ଫାଇନାଲ ହାରି ବି ମାଲାମାଲ କେକେଆର୍; ଟି-୨୦ ବିଶ୍ୱକପ୍ ବିଜେତା ଟିମ୍ ବି ପାଇବନି ସେତିକି ରାଶି…
ଦୁବାଇ,୧୬।୧୦: ଶେଷ ହୋଇଛି ଆଇପିଏଲ୍ ୨୦୨୧। ଶୁକ୍ରବାର ଚେନ୍ନାଇ ସୁପର କିଙ୍ଗ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଫାଇନାଲ ମୁକାବିଲା ଖେଳାଯାଇଥିଲା। ଏଥିରେ ଟସ୍ ହାରିଥିଲା ଚେନ୍ନାଇ। ପ୍ରଥମେ ବ୍ୟାଟିଂ କରି ଦଳ ୨୦ ଓଭରରେ ୧୯୨ ରନ୍ କରିଥିଲା।…
ଦ୍ୱିଗୁଣା ହେଲା ଖୁସି, ପୁଣି ଥରେ ବାପା ହେବାକୁ ଯାଉଛନ୍ତି ଧୋନୀ!
ଦୁବାଇ,୧୬।୧୦: ଚତୁର୍ଥ ଥର ପାଇଁ ଆଇପିଏଲ୍ ଟାଇଟଲ ଜିତି ଚର୍ଚ୍ଚାରେ ଚେନ୍ନାଇ ସୁପରକିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ। ଏସବୁ ମଧ୍ୟରେ ଧୋନୀ ଦ୍ୱିତୀୟ ଥର ପାଇଁ ବାପା ହେବାକୁ ଯାଉଥିବା ଖବର ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି। ସାକ୍ଷୀ…
୮୦ ହଜାର ଟଙ୍କାର ଶାଢି ପିନ୍ଧି ଚର୍ଚ୍ଚାରେ କାଜଲ
ମୁମ୍ବାଇ: ବଲିଉଡ୍ରେ ଦୁର୍ଗାପୂଜା ଖୁବ୍ ଧୁମଧାମରେ ପାଳନ କରାଯାଇଥାଏ । ଚଳିତ ବର୍ଷ କରୋନା ମହାମାରୀ ପାଇଁ ଏହା ସାମାନ୍ୟ ଫିକା ପଡିଯାଇଛି । ହେଲେ ସେଲିବ୍ରିଟିମାନେ ନିଜ ନିଜ ଢଙ୍ଗରେ ଦୁର୍ଗାପୂଜା ପାଳନ କରିଛନ୍ତି । ଅଭିନେତ୍ରୀ କାଜଲ ନବମୀ…
ନାରୀ ଶିକ୍ଷା ଉପରେ ଏବେ ଗୁରୁତ୍ୱ ଦେବ ତାଲିବାନ
କାବୁଲ,୧୬ ।୧୦: ତାଳିବାନ ଶାସନ କାଳରେ ମହିଳା ଓ କନ୍ୟା ସନ୍ତାନଙ୍କୁ ସେମାନଙ୍କ ସୁରକ୍ଷା ଓ ଅଧିକାରକୁ ନେଇ ସବୁଠାରୁ ଧିକ ଚିନ୍ତା ଘାରିଛି । କାରଣ ତାଲିବାନ ସର୍ବଦା ମହିଳା ଓ ବାଳିକାଙ୍କ ଶିକ୍ଷାର ବିରୋଧ କରିଥାଏ । ହେଲେ…
ମୁଖ୍ୟମନ୍ତ୍ରୀଙ୍କ ୭୬ତମ ଜନ୍ମଦିନରେ ପାଟଣା ବିଜେଡି ପକ୍ଷରୁ ସ୍ବାସ୍ଥ୍ୟକେନ୍ଦ୍ର ସଫେଇ
ପାଟଣା,୧୬।୧୦(ସ୍ବ.ପ୍ର.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୬ତମ ଜନ୍ମଦିନ ଅବସରରେ ପାଟଣା ବିଜେଡି ପକ୍ଷରୁ ଶନିବାର ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରକୁ ସଫେଇ କରାଯାଇଛି। ପରେ ସ୍ବାସ୍ଥ୍ୟକେନ୍ଦ୍ର ଅନ୍ତେବାସୀମାନଙ୍କୁ ଫଳ ବଣ୍ଟନ କରାଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପାଟଣା…
ବଢ଼ିଲା ବସ୍ ଭଡ଼ା
ଭୁବନେଶ୍ୱର,୧୬।୧୦(ବ୍ୟୁରୋ): କିଛି ଦିନ ହେବ ପେଟ୍ରୋଲ ଓ ଡିଜେଲ ଦର କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶନିବାର ରାଜ୍ୟ ସରକାର ବସ୍ ଭଡ଼ା ବଢ଼ାଇଛନ୍ତି । ସାଧାରଣ ବସଭଡ଼ା କିମି ପିଛା ୮୯ ପଇସାରୁ ୯୨ ପଇସାକୁ…
କଟକରେ ଏନ୍କାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ରାକା ଆହତ
କଟକସଦର,୧୬।୧୦(ଡି.ଏନ୍.ଏ.): ଜଗତ୍ସିଂହପୁର ଜିଲା କନ୍ଦରପୁର ଥାନା କାଠଯୋଡ଼ି ନଦୀବନ୍ଧ ଅଥଙ୍ଗା ନିକଟରେ ଶନିବାର ଏକ ଏନ୍କାଉଣ୍ଟର ହୋଇଛି। ଏନ୍କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଦାସ ଓରଫ ରାକା ଆହତ ହୋଇ କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ଏହି ଘଟଣାରେ କନ୍ଦରପୁର…
ଆମେ ବେଶି କଥା କହୁନାହିଁ, ଶାନ୍ତ ଥାଉ: ଧୋନୀ
ଦୁବାଇ,୧୬।୧୦: ଏଠାରେ ଖେଳାଯାଇଥିବା ଆଇପିଏଲ୍ ୨୦୨୧ର ଫାଇନାଲ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସକୁ ହରାଇ ଚତୁର୍ଥ ଥର ପାଇଁ ଚାମ୍ପିୟନ ହୋଇଛି ଚେନ୍ନାଇ ସୁପରକିଙ୍ଗ୍ସ। ଗତ ବର୍ଷ ପ୍ଲେଅଫ୍ରେ ସ୍ଥାନ ପାଇବାରେ ବିଫଳ ହୋଇଥିବା ଚେନ୍ନାଇ ଚଳିତ ଥର ଭଲ ପ୍ରଦର୍ଶନ…
ତଥାପି ଅଡ଼ୁଆ ତୁଟୁନି: ରାଜ୍ କୁନ୍ଦ୍ରାଙ୍କ ବିରୋଧରେ ପୁଣି ଏଫ୍ଆଇଆର୍ ରୁଜୁ କଲେ ଅଭିନେତ୍ରୀ
ମୁମ୍ବାଇ: ଅଶ୍ଳୀଳ ଭିଡିଓ ମାମଲାରେ ଜେଲ୍ରେ ଥିବା ବ୍ୟବସାୟୀ ତଥା ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କୁ ନିକଟରେ ଜାମିନ ମିଳିଛି । ତାଙ୍କ ବିରୋଧରେ ପୁଣି ଏଫଆଇଆର୍ ରୁଜୁ କରିଛନ୍ତି ଅଭିନେତ୍ରୀ ତଥା ମଡେଲ ଶର୍ଲିନ୍ ଚୋପ୍ରା…
ଆଇପିଏଲ୍ ୨୦୨୧: ଜାଣନ୍ତୁ ଫାଇନାଲ୍ ପରେ କାହାକୁ ମିଳିଲା କେଉଁ ପୁରସ୍କାର, କେତେ ରାଶି…
ଦୁବାଇ,୧୬।୧୦: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ୍)ର ୧୪ ତମ ସଂସ୍କରଣ ଶୁକ୍ରବାର ଦୁବାଇରେ ଶେଷ ହୋଇଛି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) କୋଲକାତା ନାଇଟ ରାଇଡର୍ସ (କେକେଆର୍)କୁ ୨୭ ରନ୍ରେ ପରାସ୍ତ କରି ଚତୁର୍ଥ ଥର ପାଇଁ ଟାଇଟଲ ଜିତିଛି। ଫାଇନାଲ…
ସାଙ୍ଗ ସାଜିଥିଲେ ସଇତାନ: ମନୀଷଙ୍କୁ ମାରି ପୋଖରୀରେ ଫିଙ୍ଗି ଦେଇଥିଲେ
ଭୁବନେଶ୍ୱର,୧୬।୧୦(ବ୍ୟୁରୋ): ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା ଉପରୁ ପରଦା ହଟିଛି। ମୃତ୍ୟୁ ପଛର ରହସ୍ୟ ଖୋଲିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ। ତେବେ ମନୀଷଙ୍କ ସାଙ୍ଗମାନେ ହିଁ ସଇତାନ ସାଜିଥିଲେ। ସାଙ୍ଗମାନେ ମନୀଷଙ୍କୁ ହତ୍ୟା…
ଆଇପିଏଲ୍ର ‘ସିକ୍ସର କିଙ୍ଗ’ ପାଲଟିଲେ ଏହି କ୍ରିକେଟର; ବିଦେଶୀ ବ୍ୟାଟ୍ସମ୍ୟାନ୍ଙ୍କୁ ପଛରେ ପକାଇଲେ
ଦୁବାଇ,୧୬।୧୦: ଶେଷ ହୋଇଛି ଆଇପିଏଲ୍ ୨୦୨୧। ଦୁଇଟି ପର୍ଯ୍ୟାୟରେ ଖେଳାଯାଇଥିବା ଏହି ଲିଗ୍ରେ ଅନେକ କ୍ରିକେଟର ନୂଆ ନୂଆ ଉପଲବ୍ଧି ହାସଲ କରିଛନ୍ତି। ବିଶେଷଭାବେ ସବୁଠାରୁ ଅଧିକ ଛକା ମାରି ଦର୍ଶକଙ୍କ ମନୋରଞ୍ଜନ କରିଛନ୍ତି ପଞ୍ଜାବ କିଙ୍ଗ୍ସର ଅଧିନାୟକ କେ.ଏଲ୍. ରାହୁଲ।…
Archives


