ହତ୍ୟା ତାଲିକା କରିଛି ରୁଷିଆ
ଓ୍ବାଶିଂଟନ୍/କ୍ୱିଭ୍/ମସ୍କୋ, ୨୨ା୨: ୟୁକ୍ରେନ କବ୍ଜା କରିବାକୁ ଆକ୍ରମଣ ନିମନ୍ତେ ଶେଷ ପ୍ରସ୍ତୁତିରେ ଲାଗିଥିବା ରୁଷିଆ ଟାର୍ଗେଟ କିଲିଂ କରିବ। ଏ ନେଇ ମସ୍କୋ ୟୁକ୍ରେନର କେତେକ ପ୍ରମୁଖ ଲୋକଙ୍କ ଏକ ତାଲିକା ପ୍ରସ୍ତୁତ କରିଛି। ୟୁକ୍ରେନ ଅକ୍ତିଆର ପରେ ରୁଷିଆ ସେମାନଙ୍କୁ…
ଲୋକଙ୍କ ଜୀବନ ସହ ଖେଳୁଥିଲେ ରମେଶ
ଭୁବନେଶ୍ୱର, ୨୨।୨(ବ୍ୟୁରୋ):ଅର୍ଥ ପାଇଁ ବିଭିନ୍ନ ରାଜ୍ୟର ୧୭ ମହିଳାଙ୍କୁ ବିବାହ କରି ଠକେଇ ଓ ପ୍ରତାରଣା କରିଥିବା ରସିକିଆ ନକଲି ଡାକ୍ତର ରମେଶ ଚନ୍ଦ୍ର ସ୍ବାଇଁଙ୍କ ବିରୋଧରେ ଦିନକୁ ଦିନ ଠକେଇର ନୂଆ ଫର୍ଦ୍ଦ ଯୋଡ଼ିହେବାରେ ଲାଗିଛି। କମିଶନରେଟ ପୋଲିସ ତାଙ୍କୁ…
ଦାମ ରାଉତଙ୍କ କାର୍ ଭଙ୍ଗାରୁଜା ଘଟଣା: ସରପଞ୍ଚ ପ୍ରାର୍ଥୀଙ୍କ ସମେତ ୮ ଗିରଫ
କୁଜଙ୍ଗ/ରାହାମା,୨୧ା୨(ଡି.ଏନ୍.ଏ.):ପୂର୍ବତନ ମନ୍ତ୍ରୀ ଡା. ଦାମୋଦର ରାଉତଙ୍କ କାର୍କୁ ଭଙ୍ଗାରୁଜା କରିବା ଘଟଣାରେ ଜଗତ୍ସିଂହପୁର ଜିଲାର ତିର୍ତ୍ତୋଲ ପୋଲିସ ଜଣେ ସରପଞ୍ଚ ପ୍ରାର୍ଥୀଙ୍କ ସମେତ ୮ ଜଣଙ୍କୁ ସୋମବାର ଗିରଫ ପରେ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନଙ୍କ ଜାମିନ ନା ମଞ୍ଜୁର ହେବାରୁ…
ମହାମନ୍ତ୍ର ଲେଖି ଇଣ୍ଡିଆ ବୁକ୍ ଅଫ୍ ରେର୍କଡ୍ସରେ ସ୍ଥାନ
ସିମୁଳିଆ, ୨୨।୨(ଡି.ଏନ.ଏ.):ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ପଣ୍ଡୁ ଅଞ୍ଚଳର ଅବସରପ୍ରାପ୍ତ ଶିକ୍ଷକ ପ୍ରଭାସଚନ୍ଦ୍ର ଗିରି (୬୭) ୩ହଜାର ଘଣ୍ଟାରେ ୬ହଜାର ପୃଷ୍ଠାରେ ୧ଲକ୍ଷ ୯୪ହଜାର ୫୨୪ ଥର ‘ଓଁ ନମୋ ଭଗବତେ ବାସୁଦେବାୟ’ ଲେଖି ‘ଇଣ୍ଡିଆ ବୁକ୍ ଅଫ୍ ରେକଡର୍ସ-୨୦୨୨’ରେ ସ୍ଥାନ…
ଜଗନ୍ନାଥଙ୍କ ଫଟୋ ଛୁଆଁଇ ଶପଥ କରାଇଲେ
ଚାନ୍ଦବାଲି, ୨୨।୨ (ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ନାଲଗୁଣ୍ଡା ପଞ୍ଚାୟତ ଇଟୁଆ ୧୨ନଂ. ୱାର୍ଡରେ ବୁଥ୍ କ୍ୟାପଚରିଂ ଯୋଗୁ ଆସନ୍ତା ୨୩ ତାରିଖରେ ପୁନଃ ନିର୍ବାଚନ ଅନୁଷ୍ଠିତ ହେବ। ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ପ୍ରତିଭା ବିଶ୍ୱାଳ ଓ…
କାହା ସ୍ବାର୍ଥରେ କୋର୍ଟ ବାହାରେ ସମାଧାନ
ଭୁବନେଶ୍ୱର,୨୨।୨(ବ୍ୟୁରୋ):ନବୀନ ନିବାସକୁ ଲାଗି ଭୀମପୁରା ମୌଜାରେ ଥିବା ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପ୍ରାୟ ୩ ଏକର ଜମିରେ ବହୁରାଷ୍ଟ୍ରୀୟ କମ୍ପାନୀ ହୋଟେଲ କରିବା ଘଟଣାକୁ ନେଇ ବିବାଦ ଲାଗି ରହିଥିବାବେଳେ ରାଜ୍ୟ ସରକାରଙ୍କ ହସ୍ତକ୍ଷେପକୁ ନେଇ କଂଗ୍ରେସ ଅଭିଯୋଗ ଉଠାଇଛି। ସୋମବାର କଂଗ୍ରେସ…
ଫିଲ୍ମ ‘ଗେହେରାଇୟାଁ’କୁ ଦେଖି ଏମିତି କହିଲେ ଦୀପିକାଙ୍କ ମା’-ବାପା
ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ ବର୍ତ୍ତମାନ ତାଙ୍କ ଫିଲ୍ମ ‘ଗେହେରାଇୟାଁ’କୁ ନେଇ ଚର୍ଚ୍ଚାରେ। ଫିଲ୍ମକୁ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ କ୍ରେଜ୍ ରହିଛି। ଫିଲ୍ମଟି ଫେବୃୟାରୀ ୧୧ରେ ରିଲିଜ୍ ହୋଇଥିଲା। ଏହି ଫିଲ୍ମରେ ତାଙ୍କ ଚରିତ୍ର ପାଇଁ ଅଭିନେତ୍ରୀ ବିଭିନ୍ନ ସ୍ଥାନରୁ…
ସମ୍ମାନ ମିଳିଛି, ସାମ୍ବିଧାନିକ ସ୍ବୀକୃତି ନାହିଁ
ବଲାଙ୍ଗୀର ଅଫିସ, ୨୨ା୨:କୋସଲୀ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ନେଇ ବିଶ୍ୱସ୍ତରରେ ସମ୍ମାନ ଓ ଆଦର ମିଳୁଛି। ବିଭିନ୍ନ ଭାଷାରେ ଅନୁବାଦ କରାଯାଉଛି। ଖୋଦ୍ କେନ୍ଦ୍ର ଓ ରାଜ୍ୟ ସରକାର ଏହି ଭାଷାର କବି, ଲୋକଙ୍କୁ ମର୍ଯ୍ୟାଦାଜନକ ସମ୍ମାନରେ ସମ୍ମାନିତ କରୁଛନ୍ତି।…
ବୁଧବାର କର୍ନାଟକ ବନ୍ଦ
ବେଙ୍ଗାଲୁରୁ,୨୨ ।୨: ସାଂପ୍ରଦୟିକ ଭାବେ ସମ୍ବେଦନଶୀଳ କର୍ନାଟକର ଶିବମୋଗାରେ ବଜରଙ୍ଗ ଦଳ କର୍ମୀ ହର୍ଷଙ୍କ ହତ୍ୟା ପରେ ସେଠାରେ ଉତ୍ତେଜନା ଲାଗି ରହିଛି । ତାଙ୍କର ଶବଯାତ୍ରା ସମୟରେ ଲୋକଙ୍କ ରାଗ ବଢିଯିବାରୁ ପଥରମାଡ କରାଯାଇଥିଲା । ଫଳରେ ଜଣେ ମହିଳା…
ମହିଳାଙ୍କୁ ବଳାତ୍କାର ଅଭିଯୋଗରେ ଜେଲ,ଦିନକ ପରେ ଝିଅ ବାହାଘର
ବ୍ରହ୍ମପୁର ଅଫିସ,୨୨ା୨:ଦିନକ ପରେ ଅର୍ଥାତ୍ ଆସନ୍ତା ବୁଧବାର ଝିଅ ବାହାଘର ନିର୍ଦ୍ଧାରିତ ହୋଇଛି। ଅନ୍ୟପଟେ ତାଙ୍କ ବାପା ଅନ୍ୟ ଜଣେ ମହିଳାଙ୍କୁ ବଳାତ୍କାର କରିବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ ବ୍ରହ୍ମପୁର ବଡବଜାର ଥାନା ଅଞ୍ଚଳରେ ରହୁଥିବା…
୦.୭୨%କୁ ଖସିଲା ସଂକ୍ରମଣ ହାର
ଭୁବନେଶ୍ୱର, ୨୧।୨(ବ୍ୟୁରୋ):ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ ହାର ୧ ପ୍ରତିଶତ ତଳକୁ ଖସିଛି। ଗତ ୨୪ଘଣ୍ଟାରେ ୫୩,୬୯୦ ନମୁନା ପରୀକ୍ଷା କରାଯାଇଥିବାବେଳେ ୩୮୮ଜଣ ପଜିଟିଭ୍ ବାହାରିଛନ୍ତି। ଫଳରେ ସଂକ୍ରମଣ ହାର ୦.୭୨%କୁ ଖସିଆସିଛି। ସେପଟେ ୫ ଜିଲାରେ କିନ୍ତୁ ସଂକ୍ରମଣ ହାର…
ଯୋଗୀଙ୍କ ବିରୋଧରେ ୪୪୦ ଭୋଲ୍ଟ କରେଣ୍ଟ ପ୍ରବାହିତ ହେଉଛି: ଅଖିଳେଶ
ହାର୍ଦୋଇ,୨୨।୨: ଉତ୍ତରପ୍ରଦେଶରେ ଶାସକ ଭାଜପା ବିରୋଧରେ ୪୪୦ ଭୋଲ୍ଟର କରେଣ୍ଟ ପ୍ରବାହିତ ହେଉଛି ବୋଲି ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ କହିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କ ନିର୍ବାଚନ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଡାକିଥିବାରୁ ଅଖିଳେଶ ଏହାର ସମାଲୋଚନା କରିଛନ୍ତି।…

