
ଭୁବନେଶ୍ୱର,୮।୩(ବ୍ୟୁରୋ):ଆଜି ଅନ୍ତର୍ଜାତୀୟ ମହିଳା ଦିବସ। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମହିଳାମାନଙ୍କୁ ସମ୍ମାନିତ କରୁଛନ୍ତି। ଉତ୍ସର୍ଗୀକୃତ ସେବା ପାଇଁ ୨୯ ମହିଳାଙ୍କୁ ନାରୀ ଶକ୍ତି ପୁରସ୍କାର ଦିଆଯାଉଛି। ଏଥିରେ ଓଡ଼ିଶାର ସମାଜସେବୀ ଶ୍ରୁତି ମହାପାତ୍ରଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଛି।