Home Left

ଏମିତି ସ୍ମାରକୀ, ଯାହାକୁ ନିର୍ମାଣ କରିଛନ୍ତି ମହିଳା

ଅତୀତ ଦିନରେ ମହିଳାମାନେ ଆଜିର ମହିଳାଙ୍କ ପରି ଶକ୍ତିଶାଳୀ ନ ଥିଲେ। ଏବେ ତ ମହିଳାମାନେ ବାହାରେ କାମ କରୁଛନ୍ତି ଏବଂ ପୁରୁଷମାନଙ୍କ ସହିତ କାନ୍ଧରେ କାନ୍ଧ ମିଶାଇ କାମ କରୁଛନ୍ତି। ପୂର୍ବରୁ ସେପରି ନ ଥିଲା। ଇତିହାସରେ ମଧ୍ୟ ଆମେ…

ଆଖି ପିଛୁଳାକେ ବିଲେଇକୁ ଚକମା ଦେଖାଇଲା ଗୁଣ୍ଡୁଚିମୂଷା

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

ଭାରତକୁ ହରାଇଥିବାରୁ ଗର୍ବିତ: ଆଫ୍ରିଦୀ

ଦୁବାଇ,୨୫।୧୦: ବିଶ୍ୱକପ୍‌ରେ ପ୍ରଥମଥର ପାଇଁ ଭାରତକୁ ହରାଇଥିବାରୁ ଗର୍ବ ଅନୁଭବ କରୁଛି ବୋଲି ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିବା ପାକିସ୍ତାନ ଦ୍ରୁତ ବୋଲର ଶାହିନ ଶାହ ଆଫ୍ରିଦୀ କହିଛନ୍ତି। ଆରମ୍ଭରୁ ଭାରତ କେତୋଟି ଉଇକେଟ ହାସଲ କରିପାରିଲେ ଆମେ…

୧୫ ଦିନ ଧରି ଦେଶବ୍ୟାପୀ ଆନ୍ଦୋଳନ କରିବ କଂଗ୍ରେସ

ନୂଆଦିଲ୍ଲୀ,୨୫।୧୦: ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ନଭେମ୍ବର ୧୪ରୁ ୨୯ ପର୍ଯ୍ୟନ୍ତ ଦେଶବ୍ୟାପୀ ଆନ୍ଦୋଳନ କରାଯିବ। କଂଗ୍ରେସ ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ ଏହି ସୂଚନା ଦେଇଛନ୍ତି। ୧୫ ଦିନିଆ ଆନ୍ଦୋଳନରେ କଂଗ୍ରେସ ନେତାମାନେ ନିଜ ଅଞ୍ଚଳରେ…

ବିଗ୍‌ ବି – ଶତ୍ରୁଘ୍ନ ମଧ୍ୟରେ ବନ୍ଧୁତା ଖରାପ ନେଇ ଦାୟୀ କରାଯାଇଥିଲା ରେଖାଙ୍କୁ, ପୂରା ଘଟଣା ଜାଣିଲେ…

ବଲିଉଡ ଇଣ୍ଡଷ୍ଟ୍ରିରେ ଏପରି ଅନେକ ତାରକା ଅଛନ୍ତି, ଯାହାଙ୍କ ବନ୍ଧୁତା ସର୍ବଦା ଚର୍ଚ୍ଚାରେ ଥାଏ। ଏହି ତାଲିକାରେ ମେଗାଷ୍ଟାର ଅମିତାଭ ବଚ୍ଚନ ଏବଂ ଅଭିନେତା ଶତ୍ରୁଘ୍ନ ସିହ୍ନାଙ୍କ ନାମ ମଧ୍ୟ ରହିଛି। ଅମିତାଭ ଏବଂ ଶତ୍ରୁଘ୍ନ ବହୁତ ଭଲ ବନ୍ଧୁ ।…

ମାସକୁ ୭୫ ହଜାର ଟଙ୍କା ରୋଜଗାର କରୁଛନ୍ତି ବର୍ଷକର ଶିଶୁ

ପ୍ରତି ମାସରେ ୭୫ ହଜାର ଟଙ୍କା ରୋଜଗାର କରୁଛନ୍ତି ମାତ୍ର ବର୍ଷକର ଶିଶୁ। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏହି କୁନି ଶିଶୁ ସାରା ବିଶ୍ୱରେ ବୁଲାବୁଲି କରି ଟଙ୍କା ରୋଜଗାର କରୁଛନ୍ତି। ଆମେରିକାରେ ରହୁଥିବା ଲୋକେ ଏହି ଶିଶୁକୁ…

୨୯ରେ ମୋଦିଙ୍କ ଇଟାଲୀ, ବ୍ରିଟେନ ଗସ୍ତ

ନୂଆଦିଲ୍ଲୀ, ୨୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୯ରୁ ୫ ଦିନିଆ ଗସ୍ତରେ ଇଟାଲୀ ଓ ବ୍ରିଟେନ ଯିବେ। ଏହି ଅବସରରେ ସେ ରୋମ୍‌ରେ ଅନୁଷ୍ଠିତ ହେବାକୁ ଥିବା ଦୁଇଦିନିଆ ୧୬ତମ ଜି-୨୦ ସମିଟ୍‌ ଏବଂ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ସମ୍ମିଳନୀରେ…

ଭୁଲବଶତଃ ଅନ୍ୟ ଆକାଉଣ୍ଟକୁ ଟଙ୍କା ପଠାଇଦେଇଛନ୍ତି କି? ଆପଣାନ୍ତୁ ଏହି ଉପାୟ

ଆଜିକାଲି ଅନଲାଇନ କାରବାର ବହୁତ ସାଧାରଣ ହୋଇଗଲାଣି। କୋଟି କୋଟି ଲୋକ ଦିନସାରା ଅନଲାଇନ ପ୍ଲାଟଫର୍ମ ମାଧ୍ୟମରେ ଟଙ୍କା କାରବାର କରନ୍ତି। ବେଳେବେଳେ ଟଙ୍କା ଲେଣଦେଣ ବେଳେ ଭୁଲବଶତଃ ଅନ୍ୟର ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୋଇଯାଏ। ଯଦି ଏହା ଘଟିଛି, ତେବେ…

ସୁଯୋଗ ଦେଲେ ନାହିଁ : କୋହଲି

ଦୁବାଇ,୨୫।୧୦: ପାକିସ୍ତାନ ଦଳକୁ ଶ୍ରେୟ ଦେବାକୁ ପଡ଼ିବ। ପ୍ରଥମେ ୨୦ ରନ୍‌ ମଧ୍ୟରେ ୩ ଉଇକେଟ ହରାଇ ସାରିଥିଲୁ। ଏହାକୁ କଦାପି ଭଲ ଆରମ୍ଭ କୁହାଯାଇ ପାରିବ ନାହିଁ। ବୋଲିଂରେ ଆମକୁ ଶୀଘ୍ର ଉଇକେଟ ଦରକାର ଥିଲା। କିନ୍ତୁ ତାଙ୍କ ଓପନରମାନେ…

ପରାଜୟ ପରେ ଟିମ୍‌ ଇଣ୍ଡିଆକୁ ଲାଗିଲା ଶକ୍ତ ଧକ୍କା

ଦୁବାଇ,୨୫।୧୦: ଟି୨୦ ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନଠାରୁ ଲଜ୍ଜାଜନକ ପରାଜୟ ବରଣ କରିଥିବା ଭାରତୀୟ ଦଳକୁ ଆଉ ଏକ ଶକ୍ତ ଧକ୍କା ଲାଗିଛି। ଚଳିତ ବିଶ୍ୱକପ୍‌ରେ କେବଳ ବ୍ୟାଟ୍ସମ୍ୟାନ ଭାବେ ଖେଳୁଥିବା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇଛନ୍ତି। ପାକିସ୍ତାନ ବିପକ୍ଷରେ…

ଦଲାଇ ଲାମା ବାଛିବାର ଅଧିକାର ଚାଇନାର ନାହିଁ

ତାଓ୍ବାଙ୍ଗ(ଅରୁଞ୍ଚଳ ପ୍ରଦେଶ),୨୫।୧୦: ପରବର୍ତ୍ତୀ ଦଲାଇ ଲାମାଙ୍କ ଚୟନ ପ୍ରକ୍ରିୟାରେ ଚାଇନା ମୁଣ୍ଡ ଖେଳାଇବାକୁ କେହି ନୁହେଁ। ଚାଇନିଜ ସରକାର ବୌଦ୍ଧ ଧର୍ମରେ ବିଶ୍ୱାସ କରନ୍ତି ନାହିଁ। ତେବେ ଚାଇନା ପାଖରେ କେଉଁଠାରୁ ତିବେତାନ ବାସୀଙ୍କ ସମ୍ପୂର୍ଣ୍ଣ ଆଧ୍ୟାତ୍ମିକ ମାମଲାରେ ମୁଣ୍ଡ ଖେଳାଇବାର…

ଜାହାଜରେ ନିଆଁ

ଭିକ୍ଟୋରିଆ,୨୪।୧୦: ବ୍ରିଟିଶ କଲମ୍ବିଆ ଉପକୂଳରେ ଖଣିଜ ରାସାୟନିକ ପଦାର୍ଥ ନେଇ ଯାଉଥିବା ଏକ କଣ୍ଟେନର ଜାହାଜରେ ନିଆଁ ଲାଗିଯାଇଛି। ନିଆଁ ଲାଗିବା ପରେ ବାହାରୁଥିବା ବିଷାକ୍ତ ଗ୍ୟାସ ପରିବେଶ ପ୍ରତି ବିପଦ ଆଶଙ୍କା ଦେଖାଦେଇଛି। ଆମେରିକାର ତଟରକ୍ଷୀ ବାହିନୀ ନିଆଁ ଲିଭା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri