧୫।୨: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ କମୁଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୭ ହଜାର ୪୦୯ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏଥିସହ ୩୪୭ ଜଣଙ୍କ ମୃତ୍ୟୁ ଘଟିଛି।…
ଜନ୍ମଦିନରେ ଗରମ ସାମ୍ବରରେ ପଡ଼ି ପ୍ରାଣ ହରାଇଲେ
ହାଇଦ୍ରାବାଦ୍,୧୫।୨: ଆନ୍ଧ୍ରପ୍ରଦେଶରେ ଗତ ରବିବାର ଏକ ଦୁଃଖଦ ଘଟଣା ଘଟିଛି। ଗରମ ସାମ୍ବର ରଖାଯାଇଥିବା ପାତ୍ରରେ ପଡ଼ି ପ୍ରାଣ ହରାଇଛନ୍ତି ଦୁଇ ବର୍ଷୀୟା ଝିଅ। ଏଭଳି ଘଟଣା ଆନ୍ଧ୍ର ପ୍ରଦେଶର କ୍ରିଷ୍ଣା ଜିଲାର କାଲାଗାରା ଗାଁରେ ଘଟିଛି। ଶିଶୁକନ୍ୟାଙ୍କୁ ହସ୍ପିଟାଲ ନିଆଯାଇଥିଲା…
ସରକାରଙ୍କୁ ସମର୍ଥନ କରିବାରୁ ନିଲମ୍ବିତ ହେବେ ୫ ବିଧାୟକ
ଗୁଆହାଟୀ,୧୫।୨: ମେଘାଳୟର ଭାଜପା ସମର୍ଥତ୍ତ ସରକାରରେ ଯୋଗଦେଇଥିବା ୫ କଂଗ୍ରେସ ବିଧାୟକ ଦଳରୁ ନିଲମ୍ବନ ହେବେ। ମେଘାଳୟ କଂଗ୍ରେସ ସଭାପତି ଭିନ୍ସେଣ୍ଟ ଏଚ୍. ପାଲା ସେମାନଙ୍କୁ ନିଲମ୍ବନ କରାଯିବା ଲାଗି ଏଆଇସିସିକୁ ସୁପାରିସ କରିଛନ୍ତି। ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ପଠାଯିବ…
ରାଜ୍ୟରେ ଖସୁଛି କରୋନା ଗ୍ରାଫ୍
ଭୁବନେଶ୍ବର,୧୫।୨: ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୯୨୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। କେବଳ ଖୋଦ୍ଧର୍ର୍ା ଜଲାକୁ ବାଦ ଦେଲେ…
ଫେସ୍ବୁକ୍ ପୋଷ୍ଟ ମାଧ୍ୟମରେ ସମ୍ଭାବ୍ୟ ଯୁଦ୍ଧ ତାରିଖ କହିଲେ ୟୁକ୍ରେନ୍ ରାଷ୍ଟ୍ରପତି
କ୍ୱିଭ୍,୧୫।୨: ୟୁକ୍ରେନ ସଙ୍କଟ ଧୀରେ ଧୀରେ ବଢିବାରେ ଲାଗିଛି। ୟୁକ୍ରେନକୁ ଘେଣିବା ପାଇଁ ରୁଷିଆ ଆକ୍ରମଣ ପାଇଁ ୧.୩୦ଲକ୍ଷ ସେନ୍ୟ ଓ ମିସାଇଲ ପ୍ରସ୍ତୁତ କରି ରଖିଛି। ଏହି ସମୟ ମଧ୍ୟରେ ୟୁକ୍ରେନର ରାଷ୍ଟ୍ରପତି ଭ୍ଲାଦିମିର ଜେଲେନସ୍କି ତାଙ୍କର ଏକ ଫେସବୁକ…
ୟୁନିଫର୍ମ ରଙ୍ଗର ହିଜାବ ପିନ୍ଧିବାକୁ ଅନୁମତି ଦିଆଯାଉ
ବାଙ୍ଗାଲୁରୁ,୧୫।୨: କେନ୍ଦ୍ରୀୟ ବିଦ୍ୟାଳୟରେ ମୁସଲିମ ଛାତ୍ରୀଙ୍କୁ ସ୍କୁଲ ୟୁନିଫର୍ମ ସହ ମ୍ୟାଚ୍ କରୁଥିବା ରଙ୍ଗର ହେଡ୍ସ୍କାର୍ଫ ପିନ୍ଧିବାକୁ ବିକଳ୍ପ ଦିଆଯାଇଛି। ଏହାକୁ ଆଧାର କରି ସମାନ ଅନୁମତି ଦେବାକୁ କର୍ନାଟକ ହାଇକୋର୍ଟରେ ସରକାରୀ ଶିକ୍ଷାନୁଷ୍ଠାନରେ ହିଜାବ ପ୍ରତିବନ୍ଧକ ବିରୋଧରେ ଆବେଦନକାରୀଙ୍କ ପାଇଁ…
ଶେଷ ହେଲା କରୋନାର ତୃତୀୟ ଲହର!
ନୂଆଦିଲ୍ଲୀ,୧୫ ।୨: ଦେଶରେ କରୋନା ମହାମାରୀର ତୃତୀୟ ଲହର କମିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୭,୪୦୯ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଲଗାତାର ତୃତୀୟ ଦିନରେ ସଂକ୍ରମଣ ସଂଖ୍ୟା ୫୦ ହଜାର ତଳେ ରହିଛି ।…
ପୌର ନିର୍ବାଚନ ପୋଛିନେଲା ଟିଏମ୍ସି
କୋଲକାତା,୧୪।୨: କୋଲକାତା ପରେ ପଶ୍ଚିମବଙ୍ଗର ବିଧାନନଗର, ସିଲିଗୁଡ଼ି, ଆସାନସୋଲ ଏବଂ ଚାନ୍ଦେରନାଗୋରେ ପୌର ନିଗମ ନିର୍ବାଚନ ଜିତିନେଇଛି ତୃଣମୂଳ କଂଗ୍ରେସ(ଟିଏମ୍ସି)। ସିଲିଗୁଡ଼ି ଏବଂ ଆସାନସୋଲରେ ଭାଜପା ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ବିଧାନନଗର ଏବଂ ଚାନ୍ଦେରନାଗୋରେ ପୌର ନିଗମରେ ବାମ ସାମ୍ମୁଖ୍ୟ…
ସବୁ ଅଫିସ୍ରେ ଥାନ୍ତି ଏଭଳି କିଛି ଲୋକେ, ଭିଡିଓ ଦେଖିଲେ…
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…
ଟେକା ମାଡ଼ରେ ଭାଜପା ପ୍ରାର୍ଥୀ ଗୁରୁତର
ଚଣ୍ଡିଗଡ଼,୧୫।୨: ପୂର୍ବତନ ପ୍ରଶାସନିକ ଅଧିକାରୀ ତଥା ପଞ୍ଜାବ ଗିଲ୍ ନିର୍ବାଚନ ମଣ୍ଡଳୀର ଭାଜପା ପ୍ରାର୍ଥୀ ସୁଚାରାମ ଲାଧାରଙ୍କ କାରକୁ କିଛି ଦୁର୍ବୃତ୍ତ ଆକ୍ରମଣ କରିଛନ୍ତି। ଫଳରେ ସେ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସୁଚାରାମ ଲୁଧିଆନାର ଏକ ଗ୍ରାମରେ…
ସେନାର ଶକ୍ତି ବୃଦ୍ଧି କରୁଛି ଚାଇନା
ବେଜିଂ,୧୫ ।୨: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଚାଇନାର ସାମରିକ ଶକ୍ତି ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେ ସାମରିକ ଉପକରଣର ଯୁଦ୍ଧ ପରୀକ୍ଷଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ ଅନୁସାରେ ଚାଇନା ସେନା ଯୁଦ୍ଧ ସମ୍ବନ୍ଧୀୟ…

