ବିଦ୍ୟୁତ୍ ତାରରେ ଏମିତି ଚାଲୁଛନ୍ତି ଜଣେ ବ୍ୟକ୍ତି, ସ୍ପାଇଡର ମ୍ୟାନ୍ଠୁ ବି କମ୍ ନୁହନ୍ତି
ଟିଭିରେ ସୁପରମ୍ୟାନ ତଥା ସ୍ପାଇଡର ମ୍ୟାନ୍ କାହାଣୀ ବହୁତ ଶୁଣିଥିବେ, ଦେଖିଥିବେ। ମାତ୍ର ଆଜି ଏମିତି ଜଣେ ସ୍ପାଇଡର ମ୍ୟାନ୍ଙ୍କୁ ଦେଖିବାକୁ ମିଳିଛି, ଯାହାଙ୍କ କଳାକୌଶଳ ସମସ୍ତଙ୍କୁ ଚକିତ କରିଛି। ସ୍ପାଇଡର ମ୍ୟାନ୍ ଜଣକ ବିଦ୍ୟୁତ୍ ତାରକୁ ଧରି ଏମିତି ଚାଲୁଛନ୍ତି…
ଭୟ ମଧ୍ୟରେ ଏମିତି ବନ୍ଧୁତ୍ୱ: ଭିଡିଓ ଦେଖିଲେ…
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…
ଶାହରୁଖ୍ ଭାଜପାରେ ମିଶିଲେ ‘ଡ୍ରଗ୍ସ ହେବ ଚିନି’
ନୂଆଦିଲ୍ଲୀ,୨୭।୧୦: ଶାହରୁଖ୍ ଭାଜପାରେ ମିଶିଲେ ଡ୍ରଗ୍ସ ହେବ ଚିନି। ଏଭଳି ମନ୍ତବ୍ୟ ଦେଇଛନ୍ତି ମହାରାଷ୍ଟ୍ର ମନ୍ତ୍ରୀ ଛଗନ ଭୂଜବଳ। ଭାଜପାର ଦୋମୁହାଁ ନୀତିକୁ ନେଇ ସେ ଏଭଳି ମନ୍ତବ୍ୟ ଦେଇଛନ୍ତି। ଶାହରୁଖ୍ଙ୍କ ପୁଅ ଆର୍ୟନ ଖାନ୍ ମୁମ୍ବାଇ ଡ୍ରଗ୍ସ ମାମଲାରେ ଗିରଫ…
ଏହି ଗାୟିକାଙ୍କୁ କୁହାଯାଉଥିଲା ଦ୍ୱିତୀୟ ଲତା ମଙ୍ଗେସକର; ଆଜି ବି ଅସଲ ନାମ ଜାଣିନାହାନ୍ତି କେହି…
ବମ୍ବେ: ହିନ୍ଦି ସିନେମାର ଶ୍ରେଷ୍ଠ ଗାୟିକାଙ୍କ ମଧ୍ୟରୁ ଅନୁରାଧା ପୌଡ଼ୁଆଲ ଜଣେ। ଏକ ସମୟରେ ତାଙ୍କ ତୁଳନା ଲତା ମଙ୍ଗେସକର ବୋଲି କୁହାଯାଉଥିଲା। ଏବେ ଦୀର୍ଘ ୧୨ ବର୍ଷ ଧରି ସେ ଗୀତ ଗାଇବାଠାରୁ ଦୂରେଇ ଯାଇଛନ୍ତି। ହେଲେ ଆଜି ବି…
ବିଶିଷ୍ଟ ଗାନ୍ଧୀବାଦୀ ନେତା ଏସ.ଏନ ସୁବାରାଓଙ୍କ ପରଲୋକ
ଜୟପୁର,୨୭।୧୦: ବିଶିଷ୍ଟ ଗାନ୍ଧୀବାଦୀ ନେତା ଡା ଏସ.ଏନ ସୁବାରାଓଙ୍କର ଦେହାନ୍ତ ହୋଇଛି। ବୁଧବାର ଜୟପୁରର ଏକ ଡାକ୍ତରଖାନାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଆଜି ସନ୍ଧ୍ୟାରେ ତାଙ୍କ ପାର୍ଥିବ ଶରୀର ଶେଷ ଦର୍ଶନ ପାଇଁ ମୁରୈନା ଅଣାଯିବ। ଡକ୍ଟର ସୁବାରାଓଙ୍କ…
ଗରିବ ପାକିସ୍ତାନକୁ ସାଉଦି ଆରବ ଭରସା
ଇସଲାମାବାଦ,୨୭।୧୦: ଆଜିକାଲି ପାକିସ୍ତାନ ଏକ ବଡ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି। ଦେଶରେ ମହଙ୍ଗା ଆକାଶ ଛୁଆଁ ହୋଇଛି। ଦେଶର ଅର୍ଥନୀତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି। ଏଭଳି ପରିସ୍ଥିତିରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ସାଉଦି ଆରବର ରାଜକୁମାରଙ୍କ ସହାୟତା…
ସୋସିଆଲ ମିଡିଆ ଆପ୍ ଲଞ୍ଚ୍ କଲେ ରଜନୀକାନ୍ତ
ମୁମ୍ବାଇ: ଲୋକପ୍ରିୟ ସାଉଥ୍ ସୁପରଷ୍ଟାର ରଜନୀକାନ୍ତ ଏକ ନୂଆ ସୋସିଆଲ ମିଡିଆ ଆପ୍ ଲଞ୍ଚ କରିଛନ୍ତି। ଏହି ଆପ୍ର ନାଁ Hoote। ଏହା ଏକ ଭଏସ୍ ଆଧାରିତ ସୋସିଆଲ ମିଡିଆ ଆପ୍। ଏହି ଆପ୍ରେ ଜଣେ ୬୦ ସେକେଣ୍ଡ ପର୍ଯ୍ୟନ୍ତ ଏକ…
ଗାଈ ଜନ୍ମ ଦେଲା ୨ ମୁଣ୍ଡିଆ ବାଛୁରୀ, ଯାଞ୍ଚ ପାଇଁ ପହଞ୍ଚିଲା ଏକ୍ସପର୍ଟ ଟିମ୍
ସୋସିଆଲ ମିଡିଆରେ ଏବେ ଏକ ବାଛୁରୀର ଫଟୋ ଭାଇରାଲ ହେଉଛି। ଏହି ଫଟୋରେ ବାଛୁରୀର ଦୁଇଟି ମୁହଁ ରହିଛି। ଯାହାକି ଘୁଷୁରି ପରି ଦେଖାଯାଉଛି। ଏହି ବାଛୁରୀ ରୁଷିଆର ଖାକାସିଆର ମଟେକଚିକ୍ ଗାଁରେ ହୋଇଛି। ଭାଇରାଲ ଫଟୋରେ ଏକ ବାଛୁରୀର ରଙ୍ଗ…
ଜନ୍ମଦିନରେ ପୂରାପରିବାରକୁ ହରାଇଥିଲେ ଏହି ଅଭିନେତା: ବାପା ହିଁ କରିଥିଲେ ଗୁଳି
ଜନ୍ମଦିନ ସମସ୍ତଙ୍କ ପାଇଁ ବର୍ଷର ସବୁଠାରୁ ବଡ଼ ଦିନ ହୋଇଥାଏ । ଏହି ଦିନକୁ ସମସ୍ତେ ଅପେକ୍ଷା କରି ରହିଥାନ୍ତି। ହେଲେ ଏହି ଜନ୍ମଦିନ ଜଣେ କଳାକାରଙ୍କ ଜୀବନରେ ଅନ୍ଧକାର ଆଣିଦେଇଥିଲା। ଜନ୍ମଦିନରେ ସେ ହରାଇଦେଇ ପୂରା ପରିବର। ୯୦ ଦଶକର…
‘ମ୍ୟାଡାମ, ଆପଣଙ୍କ ସ୍ବାମୀଙ୍କୁ ମାରିଦିଆଯିବ’
କୋଲକତା,୨୭।୧୦: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟ ଶାସନ ସଚିବ ଆଲାପାନ ବନ୍ଦୋପାଧ୍ୟାୟଙ୍କ ସ୍ତ୍ରୀ ସୋନାଲି ଚକ୍ରବର୍ତ୍ତୀଙ୍କୁ ଧମକପୂର୍ଣ୍ଣ ଚିଠି ଆସିଛି। ଚିଠିରେ ସୋନାଲିଙ୍କୁ ଧମକ ଦିଆଯାଇ କୁହାଯାଇଛି ମ୍ୟାଡାମ, ତୁମ ସ୍ବାମୀଙ୍କୁ ହତ୍ୟା କରାଯିବ, କେହି ତାଙ୍କ ଜୀବନ ରକ୍ଷା କରିପାରିବ ନାହିଁ।…
ଅମରିନ୍ଦରଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ମୁହଁ ଖୋଲିଲେ…
ନୂଆଦିଲ୍ଲୀ,୨୭।୧୦: ଅମରିନ୍ଦରଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପାକିସ୍ତାନ ପୂର୍ବତନ ସାମ୍ବାଦିକା ଅରୁସା ଆଲାମ। ପଞ୍ଜାବ ରାଜନୀତିରେ ଦିନକୁ ଦିନ ନୂଆ ଚର୍ଚ୍ଚା ହେଉଥିବା ବେଳେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନଙ୍କ ସହ ତାଙ୍କ ସମ୍ପର୍କ ଥିବା ଗୁଜବ…
ନୂଆ ରାଜନୈତିକ ଦଳ ଗଠନ ସମ୍ପର୍କରେ ଘୋଷଣା କଲେ କ୍ୟାପଟେନ୍…
ଚଣ୍ଡିଗଡ଼,୨୭।୧୦: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ନୂଆ ରାଜନୈତିକ ଦଳ ସମ୍ପର୍କରେ ବୁଧବାର ଘୋଷଣା କରିଛନ୍ତି। ତେବେ ଏହାର ନାମ କରଣ ଶୀଘ୍ର ହେବ ବୋଲି କ୍ୟାପଟେନ୍ ସୂଚନା ଦେଇଛନ୍ତି। ଅନୁଷ୍ଟିତ ଏକ ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମିଳନୀରେ ସେ…
Archives


