Home Left

ସୁନା କପ୍‌ରେ ଚା’ ପିଉଥିଲେ ବାପି

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ ବାପି ଲାହିରୀଙ୍କ ୬୯ ବର୍ଷ ବୟସରେ ପରଲୋକ ଘଟିଛି। ମଙ୍ଗଳବାର ଜୁହୁର କ୍ରିଟି କେୟାର ହସ୍ପିଟାଲରେ ସେ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି।…

ଭୋଟ ପୂର୍ବରୁ ଚାଲିଗଲା ସରପଞ୍ଚ ପ୍ରାର୍ଥୀଙ୍କ ଜୀବନ, ନିର୍ବାଚନ ସ୍ଥଗିତ

ବରଗଡ଼ ଅଫିସ,୧୬।୨ : ବରଗଡ଼ ଜିଲାରେ ଗୋବିନ୍ଦପୁର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ବାଲ୍ମିକୀ ପ୍ରଧାନଙ୍କ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ହୃଦଘାତରେ ପରଲୋକ ହୋଇଛି। ସେ ମଙ୍ଗଳବାର ଗୁରୁତର ଅସୁସ୍ଥ ହୋଇ ପଡିବା ପରେ ତାଙ୍କୁ ଚିକିତ୍ସା ପାଇଁ ଜିଲା ମୁଖ୍ୟ ଡାକ୍ତରଖାନାରେ…

ନାବାଳିକା ଅପହରଣ , ଉଦ୍ଧାର କଲା ପୋଲିସ

ଗଞ୍ଜାମ,୧୬।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହୁମା ହାଟରୁ ଜଣେ ନାବାଳିକାଙ୍କୁ ଅପହରଣ କରିନେଇଥିଲେ। ଏ ନେଇ ନାବାଳିକାଙ୍କ ମା’-ବାପା ରମ୍ଭା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ରମ୍ଭା ପୋଲିସ ଖୋଜାଖୋଜି କରିବା ପରେ ସେହି ଦିନ ହିଁ ହୁମା ଅଞ୍ଚଳରୁ ଉକ୍ତ…

ନିର୍ବାଚନୀ ହିଂସା: ୫ ଗୁରୁତର

ବ୍ରହ୍ମଗିରି,୧୬।୨(ଡି.ଏନ୍‌.ଏ): ପୁରୀ ଜିଲା ବ୍ରହ୍ମଗିରି ବ୍ଲକରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ବୁଧବାର ମତଦାନ ଆରମ୍ଭ ହୋଇଛି। ଏହି ସମୟରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ଏକ ଗୋଷ୍ଠୀର ଆକ୍ରମଣରେ ୫ ଜଣ ଗୁରୁତର ହୋଇଛନ୍ତି। ସୂଚନାଯୋଗ୍ୟ, ରାହାଡମଲ୍ଲ ଗ୍ରାମ…

ଫିଲ୍ମ ଟିକଟ ପାଇଁ ଏଭଳି ଚରମ ନିଷ୍ପତ୍ତି ନେଲେ ନାବାଳକ

ତେଲେଙ୍ଗାନା, ୧୬।୨: ଫିଲ୍ମ ଟିକଟ ପାଇଁ ଆତ୍ମହତ୍ୟା କରିଛନ୍ତି ୧୧ ବର୍ଷିୟ ନାବାଳକ। ସେ ଅଷ୍ଟମ ଶ୍ରେଣୀରେ ପଢୁଥିଲେ। ସେ ନିଜ ସାଙ୍ଗମାନଙ୍କ ସହିତ ପୱନ କଲ୍ୟାଣଙ୍କ ଆଗାମୀ ଫିଲ୍ମ ଭୀମଲା ନାୟକ ପାଇଁ ଟିକେଟ ବୁକ୍‌ କରିବାକୁ ତାଙ୍କ ବାପାଙ୍କୁ…

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଜାରି: ସାଢ଼େ ୧୦ଟା ସୁଦ୍ଧା ୧୦ ପ୍ରତିଶତ ଭୋଟିଂ

ସୁନ୍ଦରଗଡ,୧୬।୨(ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବୁଧବାର ସୁନ୍ଦରଗଡ଼ ଜିଲାରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସକାଳ ୭ଟାରୁ ଜିଲାର ବଡଗାଁ, କୁଆରମୁଣ୍ଡା, ବଣାଁଇଗଡ ଏବଂ ଲାଠିକଟା ବ୍ଲକର ୯ଟି ଜିଲା ପରିଷଦ ଜୋନରେ ବର୍ତ୍ତମାନ ସୁଦ୍ଧା ଶାନ୍ତି…

ଭୋଟ ବେଳେ ଗଣ୍ଡଗୋଳ

କେନ୍ଦୁଝର,୧୬।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଷିପୁରା ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ମତଦାନ ଆରମ୍ଭ ହୋଇଛି। ଘଷିପୁରା ପଞ୍ଚାୟତରେ ୨୫ଟି ପଞ୍ଚାୟତ ଓ ୩ଟି ଜିଲାପରିଷଦ ଜୋନ ନିମନ୍ତେ ଚାଲିଛି ମତଦାନ। ସକାଳୁ ସକାଳୁ ଭୋଟ ଦେବାକୁ ଲୋକଙ୍କ…

ରବିଦାସ ମନ୍ଦିରରେ ପହଞ୍ଚି ଝାଞ୍ଜ ବଜାଇଲେ ମୋଦି

ନୂଆଦିଲ୍ଲୀ,୧୬।୨: ରବିଦାସଙ୍କ ଜୟନ୍ତୀ ଅବସରରେ ଦିଲ୍ଲୀ କରୋଲ ବାଗ ସ୍ଥିତ ରବିଦାସ ମନ୍ଦିରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମନ୍ଦିରରେ ପହଞ୍ଚି ମୋଦି ଦର୍ଶନ କରି ଜନକଲ୍ୟାଣ ପାଇଁ ପ୍ରାର୍ଥନା କରିଛନ୍ତି। ଏହାପରେ ପ୍ରଧାନମନ୍ତ୍ରୀ ମୋଦି କିଛି ସମୟ ପାଇଁ ମହିଳାଙ୍କ…

ନିର୍ବାଚନ ଦିନ ସରପଞ୍ଚ ପ୍ରାର୍ଥୀଙ୍କ ସନ୍ଦେହଜନକ ମୃତ୍ୟୁ: ନିର୍ବାଚନ ସ୍ଥଗିତ

କଟକ ସଦର,୧୬।୨ (ଡି.ଏନ୍‌.ଏ.): ନିର୍ବାଚନ ଦିନ ସକାଳୁ ସରପଞ୍ଚ ପ୍ରାର୍ଥୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ସଦର ବ୍ଲକ ଯଶପଡ଼ା ପଞ୍ଚାୟତରେ। ସରପଞ୍ଚ ପ୍ରାର୍ଥିନୀ ନମିତା ବେହେରା ମୃତ୍ୟୁ ପରେ ନିର୍ବାଚନ ସ୍ଥଗିତ ରଖାଯାଇଥିବା ନିର୍ବାଚନ…

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୮୫୨ ପଜିଟିଭ୍‌

ଭୁବନେଶ୍ୱର,୧୬।୨(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୮୫୨ କରୋନା ଆକ୍ରାନ୍ତ। ସେମାନଙ୍କ ମଧ୍ୟରୁ ୧୮୧ ଜଣ ପିଲା ଅଛନ୍ତି। ୪୯୫ ଜଣ କ୍ୱାରାଣ୍ଟାଇନ୍‌ରୁ ଥିବା ବେଳେ ୩୫୭ ଲୋକାଲ କେସ ରହିଛି। ଏ ନେଇ ରାଜ୍ୟ ସୂଚନା…

ସନ୍ଥ ରବିଦାସ ଜୟନ୍ତୀରେ ବାରାଣସୀ ପହଞ୍ଚିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ବାରାଣସୀ,୧୬।୨: ବୁଧବାର ଦେଶରେ ସନ୍ଥ ରବିଦାସଙ୍କ ଜୟନ୍ତୀ ପାଳନ କରାଯାଉଛି। ବିଧାନସଭା ନିର୍ବାଚନରେ ଦଳିତ ଭୋଟ ବ୍ୟାଙ୍କ ପାଇଁ ନେତାଙ୍କ ଲାଗି ଆଜି ଏକ ବିଶେଷ ଦିନ। ନିର୍ବାଚନ ପରିବେଶ ମଧ୍ୟରେ ରବିଦାସଙ୍କ ଜୟନ୍ତୀରେ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଦଳିତ…

ଆଜି ଆଉ ୧୯ ଜଣଙ୍କ ଜୀବନ ନେଇଛି କରୋନା

ଭୁବନେଶ୍ୱର,୧୬।୨(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ମୃତ୍ୟୁ ସଂଖ୍ୟାରେ ବ୍ରେକ ଲାଗୁନି। ଆଜି ଆଉ ୧୯ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତ୍ୟୁସଂଖ୍ୟା ୮,୯୪୫କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?