Home Left

ଆନ୍ଦୋଳନକାରୀ ଚାଷୀଙ୍କ ଉପରେ ଗାଡି ଚଢାଇଦେଲେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ: ୪ ଜୀବନ ଚାଲିଗଲା

ଲକ୍ଷ୍ନୌ,୩।୧୦: ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରୀର ତିକୁନିଆ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆନ୍ଦୋଳନକାରୀ ଚାଷୀଙ୍କ ଉପରେ ଗାଡି ଚଢାଇଦେଇଛନ୍ତି ଜଣେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ। ଏହି ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ୮ ଜଣ ଚାଷୀ ଗୁରୁତର…

‘ଗୋଟିଏ ବି ଓ୍ବାର୍ଡରେ ହାରିନି’

କୋଲକାତା,୩।୧୦: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭବାନୀପୁର ଉପ ନିର୍ବାଚନରେ ବୃହତ୍‌ ବିଜୟ ହାସଲ କରିଛନ୍ତି। ଭାଜପା ପ୍ରତିଦ୍ୱନ୍ଦ୍ୱୀ ପ୍ରିୟଙ୍କା ତିବ୍ରଓ୍ବୋଲଙ୍କୁ ୫୮,୮୩୨ ଭୋଟରେ ହରାଇ ପାରମ୍ପରିକ ଆସନକୁ ହାତେଇ ନେଇଛନ୍ତି ତୃଣମୂଳକ କଂଗ୍ରେସ (ଟିଏମ୍‌ସି)ର ସୁପ୍ରିମୋ ମମତା। ବିଜୟ ପରେ…

ଲାଇଗର ସହ ଖେଳୁଛନ୍ତି

ଦୁବାଇ,୩।୧୦: ଇନ୍‌ଷ୍ଟାଗ୍ରାମରେ ଏକ ଦୁଃସାହସିକ ଭିଡିଓ ଶେୟାର କରିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂ (ଯୁବି)। ନିକଟରେ ସାଙ୍ଗମାନଙ୍କ ସହ ଦୁବାଇର ‘ଫେମ ପାର୍କ’ ଗସ୍ତ କରିଥିବା ଯୁବି ଏକ ଲାଇଗର (ଅଣ୍ଡିରା ସିଂହ ଓ ମାଇ ବାଘର ହାଇବ୍ରିଡ୍‌…

ପିପିଲିରେ ନାଚିଲେଣି

ପୁରୀ ଅଫିସ,୩ା୧୦: ପିପିଲି ଉପ ନିର୍ବାଚନ ଭୋଟ ଗଣତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ୨୪ ରାଉଣ୍ଡ ଗଣତି ସୁଦ୍ଧା ବିଜେଡିର ରୁଦ୍ର ପ୍ରତାପ ମହାରଥୀ ଆଗୁଆ ରହିଛନ୍ତି। ରୁଦ୍ର ୯୨,୮୧୦ ଭୋଟ ପାଇଥିବା ବେଳେ ଭାଜପାର ଆଶ୍ରିତ ପଟ୍ଟନାୟକ ୭୨,୩୨୧ ଭୋଟ…

ପୁଣି ରାଗିକି ନିଆଁବାଣ ହେଲେ ସିଦ୍ଧୁ

ଚଣ୍ଡିଗଡ,୩।୧୦: କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ରବିବାର ପଞ୍ଜାବ ଡିଜିପି ଏବଂ ଏଜିଙ୍କୁ ହଟାଇବାକୁ ଦାବି କରିଛନ୍ତି। ସିଦ୍ଧୁ କହିଛନ୍ତି ଯେ, ଯଦି ଏମାନଙ୍କୁ ବଦଳା ନ ଯିବ ତେବେ ଆମ ପାଖରେ କୌଣସି ଚେହେରା ରହିବ ନାହିଁ। ସୂଚନାଯୋଗ୍ୟ,…

ପିତାଙ୍କୁ ହରାଇଲେ ବଲିଉଡ ଅଭିନେତା

ନୂଆଦିଲ୍ଲୀ,୩।୧୦: ବଲିଉଡ଼ ଅଭିନେତା ମନୋଜ ବାଜପେୟୀଙ୍କ ବାପା ରାଧାକାନ୍ତ ବାଜପେୟୀଙ୍କ ରବିବାର ପରଲୋକ ହୋଇଯାଇଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ୮୩ ବର୍ଷ ବୟସରେ ଦିଲ୍ଲୀର ଏକ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଆର୍‌ କେ…

ପୁରୁଣା ଦଳକୁ ଛେଚିଲେ ମ୍ୟାକ୍ସଓ୍ବେଲ

ଶାରଜା,୩।୧୦: ଚଳିତ ଆଇପିଏଲ ସିଜନରେ ଶାରଜା ଗ୍ରାଉଣ୍ଡରେ ଅନ୍ୟ ଦଳମାନେ ୧୪୦ ରନ୍‌ ପାରୁ ନ ଥିବା ବେଳେ କିଙ୍ଗ୍ସ ପଞ୍ଜାବ ବିପକ୍ଷ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଧାର୍ଯ୍ୟ ୨୦ ଓଭରରେ ୭ ଉଇକେଟ ହରାଇ ୧୬୪ ରନ୍‌…

ପଦାରେ ପଡିଲା ଭାଇ-ଭାଇ କଳି

ପାଟନା,୩।୧୦: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତଥା ଆରଜେଡି ନେତା ତେଜ ପ୍ରତାପଙ୍କ ବିବାଦୀୟ ବିବୃତ୍ତି ପରେ ସାନ ପୁଅ ତେଜସ୍ବୀ ଯାଦବ ଏହାର ପ୍ରତିଶୋଧ ନେଇଛନ୍ତି। ତେଜସ୍ବୀ କହିଛନ୍ତି ଯେ ତାଙ୍କ ପିତା ଲାଲୁ ପ୍ରସାଦଙ୍କ…

ହାତୀ ଉପଦ୍ରବ, ଲୋକେ ଆତଙ୍କିତ

କେନ୍ଦୁଝର,୩ା୧୦(ସ୍ବ.ପ୍ର.): କେନ୍ଦୁଝର ବନଖଣ୍ଡ ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ବାଲିବନ୍ଧ ସେକ୍ସନର ବିଭିନ୍ନ ଜଙ୍ଗଲରେ ୬୦ ଟି ହାତୀ ବୁଲୁଥିବାରୁ ସ୍ଥାନୀୟ ଅଞ୍ଚଳର ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ହାତୀପଲ ଦିନରେ ଜଙ୍ଗଲରେ ଲୁଚି ରହୁଛନ୍ତି ଓ ରାତି ହେଲେ ବାହାରକୁ ବାହାରି ଉପଦ୍ରବ…

‘ମୁଁ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌’

କୋଲକାତା,୩।୧୦: ପଶ୍ଚିମବଙ୍ଗର ଭବାନୀପୁର ବିଧାନସଭା ଉପନିର୍ବାଚନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରେକର୍ଡ ବିଜୟ ହାସଲ କରିଛନ୍ତି। ସେ ନିକଟତମ ପ୍ରତିଦ୍ୱନ୍ଦୀ ଭାଜପାର ପ୍ରିୟଙ୍କା ଟିବ୍ରଓ୍ବୋଲଙ୍କୁ ୫୮୦୦୦ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ଏହି ପରାଜୟ ପରେ ଟିବ୍ରଓ୍ବୋଲ କହିଛନ୍ତି, ଏହି ମୁକାବିଲାରେ…

ଏହିସବୁ ଅଭିନେତ୍ରୀ କରୁଥିଲେ ଡ୍ରଗ୍ସ କାରବାର

ମୁମ୍ବାଇ: ମୁମ୍ବାଇରୁ ଗୋଆ ଯାଉଥିବା କ୍ରୁଜ୍‌ ଶିପ୍‌ରେ ଡ୍ରଗ୍ସ ପାର୍ଟି ଚାଲିଥିବା ଖବର ଏବେ ଚର୍ଚ୍ଚାରେ ରହିଛି। ଏଥିରେ ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନଙ୍କ ନାଁ ସାମିଲ ଥିବାରୁ ପଚରାଉଚରା କରିବା ପରେ ରବିବାର ଏନ୍‌ସିବି ତାଙ୍କୁ ଗିରଫ କରିଛି। ଡ୍ରଗ୍ସ…

ପ୍ରକୃତି କୋଳରେ ସମୟ କାଟିଲେ ଜାହ୍ନବୀ

ମୁମ୍ବାଇ: ବଲିଉଡ୍ ନାୟିକା ଜାହ୍ନବୀ କପୁର ବୁଲାବୁଲି କରିବାକୁ ବେଶ୍ ପସନ୍ଦ କରନ୍ତି । ଟିକେ ସମୟ ମିଳିଲେ ସେ କୁଆଡେ ନା କୁଆଡେ ବୁଲିବାକୁ ବାହାରି ପଡନ୍ତି । ଏଥର ୱିକଏଣ୍ଡରେ ଜାହ୍ନବୀ ସାଙ୍ଗମାନଙ୍କ ସହ ଏକାଠି ଜଙ୍ଗଲ ଭିତରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri