ଦ୍ୱାଦଶ ଶ୍ରେଣୀରେ ଦେଶରେ ଟପ୍ପର ହୋଇଥିଲେ ଏହି ଅଭିନେତ୍ରୀ
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଆଜି ୩୨ ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୨୨ ଅକ୍ଟୋବର ୧୯୮୮ରେ ହରିୟାଣାର ଅମ୍ବାଲାଠାରେ ଜନ୍ମଗ୍ରହଣ କରିଥିଲେ। ଏବେ ସେ ଫିଲ୍ମ ଜଗତରେ ଏକ ଜଣାଶୁଣା ନାମ। କିନ୍ତୁ ପରିଣୀତି ପିଲାଦିନରୁ ଫିଲ୍ମ…
ଇସ୍ତଫା ଦେଲେ କଂଗ୍ରେସ ନେତା ପ୍ରଦୀପ ମାଝୀ
ଭୁବନେଶ୍ୱର,୨୨।୧୦(ବ୍ୟୁରୋ) : କଂଗ୍ରେସ ଦଳର ବରିଷ୍ଠ ନେତା ତଥା ନବରଙ୍ଗପୁରର ପୂର୍ବତନ ଏମ୍ପି ପ୍ରଦୀପ ମାଝୀ ଦଳରୁ ଇସ୍ତଫା ଦେଇଛନ୍ତି । ଦଳର ମୁଖ୍ୟ ସୋନିଆ ଗାନ୍ଧିଙ୍କୁ ଚିଠି ଲେଖି ସେ ଦଳ ଛାଡ଼ିଥିବା ଜଣାପଡ଼ିଛି। ସେ ପ୍ରାଥମିକ ସଦସ୍ୟ ଓ…
୬ ବର୍ଷରେ ଭାରତ ଛାଡ଼ିଛନ୍ତି ୩୫ ହଜାର ଉଦ୍ୟୋଗୀ
କୋଲକାତା,୨୨।୧୦: ୨୦୧୪ରେ କେନ୍ଦ୍ରରେ ମୋଦି ସରକାର କ୍ଷମତାସୀନ ହେବା ପରଠାରୁ ୨୦୨୦ ମଧ୍ୟରେ ୩୫,୦୦୦ ଭାରତୀୟ ଉଦ୍ୟୋଗୀ ଦେଶ ଛାଡ଼ିଛନ୍ତି। ସେମାନଙ୍କ ମଧ୍ୟରୁ ସର୍ବାଧିକ ୨୩,୦୦୦ ଏଣ୍ଟରପ୍ରିନ୍ୟୁର କେବଳ ୨୦୧୪ରୁ ୨୦୧୮ ମଧ୍ୟରେ ଭାରତ ଛାଡ଼ି ଅନ୍ୟ ଦେଶକୁ ଚାଲିଯାଇଛନ୍ତି। ଏକ…
୩ ବର୍ଷ ପରେ ୨ ପ୍ରକଳ୍ପକୁ ମଞ୍ଜୁରୀ
ଭୁବନେଶ୍ୱର,୨୨।୧୦(ବ୍ୟୁରୋ): ମାଳମାଳ ଯୋଜନା ଘୋଷଣା ହେଉଛି। ତେବେ ସେଥିରୁ ଲୋକେ କେତେ ଉପକୃତ ହେଉଛନ୍ତି ତାହାର ଉତ୍ତର ଖୋଜିବା ଲାଗି ସରକାରୀ ସ୍ତରରେ ସେତେଟା ତତ୍ପରତା ପ୍ରକାଶ ପାଉନାହିଁ। ଯୋଜନାର ପରିକଳ୍ପନା ଓ ବାସ୍ତବତା ମଧ୍ୟରେ ଏକ ଦୀର୍ଘ ଅନ୍ତର ସୃଷ୍ଟି…
ବ୍ୟସ୍ତବହୁଳ ରୁଟ୍ରେ ବିମାନ ଭଡ଼ା ୪୫% ବୃଦ୍ଧି
ନୂଆଦିଲ୍ଲୀ,୨୨।୧୦: ଦୀପାବଳି ପୂର୍ବରୁ ବ୍ୟସ୍ତବହୁଳ ରୁଟ୍ଗୁଡ଼ିକରେ ବିମାନ ଭଡ଼ା ଲଗାତର ବୃଦ୍ଧି ହେଉଥିବା ଦେଖାଯାଉଛି। ବର୍ଦ୍ଧିତ ଚାହିଦା ଯୋଗୁ ବିମାନ ଭଡ଼ା ପୂର୍ବ ତୁଳନାରେ ପ୍ରାୟ ୩୦ରୁ ୪୫% ବଢ଼ିଥିବା ଜଣାପଡ଼ିଛି। ଟ୍ରାଭେଲ ପୋର୍ଟାଲ ଇକ୍ସିଗୋ ମୁତାବକ, ମୁମ୍ବାଇ-ଦିଲ୍ଲୀ ଏବଂ ମୁମ୍ବାଇ-କୋଲକାତା…
ପେଟିଏମ୍ର କ୍ୟାଶବ୍ୟାକ ଧମାକା
ଭୁବନେଶ୍ୱର,୨୨।୧୦: ଦେଶର ପ୍ରମୁଖ ଡିଜିଟାଲ ଇକୋସିଷ୍ଟମ ପେଟିଏମ ନିକଟରେ ଏହାର ପାର୍ବଣ ଅଫର ସମ୍ପର୍କରେ ଘୋଷଣା କରିଛି। କମ୍ପାନୀ ପାର୍ବଣ ଅବସରରେ ୧୦୦ କୋଟିର ମାର୍କେଟିଂ କ୍ୟାମ୍ପନେ ତା’ର ପାର୍ଟନରମାନଙ୍କ ଜରିଆରେ କରିବ ବୋଲି ଜଣାପଡିଛି। କମ୍ପାନୀ ଚଳିତ ପାର୍ବଣରେ ପେ…
ସାଧାରଣ ନାଗରିକଙ୍କୁ ବିବାହ କରିବେ ସୁନ୍ଦରୀ ରାଜକୁମାରୀ
ଟୋକିଓ,୨୨।୧୦:ଜାପାନର ରାଜକୁମାରୀ ମାକୋ ଖୁବ୍ଶୀକ୍ର ବିବାହ କରିବାକୁ ଯାଉଛନ୍ତି। ସାଧାରଣ ନାଗରିକ କେ କୋମୁରୋଙ୍କୁ ୩-୪ଜଣ ଅତିଥିଙ୍କ ଉପସ୍ଥିତିରେ ଆସନ୍ତା ମଙ୍ଗଳବାର ବିବାହ କରିବେ। ଏହି ବିବାହ ପରେ ମାକୋ ଆଉ ରାଜକୁମାରୀ ରହିବେ ନାହିଁ। ସେ ସାଧାରଣ ନାଗରିକଙ୍କ ପରି…
ବର୍ଷକରେ ଶହୀଦ ହୋଇଛନ୍ତି ୩୭୭
କଟକ ଅଫିସ,୨୨।୧୦:ପୋଲିସ ମୁଖ୍ୟାଳୟ ପରିସରରେ ଗୁରୁବାର ୬୨ତମ ରାଜ୍ୟସ୍ତରୀୟ ପୋଲିସ ଶହୀଦ ଦିବସ ପାଳିତ ହୋଇଯାଇଛି। ଉତ୍ସବରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଅଭୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦେଶର ବିଭିନ୍ନ ଆରକ୍ଷୀ ବିଭାଗରେ ଶହୀଦ ହୋଇଥିବା ଯବାନଙ୍କ ଅମର ଆତ୍ମା…
ମାଧ୍ୟମିକ ସ୍କୁଲରେ ନିଯୁକ୍ତ ହେବେ ୫୫୦ କ୍ରୀଡ଼ା ଶିକ୍ଷକ
ଭୁବନେଶ୍ୱର,୨୨।୧୦(ବ୍ୟୁରୋ):ସରକାରୀ ମାଧ୍ୟମିକ ସ୍କୁଲଗୁଡ଼ିକରେ ଖାଲିଥିବା ପଦବୀରେ ୫୫୦ ଜଣ କ୍ରୀଡ଼ା ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ। ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ପକ୍ଷରୁ ଅକ୍ଟୋବର ୫ରେ ହୋଇଥିବା ଅନ୍ଲାଇନ ପରୀକ୍ଷାଫଳ ଚୂଡ଼ାନ୍ତ ହୋଇଛି। ଏହି ପରୀକ୍ଷାରେ ମୋଟ ୫୫୦ ପ୍ରାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେମାନଙ୍କ…
କୋହଲି କି ରୋହିତ ନୁହେଁ, ଏହି ୨ କ୍ରିକେଟର୍ଙ୍କୁ ପାକିସ୍ତାନର ପ୍ରବଳ ଭୟ
ଦୁବାଇ,୨୨।୧୦: ଟି -୨୦ ବିଶ୍ୱକପ୍ରେ ଭାରତୀୟ ଦଳ ଜବରଦସ୍ତ ଆରମ୍ଭ କରିଛି। ଦଳ ଉଭୟ ଅଭ୍ୟାସ ମ୍ୟାଚରେ ଏକ ଚମତ୍କାର ବିଜୟ ହାସଲ କରିଛି। ଅନ୍ୟପକ୍ଷରେ ପାକିସ୍ତାନ ଦ୍ୱିତୀୟ ଅଭ୍ୟାସ ଅପ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାକୁ ହରାଇଥିଲା। ୨୪ ଅକ୍ଟୋବରରେ ଟି…
ଓମାନରେ ୮ ଓଡ଼ିଆ ଶ୍ରମିକ ନିର୍ଯାତିତ
ବାଲୁଗଁ।/ବାଣପୁର, ୨୨।୧୦(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲାରେ ଅଣ ପଞ୍ଜୀକୃତ ଠିକାଦାରଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏମାନେ ବାହାର ରାଜ୍ୟ କମ୍ପାନୀର ଏଜେଣ୍ଟ ଭାବେ କାର୍ଯ୍ୟ କରୁଛନ୍ତି। ନିଜକୁ ପଞ୍ଜୀକୃତ ଠିକାଦାର ବୋଲି ପରିଚୟ ଦେଇ ଗରିବ ଲୋକଙ୍କୁ ଅଧିକ ଟଙ୍କା ରୋଜଗାର ଆଶା…
ସେବାୟତଙ୍କ ପାଇଁ ଲାଗୁ ହେଲା ଡ୍ରେସ୍ କୋଡ୍
ପୁରୀ ଅଫିସ, ୨୨।୧୦: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସେବା ତଥା ଗର୍ଭଗୃହକୁ ପ୍ରବେଶ କରୁଥିବା ସେବାୟତଙ୍କ ପାଇଁ ଡ୍ରେସ୍ କୋଡ୍ ଲାଗୁ ହୋଇଛି। ପାରମ୍ପରିକ ବସ୍ତ୍ର ପରିଧାନ କରି ସେବାୟତମାନେ ଗୁରୁବାରଠାରୁ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିଛନ୍ତି। ସେହିପରି ଆସନ୍ତା ଦୀପାବଳି ପରଦିନଠାରୁ…
Archives


