Home Left

ପ୍ରେମିକାଙ୍କ ବ୍ୟଥା: ମୋ ସନ୍ତାନ ଥିଲେ ଏବେ ବାବର ଆଜମଙ୍କୁ ବାପା ଡାକିଥାନ୍ତା

ଇସଲାମାବାଦ୍‌,୨୭।୧୦:ଆଜିକାଲି ପାକିସ୍ତାନ ଅଧିନାୟକ ବାବର ଆଜମ ଚର୍ଚ୍ଚାରେ ରହିଛନ୍ତି। ପାକିସ୍ତାନର ପ୍ରଥମ ଅଧିନାୟକ ଭାବେ ଦଳକୁ ବାବର ଭାରତ ବିପକ୍ଷରେ ବିଜୟୀ କରାଇଛନ୍ତି। କିନ୍ତୁ ବାବର ତାଙ୍କ ଖେଳକୁ ନେଇ ଯେତେ ଚର୍ଚ୍ଚାରେ ରହିଛନ୍ତି, ସେ ତାଙ୍କ ବ୍ୟକ୍ତିଗତ ଜୀବନକୁ ମଧ୍ୟ…

ହଠାତ୍‌ ୧୧ ବାଘଙ୍କ ସାମ୍ନାକୁ ଡେଇଁ ପଡ଼ିଲେ ଜଣେ ପର୍ଯ୍ୟଟକ, ଆଉ ତା’ ପରେ…

ଚାଇନାର ରାଜଧାନୀ ବେଜିଂର ଏକ ଚିଡ଼ିଆଖାନାରେ ଜଣେ ବ୍ୟକ୍ତି ଏମିତି କିଛି କାରନାମା କରିଥିଲେ ଯାହା ଦେଖି ଉପସ୍ଥିତ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଚିଡ଼ିଆଖାନା ବୁଲିବାକୁ ଆସିଥିବା ଜଣେ ପର୍ଯ୍ୟଟକ ଅଚାନକ ବାଘଙ୍କ ସାମ୍ନାକୁ ଚାଲି ଯାଇଥିଲେ। ଗୋଟିଏ କି ଦୁଇଟି…

ଘରୋଇକରଣ ହେବ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର

ଭୁବନେଶ୍ୱର,୨୭।୧୦(ବ୍ୟୁରୋ): ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଖୁବଶୀଘ୍ର ଘରୋଇକରଣ ହେବା ନେଇ ଏଏଆଇ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଭୁବନେଶ୍ୱର ସମେତ ୧୩ଟି ପ୍ରମୁଖ ବିମାନବନ୍ଦରର ଘରୋଇକରଣ ହେବ। ଭୁବନେଶ୍ୱର, ବାରାଣସୀ, ଅମୃତସର, ତ୍ରିଚି, ଇନ୍ଦୋର, ରାୟପୁର ଭଳି ବଡ଼ ବଡ…

କବାଟ ସନ୍ଧିରେ ଏଭଳି ଲୁଚି ରହିଥିଲା ଅହିରାଜ, ଫଣା ଟେକି…

ସୋସିଆଲ ମିଡିଆରେ ପ୍ରତ୍ୟେହ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ସେଥିରୁ କିଛି ଭିଡିଓ ପ୍ରେରଣାଦାୟୀ ହୋଇଥିବା ବେଳେ କିଛି ଦେଖି ଲୋକେ ଚକିତ ହୋଇଥାନ୍ତି। ଏହି କ୍ରମରେ ଏକ ଅହିରାଜର ଭୟଙ୍କର ଭିଡିଓ ଭାଇରାଲ ହେଉଛି। ସାଧାରଣତଃ ସାପର…

ଧମକ ଦେଲା ଆତଙ୍କବାଦୀ ସଂଗଠନ ୟୁଏଲ୍‌ଏଫ୍‌…

ଶ୍ରୀନଗର,୨୭।୧୦: ଆତଙ୍କବାଦୀ ସଂଗଠନ ୟୁଏଲ୍‌ଏଫ୍‌ ପକ୍ଷରୁ ଜମ୍ମୁ-କଶ୍ମୀରର ବାସିନ୍ଦା ନ ଥିବା ଲୋକଙ୍କୁ ଧମକ ଦିଆଯାଇଛିି। ୟୁଏଲ୍‌ଏଫ୍‌ କହିଛି ଯେ, ଅଣ-କଶ୍ମୀର ବାସିନ୍ଦା ଶୀଘ୍ର ରବିବାର ଦିନ ଘଟଣା ଭାରତ ପାକିସ୍ତାନ ଟି-୨୦ ମ୍ୟାଚ୍‌ ନେଇ କ୍ଷମା ପ୍ରାର୍ଥନା କରନ୍ତୁ ।…

୭୦ ବର୍ଷରେ ପ୍ରଥମ ଥର ପାଇଁ ମା’ ହେଲେ ଏହି ମହିଳା; ପ୍ରସବ ପରେ ଡାକ୍ତର…

ପ୍ରତିଦିନ ଦୁନିଆରେ କିଛି ନା କିଛି ଅଜବ ଘଟଣା ଘଟେ। ସେଥିରୁ କିଛି ଉପରେ ବିଶ୍ୱାସ କରିବା କଷ୍ଟକର ହୋଇପଡେ। ଗୁଜରାଟରେ ଏବେ ସେଭଳି ଏକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ୭୦ ବର୍ଷୀୟ ମହିଳା ପ୍ରଥମ ଥର ପାଇଁ…

ଭାରତର କାମ ସହଜ କଲା ପାକିସ୍ତାନ

ଦୁବାଇ,୨୭।୧୦: ଟି -୨୦ ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତକୁ ୧୦ ଉଇକେଟ୍‌ରେ ପରାସ୍ତ କରିବା ପରେ ପାକିସ୍ତାନ ଦଳ ମଧ୍ୟ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ନ୍ୟୁଜିଲାଣ୍ଡକୁ ୫ ଉଇିକେଟରେ ପରାସ୍ତ କରିବା ପରେ ପାକିସ୍ତାନର ସେମିଫାଇନାଲ ରାସ୍ତା ସହଜ ହୋଇଛି। ନ୍ୟୁଜିଲାଣ୍ଡକୁ…

ଶ୍ରୀଜୀଉଙ୍କ ବନକଲାଗି ନୀତି; ଅପରାହ୍ନ ୪ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ ଅଫିସ,୨୭।୧୦: ଦୀର୍ଘଦିନର ବ୍ୟବଧାନ ପରେ ବୁଧବାର ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏହା ଏକ ଗୁପ୍ତ ସେବା । ଅପରାହ୍ନ ୪ଟାରୁ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଏ ନେଇ ମନ୍ଦିର ପ୍ରଶାସନ…

ଆସୁଛି ଆଉ ଏକ ଲଘୁଚାପ: ୩ ଦିନ ବର୍ଷିବ

ଭୁବନେଶ୍ୱର,୨୭।୧୦(ବ୍ୟୁରୋ): ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ଏହାର ଆଖପାଖରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୨୪ ଘଣ୍ଟାରେ ମଧ୍ୟରେ ଏହା ଲଘୁଚାପ କ୍ଷେତ୍ର ସୃଷ୍ଟି କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୨୮, ୨୯ ଓ ୩୦ ତାରିଖରେ ରାଜ୍ୟର ୭ ଜିଲାରେ…

ଭୟାବହ ଅଗ୍ନିକାଣ୍ଡ: ଚାଲିଗଲା ୬ ଜୀବନ

ଚେନ୍ନାଇ,୨୭।୧୦: ତାମିଲନାଡୁର କଲ୍ଲାକୁରିଚି ଜିଲାର ଶଙ୍କରପୁରମରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ବାଣ ହୋଲସେଲରେ ଦୋକାନରେ ଭୟାଭୟ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହାତ ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ କଲ୍ଲାକୁରିଚି ସ୍ଥିତ…

‘କୋହଲିଙ୍କୁ ଦେଖି ଖୁସିି ଲାଗୁଛି’

ଇସଲାମାବାଦ୍‌,୨୭।୧୦:ପାକିସ୍ତାନର ପୂର୍ବତନ ମହିଳା କ୍ରିକେଟ ଦଳର ଅଧିନାୟକ ସନା ମିର ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କୁ ପ୍ରଶଂସା କରିଛନ୍ତି। କୋହଲି ପାକିସ୍ତାନ ବିପକ୍ଷରେ ଏହି କ୍ଷତିର ଯେପରି ମୁକାବିଲା କରିଥିଲେ, ମୁଁ ତାଙ୍କ କ୍ରୀଡ଼ା ଭାବନାଙ୍କୁ ପ୍ରଶଂସା କରୁଛି। ସେ…

ରାଜ୍ୟରୁ ପୁଣି ୨ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୨୭।୧୦(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନା ଆଉ ୨ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୮,୩୧୮କୁ ବୃଦ୍ଧି ପାଇଛି। ୨ ମୃତକଙ୍କ ମଧ୍ୟରେ ଅନୁଗୋଳ ଓ କେନ୍ଦୁଝରରୁ ଜଣେ ଲେଖାଏ ରହିଛନ୍ତି । ତେବେ ଆଜି ରାଜ୍ୟରେ ୫୪୯…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri