ସଫେଇ ଦେଲେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ
ଲକ୍ଷ୍ନୌ,୪।୧୦ : ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରି ଜିଲାରେ ରବିବାର ସ୍ବରାଷ୍ଟ୍ର ରାଜ୍ୟମନ୍ତ୍ରୀ ଅଜୟ କୁମାର ମିଶ୍ରାଙ୍କ ସହ ଆସିଥିବା କାର୍ ଆନ୍ଦୋଳନରତ କୃଷକଙ୍କ ଉପରେ ମାଡ଼ି ଯାଇଥିଲା। ଏହି ଦୁର୍ଘଟଣାରେ ୨ ଚାଷୀଙ୍କ ମୃତ୍ୟୁ ହେବା ପରେ ଆନ୍ଦୋଳନକାରୀମାନେ ପୋଡ଼ାଜଳା କରିଥିଲେ।…
ବାପା, ଝିଅ ନିଖୋଜ
ସମ୍ବଲପୁର ଅଫିସ,୪।୧୦: ସମ୍ବଲପୁର ଜିଲା ଦଲେଇଗଡ଼ା ମହାନଦୀ ଘାଟରେ ଗାଧୋଇବାକୁ ଯାଇ ବାପ, ପୁଅ ଓ ଝିଅ ଭାସି ଯାଇଥିଲେ। ସ୍ଥାନୀୟ ଲୋକଙ୍କ ସହ ଅଗ୍ନିଶମ ବାହିନୀ ବହୁ ଖୋଜାଖୋଜି ପରେ ପୁଅଙ୍କୁ ଉଦ୍ଧାର କରିଛନ୍ତି। ଉଦ୍ଧାର ପୁଅଙ୍କୁ ଜିଲା ମୁଖ୍ୟ…
ବଡ଼ ପରିବର୍ତ୍ତନ ସହ ଓହ୍ଲାଇଲା ସିଏସ୍କେ
ଦୁବାଇ,୪।୧୦ : ସୋମବାର ଦୁବାଇରେ ଖେଳାଯିବାକୁ ଥିବା ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍ରେ ବଡ଼ ପରିବର୍ତ୍ତନ ସହ ଓହ୍ଲାଇଛି ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ)। ସିଏସ୍କେ ଦଳର ଅନ୍ୟତମ ପୁରୁଣା ସଦସ୍ୟ ସୁରେଶ ରାଇନାଙ୍କୁ ବାଦ୍ ଦିଆଯାଇଛି। ତାଙ୍କ ବଦଳରେ ସିଏସ୍କେ…
ଆର୍ୟନଙ୍କ ସହ ଗିରଫ ହୋଇଥିବା ଯୁବତୀ ଜଣକ କିଏ…
ମୁମ୍ବାଇ: ଡ୍ରଗ୍ସ ମାମଲାରେ ବଲିଉଡ୍ ଷ୍ଟାର ଶାହାରୁଖ୍ ଖାନ୍ଙ୍କ ପୁଅ ଆର୍ୟନ ଖାନ୍ଙ୍କୁ ଏନ୍ସିବି ରବିବାର ଗିରଫ କରିଥିଲା। ହେଲେ ଏନ୍ସିବି ଆର୍ୟନଙ୍କ ସହ ତାଙ୍କର ଅନ୍ୟ ସାଥୀଙ୍କୁ ମଧ୍ୟ ଏହି ଘଟଣାରେ ଗିରଫ କରିଛି। ତେବେ ସେମାନଙ୍କ ମଧ୍ୟରେ ଥିବା…
ମହାନଦୀରେ ଭାସିଗଲେ ବାପ, ପୁଅ, ଝିଅ
ସମ୍ବଲପୁର ଅଫିସ,୪।୧୦: ସମ୍ବଲପୁର ଜିଲା ଦଲେଇଗଡ଼ା ମହାନଦୀ ଘାଟରେ ସୋମବାର ଏକ ଅଘଟଣ ଘଟିଛି। ଗାଧୋଇବାକୁ ଯାଇ ବାପ, ପୁଅ ଓ ଝିଅ ଭାସି ଯାଇଛନ୍ତି। ସ୍ଥାନୀୟ ଲୋକଙ୍କ ସହ ଅଗ୍ନିଶମ ବାହିନୀ ଖୋଜାଖୋଜି କରିଥିଲେ। ହେଲେ ତାଙ୍କର କୌଣସି ପତ୍ତା…
୧୨ରୁ ୧୪ କୋଟି ଟଙ୍କାରେ ବିକ୍ରି ହୋଇପାରନ୍ତି ଏହି ଖେଳାଳି
ନୂଆଦିଲ୍ଲୀ,୪।୧୦ : ଚଳିତ ଆଇପିଏଲ ସିଜନର ପ୍ରଥମ ଫେଜରେ ୭ମ ସ୍ଥାନରେ ଥିବା କୋଲକାତା ନାଇଟ୍ ରାଇଡର୍ସ (କେକେଆର) ଏବେ ପ୍ଲେ-ଅପ୍ ଲାଗି ଯୋଗ୍ୟତା ହାସଲ କରିବା ନିକଟତର ହୋଇପାରିଛି। ଦ୍ୱିତୀୟ ଫେଜରେ ଦଳ ଭଲ ପ୍ରଦର୍ଶନ କରିଛି। ଦଳର ଏଭଳି…
ବ୍ୟାନର ପାଇଁ ଗଲା ଛାତ୍ରଙ୍କ ଜୀବନ
ବଡ଼ବିଲ, ୪।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲସ୍ଥିତ ଆଇଟିଆଇରେ ଏକ ବ୍ୟାନର ବାନ୍ଧିବା ବେଳେ ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଛାତ୍ର ଗୁରୁତର ଅଛନ୍ତି। ମୃତକ ଛାତ୍ର ହେଲେ ମୟୂରଭଞ୍ଜ ଜିଲା ରରୁଆଁ…
ଆର୍ୟନଙ୍କ ଫୋନରୁ ମିଳିଲା ଆପତ୍ତିଜନକ ଫଟୋ
ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଶନିବାର ମୁମ୍ବାଇରେ ଚାଲିଥିବା ଏକ ହାଇ ପ୍ରୋଫାଇଲ ରେଭ ପାର୍ଟି ଉପରେ ଚଢାଉ କରି ୮ ଜଣଙ୍କୁ ଗିରଫ କରିଥିଲା। ଏଥିରେ ସାମିଲ ଥିଲେ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ୟନ। ସୋମବାର ଏହି ମାମଲାର…
ବିଶ୍ୱରେକର୍ଡ କଲେ ବାବର ଆଜମ, ୧୬ ବର୍ଷ ବଡ ଗେଲ, କୋହଲିଙ୍କୁ ପଛରେ ପକାଇଲେ
ଇସଲାମାବାଦ,୪।୧୦:ପାକିସ୍ତାନ ଅଧିନାୟକ ବାବର ଆଜମଙ୍କ ଜବରଦସ୍ତ ଫର୍ମ ଜାରି ରହିଛି। ରବିବାର ସେ ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲେ। ସେ ଟି -୨୦ରେ ୭୦୦୦ ରନ ସ୍କୋର କରିବାରେ ଦ୍ରୁତତମ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ଜାତୀୟ ଟି -୨୦ କପ୍ର ଏକ…
ହାଇଦରଙ୍କ ପୁଅଙ୍କୁ ଆଜୀବନ ଜେଲ୍
କେନ୍ଦ୍ରାପଡା ଅଫିସ୍,୪।୧୦: ଦୁର୍ଦ୍ଦାନ୍ତ ଅପରାଧୀ ତଥା ଗ୍ୟାଙ୍ଗଷ୍ଟାର ହାଇଦରର ବଡ଼ ପୁଅ ସେକ କାଦିରଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। କେନ୍ଦ୍ରାପଡା ଜିଲା ଦୌରା ଜଜ ଏକ ଶୁଣାଣି କରି ଏହି ଦଣ୍ଡ ଦେଇଛନ୍ତି॥ ୨୦୧୩ ମସିହାରେ କେନ୍ଦ୍ରାପଡା ଜିଲ୍ଲା ଆଳି ଅଞ୍ଚଳର…
ପ୍ୟାରିସ ଫ୍ୟାଶନ ୱିକରେ ର୍ୟାମ୍ପରେ ଚାଲିଲେ ଐଶ୍ୱର୍ଯ୍ୟା
ମୁମ୍ବାଇ: ବଲିଉଡ୍ କୁଇନ୍ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କର ଏବେ କିଛି ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଥର ନାୟିକା ପ୍ୟାରିସ ଫ୍ୟାଶନ ୱିକରେ ର୍ୟାମ୍ପରେ ଚାଲୁଥିବା ନଜର ଆସିଛନ୍ତି । ହ୍ୱାଇଟ୍ ଗାଉନ୍ ସାଙ୍ଗକୁ…
ବାଇକ୍ ଦୁର୍ଘଟଣାରେ ବିଧାୟକ ଆହତ
ଫୁଲବାଣୀ ଅଫିସ,୪।୧୦: ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ସୋମବାର ଏକ ବାଇକ ଦୁର୍ଘଟଣାରେ ଆହତ ହୋଇଛନ୍ତି। ତାଙ୍କର ହାତ ଓ ଗୋଡ଼ରେ ସାମାନ୍ୟ ଆଘାତ ଲାଗିଛି । ବିଧାୟକ କହଁର ବାଇକ ଯୋଗେ ନିଜ ଗ୍ରାମ ପକାରୀ ନିକଟରେ ଥିବା ମନ୍ଦିରକୁ…
Archives


