Home Left

ଯୁବତୀଙ୍କୁ ଘରୁ ଡାକିନେଇ ବଳାତ୍କାର ପରେ ହତ୍ୟା

କେନ୍ଦୁଝର,୨୪ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ଜଣେ ଶିଶୁ କନ୍ୟାଙ୍କ ଗଳିତ ମୃତଦେହ ଜବତ ହେବାର ଦିନକ ପରେ ପୁଣି ଜଣେ ଯୁବତୀଙ୍କୁ ଘରୁ ଡାକିନେଇ ହତ୍ୟା କରାଯିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ରବିବାର ଏକ ପରିତ୍ୟକ୍ତ ସ୍ଥାନରୁ ହାତଗୋଡ଼ ବନ୍ଧା ଅବସ୍ଥାରେ…

ପାଓ୍ବର ପ୍ଲେ’ରେ ଭାରତ ହାତ ଖାଲି

ଦୁବାଇ,୨୪।୧୦: ପାକିସ୍ତାନ ଆଗରେ ୧୫୨ ରନ୍‌ର ବିଜୟ ଲକ୍ଷ୍ୟ ଛିଡ଼ା କରିଥିବା ଟିମ୍‌ ଇଣ୍ଡିଆ ପାଓ୍ବର ପ୍ଲେ’ରେ ଗୋଟିଏ ହେଲେ ଉଇକେଟ ନେବାକୁ ସକ୍ଷମ ହୋଇନାହିଁ। ଅଧିନାୟକ ବିରାଟ କୋହଲି ୬ ଓଭର ମଧ୍ୟରେ ୪ ବୋଲରଙ୍କୁ ବ୍ୟବହାର କରିଥିଲେ। ଯଶପ୍ରୀତ…

ଦୀପାବଳିକୁ ନେଇ ଏଭଳି ବାର୍ତ୍ତା ଦେଲେ କିଙ୍ଗ ଖାନ୍‌

ମୁମ୍ବାଇ: ଉତ୍ସବ ସମୟରେ ବ୍ରାଣ୍ଡଗୁଡ଼ିକ ବିଜ୍ଞାପନ ଦେଇଥା’ନ୍ତି। ତାହା ପୁଣି ବିଶେଷ ରିହାତି ସହ। କ୍ୟାଡବରୀ ହେଉଛି ଏମିତି ଏକ ବ୍ରାଣ୍ଡ ଯାହାକି ଅନେକ ବିଶେଷ ପର୍ବ ସମୟରେ ବିଜ୍ଞାପନ ଦେଇଥାଏ। ଏଥର ଦୀପାବଳିରେ ନୂଆ ବାର୍ତ୍ତା ସହ କ୍ୟାଡବରୀ ପକ୍ଷରୁ…

ମଞ୍ଚ ଉପରେ କଂଗ୍ରେସ ସମର୍ଥକ ନେତାଙ୍କୁ ଆକ୍ରମଣ କଲେ ବାଘେଲଙ୍କ ସମର୍ଥକ

ରାୟପୁର,୨୪ ।୧୦: ଛତିଶଗଡ଼ର ଜଶପୁରରେ ରବିବାର କଂଗ୍ରେସର ଏକ କାର୍ଯ୍ୟକ୍ରମରେ ସିଂହଦେବ ଓ ବାଘେଲ ସମର୍ଥକଙ୍କ ମଧ୍ୟରେ ହାତାହାତି ହୋଇଯାଇଛି । ତାହା ପୁଣି ମଞ୍ଚ ଉପରେ । ମନ୍ତ୍ରୀ ଟିଏସ୍ ସିଂହଦେବଙ୍କ ସମର୍ଥନରେ ପୂର୍ବତନ ଜିଲା ଅଧ୍ୟକ୍ଷ ପବନ ଅଗ୍ରୱାଲ…

ଉତ୍ତରାଖଣ୍ଡରେ ବଦଳିଲା ପାଣିପାଗ, ବଢିଲା ଶୀତ

ଡେରାଡୁନ,୨୪ ।୧୦: ଉତ୍ତରାଖଣ୍ଡରେ ପାଣିପାଗ ହଠାତ୍ ପରିବର୍ତ୍ତନ ହୋଇଛି । ରବିବାର ସକାଳେ ଏଠାରେ ଶୁଖିଲା ପାଗ ଥିବା ବେଳେ ଅପରାହ୍ନରେ ବର୍ଷା ସହ ତୁଷାର ପାତ ହୋଇଛି । ଫଳରେ ତାପମାତ୍ରା ପାଖାପାଖି ୯ ଡିଗ୍ରୀ କମ୍ ହୋଇ ୨୧…

ମାନହାନୀ ପରେ ସମନ୍ଥାଙ୍କୁ ନାତୁଣୀ କହିଲେ ଡାକ୍ତର

ଚେନ୍ନାଇ,୨୪।୧୦: ତେଲୁଗୁ ଓ ତାମିଲ ଫିଲ୍ଡ ଇଣ୍ଡଷ୍ଟ୍ରିରେ ସବୁଠୁ ଜଣାଶୁଣା ନାମ ସମନ୍ଥା ନିକଟରେ ତାଙ୍କ ସ୍ବାମୀ ନାଗା ଚୈତନ୍ୟଙ୍କ ସହ ବିବାହ ବିଚ୍ଛେଦ କରିଛନ୍ତି। ଦୀର୍ଘ ୪ ବର୍ଷ ଧରି ପରସ୍ପରକୁ ଡେଟ୍‌ କରିବା ପରେ ୨୦୧୭ରେ ବିବାହ ବନ୍ଧନରେ…

ଜଳିଗଲା କିରୋସିନି ବୋଝେଇ ଅଟୋ

ଭଦ୍ରକ ଅଫିସ, ୨୪।୧୦: ଭଦ୍ରକ ଜିଲା ଧାମନଗର-ଚୁଡ଼ାକୁଟି ରାସ୍ତାର ପଣ୍ଡୁବଜାର ଛକ ନିକଟରେ ରବିବାର ଏକ କିରୋସିନ ବୋଝେଇ ଅଟୋ (ନଂ. ଓଡି ୨୨ ଡି ୮୯୩୫) ଜଳିଯାଇଛି। ହେଲେ ଗାଡି ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଟଙ୍କା ପାଇଁ ଭାରୋତ୍ତୋଳକ ସାଜିଲେ ଦିନମଜୁରିଆ

ମାଲକାନଗିରି,୨୪ା୧୦ (ଡି.ଏନ.ଏ.): ଦିନେ ରାଜ୍ୟ ତଥା ଜିଲା ପାଇଁ ଗୌରବ ଆଣିଥିବା ଯୁବକ ଆଜି ପାଲଟିଛନ୍ତି ଦିନ ମଜୁରିଆ । ଅର୍ଥାଭାବରୁ ତାଙ୍କ ପ୍ରତିଭା ଅନ୍ଧାରରେ ହଜିଯାଉଛି। ପ୍ରତିଭା ଥିବା ସତ୍ତ୍ୱେ ଅଭାବ ତାଙ୍କ ବାଟ ଓଗାଳିଛି। ସେ ପାଲଟି ଯାଇଛନ୍ତି…

ସୁସ୍ଥ ଜୀବନ ବଞ୍ଚିବାର ବାଟ ଦେଖାଇଛି ଆୟୁର୍ବେଦ: ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୪ ।୧୦: ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି ଆୟୁର୍ବେଦ ଲୋକଙ୍କୁ ସୁସ୍ଥ ଜୀବନ ବଞ୍ଚିବାର ବାଟ ଦେଖାଇଛି । ଏହା କେବଳ ରୋଗ ଉପଶମ କରିବାର ମାଧ୍ୟମ ନୁହେଁ ବରଂ ଏହାଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବି ବୃଦ୍ଧି…

ନାଳ ପାର୍‌ ହେଉଥିବା ବେଳେ ବୁଡ଼ିଗଲେ

ଠାକୁରମୁଣ୍ଡା,୨୪।୧୦(ଡି.ଏନ.ଏ.): ନାଳ ପାର୍‌ ହେଉଥିବା ବେଳେ ଜଣେ ବ୍ୟକ୍ତି ବୁଡ଼ିଯାଇ ପ୍ରାଣ ହରାଇଛନ୍ତି। ମୃତକ ହେଲେ ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ଅଧୀନ ଚମ୍ପାଝର ପଞ୍ଚାୟତ କିରିକିଚିପାଳ ଗ୍ରାମର ଦାମୁ ବିନ୍ଧାଣି। ସୂଚନା ଅନୁଯାୟୀ, ସେ କୌଣସି କାମରେ ଶନିବାର ରାତି…

ମୋଦିଙ୍କ ହୃଦୟରେ ଅଛି ଜମ୍ମୁ-କଶ୍ମୀର: ଅମିତ ଶାହା

ଶ୍ରୀନଗର,୨୪।୧୦: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ୩ ଦିନିଆ ଜମ୍ମୁ-କଶ୍ମୀର ଗସ୍ତରେ ଯାଇଛନ୍ତି । ଜମ୍ମୁ କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ହେବା ପରଠାରୁ ଶାହ ପ୍ରଥମଥର ପାଇଁ ରାଜ୍ୟ ଗସ୍ତ କରିଛନ୍ତି। ଭଗବତୀ ନଗର ଅଞ୍ଚଳରେ ଏକ ରାଲିକୁ ସମ୍ବୋଧିତ…

୬ ରନ୍‌ରେ ଚାଲିଗଲେ ଦୁଇ ଓପନର

ଦୁବାଇ,୨୪।୧୦: ଆରମ୍ଭରୁ ସଙ୍କଟରେ ପଡ଼ିଯାଇଛି ଭାରତୀୟ ଦଳ। ମାତ୍ର ୬ ରନ୍‌ ମଧ୍ୟରେ ଦୁଇ ଓପନର ଆଉଟ୍‌ ହୋଇ ପ୍ୟାଭିଲିଅନ୍‌ ଫେରିଛନ୍ତି। ଉପଅଧିନାୟକ ରୋହିତ ପ୍ରଥମ ଓଭରରେ ଖାତା ଖୋଲିବା ପୂର୍ବରୁ ଆଉଟ୍‌ ହୋଇଥିଲେ। ସେହିଭଳି ମାତ୍ର ୩ ରନ୍‌ କରିବାକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri