Posted inଜାତୀୟ

ସ୍ୱଦେଶ ଫେରିଲେ ୧୨ ପାକିସ୍ତାନୀ ବନ୍ଦୀ

ଅମ୍ରିତସର,୧୮ ।୨: ଭାରତରେ ବନ୍ଦୀଥିବା ୧୨ ପାକିସ୍ତାନୀ ନାଗରିକ ଗୁରୁବାର ସ୍ୱଦେଶ ଫେରି ଯାଇଛନ୍ତି । ଏମାନଙ୍କ ମଧ୍ୟରେ ୬ଜଣ ମତ୍ସଜୀବି ରହିଛନ୍ତି । ଏମାନେ ସମସ୍ତେ ଅଟାରୀ-ୱାଘା ସୀମାଦେଇ ସ୍ୱଦେଶ ପତ୍ୟାବର୍ତ୍ତନ କରିଛନ୍ତି । ପ୍ରୋଟୋକଲ ଅଫିସର ଅରୁଣପାଳ ସିଂଙ୍କ ସୂଚନା ଅନୁଯାୟୀ, ବନ୍ଦୀ ରହିଥିବା ମତ୍ସଜୀବିମାନେ ଭୁଲ ବଶତଃ ଭାରତ ସୀମାକୁ ପଶି ଆସିଥିଲେ । ଏବେ ସେମାନେ ସେମାନଙ୍କ ସଜା କାଟି ସାରିବା ପରେ ପାକିସ୍ତାନ ଚାଲିଯାଇଛନ୍ତି । ସୂଚନାଯୋଗ୍ୟ, ଗତ ମାସରେ ପାକିସ୍ତାନ ୨୦ ଭାରତୀୟ ମତ୍ସଜବିଙ୍କୁ ୱାଘା ସୀମାଦେଇ ସ୍ୱଦେଶ ପଠାଇ ଦେଇଥିଲା । ଏହି ମତ୍ସଜୀବିମାନେ କରାଚିର ଲାଧି ଜେଲରେ ୫ ବର୍ଷ କାଟିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମରାମତି ନାଁରେ ଖୋଳିଦେଲେ ରାସ୍ତା, ଲୋକେ ହନ୍ତସନ୍ତ

ପଦ୍ମପୁର,୨୭।୪(ପ୍ରଦୀପ୍ତ ଦାଶ): ପ୍ରତି ଓ୍ବାର୍ଡ ଓ ଘରକୁ ପାଣି ପାଇପ ବିଛାଇବା ପାଇଁ ଠିକାଦାର ରାସ୍ତାକୁ ଭାଙ୍ଗି ଦେଉଛନ୍ତି। କିନ୍ତୁ କାମ ସାରିବା ପରେ ଏହି ରାସ୍ତା…

ହର୍ମୁଜ ଖୋଲିବାକୁ ପ୍ରସ୍ତୁତ ଇରାନ, ଆମେରିକାକୁ ବଦଳରେ ପଠାଇଲା ଏମିତି ପ୍ରସ୍ତାବ, ଜାଣନ୍ତୁ…

ତେହରାନ,୨୭।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଏକ ନୂତନ କୂଟନୈତିକ ବିକାଶ ଦେଖାଦେଇଛି। ଇରାନ ଆମେରିକାକୁ ଶାନ୍ତି ଚୁକ୍ତି ପାଇଁ ଏକ ନୂତନ…

ଖରାଠୁ ବଳିଯାଉଛି ଗୁଳୁଗୁଳି ଯନ୍ତ୍ରଣା, ଏହିଦିନଠୁ ପୁଣି କାଳବୈଶାଖୀ ବର୍ଷା

ଭୁବନେଶ୍ୱର,୨୭।୪(ବନ୍ଦନା ସେଠୀ): ରାଜ୍ୟରେ ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ପଶ୍ଚିମରେ ଖରାତାତି ଓ ଉପକୂଳରେ ଗୁଳୁଗୁଳି ଅନୁଭୂତ ହେଉଛି। ଗତ କିଛିଦିନ ହେବ ସାଧାରଣତଃ ଉତ୍ତର…

Video: ଟ୍ରମ୍ପଙ୍କ ମଜା ଉଡାଇଲା ଇରାନ, ଏମିତି ଭିଡ଼ିଓ ଜାରି କଲା ଯିଏ ଦେଖିଲା କହିଲା…

ତେହରାନ,୨୭।୪: ୱାଶିଂଟନରେ ହ୍ବାଇଟ ହାଉସ କରେସପଣ୍ଡେଣ୍ଟ୍ସଙ୍କ ରାତ୍ରୀଭୋଜନ ସମୟରେ ଘଟିଥିବା ଗୁଳିକାଣ୍ଡ ଘଟଣା ପରେ, ଇରାନ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପରିହାସ କରି ଏକ ଲେଗୋ-ଶୈଳୀର…

ଆମ ସଂସ୍କାର, ଆମ ପରିଚୟ

ସମ୍ପ୍ରତି ସୋସିଆଲ ମିଡିଆରେ ଏକ ଭାଇରାଲ ଭିଡିଓ ବ୍ୟାପକ ଚର୍ଚ୍ଚାର ବିଷୟ ହୋଇଛି। ନେପାଳର ଏକ ରାସ୍ତାରେ ଦୁଇଜଣ ଭାରତୀୟ ପର୍ଯ୍ୟଟକ ଗୁଟ୍‌ଖା ଛେପ ପକାଇବା ସମୟରେ…

ଦେଶରେ ଶ୍ରମିକ ଅଶାନ୍ତ

ଗତ ଏପ୍ରିଲ ୧୩ ତାରିଖରେ ନଏଡା ଫେଜ୍‌-୨ରେ ଅନେକ ହଜାର ଶ୍ରମିକଙ୍କ ଆନ୍ଦୋଳନ ସେମାନଙ୍କ ମନରେ ଥିବା ଦୀର୍ଘଦିନର ଆକ୍ରୋଶକୁ ପ୍ରକାଶ କରିଛି। ସେଠାକାର ବିଭିନ୍ନ ଶିଳ୍ପ…

ଆଜି ଅଭିଯୋଗ ଶୁଣିବେନି ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାରଣ

ଭୁବନେଶ୍ୱର,୨୭।୪(ବନ୍ଦନା ସେଠୀ): ସୋମବାର ୨୭ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନଅଭିଯୋଗ ଶୁଣାଣି ହେବ ନାହିଁ। ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏହି ଜନଶୁଣାଣି କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଥିବା…

ଅଧିକ ମୋବାଇଲ୍ ଦେଖୁଥିଲେ ସାବଧାନ! ଆସିଲା ଚାଞ୍ଚଲ୍ୟକର ତଥ୍ୟ

ଆଜିକାଲି ହାଇଟେକ୍‌ ଯୁଗରେ ମୋବାଇଲର ବ୍ୟବହାର କେତେ ବହୁଳ ହୋଇଯାଇଛି ତାହା ବର୍ଣ୍ଣନା କରିବା ଅନାବଶ୍ୟକ। ଏବେ ଅନେକ କାମରେ ଏହା ଉପଯୋଗୀ ସାବ୍ୟସ୍ତ ହୋଇଛି। ବିଶେଷଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri