Home Left

ସେନାରେ ଯୋଗ ଦେବାକୁ ମହିଳାମାନଙ୍କୁ ଆହ୍ବାନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୪।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ୮୨ତମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ମନର କଥା କହିଛନ୍ତି । ଦେଶରେ ୧୦୦ କୋଟି ଟିକାକରଣର ଆମ ପାଇଁ ଗର୍ବର ବିଷୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହାସହ ପ୍ରଧାନମନ୍ତ୍ରୀ ବିର୍ସା ମୁଣ୍ଡାଙ୍କ ଆଦର୍ଶରୁ…

ଜହୁରୀ ଭାଇ

ମଧୁବାବୁଙ୍କ ମହାବାଣୀ ‘ପରାର୍ଥେ ପ୍ରାଜ୍ଞ ଜୀବନ’ ହେଉଛି ତାଙ୍କ ଜୀବନର ମୂଳମନ୍ତ୍ର। ଏଭଳି ଗୋଟେ ଦିନ ବିତି ନ ଥିବ ସେ ଯେଉଁଦିନ କାହା ଦୁଃଖରେ ଦୁଃଖୀ ହୋଇ ନ ଥିବେ। ସେ ହେଲେ ଓଡ଼ିଶାର ଘରେ ଘରେ ସୁପରିଚିତ ପ୍ରଜାତନ୍ତ୍ରର…

ଏମିତି ଜୀବନସାଥୀ ଖୋଜୁଛନ୍ତି କ୍ରୀତି

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କ୍ରୀତି ସାନନଙ୍କ ଫିଲ୍ମ ‘ହମ ଦୋ ହମାରେ ଦୋ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ ସେ ମୁଖ୍ୟ ଭୂମିକାରେ ବଲିଉଡ୍‌ ଅଭିନେତା ରାଜକୁମାର ରାଓଙ୍କ ସହ ନଜର ଆସିବେ। ଏହି ଦୁଇ ଷ୍ଟାର ଆଜିକାଲି ସେମାନଙ୍କର…

ଆର୍ୟନ ମାମଲାରେ ନୂଆମୋଡ

ମୁମ୍ବାଇ,୨୪।୧୦: ଆର୍ୟନ ଖାନ ଡ୍ରଗ୍ସ ମାମଲାରେ ଏବେ ଏକ ନୂଆ ମୋଡ଼ ଆସିଛି। ଜଣେ ସାକ୍ଷୀ ଏନସିବି ଜୋନାଲ ମୁଖ୍ୟ ସମୀର ୱାଙ୍ଖେଡେ ଏବଂ ଅନ୍ୟ ସାକ୍ଷୀ କେ.ପି ଗୋସାଭିଙ୍କ ବିରୋଧରେ ଲାଞ୍ଚ କାରବାର ହୋଇଥିବା ଅଭିଯୋଗ ଆଣିଛନ୍ତି। ସାକ୍ଷୀ ଦାବି…

ମହାଲଢେଇ ପୂର୍ବରୁ ଆତ୍ମସମର୍ପଣ କଲେ ଏହା ମହାନ ପାକିସ୍ତାନ କ୍ରିକେଟର୍‌

ନୂଆଦିଲ୍ଲୀ,୨୪।୧୦: ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ରବିବାର ସା ୭.୩୦ ରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି -୨୦ ବିଶ୍ୱକପ ମ୍ୟାଚ ଖେଳାଯିବ। ଏହି ବଡ ମ୍ୟାଚ ପୂର୍ବରୁ ପାକିସ୍ତାନର ପୂର୍ବତନ ଅଧିନାୟକ ସହିଦ ଆଫ୍ରିଦି ପରାଜୟ ସ୍ବୀକାର କରିଛନ୍ତି ଏବଂ…

ତୁଷାରପାତରେ ଚାଲିଗଲା ୨ ଜୀବନ

ଶ୍ରୀନଗର,୨୪।୧୦: ଜମ୍ମୁ-କଶ୍ମୀରର ତୁଷାରପାତରେ ଫସି ୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଥି ସହ ୨ ଜଣ ଆହତ ମଧ୍ୟ ହୋଇଛନ୍ତି। ଶନିବାର ଜମ୍ମୁ- କଶ୍ମୀରରେ ତୁଷାରପାତ ଆରମ୍ଭ ହୋଇଥିଲା। ତେବେ ରବିବାର ଅନନ୍ତନାଗ ଜିଲାର ସିନ୍ଥାନ ପାସରେ…

ଆଲ୍ଲାଙ୍କୁ ଡାକିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ଇସଲାମାବାଦ,୨୪।୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ମହାମୁକାବିଲା ଆଜି ଦୁବାଇରେ ଖେଳାଯିବ। କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଏହି ମ୍ୟାଚ୍‌କୁ ନେଇ ଉତ୍ସୁକତା ବଢିବାରେ ଲାଗିଛି। ଉଭୟ ଦେଶର ପ୍ରଶଂସକ ଏବଂ ପୂର୍ବତନ ମହାନ କ୍ରିକେଟରମାନେ ନିଜ ନିଜ ଦଳ ଉପରେ ମତ…

ମନ୍ତ୍ରୀଙ୍କ ଗିରଫ ଦାବିରେ କଂଗ୍ରେସର ଗଣଧାରଣା

କେସିଙ୍ଗା,୨୪।୧୦(ଡି.ଏନ୍‌.ଏ.): ବହୁ ଚର୍ଚ୍ଚିତ ମମିତା ମେହେରଙ୍କ ହତ୍ୟା ଘଟଣା ପ୍ରତିବାଦରେ କଳାହାଣ୍ଡି ଜିଲା କେସିଙ୍ଗା ନଗର ଓ ବ୍ଲକ କଂଗ୍ରେସ ପକ୍ଷରୁ ଆଦର୍ଶ ଥାନା ସମ୍ମୁଖରେ ଗଣଧାରଣା ଦିଆଯାଇଛି। ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଗିରଫ ଓ ବହିଷ୍କାର ଦାବି ଶତାଧିକ କଂଗ୍ରେସ…

ତାଇଓ୍ବାନରେ ଭୂକମ୍ପ

ତାଇପାଇ,୨୪ା୧୦: ତାଇଓ୍ବାନରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୨ ଥିଲା। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ପୂର୍ବ ତାଇଓ୍ବାନର ୟିଲାନ କାଉଣ୍ଟି ଥିଲା। ଚାଇନା ଭୂକମ୍ପ ନେଟୱାର୍କ କେନ୍ଦ୍ର (CENC) ଏହି ସୂଚନା ଦେଇଛି। କୁହାଯାଏ, ଦେଶର କିଛି…

ୟୁଟ୍ୟୁବ୍‌ରୁ ସର୍ଚ୍ଚ କରି ଝିଅକୁ ହତ୍ୟା କଲେ ମା’, ଏମିତି ପଡ଼ିଲା ଜଣା…

ଭୋପାଳ,୨୪ା୧୦: ମା’ର ମମତା ଆଗରେ ଦୁନିଆରେ ସବୁକିଛି ଫିକା। ପିଲା ପାଇଁ ମା’ ନିଜ ଜୀବନ ଦେବାକୁ ବି ପଛାଏ ନାହିଁ। ସବୁ ପରିସ୍ଥିତିରେ ସେ ପିଲା ପାଇଁ ସଂଘର୍ଷ କରିବାକୁ ପ୍ରସ୍ତୁତ ଥାଏ। ମାତ୍ର ଜଣେ ଜନ୍ମକଲା ମା’ ଯେ,…

ପୁଣି ସୀମାରେ ଗୁଳି ବିନିମୟ; ୨ ପୋଲିସ ସହ ଜଣେ ଯବାନ ଆହତ

ଶ୍ରୀନଗର,୨୪।୧୦: ପୁଣି ସୀମାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ୨ ଜଣ ପୋଲିସ ଓ ଜଣେ ଯବାନ ଆହତ ହୋଇଥିବା ସୂଚନା ମିଳିଛି। ଏହି ଗୁଳି ବିନିମୟରେ କୁଖ୍ୟାତ ଆତଙ୍କବାଦୀ ଜିଆ ମୁସ୍ତାଫା ମଧ୍ୟ ଆହତ…

ହିନାଙ୍କୁ ଅଫ୍‌ଶାନା କହିଲେ ମୋଟି !

ବମ୍ବେ: ମୋଟି ହୋଇଗଲେଣି ଅଭିନେତ୍ରୀ ହିନା ଖାନ୍‌। ଏକଥା ଆମେ କହୁନାହୁଁ ବରଂ କହିଛନ୍ତି ଅଫସାନା ଖାନ୍‌। ବିଗ୍‌ ବସ୍‌ ଘରେ ପ୍ରତିଯୋଗୀ ଅଛନ୍ତି ଅଫ୍‌ଶାନା। ଶନିବାର ଦେଖାଯାଇଥିବା ଓ୍ବିକେଣ୍ଡ ବାର୍‌ ଏପିସୋଡରେ ହିନା ଅତିଥି ଭାବେ ପହଞ୍ଚିଥିଲେ। ତାଙ୍କୁ ଘରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri