Home Left

କେନ୍ଦ୍ରମନ୍ତ୍ରୀଙ୍କ ପୁଅଙ୍କୁ ପୋଲିସର ସମନ

ଲକ୍ଷ୍ନୌ,୭।୧୦: ଉତ୍ତରପ୍ରଦେଶର ଲଖିମପୁର ଖେରି ଅଞ୍ଚଳରେ ଘଟିଥିବା ହଂସାକାଣ୍ଡ ସମ୍ପର୍କରେ ପଚରାଉଚୁରା କରିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ଗୁରୁବାର ସମନ ଜାରି କରିଛି ପୋଲିସ। ହିଂସାକାଣ୍ଡର ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ…

ଧନୀ ତାଲିକାରେ ୬ ମହିଳା

ନୂଆଦିଲ୍ଲୀ, ୭ା୧୦: ଫୋର୍ବସ ତାଲିକାରେ ଭାରତର ୧୦୦ ଧନୀବ୍ୟକ୍ତିଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ୬ ମହିଳା। ସେମାନଙ୍କ ମଧ୍ୟରେ ଓ.ପି. ଜିନ୍ଦଲ ଗ୍ରୁପ୍‌ର ସାବିତ୍ରୀ ଜିନ୍ଦଲ(୭୧)ଙ୍କ ସମ୍ପତ୍ତି ସର୍ବାଧିକ ଥିବାବେଳେ ତାଲିକାର ୭ ନମ୍ବରରେ ରହିଛନ୍ତି। ତାଙ୍କ ମୋଟ ସମ୍ପତ୍ତି ପ୍ରାୟ…

ପୁଣି ଚାଷୀଙ୍କୁ ଧକ୍କା ଦେଲା ଭାଜପା ନେତାଙ୍କ କାର୍‌

ଚଣ୍ଡଗିଡ଼,୭।୧୦: ହରିୟାଣାରେ ୩ ବିବାଦୀୟ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀଙ୍କୁ ଭାଜପା ଏମ୍‌ପି ନୟାବ ସାଇନିଙ୍କ ଗାଡ଼ି ଧକ୍କା ଦେଇଛି। ଫଳରେ ଜଣେ ଚାଷୀ ଆହତ ହୋଇଥିବା ଆନ୍ଦୋଳନରତ ଚାଷୀମାନେ ଅଭିଯୋଗ କରିଛନ୍ତି। ଆହତ ଚାଷୀଙ୍କୁ ଅମ୍ବାଲା ନିକଟସ୍ଥ…

ଯବାନଙ୍କୁ ଦଳି ଦେଲା ଟ୍ରେଲର

ବାରିପଦା ଅଫିସ/କୁଳିଅଣା, ୭ା୧୦(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ୧୮ନମ୍ବର ଜାତୀୟ ରାଜପଥର କୁଳିଅଣା ଛକଠାରେ ଏକ ଟ୍ରେଲର ଧକ୍କାରେ ଜଣେ ଯବାନଙ୍କ ମୃତ୍ୟୁ ଘଟିିଛି। ସେ ହେଲେ ବାଲେଶ୍ୱର ଥାନା ଅଧୀନ ମହାଗବ ଗ୍ରାମର ମଧୁସୂଦନ ଦେ। ବାରିପଦାସ୍ଥିତ ପଞ୍ଚମ ବାଟାଲିୟନରେ ମଧୁସୂଦନ…

ସିଏସ୍‌କେ ହାରିଲା, ହେଲେ ଜିତିଲେ ଦୀପକ

ଦୁବାଇ,୭।୧୦: ହ୍ୟାଟ୍ରିକ ପରାଜୟ ସହ ଲିଗ୍‌ ପର୍ଯ୍ୟାୟ ଶେଷ କରିଛି ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)। ଅନ୍ତିମ ମ୍ୟାଚ୍‌ରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଦଳକୁ ବୃହତ୍‌ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିବା ବେଳେ ନୂଆ ଇନିଂସ ଆରମ୍ଭ କରିଛନ୍ତି ଦଳୀୟ…

ସିଏସ୍‌କେ ବୋଲରଙ୍କୁ କ୍ଷମା ଦେଲେନି ରାହୁଲ

ଦୁବାଇ,୭।୧୦: ବୋଲରଙ୍କୁ ସୁହାଉଥିବା ପିଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ର କୌଣସି ବୋଲରଙ୍କ କ୍ଷମା ଦେଲେ ନାହିଁ ଲୋକେଶ ରାହୁଲ। ମାତ୍ର ୪୨ ବଲରେ ୯୮ ରନ୍‌ର ବିସ୍ଫୋରକ ଅପରାଜିତ ପାଳି ଖେଳି ଦଳକୁ ୧୩ ଓଭରରେ ଜିତାଇ ଦେଇଛନ୍ତି। ତାଙ୍କ…

ଅନିଶ୍ଚିତତାରେ ଧୋନୀଙ୍କ ଆଇପିଏଲ୍‌ କ୍ୟାରିୟର

ଦୁବାଇ,୭।୧୦: ମହେନ୍ଦ୍ର ସିଂ ଧୋନୀ ଆଗାମୀ ବର୍ଷ ମଧ୍ୟ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ସହ ଯୋଡ଼ି ହୋଇ ରହିବେ। ଏଥିରେ କୌଣସି ଦ୍ୱନ୍ଦ୍ୱ ନାହିଁ। କିନ୍ତୁ ୨୦୨୨ରେ ସେ ଚେନ୍ନାଇ ପକ୍ଷରୁ ପ୍ରତିନିଧିତ୍ୱ କରିବେ କି ନାହିଁ, ତାହା ବର୍ତ୍ତମାନ…

ଚଳନ୍ତା ବସ୍‌ରୁ ଖସିପଡ଼ିଲେ ହେଲପର

ଜମନକିରା,୭ା୧୦(ଡି.ଏନ.ଏ.): ଜମନକିରା ବ୍ଲକ୍‌ କୁଚିଣ୍ଡା ଥାନା ଅଧୀନ କେନାଢ଼ିପା ନିକଟ ରାସ୍ତାରେ ବସ୍‌ରୁ ଖସିପଡି ହେଲପରଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଅନୁଗୋଳ ଜିଲା ଛେଣ୍ଡିପଦା ଥାନ ଅଞ୍ଚଳର ସଞ୍ଜୟ ବେହେରା(୨୬)। ସୂଚନା ଅନୁଯାୟୀ ଝାରସୁୁଗୁଡ଼ାରୁ ପାଟମେଶ୍ୱରୀ (ଓଡ଼ି୧୫ଏଫ୍‌-୯୫୧୨) ନାମକ ଏକ…

୧ହଜାର କି.ମି ଦୂରରୁ ଶତ୍ରୁକୁ ଲକ୍ଷ୍ୟଭେଦ କରିପାରିବ ନିର୍ଭୟ

ବାଲେଶ୍ବର ଅଫିସ,୭।୧୦: ଡିଆର୍‌ଡିଓ ଦ୍ୱାରା ପରିଚାଳିତ ବାଲେଶ୍ବର ଜିଲା ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ ନମ୍ବର ଲଞ୍ଚ ପ୍ୟାଡ଼ରୁ ଗୁରୁବାର କ୍ରୁଜ ମିସାଇଲ ନିର୍ଭୟର ସଫଳ ପରୀକ୍ଷା କରାଯାଇଛି। ନିର୍ଭୟ ମିସାଇଲକୁ ୭୫୦ରୁ ୧ହଜାର କି.ମି ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବା…

ସିଏସ୍‌କେକୁ କେବଳ ବୋଲର ବଞ୍ଚାଇପାରିବେ

ଦୁବାଇ,୭।୧୦: ପୂର୍ବରୁ ପ୍ଲେ-ଅପ୍‌ ପାଇଁ ଯୋଗ୍ୟତା ଅର୍ଜନ କରି ସାରିଥିବା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)କୁ ତା’ର ଅନ୍ତିମ ଲିଗ୍‌ ମ୍ୟାଚ୍‌ ଜିତିବା ପାଇଁ ବୋଲରଙ୍କ ଉପରେ ନିର୍ଭର କରିବାକୁ ପଡ଼ିବ। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ସିଏସ୍‌କେ ପ୍ରତିପକ୍ଷ ପଞ୍ଜାବ…

ଅଭିନୟ ଛାଡିବାର ୨ ବର୍ଷ ପରେ ଫଟୋ ଶେୟାର କଲେ ଜାୟରା ୱାସିମ

ମୁମ୍ବାଇ: ବଲିଉଡ୍‌ର ଦଙ୍ଗଲ ଗର୍ଲ ଭାବେ ପରିଚିତ ଜାୟରା ୱାସିମ ଅଭିନୟ ଛାଡିବାର ୨ ବର୍ଷ ପରେ ସୋସିଆଲ ମିଡିଆରେ ତାଙ୍କର ଫଟୋ ଶେୟାର କରିଛନ୍ତି । ଜାୟରାଙ୍କ ଏହି ଫଟୋ ଦେଖି ପ୍ରଶଂସକ ବହୁତ ରିଆକ୍ସନ ଦେଉଥିବା ଦେଖାଯାଇଛି ।…

କରନ୍‌ କୁନ୍ଦ୍ରାଙ୍କ ଉପରେ ବର୍ଷିଲେ କୁଶାଲ; ସମିତା ସେଟ୍ଟୀଙ୍କୁ ‘ଆଣ୍ଟି’ କହିବାକୁ ନେଇ…

ବମ୍ବେ: ଆରମ୍ଭରୁ ଚର୍ଚ୍ଚାରେ ବିଗ୍‌ବସ୍‌-୧୫। ଓଟିଟିରେ ଶୋ’ ପ୍ରଥମ ଥର ପାଇଁ ନଜର ଆସିବା ପରେ ଦର୍ଶକଙ୍କ ନଜର ଏହା ଉପରେ ରହିଥିଲା। ଏବେ ପ୍ରତିଯୋଗୀଙ୍କ ବ୍ୟବହାର ପ୍ରତିଦିନ ଖବର ଶିରୋନାମା ପାଲଟୁଛି। ଶୋ’କୁ ପସନ୍ଦ କରୁଥିବା ଦର୍ଶକଙ୍କ ସହ ଅନେକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri