ଜିମ୍ରେ ଝାଳ ବୁହାଉଛନ୍ତି ରଣବୀର
ମୁମ୍ବାଇ: ବଲିଉଡ ଅଭିନେତା ରଣବୀର ସିଂହ ନିଜର ଦମଦାର ଅଭିନୟ ସହ ଷ୍ଟାଇଲିଷ୍ଟ ଲୁକ୍କୁ ନେଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରନ୍ତି। ସୋସିଆଲ ମିଡିଆରେ କିଛି ନା କିଛି କାରଣକୁ ନେଇ ସେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ସେହିପରି ତାଙ୍କର…
ଆଜି କରୋନା ନେଲା ୪ ଜୀବନ
ଭୁବନେଶ୍ୱର,୬।୧୦(ବ୍ୟୁରୋ):ରାଜ୍ୟରେ କରୋନାରେ ପ୍ରାଣ ହରାଇଥିବା ଆଉ ୪ ଜଣଙ୍କ ସଂପର୍କରେ ତଥ୍ୟ ଦେଇଛନ୍ତି ସରକାର। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଖ୍ୟା ୮,୨୨୭ ହୋଇଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…
‘ମୋତେ ବାହା ହେବ’ ଏମିତି ଲେଖା ଥାଇ ଉଡୁଥିଲା ବିମାନ, ହଠାତ୍ ଇଞ୍ଜିନ ହେଲା ଖରାପ; ଆଉ ତା’ ପରେ…
ଓଟଓ୍ବା,୬ା୧୦: କାନାଡାରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ପାଇଲଟ୍ ମଧ୍ୟ ଆହତ ହୋଇଛନ୍ତି। ଏହି ବିମାନ ଏକ ବ୍ୟାନର ନେଇ ଉଡ଼ାଣ ଆରମ୍ଭ କରିଥିଲା। ବ୍ୟାନରଟି ବିମାନ ବାହାରେ ଉଡୁଥିଲା। ଯେଉଁଥିରେ ବିବାହ ପ୍ରସ୍ତାବ…
ମାତ୍ର ୩୫ ବର୍ଷ ବୟସରେ ଅଜା-ଆଈ ହେଲେ ଏହି ଦମ୍ପତି; ଅଜବ ମାମଲା ଜାଣିଲେ…
ଜେଜେ-ଜେଜେ ମା’ କିମ୍ବା ଅବା ଅଜା-ଆଈଙ୍କ କଥା ଉଠିଲେ ବୃଦ୍ଧ ଦମ୍ପତିଙ୍କ କଥା ମନକୁ ଆସେ। କାରଣ ବୃଦ୍ଧାବସ୍ଥାରେ ହିଁ ଜଣଙ୍କୁ ଏହି ପଦବୀ ମିଳିଥାଏ। ଏହା ଅନେକଙ୍କ ପାଇଁ ଖୁସିର ମୂହୁର୍ତ୍ତ ହୋଇଥାଏ। ହେଲେ ବ୍ରିଟେନ୍ରୁ ଏଭଳି ଏକ ମାମଲା…
କେଇ ସେକେଣ୍ଡରେ ୬ ଫୁଟର କୁମ୍ଭୀରକୁ ଜଳଖିଆ କରିଦେଲା ଅନ୍ୟ କୁମ୍ଭୀର; ଲୋମ ଟାଙ୍କୁରା ଭିଡିଓ ଦେଖିଲେ…
ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଏକ ବିଶାଳକାୟ କୁମ୍ଭୀର ଅନ୍ୟ ଏକ ଛଅ ଫୁଟର କୁମ୍ଭୀରର ଶିକାର କରୁଥିବା ଦେଖାଯାଇଛି। ଏହି ଲୋମ ଟାଙ୍କୁରା ଭିଡିଓ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ୪୦ ଲକ୍ଷରୁ ଅଧିକ…
ଦେଶରେ ଏକଛାତ୍ରବାଦୀ ଶାସନ ଚାଲିଛି: ରାହୁଲ
ନୂଆଦିଲ୍ଲୀ,୬।୧୦: ଲଖିମ୍ପୁର ଖେରିରେ ଚାରିଜଣ ଚାଷୀଙ୍କ ସମେତ ଆଠ ଜଣଙ୍କ ମୃତ୍ୟୁ ପରେ ରାଜନୀତି ତୀବ୍ର ହୋଇଛି। ବିରୋଧୀ ଦଳର ନେତାମାନେ ଲଗାତର ଖେରିରେ ପହଞ୍ଚିବାକୁ ଚେଷ୍ଟା କରୁଛନ୍ତି। ବୁଧବାର ରାହୁଲ ଗାନ୍ଧୀ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଏବଂ ପଞ୍ଜାବର…
ଭାରତ-ପାକିସ୍ତାନ ମ୍ୟାଚ୍ କ୍ରେଜ୍: ୧୦ ସେକେଣ୍ଡର ବିଜ୍ଞାପନ ପାଇଁ ଖର୍ଚ୍ଚ କରିବାକୁ ପଡିବ ଏତିକି ଟଙ୍କା
ନୂଆଦିଲ୍ଲୀ,୬।୧୦: ଆଇସିସି ଟି -୨୦ କ୍ରିକେଟ ବିଶ୍ୱକପ୍ରେ ମଧ୍ୟ ଗୋଟିଏ ବଲ ବୋଲିଂ କରାଯାଇ ନାହିଁ କିନ୍ତୁ ରେକର୍ଡ ଭାଙ୍ଗିବା ଆରମ୍ଭ ହୋଇସାରିଛି। ବିଜ୍ଞାପନ ଜଗତରେ ଏହି ରେକର୍ଡଗୁଡିକ ଭାଙ୍ଗୁଛି। ଉପଲବ୍ଧ ସୂଚନା ଅନୁଯାୟୀ, ୟୁଏଇ ଏବଂ ଓମାନରେ ହେବାକୁ ଥିବା…
ଓଲିଉଡ୍ ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ କରୋନା
ଭୁବନେଶ୍ୱର,୬ା୧୦(ବ୍ୟୁରୋ): ଓଲିଉଡ୍ ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ କରୋନା ହୋଇଥିବା ସେ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ଉଷସୀ ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଲେଖିଛନ୍ତି, ମୋ ଆରଟିପିସିଆର ରିପୋର୍ଟ ପଜିଟିଭ୍ ଆସିଛି। ଗତ କିଛିଦିନ ଧରି ତାଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି…
କୋହଲିଙ୍କ ଟେକ ରଖିଲେ ଏହି କ୍ରିକେଟର୍
ଶାରଜା,୬।୧୦: ଅକ୍ଟୋବର ୧୭ରୁ ଟି-୨୦ ବିଶ୍ୱକପ ୨୦୨୧ ଆରମ୍ଭ ହେବାକୁ ଯାଉଛି। ଚଳିତ ବର୍ଷ ଟି -୨୦ ବିଶ୍ୱକପ ଜିତିବା ପାଇଁ ଭାରତ ଏକ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ବୋଲି ବିବେଚନା କରାଯାଏ। ଟି -୨୦ ବିଶ୍ୱକପ ୨୦୨୧ ପାଇଁ ଚୟନକର୍ତ୍ତାମାନେ ୨୩…
ଆଜି ରାଜ୍ୟରେ ୫୯୩ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର,୬।୧୦(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୯୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ ବର୍ଗର ୮୦ ଜଣ ଅଛନ୍ତି। ଏହି ୫୯୩ ଜଣଙ୍କ ମଧ୍ୟରୁ ୩୪୬ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୨୪୭…
୩ ବର୍ଷ ଅକାମୀ ଥିବା ହାର୍ଟ ପୁଣି କାମ କଲା…
ନୋଏଡ଼ା,୬।୧୦: କଥାରେ ଅଛି ରଖେ ହରି ମାରେ କିଏ। ଏଭଳି ଏକ ଘଟଣା ଏବେ ଭାରତରେ ଘଟିଛି। ହାର୍ଟ କାମ କରିବା ବନ୍ଦ କରିବାର ୩ ବର୍ଷ ପରେ ପୁଣି ଚମତ୍କାର ହୋଇଛି। ହାର୍ଟ ପୁଣି ସ୍ବାଭାବିକ ଭାବେ କାମ କରିବା…
ଏହି ଅଭିନେତ୍ରୀଙ୍କ ପ୍ରେମରେ ପଡିଛନ୍ତି ଧୋନୀଙ୍କ ଧୂରନ୍ଧର
ଚେନ୍ନାଇ ସୁପର କିଙ୍ଗ୍ସ ବ୍ୟାଟ୍ସମ୍ୟାନ ରୁତୁରାଜ ଗାଇକ୍ୱାଡ ଖୁବ କମ ସମୟ ମଧ୍ୟରେ କ୍ରିକେଟରେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ମହେନ୍ଦ୍ର ସିଂ ଧୋନୀଙ୍କ ଦଳର ଏହି ବ୍ୟାଟ୍ସମ୍ୟାନ ଆଇପିଏଲ ୨୦୨୧ରେ ଅରେଞ୍ଜ୍ କ୍ୟାପ ଜିତିବା ପାଇଁ ସବୁଠାରୁ ବଡ ପ୍ରତିଦ୍ୱନ୍ଦ୍ୱୀ।…
Archives


