୬ ବର୍ଷରେ ଭାରତ ଛାଡ଼ିଛନ୍ତି ୩୫ ହଜାର ଉଦ୍ୟୋଗୀ
କୋଲକାତା,୨୨।୧୦:୨୦୧୪ରେ କେନ୍ଦ୍ରରେ ମୋଦି ସରକାର କ୍ଷମତାସୀନ ହେବା ପରଠାରୁ ୨୦୨୦ ମଧ୍ୟରେ ୩୫,୦୦୦ ଭାରତୀୟ ଉଦ୍ୟୋଗୀ ଦେଶ ଛାଡ଼ିଛନ୍ତି। ସେମାନଙ୍କ ମଧ୍ୟରୁ ସର୍ବାଧିକ ୨୩,୦୦୦ ଏଣ୍ଟରପ୍ରିନ୍ୟୁର କେବଳ ୨୦୧୪ରୁ ୨୦୧୮ ମଧ୍ୟରେ ଭାରତ ଛାଡ଼ି ଅନ୍ୟ ଦେଶକୁ ଚାଲିଯାଇଛନ୍ତି। ଏକ ଅଧ୍ୟୟନ…
ଯୌନ ସମ୍ପର୍କ ନ ରଖିବାରୁ ବାଳିକାଙ୍କୁ ହତ୍ୟା
ଗୁଆହାଟୀ, ୨୨ା୧୦:ଆସାମର ନଅଗାଁ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଯୌନ ସମ୍ପର୍କ ରଖିବା ପାଇଁ ମନାକରିବାରୁ ଜଣେ ୬ ବର୍ଷୀୟା ବାଳିକାଙ୍କୁ ପର୍ନ ଅଭ୍ୟସ୍ତ ୨ ନାବାଳକ ପଥରରେ ଛେଚି ହତ୍ୟା କରିଛନ୍ତି। ୧୧ ବର୍ଷୀୟ ଅଭିଯୁକ୍ତ ଦ୍ୱୟଙ୍କ ସମେତ…
ଗ୍ୟାସ୍, କୋଇଲା ପାଇଁ ହେବ ଜରୁରୀ ଭଣ୍ଡାର
ଚେନ୍ନାଇ, ୨୨।୧୦:କୋଇଲା ଅଭାବକୁ ନେଇ ବିଦ୍ୟୁତ ସଙ୍କଟ ଆଶଙ୍କା ଦେଖାଦେଇଥିବାବେଳେ ଭବିଷ୍ୟତରେ ଏଭଳି ଯୋଗାଣ ସମସ୍ୟାର ସମାଧାନ ପାଇଁ ସରକାର ପ୍ରାକୃତିକ ଗ୍ୟାସ୍ ଓ ଆମଦାନି କୋଇଲାର ଷ୍ଟାଟେଜିକ୍ ରିଜର୍ଭ (ଜରୁରୀ ସମୟରେ ବ୍ୟବହାର ପାଇଁ ଭଣ୍ଡାର) ନିର୍ମାଣ ନିମନ୍ତେ ବିଚାର…
ସ୍ଲରି ପାଇପ୍ ଲାଇନ୍ ପାଇଁ ଜଳକର
ଯାଜପୁର ଅଫିସ,୨୨।୧୦: ସ୍ଲରି ପାଇପ୍ ଲାଇନ୍ରେ ଖଣିଜ ପଦାର୍ଥ ପରିବହନ କରୁଥିବା କମ୍ପାନୀଗୁଡ଼ିକ ଉପରେ ଜଳକର କେତେ ନିର୍ଦ୍ଧାରଣ ହେବ ସେନେଇ ପ୍ରସ୍ତାବ ଦେବାକୁ ଶିଳ୍ପ ବିଭାଗ ସମେତ ଷ୍ଟିଲ ଓ ଖଣି ବିଭାଗର ଅତିରିକ୍ତ ସଚିବଙ୍କୁ ରାଜ୍ୟ ଜଳ ସମ୍ପଦ…
ବାଂଲାଦେଶ ହିଂସାର ମୁଖ୍ୟ ଅଭିଯୁକ୍ତ ଇକବାଲ ହୁସେନ ଗିରଫ
ଢାକା,୨୨ ।୧୦: ବାଂଲାଦେଶରେ ଦୁର୍ଗାପୂଜା ହେଉଥିବା ସ୍ଥାନରେ ହିନ୍ଦୁଙ୍କ ବିରୋଧରେ ସାମ୍ପ୍ରଦାୟିକ ହିଂସାକୁ ଉସକାଉଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ସେ ହେଉଛନ୍ତି ଇକବାଲ ହୁସେନ । ପୋଲିସ କୋମିଲାରେ ନାନୁଆର ଦେଘି କୂଳରେ ଏକ ଅସ୍ଥାୟୀ ପୂଜା…
ଯୋଗେନ୍ଦ୍ର ଯାଦବ ଏକ ମାସ ପାଇଁ ନିଲମ୍ବିତ
ନୂଆଦିଲ୍ଲୀ,୨୨ ।୧୦: ସଂଯୁକ୍ତ କୃଷକ ମୋର୍ଚ୍ଚା ଏକ ବଡ ଆକ୍ସନ ନେବାକୁ ଯାଇ ଯୋଗେନ୍ଦ୍ର ଯାଦବଙ୍କୁ ୧ ମାସ ପାଇଁ ନିଲମ୍ବିତ କରିଛନ୍ତି । କିଛିଦିନ ହେବ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଉଥିଲା । ନିକଟରେ ଯୋଗେନ୍ଦ୍ର ଯାଦବ…
ଫେଲ୍ ମାରିଲା ଦକ୍ଷିଣ କୋରିଆର ପ୍ରଥମ ସ୍ପେସ୍ ରକେଟ୍ ପରୀକ୍ଷଣ
ସିଓଲ, ୨୨।୧୦: ଦକ୍ଷିଣ କୋରିଆ ପ୍ରଥମ ଥର ପାଇଁ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ସ୍ପେସ୍ ରକେଟ୍ ‘ନୁରୀ’ର ପରୀକ୍ଷଣ କରାଯାଇଛି। ମହାକାଶକୁ ଉପଗ୍ରହ ପ୍ରେରଣ ଦିଗରେ ଏହି ରକେଟ୍ ଟେଷ୍ଟ ଦେଶ ପାଇଁ ଏକ ବଡ଼ ପଦକ୍ଷେପ ବୋଲି ଅଧିକାରୀମାନେ…
ଗିରଫ ହେଲେ ଯାତ୍ରା ପାର୍ଟି ମାଲିକ
ବାରିପଦା ଅଫିସ/ଚିତ୍ରଡ଼ା,୨୨ା୧୦(ଡି.ଏନ.ଏ.): କରୋନା କଟକଣା ନ ମାନି ଯାତ୍ରା ପରିବେଷଣ କରିବା ଅଭିଯୋଗରେ ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ପୋଲିସ ‘ଧର୍ତ୍ତୀ ସିର୍ଜନ’ ନାମକ ଏକ ଆଦିବାସୀ ଯାତ୍ରା ପାର୍ଟିର ମାଲିକଙ୍କୁ ଗିରଫ କରିବା ସହ ୬ ଆୟୋଜକଙ୍କ ନାମରେ ମାମଲା…
ଟି-୨୦ ବିଶ୍ୱକପ୍ ପୂର୍ବରୁ ବଡ଼ ଭବିଷ୍ୟବାଣୀ: ଏହି ୪ ଦଳ ମଧ୍ୟରେ ଖେଳାଯିବ ସେମିଫାଇନାଲ୍
ନୂଆଦିଲ୍ଲୀ,୨୨।୧୦: ଆଇସିସି ଟି -୨୦ ବିଶ୍ୱକପ ୨୦୨୧ର ସୁପର -୧୨ ମ୍ୟାଚ ଅକ୍ଟୋବର ୨୩ରୁ ଆରମ୍ଭ ହେବ, କିନ୍ତୁ ଏହା ପୂର୍ବରୁ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ବ୍ରାଡ ହଗ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି। ସେ ଟୁର୍ନାମେଣ୍ଟର ସେମିଫାଇନାଲ ପୂର୍ବାନୁମାନ କରିଛନ୍ତି।…
୬ ହଜାର ଟଙ୍କା ନେଇ ଧରାପଡ଼ିଲେ ପିଇଓ
ଭବାନୀପାଟଣା,୨୨।୧୦(ସ୍ବ.ପ୍ର.): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୋପାଲପୁର ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ(ପିଇଓ) କ୍ଷମା ପ୍ରସାଦ ଦୁରିଆ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗୁରୁବାର କଳାହାଣ୍ଡି ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ସେ ଜଣେ ହିତାଧିକାରୀଙ୍କଠାରୁ ପ୍ରଧାନମନ୍ତ୍ରୀ ଆବାସ…
ଭାରତୀୟ ଯୁବତୀଙ୍କ ପ୍ରେମରେ ପଡିଥିଲେ ଏହି ୨ ପାକିସ୍ତାନ କ୍ରିକେଟର୍; ବିବାହ ପାଇଁ…
ନୂଆଦିଲ୍ଲୀ,୨୨।୧୦: ଆଇସିସି ଟି -୨୦ ବିଶ୍ୱକପ ୨୦୨୧ ଆରମ୍ଭ ହୋଇଛି। ସମସ୍ତ କ୍ରିକେଟ ପ୍ରଶଂସକ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହାଇ ଭୋଲଟେଜ ମ୍ୟାଚ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ମ୍ୟାଚ ୨୪ ଅକ୍ଟୋବରରେ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ…
ଟି୨୦ ବିଶ୍ୱକପ୍ର ମେନ୍ ଇଭେଣ୍ଟରେ ଦୁଇ ଦଳ
ଅଲ ଅମେରାଟ,୨୨।୧୦: ଟି୨୦ ବିଶ୍ୱକପ୍ର ମେନ ଇଭେଣ୍ଟରେ ପ୍ରବେଶ କରିଛନ୍ତି ବାଂଲାଦେଶ ଓ ସ୍କଟଲାଣ୍ଡ। ଗ୍ରୁପ୍ ବି’ରେ ଦୁଇ ଦଳ ସେମାନଙ୍କ ଅନ୍ତିମ ମ୍ୟାଚ୍କୁ ଜିତି ବିଶ୍ୱକପ୍ର ସୁପର- ୧୨ ପର୍ଯ୍ୟାୟରେ ସ୍ଥାନ ପକ୍କା କରିଛନ୍ତି। ଗୁରୁବାର ଖେଳାଯାଇଥିବା ମ୍ୟାଚ୍ରେ ସ୍କଟଲାଣ୍ଡ…
Archives


