ମ୍ୟାଚ୍ ପୂର୍ବରୁ ପ୍ରାର୍ଥନା କଲେ ଦୁଇ ଦେଶର ପ୍ରଶଂସକ
ଦୁବାଇ,୨୪।୧୦: ଶନିବାର ସନ୍ଧ୍ୟାରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି ଭାରତ ଓ ପାକିସ୍ତାନ। ଟି୨୦ ବିଶ୍ୱକପ୍ର ବହୁ ପ୍ରତିକ୍ଷିତ ମ୍ୟାଚ୍ ପୂର୍ବରୁ ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରାର୍ଥନା କରିଛନ୍ତି ପ୍ରଶଂସକ। ଯାହା ଫଳରେ ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ପଡ଼ୋଶୀ ଦେଶ ମଧ୍ୟରେ ଅଧିକ…
ଗୋଟିଏ ଦିନ ପୂର୍ବରୁ କରିଥିଲେ ଦଳ ପାଇଁ ପ୍ରଚାର, ଆଜି ଛାଡିଲେ ହାତ
ଭୋପାଳ,୨୪।୧୦: ମଧ୍ୟପ୍ରଦେଶରେ କଂଗେସକୁ ଏକ ବଡ଼ ଝଟ୍କା ଲାଗିଛି। ରବିବାର ବଡବାହର କଂଗ୍ରେସ ବିଧାୟକ ସଚିନ ବିର୍ଲାଙ୍କ କଂଗ୍ରେସ ବିଧାୟକ ଦଳ ଛାଡି ଭାଜପାରେ ଯୋଗ ଦେଇଛ। ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଉପସ୍ଥିତିରେ ସେ ବଡବାହରେ ଭାଜପାରେ ସାମିଲ ହୋଇଥିଲେ।…
ପୁରୁଣା ଫର୍ମକୁ ଫେରିଲେ ଲାଲୁ
ପାଟନା,୨୪।୧୦: ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି)ର ମୁଖ୍ୟ ଲାଲୁ ପ୍ରସାଦ ଯାଦବ ପ୍ରାୟ ତିନି ବର୍ଷ ପରେ ରବିବାର ପାଟନାକୁ ଫେରୁଛନ୍ତି। ଦିଲ୍ଲୀରୁ ପାଟନା ଯିବା ପୂର୍ବରୁ ଲାଲୁ ଯାଦବ ଫୁରୁଣା ଫର୍ମରେ ନଜର ଆସିଛନ୍ତି। ବିହାରରେ କଂଗ୍ରେସ ସହ ଦଳର ମେଣ୍ଟ…
ଯାଜପୁରରେ ନକଲି ଜର୍ଦ୍ଦା କାରଖାନାରେ ଚଢ଼ାଉ
ଛତିଆ,୨୪।୧୦(ଡି.ଏନ୍.ଏ.): ଯାଜପୁର ଜିଲା ଛତିଆ ବିଦ୍ୟାଧରପୁରରେ ଚାଲିଥିବା ଏକ ନକଲି ଜର୍ଦ୍ଦା କାରଖାନା ଉପରେ ରବିବାର ଅଚାନକ ଚଢାଉ ହୋଇଛି। ଏଥିରେ ବିପୁଳ ପରିମାଣରେ ନକଲି ଜର୍ଦ୍ଦା ଜବତ ହେବା ସହ ୨ ଜଣଙ୍କୁ ଅଟକ ରଖାଯାଇଛି। ଖବରପାଇ ସ୍ପେସିଆଲ ସ୍କ୍ବାଡ…
ହସ୍ପିଟାଲରେ ଲଖିମପୁର ଘଟଣାର ମୁଖ୍ୟ ଅଭିଯୁକ୍ତ
ଲକ୍ଷ୍ନୌ,୨୪।୧୦: ଲଖିମପୁର ଖେରି ଘଟଣାରେ ମୁଖ୍ୟ ଅଭିଯୁକ୍ତ ତଥା କେନ୍ଦ୍ର ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି। ଆଶିଷଙ୍କୁ ଜେଲରୁ ଜିଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡାକ୍ତରୀ ଟେଷ୍ଟ ପରେରେ ଆଶିଷ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି। ଜେଲର…
ସୋମବାରରୁ ଆରମ୍ଭ ହେବ ଅଷ୍ଟମ ଶ୍ରେଣୀ ଅଫଲାଇନ ପାଠପଢା
ଭୁବନେଶ୍ୱର,୨୪।୧୦(ବ୍ୟୁରୋ): ସୋମବାରଠାରୁ ଅଫଲାଇନରେ ଅଷ୍ଟମ ଶ୍ରେଣୀ ପଠାପଢ଼ା ଆରମ୍ଭ ହେବ। କ୍ଳାସ ରୁମ୍ରେ ପାଠ ପଢି଼ିବେ ଛାତ୍ରୀଛାତ୍ର। ସକାଳ ୯ଟାରୁ ଆରମ୍ଭ ହୋଇ ମଧ୍ୟ୍ୟାହ୍ନ ୧୨.୩୦ଟା ପର୍ଯ୍ୟନ୍ତ ଚାଲିବ ପାଠପଢା। ଉଭୟ ଅଫ୍ଲାଇନ ଏବଂ ଅନ୍ଲାଇନରେ ପଢିପାରିବେ ଛାତ୍ରୀଛାତ୍ର। ଯେଉଁ ଛାତ୍ରୀଛାତ୍ର…
ସ୍ତ୍ରୀଙ୍କୁ ପୁରୁଷ ନର୍ସ ଟିକା ଦେବାରୁ ରାଗିକି ରାଜ୍ୟପାଳଙ୍କୁ ଚାପୁଡା ମାରିଲେ ଏହି ବ୍ୟକ୍ତି
ତେହେରାନ,୨୪।୧୦: ଇରାନରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ପ୍ରଦେଶର ରାଜ୍ୟପାଳ ମଞ୍ଚ ଉପରେ ଭାଷଣ ଦେଉଥିବା ବେଳେ ତାଙ୍କ ସାମ୍ନାରେ ବସିଥିବା ଜଣେ ବ୍ୟକ୍ତି ହଠାତ୍ ମଞ୍ଚ ଉପରକୁ ଉଠି ତାଙ୍କୁ ଚାପୁଡ଼ା ମାରିଥିଲେ। ସେଠାରେ ଉପସ୍ଥିତ ଥିବା ଏହା…
ନିର୍ବନ୍ଧରେ ଯୋଗଦେବାକୁ ଯାଉଥିଲା ବେଳେ କାର୍ ଉପରେ ପଡ଼ିଲା ବାସି ତୋରାଣି, ଆଉ ତା’ ପରେ…
ଗଞ୍ଜାମ,୨୪।୧୦(ଡିଏନ୍.ଏ.): ଗଞ୍ଜାମ ସହରସ୍ଥିତ ପୁରୁଣା ଜାତୀୟ ରାଜପଥ ବଡବଜାରସ୍ଥିତ ଏକ ଜଳଖିଆ ଦୋକାନ ପାର୍ଶ୍ୱରେ ଏକ କାର ଉପରକୁ ବାସି ତୋରାଣି ଫିଙ୍ଗିବା ଚର୍ଚ୍ଚାର ବିଷୟ ପାଲଟିଛି। ଏ ନେଇ ଗାଡି ମାଲିକ ଗଞ୍ଜାମ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ମିଳିଥିବା…
‘ଦାଦା ସାହେବ ଫାଲକେ ପୁରସ୍କାର ପାଇବି କେବେ ଭାବି ନ ଥିଲି’
ଚେନ୍ନାଇ: ଲୋକପ୍ରିୟ ସାଉଥ୍ ସୁପରଷ୍ଟାର୍ ରଜନୀକାନ୍ତଙ୍କୁ ଚଳିତ ବର୍ଷ ‘ଦାଦା ସାହେବ ଫାଲକେ’ ପୁରସ୍କାରରେ ସମ୍ମାନିତ କରାଯିବ। ସେ ତାଙ୍କ ବାସଭବନରେ ଏକ ପ୍ରେସମିଟ୍ କରି ଏହି ସୂଚନା ଦେଇଛନ୍ତି। ତେବେ ରଜନୀକାନ୍ତ ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ପୁରସ୍କାର କାର୍ଯ୍ୟକ୍ରମରେ…
ଅଶ୍ଳୀଳ ଓ୍ବେବ୍ସାଇଟ୍ରେ ଏହି ଶିକ୍ଷକ ଦେଉଛନ୍ତି ଗଣିତ ଶିକ୍ଷା, ଭାଇରାଲ ହେଉଛି ଭିଡିଓ
କରୋନା ମହାମାରୀ ଯୋଗୁ ଶିକ୍ଷା ପଦ୍ଧତିରେ ଅନେକ ପରିବର୍ତ୍ତନ ହୋଇଛି। ପିଲା ସ୍କୁଲ ନ ଯାଇ ଅନ୍ଲାଇନ ଶିକ୍ଷା ଗ୍ରହଣ କରୁଛନ୍ତି। ଲାଇଭ୍ କ୍ଲାସ୍କୁ ବାଦ୍ ଦେଲେ ପ୍ରି-ରେକର୍ଡେଡ କ୍ଲାସ ଉପରେ ଛାତ୍ରୀଛାତ୍ର ନିର୍ଭରଶୀଳ। ଏହି ସମୟରେ ତାଇଓ୍ବାନର ଜଣେ ଶିକ୍ଷକ…
କୋହଲିଙ୍କ ଜଣେ ବଡ଼ ପ୍ରଶଂସକ ଏହି ପାକିସ୍ତାନ କ୍ରିକେଟର୍ଙ୍କ ସ୍ତ୍ରୀ
ଭାରତର ଅଧିନାୟକ ବିରାଟ କୋହଲି ଏବେ ଦୁନିଆର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ। ପ୍ରତ୍ୟେକ ଫର୍ମାଟରେ ତାଙ୍କର ରେକର୍ଡ ହେଉଛି ତାଙ୍କର ପ୍ରାଧାନ୍ୟର ପ୍ରମାଣ। ‘ରନ ମେସିନ’ ଭାବରେ ଜଣାଶୁଣା ବିରାଟ କୋହଲିଙ୍କ ପ୍ରଶଂସକମାନେ କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ୱରେ ଅଛନ୍ତି। ପାକିସ୍ତାନରେ…
ହାଇଭୋଲଟେଜ୍ ମ୍ୟାଚ୍ ପୂର୍ବରୁ ଏହି କଥା ଶୁଣି ପ୍ରବଳ ରାଗିଗଲେ କୋହଲି: କହିଲେ…
ଦୁବାଇ,୨୪।୧୦: ଆଇସିସି ଟି -୨୦ ବିଶ୍ୱକପ ୨୦୨୧ ପରେ ବିରାଟ କୋହଲି କ୍ରିକେଟର ସବୁଠାରୁ ଛୋଟ ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକତ୍ୱରୁ ଇସ୍ତଫା ଦେବେ। ତେବେ କୋହଲି ଏବେ ଏହି ପ୍ରସଙ୍ଗରେ କିଛି କହିବାକୁ ପ୍ରସ୍ତୁତ ନୁହଁନ୍ତି। ଭାରତ ଏବଂ ପାକିସ୍ତାନ…
Archives


