Home Left

ଦିଲ୍ଲୀକୁ ଆରମ୍ଭରୁ ବଡ଼ ଝଟକା

ଦୁବାଇ,୧୦।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୪ତମ ସଂସ୍କରଣ ଏବେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ରବିବାର ପ୍ରଥମ କ୍ୱାଲିଫାୟର ମ୍ୟାଚରେ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ଟସ୍‌ ଜିତି ଫିଲ୍ଡଂ କରିବାର ନିଷ୍ପତ୍ତି ନେଇଛି। ଅନ୍ୟପକ୍ଷେ ବ୍ୟାଟିଂ କରିବାକୁ…

କରୋନା ଯୋଗୁ ବଢୁଛି ମାନସିକ ରୋଗୀଙ୍କ ସଂଖ୍ୟା

ଭୁବନେଶ୍ୱର,୧୦।୧୦(ବ୍ୟୁରୋ)- କୋଭିଡ୍‌-୧୯ ଯୋଗୁ ରାଜ୍ୟରେ ମାନସିକ ଅବସାଦ ରୋଗୀଙ୍କ ସଂଖ୍ୟା ବଢ଼ିଛି। ରବିବାର ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର ଏହି ସୂଚନା ଦେଇଛନ୍ତି। ପରିସ୍ଥିତିର କିପରି ସମାଧାନ ହୋଇପାରିବ ସେଥିପାଇଁ ବିଭିନ୍ନ ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ଜିଲାର ମାନସିକ ଚିକିତ୍ସା…

‘ନେତାଗିରି କରିବା ଅର୍ଥ କାହା ଉପରେ ଗାଡ଼ି ଚଢ଼ାଇ ଦେବା ନୁହେଁ’

ଲକ୍ଷ୍ନୌ,୧୦।୧୦: ଉତ୍ତର ପ୍ରଦେଶର ଲଖିମପୁର ଖେରିରେ ହୋଇଥିବା ହିଂସା ପରେ ରାଜ୍ୟ ଭାଜପା ସଭାପତି ସ୍ବତନ୍ତ୍ର ଦେବ ସିଂ ରବିବାର ଦଳୀୟ କର୍ମୀଙ୍କୁ କିଛି ପରାମର୍ଶ ଦେଇଛନ୍ତି। ସଂଖ୍ୟାଲଘୁ ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକର ଉଦ୍‌ଘାଟନୀ ଅଧିବେଶନକୁ ସମ୍ବୋଧିତ କରିବାବେଳେ ସେ…

ବାଦାମବାଡ଼ିରେ ଫାଟିଲା ପାଇପ୍‌, ଉଠିଲା ୧୫ଫୁଟ ଉଚ୍ଚକୁ ପାଣି

କଟକ ଅଫିସ୍‌,୧୦।୧୦: କଟକ ବାଦାମବାଡ଼ି ଟ୍ରାଫିକ୍‌ ଛକରେ ରବିବାର ଅପରାହ୍ଣରେ ଭୂତଳ ପାଣି ପାଇପ୍‌ ଫାଟି ଯାଇଛି। ପ୍ରାୟ ୧୫ଫୁଟ ଉଚ୍ଚକୁ ପାଣି ଉଠି ରାସ୍ତା ଝଳମଗ୍ନ ହୋଇ ଯାଇଛି। ରାସ୍ତାଟି ଜନଗହଳି ପୂୂର୍ଣ୍ଣ ହୋଇଥିବାରୁ ଯାତାୟତରେ ବାଧା ଉପୁଜିଛି। ଘଟଣା…

ମାଙ୍କଡ ଉପଦ୍ରବ: ଖାଇ ଯାଉଛନ୍ତି ଶିଶୁଙ୍କ କାନ

ଆଲିଗଡ,୧୦।୧୦: ଉତ୍ତର ପ୍ରଦେଶର ଆଲିଡର ନଗଲା ମାନସିଂହ ଅଞ୍ଚଳରେ ମାଙ୍କଡ ପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ମାଙ୍କଡମାନେ ଛୋଟ ପିଲାଙ୍କୁ ଏକୁଟିଆ ଦେଖି ଆକ୍ରମଣ କରୁଛନ୍ତି। ଗତ ୩ ମାସ ହେବ ଏହି ଅଞ୍ଚଳର ୬୦ରୁ ଅଧିକ ପିଲାଙ୍କ ଉପରେ ମାଙ୍କଡ…

ଏନ୍‌ଏଚ୍‌ ୪୯ ଅବରୋଧ

କେନ୍ଦୁଝର,୧୦।୧୦(ସ୍ବ.ପ୍ର.): କେନ୍ଦୁଝର ସଦର ବିଧାୟକ ମୋହନ ମାଝିଙ୍କ ଗାଡ଼ି ଉପରେ ବୋମା ମାଡ଼ ପ୍ରତିବାଦରେ କେନ୍ଦୁଝରରେ ଟାୟାର ଜାଳି ଭାଜପା ପକ୍ଷରୁ ରାସ୍ତାରୋକୋ କରାଯାଇଛି। ଏନ୍‌ଏଚ୍‌ ୪୯କୁ ଅବରୋଧ କରି ଆନ୍ଦୋଳନ ଚାଲିଥିବା ବେଳେ ଏହାକୁ ନେଇ ରାଜନୈତିକ ଉଷ୍ମତା ବୃଦ୍ଧି…

ପୁଅ ବାହାଘରକୁ ନିଜେ ଗାଡ଼ି ଚଲାଇ ଆସିଲେ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ,୧୦।୧୦: ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚାନ୍ନିଙ୍କ ବଡ ପୁଅ ନବଜିତ୍‌ ସିଂ ଚାନ୍ନିଙ୍କ ରବିବାର ନିରାଡମ୍ବର ଭାବରେ ବିବାହ ସମ୍ପନ୍ନ ହୋଇଛି। ଡେରାବସ୍ତିର ଅମଲାଲା ଗାଁର ସିମରନଧୀର କୌରଙ୍କ ସହ ତାଙ୍କ ବିବାହ ଫେଜ୍‌-୩ବି ୧ ସ୍ଥିତି ଗୁରୁଦ୍ୱାର ଶ୍ରୀ…

‘ଦେଶରେ କେବଳ ପ୍ରଧାନମନ୍ତ୍ରୀ, ଅରବପତି ବ୍ୟବସାୟୀଙ୍କୁ ଛାଡି କେହି ସୁରକ୍ଷିତ ନାହାନ୍ତି’

ବାରାଣସୀ,୧୦।୧୦: ଉତ୍ତର ପ୍ରଦେଶର ବାରାଣସୀରେ ଆୟୋଜିତ କିସାନ ନ୍ୟାୟ ସମାବେଶରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କେନ୍ଦ୍ର ତଥା ରାଜ୍ୟରେ ଭାଜପା ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଦୁର୍ଗା ମନ୍ତ୍ର ସହିତ ଭାଷଣ ଆରମ୍ଭ କରି ପ୍ରିୟଙ୍କା ଲଖିମପୁର ଘଟଣା, କୃଷି…

କନ୍ଧମାଳ ଏସ୍‌ପିଙ୍କ ନିକଟରେ ମାଓବାଦୀଙ୍କ ଆତ୍ମସମର୍ପଣ

ଫୁଲବାଣୀ ଅଫିସ,୧୦।୧୦: କନ୍ଧମାଳ ଏସ୍‌ପିଙ୍କ ନିକଟରେ ବିଜିଏନ୍‌ ଡିଭିଜନର ମାଓବାଦୀ ରାହୁଲ ମୂଷାକି(ପିଣ୍ଟୁ) ଆତ୍ମସମର୍ପଣ କରିଛନ୍ତି। ରାହୁଲଙ୍କ ଘର ଛତିଶଗଡ଼ ରାଜ୍ୟ ସୁକୁମା ଜିଲାର ଜେଗୁରୁମୁଣ୍ଡା ପଞ୍ଚାୟତ ତଳଟ ଗ୍ରାମରେ।୨୦୧୫ରୁ ରାହୁଲ ମାଓବାଦୀ ସଙ୍ଗଠନରେ ମିଶି କାର୍ଯ୍ୟ କରିଆସୁଥିଲେ। ତେବେ ରାଜ୍ୟ…

ପୋଖରୀରୁ ମିଳିଲା ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅଙ୍କ ମୃତଦେହ

ଭୁବନେଶ୍ୱର,୧୦।୧୦(ବ୍ୟୁରୋ): ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବଡ଼ପୁଅ ମନୀଷ ଅନୁରାଗଙ୍କ ମୃତଦେହକୁ ରବିବାର ଜବତ କରାଯାଇଛି। ରାଜଧାନୀ ଉପକଣ୍ଠ ପାତ୍ରପଡ଼ା ଗାଁର ଏକ ପୋଖରୀରୁ ସନ୍ଦେହଜନକ ଭାବେ ତାଙ୍କ ମୃତଦେହ ମିଳିଛି। ଶନିବାର ରାତିରେ ଅନୁରାଗ ନିଖୋଜ ଥିଲେ। ଏନେଇ ଥାନାରେ…

ନିରାଡ଼ମ୍ବର ପୂଜା ପାଇଁ ଆଇଆଇସିଙ୍କ ନିର୍ଦ୍ଦେଶ

ଦାରିଙ୍ଗବାଡ଼ି,୧୦।୧୦(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ଏବଂ ଦାରିଙ୍ଗବାଡ଼ିରେ ଦଶହରା ପୂଜାକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ କୋଭିଡ୍‌ ଗାଇଡ୍‌ଲାଇନ୍‌କୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଶାନ୍ତି ଶୃଙ୍ଖଳାରେ ଏହାକୁ ପାଳନ କରାଯିବା ନେଇ ଆଲୋଚନା ହୋଇଛି। ଏଥିରେ…

ଷ୍ଟକ୍‌ ଅଛି କୋଇଲା, ଚିନ୍ତା କରିବାର ଆବଶ୍ୟକତା ନାହିଁ: ଶକ୍ତି ମନ୍ତ୍ରୀ

ନୂଆଦିଲ୍ଲୀ,୧୦।୧୦: ଦେଶର ଅନେକ ରାଜ୍ୟରେ କୋଇଲା ଅଭାବ ଦେଖଦେଇଛି। ଏହି କାରଣରୁ ବିଦ୍ୟୁତ ସଙ୍କଟ ଗଭୀର ହୋଇଥିବାରୁ କେନ୍ଦ୍ର ଶକ୍ତି ମନ୍ତ୍ରୀ ଆର.କେ ସିଂ ଆଜି ଅଧିକାରୀଙ୍କ ସହ ଏକ ବୈଠକ କରିଛନ୍ତି। ଏହି ବୈଠକରେ କୋଇଲା ଅଭାବର ମୁକାବିଲା ପାଇଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri